Top Tweets for #PrasantJagdev
ବିଜେପି ରାଜ୍ୟ କାର୍ଯ୍ୟାଳୟ ହୋଲି ଉତ୍ସବରେ ଧୁମ୍ ନାଚିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। କହିଲେ ଇଏ ନାଚ ପୁରା ଭାଇରାଲ ହେବ।
#PrasantJagdev #BJPEvent #HoliCelebration_BJP #ViralDance #Politician #HoliFestivities #KhordhaMLA #BJPStateOfficeHoli #OdishaTV #OTV
ସ୍ୱାୟତ୍ତ ଶାସନ ଦିବସରେ ୭ଟି ମୁନିସିପାଲିଟି ଓ ୧୬ NAC ଘୋଷଣା, ସାଧୁବାଦ ଜଣାଇଲେ ନେତା ଓ ଅଞ୍ଚଳବାସୀ #cmmohanmajhi #nac #municipality #prasantjagdev #tarabahinipati
#ହଟକେଶ୍ବର_ମହାଦେବ_ମନ୍ଦିରରେ_ପ୍ରଶାନ୍ତ_ଜଗଦ୍ଦେବ
ହଟକେଶ୍ବର ମହାଦେବ ମନ୍ଦିରର ବିକାଶ ପାଇଁ ସରକାର ତତ୍ପର ଅଛନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୧୫ କୋଟି ଟଙ୍କାର କାମ ହେବ : ପ୍ରଶାନ୍ତ ଜଗଦ୍ଦେବ #KanakNews #hatkeswarmahadev #prasantjagdev
ସରକାରୀ ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ୧୫ କୋଟି 27 ଲକ୍ଷ ଟଙ୍କା। ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଓ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
#Assembly #mohanmajhi #prasantjagdev #laxmanbag

ଭକ୍ତ ଭଗବାନଙ୍କ ମିଳନର ରାସ୍ତା ଖୋଲିଗଲା , ଆଉ ଏ ରାସ୍ତା ହିଁ ଓଡ଼ିଶାର ବିକାଶର ରାସ୍ତା ଖୋଲିଦେବ : ପ୍ରଶାନ୍ତ ଜଗଦ୍ଦେବ #KanakNews #prasantjagdev #Puri #Odisha
ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ବେଲ୍ । ସୂଚନା ଦେଲେ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଅଚାର୍ଯ୍ୟ ।
#PrasantJagdev #Bail #Odisha #Kanaknews

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ଜାମିନ
ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ
ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ
ପୋଲିଂ ବୁଥ୍ରେ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିଲେ
ପରେ ପ୍ରଶାନ୍ତଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା
#Prasantjagdev #bjp #bail #badakhabar

#ପ୍ରଶାନ୍ତ_ଜଗଦ୍ଦେବ_ବିଧାୟକ_ନୁହଁ_ଜଗୁଆଳୀ
ବିଜେପିର ଜଗୁଆଳୀ ହିସାବରେ ପ୍ରଶାନ୍ତ ଜଗଦ୍ଦେବ କାମ କରିବ । ଆଜି ଓଡ଼ିଶାବାସୀଙ୍କ ଉତ୍ସବର ଦିନ : ପ୍ରଶାନ୍ତ ଜଗଦ୍ଦେବ #KanakNews #PrasantJagdev #Odisha #BJP
ଏସସିବି ମେଡିକାଲରେ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଡାକ୍ତରଙ୍କ ସହ ଆଲୋଚନା କରିବା ସହ ଅପରାଜିତା କହିଛନ୍ତି, ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି କିଛି ଦିନ ଭିତରେ ସେ ଡିସଚାର୍ଜ ହେବେ #KanakNews #AparajitaSarangi #PrasantJagdev
ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜିତିବା ପରେ ଶୁଭେଚ୍ଛା ଜଣାଇଲେ ବ୍ରହ୍ମପୁର ଲୋକସଭା ଆସନର ବିଜୟୀ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
#PrasantJagdev #PradeepPanigrahi #BJP #Election2024 #OTV
କିଛି ଭୁଲ କରିନାହାଁନ୍ତି ପ୍ରଶାନ୍ତ ଜଗଦ୍ଦେବ, DIGଙ୍କ ନିକଟର ବିଜେପିର ଦାବି
#PrasantJagdev #OdishaBJP #OdishaNews
Khordha's BJP candidate Prashant Jagdev's bail plea denied | ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଖାରଜ #prasantjagdev #khordha_bjp #bailplea #courtorder #elections2024 #odishapolitics #bjdvsbjp #prameyanews7
ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର, ଆଇନଜୀବୀଙ୍କୁ ଦିଆଯିବ ଷ୍ଟାଟସ ରିପୋର୍ଟ
#ETVBharatOdisha #ETVBharat #PrashantJagdev #SCB #Prasantjagdev
https://t.co/BwLaFPLgJV
ଏସସିବି ମେଡିସିନ ଆଇସିୟୁରେ ପ୍ରଶାନ୍ତ ଜଗଦେବ: ସ୍ୱାସ୍ଥ୍ୟାବସ୍ଥା ସ୍ଥିର
#Sambad #PrasantJagdev #SCBMedical #Odisha
https://t.co/8nCRfuJ3IG
ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ, ଏସ୍ସିବି ମେଡିକାଲରେ ଭର୍ତ୍ତି
#PrameyaNews7 #OdishaNews #prasantjagdev
https://t.co/aPXMeIMppA
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏସସିବିରେ ଭର୍ତ୍ତି । ଜେଲରେ ଅସୁସ୍ଥତା ଅନୁଭବ ପରେ ମେଡିକାଲରେ ଭର୍ତ୍ତି । ବିଳମ୍ବିତ ରାତିରେ ଖୋର୍ଦ୍ଧା ଜେଲରୁ ଏସସିବି ଅଣାଗଲା #KanakNews #PrasantJagdev #Odisha
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କଟକ ବଡ଼ ମେଡିକାଲରେ ଭର୍ତ୍ତି
#Sambad #PrasantJagdev #SCBMedical #Odisha
https://t.co/PEzrf149tY
ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହେବା ଘଟଣାର ସିସିଟିଭି ଫୁଟେଜ ଭାଇରାଲ
#PrasantJagdev #Khordha #Odisha
ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ ପୋଲିସର ଜୁଲମ୍ ଅଭିଯୋଗ..ପୋଲିସ୍ ଧମକାଇବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଜଗଦ୍ଦେବଙ୍କୁ ନେଇ ବେଗୁନିଆ ଯାଇଥିବା ଘରୋଇ ଗାଡ଼ି ଡ୍ରାଇଭର
#PrasantJagdev #Odisha #OTV
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers








