Top Tweets for #PrashantJagdev
ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡକୁ ନେଇ ତେଜିଲା ରାଜନୀତି। ସଠିକ ସ୍ଥାନ ନିରୂପଣ କରିବାକୁ ଦାବି ହେଉଛି। ଏବେ ବସଷ୍ଟାଣ୍ଡ ମାତ୍ର ସାଢ଼େ ୪ଏକର ରହିଛି। ବସ୍ ଟର୍ମିନାଲ ଓ ବସ୍ ପାର୍କିଂ ପାଇଁ ପାଖାପାଖି ୩୦ରୁ ୪୦ଏକର ଜାଗାର ଆବଶ୍ୟକତା ଅଛି। ଶାସକ ଓ ବିରୋଧୀଙ୍କ ଭିତରେ କଥା କଟାକଟି।
#khordha #newbusstand #Prashantjagdev #rajendrasahoo #sonalisahu #politics #bjd #bjp #congress
#ରାତି_ଅନିଦ୍ରା_ହୋଇ_ରାସ୍ତା_ନିର୍ମାଣ_କରାଇଲେ_ବିଧାୟକ
ଗାତରେ ଗଳିଲା ବିଧାୟକଙ୍କ ଗାଡ଼ି ଚକା, ରାତାରାତି ନିର୍ମାଣ ହେଲା ରାସ୍ତା | BJP MLA Prashant Jagdev | Khordha
#khordharoad #mla #prashantjagdev #roadissue #newroad #prameyanews7
ବିନାଶ କାଳେ ବିପରୀତ ବୁଦ୍ଧି। ବିଜେଡ଼ିର ଅବସ୍ଥା ଏବେ ସେଇଆ। ଏବେ ଯେଉଁ ଷ୍ଟାଇଲରେ ବିଜେଡି ଚାଲିଛି, ରସାତଳକୁ ଯିବ- ପ୍ରଶାନ୍ତ ଜଗଦେବ।
#OdishaPolitics #PrashantJagdev #OdishaPolitics_BJD #BJPvsBJD_Odisha #ManasMangaraj #PoliticalClash #OdishaNews #PartyConflict #IndianPolitics #OdishaTV #OTV
"#ଆମ_ସଭାପତି_ଟେଷ୍ଟେଡ_ଘୋଡ଼ା'
ଆମ ସଭାପତି ଟେଷ୍ଟେଡ଼ ଘୋଡା, ବିଜେଡ଼ି ଦୁର୍ବଳ ହୋଇସାରିଛି କେବଳ ଭାଙ୍ଗିବାକୁ ବାକି ରହିଛି : ପ୍ରଶାନ୍ତ ଜଗଦେବ, ବିଜେପି ବିଧାୟକ
#KanakNews #PrashantJagdev #BJP
ବିଜେପି ବିଧାୟକ ପ୍ରଶାନ୍ତ ବାବୁଙ୍କ ମୋଦିଙ୍କ ଗସ୍ତ ପୂର୍ବରୁ ନାଚ 🤣🤣
#BJP #Odisha #PrashantJagdev #Modi #viralvideo
ରାଜରାସ୍ତା କଡ଼ରେ ବସି ଜନ ଶୁଣାଣି କରାଇଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
#BJPMla #PrashantJagdev #KhordhaMLA
@kanak_news When I am listening from #prashantjagdev said to media in odisha remot control government.he said we are minister and mla but remote control from delhi #odishagoverment #Bhubaneswar #delangpipili #sakhigopal #puri
ନମସ୍କାର @BJP4Odisha ,
ତାହେଲେ ଆମ କଣ ଭାବିବୁ ଆପଣଙ୍କର 'ଓଡ଼ିଆ ଅସ୍ମିତା' ଟା କେବଳ ଗୋଟେ ନାଟକ ଥିଲା?🤨
ଆପଣ ମାନେ ସମସ୍ତେ ତାହେଲେ ଗୁଜରାଟୀ ଅସ୍ମିତା କୁ ଓଡ଼ିଆ ଅସ୍ମିତା ବୋଲି ପ୍ରଚାର କରିଥିଲେ କି #PrashantJagdev ଆଜ୍ଞା?
ଜଗା ସବୁ ଦେଖୁଛି 🙏
@dpradhanbjp @MohanMOdisha @PandaJay
@otvkhabar @kanak_news
‘#ଆମ_ରିମୋଟ_କଣ୍ଟ୍ରୋଲ_ମୋଦୀ_ଜୀ’
ଆମେ ଏଠି ମନ୍ତ୍ରୀ, ବିଧାୟକ ଯାହା ହେଲେ ବି ଆମ ରିମୋଟ କଣ୍ଟ୍ରୋଲ ମୋଦୀ ଜୀ । ଦିଲ୍ଲୀରୁ ରିମୋଟ ଟିପିଲେ ଏଠି କାମ ହେବ । କହିଥିଲେ ଓଡିଶା ଏକ ନମ୍ବର ରାଜଦ୍ୟ ହେବ ତାହା ନିଶ୍ଚିତ ହେବ: ପ୍ରଶାନ୍ତ ଜଗଦ୍ଦେବ ।
#PrashantJagdev #Odisha #BJP
‘#ମୋ_ଜନ୍ମ_ବାହୁବଳୀ_ଟ୍ୟାଗ_ନୁହେଁ’
ମୋତେ ସବୁ ଅଫିସର ଭଲ ବ୍ୟବହାର କରିଛନ୍ତି । ଯିଏ ଖରାପ ଭୟବହାର କରିଛନ୍ତି ମୁଁ ଉଚିତ ଜବାବ ଦିଏ, ସେଥିପାଇଁ ବାହୁବଳୀ ନେତା ହୋଇଛି: ପ୍ରଶାନ୍ତ ଜଗଦ୍ଦେବ ।
#PrashantJagdev #BJP #Odisha
‘#ଆମ_ରିମୋଟ_କଣ୍ଟ୍ରୋଲ_ମୋଦୀ_ଜୀ’
ଆମେ ଏଠି ମନ୍ତ୍ରୀ, ବିଧାୟକ ଯାହା ହେଲେ ବି ଆମ ରିମୋଟ କଣ୍ଟ୍ରୋଲ ମୋଦୀ ଜୀ । ଦିଲ୍ଲୀରୁ ରିମୋଟ ଟିପିଲେ ଏଠି କାମ ହେବ । କହିଥିଲେ ଓଡିଶା ଏକ ନମ୍ବର ରାଜଦ୍ୟ ହେବ ତାହା ନିଶ୍ଚିତ ହେବ: ପ୍ରଶାନ୍ତ ଜଗଦ୍ଦେବ ।
#PrashantJagdev #Odisha #BJP
୫୦ ଏକର ଜାଗା ଦରକାର ଥିଲା ୯ ଏକର ଜାଗା ମିଳିଥିଲା । ବରୁଣେଇକୁ ବିଶ୍ୱସ୍ତରୀୟ ଐତିହାସିକ କେନ୍ଦ୍ର କରାଯାଉ । ଯେମିତି ବାହାରୁ ଲୋକ ଆସି ରିସର୍ଚ୍ଚ କରିପାରିବେ: ପ୍ରଶାନ୍ତ ଜଗଦ୍ଦେବ ।
#PrashantJagdev #Odisha #BJP
ହାଇକୋର୍ଟ ପରେ ଖୋର୍ଦ୍ଧା କୋର୍ଟରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ବେଗୁନିଆରେ ବୁଥ୍ ଭିତରେ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିଲେ ପ୍ରଶାନ୍ତ...
#PrashantJagdev #JMFC #Bhubaneswar #Khurdha #OTV
#ପ୍ରଶାନ୍ତ_ଜଗଦ୍ଦେବଙ୍କୁ_ଜାମିନ
-ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ଜାମିନ
-ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ
#PrameyaNews7 #PrashantJagdev #Bail
ପୋଲିଂ ବୁଥ୍ରେ ଗଣ୍ଡଗୋଳ ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ
#Odisha #PrashantJagdev #HighCourt #OTV https://t.co/DYJiYkftH1
ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ନିୟମିତ ଜାମିନ। ବୁଧବାର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ବୋଲି କହିଛନ୍ତି। ମେ ୨୫ ତାରିଖରେ ପୋଲିଂ ବୁଥ୍ରେ ଇଭିଏମ ଭଙ୍ଗାରୁଜା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।
#PrashantJagdev #Odisha

Orissa High Court today grants regular bail to Khurda MLA-elect #PrashantJagdev, arrested on the charge of damaging an EVM during voting on May 25.
On June 7, a lower court granted interim bail Jagdev for three days - June 9, 10, 11 – and asked to surrender before the court on June 12
(File Photo)

Last Seen Hashtags on Sotwe
ministallion
Seen from United Kingdom
momson Teenagee*() +filter:native_video
Biyeyema
Seen from United States
ไซด์ไลน์เพชรบุรี
Seen from Thailand
BlueAvA
Seen from United States
mom friends porn
Seen from Netherlands
adanatravesti
Seen from Turkey
BillyBlessing
Seen from United States
nolimit nolimit
Seen from United States
ODAAT
Seen from United States
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.8M followers

Taylor Swift 
@taylorswift13
82.7M followers

Lady Gaga 
@ladygaga
74.1M followers

Virat Kohli 
@imvkohli
71.6M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.5M followers

Neymar Jr 
@neymarjr
64.5M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.8M followers

X 
@x
60.8M followers









