Top Tweets for #RadhapadaDarshan
କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି, ଅଁଳାନବମୀରେ ପୁରୀ ସାକ୍ଷୀଗୋପାଳ ମନ୍ଦିର ଉତ୍ସବ ମୁଖର
#PuriNews #RadhapadaDarshan #AnlaNavami
ଆଜି ପବିତ୍ର ଅଁଳା ନବମୀ | ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ କରିବାକୁ ଲାଗିଛି ଭକ୍ତଙ୍କ ଭିଡ଼....। Divine Rush Amid Amla Navami 2025: Devotees Throng Puri Sakhi Gopinath Temple for Radha Pada Darshan.
#amlanavami2025 #radhapadadarshan #sakhigopinathtemple #sakhigopal #puri #prameyanews7
ପବିତ୍ର ଅଁଳା ନବମୀ ତଥା ମା' ରାଧାଙ୍କ ପାଦପଦ୍ମ ଦର୍ଶନ ଉପଲକ୍ଷେ ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନର ସହ ଭକ୍ତିପୂର୍ଣ୍ଣ ଶୁଭେଚ୍ଛା ଓ ଶୁଭକାମନା। ପ୍ରେମ, ଭକ୍ତି ଓ କରୁଣା ସ୍ୱରୂପିଣୀ ମା' ରାଧା ସମସ୍ତଙ୍କ ଦୁଃଖ ଦୂର କରନ୍ତୁ ।
ରାଧେ ରାଧେ 🙏
#AnlaNavami
#RadhaPadaDarshan
#BJDStandsWithOdisha
#Puri

#ରାଧାରାଣୀଙ୍କ_ପାଦ_ଦର୍ଶନ_ପାଇଁ_ଭିଡ଼
ଅଁଳାନବମୀ ପାଇଁ ଚଳଚଞ୍ଚଳ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ: ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’ରାଧାରାଣୀ।
#Radhapadadarshan #AnlaNavami #OTV
ପବିତ୍ର ଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।💫
#AnlaNavami2025 #AmlaNavami
#AkshayaNavami #RadhapadaDarshan
#RadharaniBlessings #BhaktiVibes
#kartikamasa

ପବିତ୍ର ଅଁଳାନବମୀରେ ରାଧା ପାଦ ଦର୍ଶନ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା' https://t.co/WxdAuSqHys
#PrameyaNews7 #AnlaNavami #RadhapadaDarshan #Sakhigopala

#ସାକ୍ଷୀଗୋପାଳ_ମନ୍ଦିର_ସିଂହଦ୍ୱାର_ବନ୍ଦ_କଲେ_ସେବକ
-ସତ୍ୟବାଦୀ: ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ବନ୍ଦ କଲେ ସେବକ
-ଭିଆଇପି ପ୍ରବେଶ ବନ୍ଦ କରିବାକୁ ସେବାୟତଙ୍କ ଦାବି
#Radhapadadarshan #AnlaNavami #OTV

କାର୍ତ୍ତିକ ମାସର ପବିତ୍ର ଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନର ଶୁଭ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ।
କରୁଣାମୟୀ ମା' ରାଧାଙ୍କ କୃପାରୁ ସଭିଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୋର କାମନା ।
#AnlaNavami
#RadhaPadaDarshan

#ଆଜି_ପବିତ୍ର_ଅଳାଁ_ନବମୀ
ପିପିଲି : ପବିତ୍ର ଅଳାଁ ନବମୀରେ ରାଧା ପାଦ ଦର୍ଶନ
ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼
ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ
ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
#Radhapadadarshan #AnlaNavami #knewswodisha
ରାଧାଙ୍କ ପାଦ ଦର୍ଶନ ଲାଗି ସାକ୍ଷୀଗୋପାଳରେ ଅହେତୁକ ଭିଡ଼, ପୁଲିସ ମୁତ୍ତୟନ
#radhapadadarshan
https://t.co/z8xAisQFBb
#ଆଜି_ପବିତ୍ର_ଅଳାଁ_ନବମୀ
-ସାକ୍ଷୀଗୋପାଳ: ପବିତ୍ର ଅଳାଁ ନବମୀରେ ରାଧା ପାଦ ଦର୍ଶନ
-ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼
-ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ
-ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
#Radhapadadarshan #AnlaNavami #OTV

କାଲି ପବିତ୍ର ଅଁଳା ନବମୀ I ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା' ରାଧାରାଣୀ I ସାକ୍ଷୀଗୋପାଳ ଗୋପାଳଜୀଉ ମନ୍ଦିରରେ ହେବ ରାଧାପାଦ ଦର୍ଶନ I ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଦୃଷ୍ଟିରୁ ବ୍ୟାପକ ପ୍ରସ୍ତୁତି I
#Odisha #Puri #Bramhagiri #AnlaNavami #RadhaPadaDarshan
ବହୁତ୍ ଦିନର ଇଚ୍ଛା ଆଜି ପୁରଣ ହେଲା 🙏
ଓଡ଼ିଆଣୀ ଶୃଙ୍ଗାର ରେ ମା ଆଜି ପାଦ ଦର୍ଶନ ଦେଉଛନ୍ତି ❤️
#radhapadadarshan

ଗଡ଼ ରଥିପୁର ସାକ୍ଷୀ ଗୋପୀନାଥ ମନ୍ଦିରରେ ଅଁଳା ନବମୀ ରାଧା ପାଦ ଦର୍ଶନ ଉତ୍ସବ...
#RadhaPadaDarshan #AnlaNavami #Khordha #Odisha #OTV
#ଓଡ଼ିଆଣୀ_ବେଶେ_ରାଧାରାଣୀ
ଖୋର୍ଦ୍ଧା ଜଟଣୀରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶକୁ ଦର୍ଶନ କରିଛନ୍ତି ଭକ୍ତ । ଯୁଗଳମୂର୍ତ୍ତୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ #KanakNews #Odisha #RadhapadaDarshan
ପବିତ୍ର ଅଁଳା ନବମୀ ଓ ରାଧା ପାଦ ଦର୍ଶନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
#Anlanabami #Radhapadadarshan #GhareGharejayJagannathtv #JayJagannathTV #NamitaAgrawal #SidharrthTV #919SidharthFM #SitaramAgrawal #SidharthBhakti #SidharthGold #SidharthMusic #sidharthtvnetwork

ପବିତ୍ର ଅଁଳା ନବମୀ ରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀ ରାଧା, ନଟବର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀକୃଷ୍ଣ।
#radhapadadarshan #RadhaKrishna

କାର୍ତ୍ତିକ ମାସର ପବିତ୍ର ଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନର ଶୁଭ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ।
କରୁଣାମୟୀ ମା' ରାଧାଙ୍କ କୃପାରୁ ସଭିଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୋର କାମନା ।
#AnlaNavami
#RadhaPadaDarshan

🙏🏻🙏🏻🙏🏻🙏🏻🙏🏻🙏🏻🙏🏻 ଶ୍ରୀ ରାଧା ପାଦ ଦର୍ଶନ 🙏🏻🙏🏻🙏🏻🙏🏻🙏🏻🙏🏻#odisha #radhapadadarshan #radheradhe #darsan #Shreeradha #radhe

Last Seen Hashtags on Sotwe
nyccolor
Seen from France
CPSERoundtable
Seen from Mexico
UpTheFreds
Seen from Australia
PacFemCOPRegionalMeeting
Seen from Indonesia
PakkeBlackiye
Seen from United States
sakso
Seen from Turkey
arab #xxx
Seen from Oman
sabsebadakhiladi
Seen from Indonesia
momson
Seen from Brazil
volunteerinAustin
Seen from Panama
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers

















