Top Tweets for #AnlaNavami
ରାଜାଙ୍କୁ ସ୍ୱପ୍ନେଇଲେ ମହାପ୍ରଭୁ, କହିଲେ ଭୋଗବୁହା ବାଟରେ ବସି, ପିଠାମିଠା ଅଇଁଠା କରୁଛନ୍ତି ସାକ୍ଷୀଗୋପାଳ, ଆମେ ରହୁଛୁ ଉପବାସ
#radhapada #darshan #sakshigopala #anlanavami #OTV
https://t.co/ApWvPp4vEk
କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି, ଅଁଳାନବମୀରେ ପୁରୀ ସାକ୍ଷୀଗୋପାଳ ମନ୍ଦିର ଉତ୍ସବ ମୁଖର
#PuriNews #RadhapadaDarshan #AnlaNavami
ପ୍ରଭୁଙ୍କ ଦୁର୍ଲଭ ବେଶ ପାଇଁ ଲମ୍ୱା ଲାଇନରେ ଭକ୍ତ । ଧାଡି ଧାଡି ହୋଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
#puri #sakhigopal #anlanavami #NandighoshaTV
ପବିତ୍ର ଅଁଳା ନବମୀ ତଥା ମା' ରାଧାଙ୍କ ପାଦପଦ୍ମ ଦର୍ଶନ ଉପଲକ୍ଷେ ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନର ସହ ଭକ୍ତିପୂର୍ଣ୍ଣ ଶୁଭେଚ୍ଛ��� ଓ ଶୁଭକାମନା। ପ୍ରେମ, ଭକ୍ତି ଓ କରୁଣା ସ୍ୱରୂପିଣୀ ମା' ରାଧା ସମସ୍ତଙ୍କ ଦୁଃଖ ଦୂର କରନ୍ତୁ ।
ରାଧେ ରାଧେ 🙏
#AnlaNavami
#RadhaPadaDarshan
#BJDStandsWithOdisha
#Puri

Union Education Minister Dharmendra Pradhan wishes all on occassion of Anla Navami and Radha Pada Dashan
Pradhan tweets, “Heartfelt greetings on the sacred occasion of Holy Anla Navami and ‘Radha Pada’ Darshan."
#DharmendraPradhan #AnlaNavami #RadhaPada

#WATCH | Sakhigopal, Puri | Faith and fervour unite devotees on the sacred day of ‘Anla Navami’
#AnlaNavami #Odisha
#ରାଧାରାଣୀଙ୍କ_ପାଦ_ଦର୍ଶନ_ପାଇଁ_ଭିଡ଼
ଅଁଳାନବମୀ ପାଇଁ ଚଳଚଞ୍ଚଳ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ: ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା’ରାଧାରାଣୀ।
#Radhapadadarshan #AnlaNavami #OTV
#ରାଧାପାଦ_ଦର୍ଶନ_ପାଇଁ_ପ୍ରବଳ_ଭିଡ଼
ପବିତ୍ର ଅଁଳା ନବମୀ ଉପଲ୍ଲକ୍ଷେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ। ସକାଳୁ ରାଧାପାଦ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ #puri #sakhigopal #anlanavami #NandighoshaTV
Wishing everyone a blessed #AnlaNavami!
Sea of devotees thronged Sakhigopal to witness ‘Radha Pada Darshan’, the rare sight of Maa Radha’s divine feet.
Maa Radha appears in her traditional Odia attire (Odiaani Besha) on this day.
#OdishaFestivals
ପବିତ୍ର ଅଁଳାନବମୀରେ ରାଧା ପାଦ ଦର୍ଶନ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା' https://t.co/WxdAuSqHys
#PrameyaNews7 #AnlaNavami #RadhapadaDarshan #Sakhigopala

#ସାକ୍ଷୀଗୋପାଳ_ମନ୍ଦିର_ସିଂହଦ୍ୱାର_ବନ୍ଦ_କଲେ_ସେବକ
-ସତ୍ୟବାଦୀ: ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ବନ୍ଦ କଲେ ସେବକ
-ଭିଆଇପି ପ୍ରବେଶ ବନ୍ଦ କରିବାକୁ ସେବାୟତଙ୍କ ଦାବି
#Radhapadadarshan #AnlaNavami #OTV

କାର୍ତ୍ତିକ ମାସର ପବିତ୍ର ଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନର ଶୁଭ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ।
କରୁଣାମୟୀ ମା' ରାଧାଙ୍କ କୃପାରୁ ସଭିଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୋର କାମନା ।
#AnlaNavami
#RadhaPadaDarshan

#ଆଜି_ପବିତ୍ର_ଅଳାଁ_ନବମୀ
ପିପିଲି : ପବିତ୍ର ଅଳାଁ ନବମୀରେ ରାଧା ପାଦ ଦର୍ଶନ
ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼
ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ
ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
#Radhapadadarshan #AnlaNavami #knewswodisha
#ଆଜି_ପବିତ୍ର_ଅଳାଁ_ନବମୀ
-ସାକ୍ଷୀଗୋପାଳ: ପବିତ୍ର ଅଳାଁ ନବମୀରେ ରାଧା ପାଦ ଦର୍ଶନ
-ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼
-ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ
-ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
#Radhapadadarshan #AnlaNavami #OTV

#ରାତି_ପାହିଲେ_ଅଅଁଳା_ନବମୀ
Anla Navami Tomorrow: Special Arrangements for Radha Pada Darshan at Sakhigopal Temple
ରାତି ପାହିଲେ ଅଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ...୨ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ପଞ୍ଚୁକ ନୀତି
#AnlaNavami #RadhaPadaDarshan #SakhigopalTemple #OdishaFestivals #PuriDistrict #TempleTradition #DevotionalUpdate #OdishaCulture
#Watch: Puri SP Holds Press Conference on Security Arrangements at Sakhi Gopal Temple for Anla Navami
#puri
#PuriSP
#SakhiGopalTemple
#anlanavami
#KalingaTV
ଅଁଳା ନବମୀ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ସ୍��ତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୧ ଧାଡି ବିଶିଷ୍ଟ ବ୍ୟାରିକେଡିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ପୁରୀ ଜିଲ୍ଲାପାଳ
#puri #KartikMonth #AnlaNavami #Devotee #Puri #odisha #OTV
କାଲି ପବିତ୍ର ଅଁଳା ନବମୀ I ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା' ରାଧାରାଣୀ I ସାକ୍ଷୀଗୋପାଳ ଗୋପାଳଜୀଉ ମନ୍ଦିରରେ ହେବ ରାଧାପାଦ ଦର୍ଶନ I ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଦୃଷ୍ଟିରୁ ବ୍ୟାପକ ପ୍ରସ୍ତୁତି I
#Odisha #Puri #Bramhagiri #AnlaNavami #RadhaPadaDarshan
ଗଡ଼ ରଥିପୁର ସାକ୍ଷୀ ଗୋପୀନାଥ ମନ୍ଦିରରେ ଅଁଳା ନବମୀ ରାଧା ପାଦ ଦର୍ଶନ ଉତ୍ସବ...
#RadhaPadaDarshan #AnlaNavami #Khordha #Odisha #OTV
Last Seen Hashtags on Sotwe
主页查看订阅方式
Seen from Korea
MINICHAT()************************************************************
Seen from Argentina
teenageee
Seen from United States
souldance
Seen from United States
minichat #snapchat #teenageee
Seen from Turkey
tamilponnu
Seen from Singapore
fisttwunk
Seen from France
MGAI
Seen from Ukraine
ometv
Seen from Switzerland
شهوهَ
Seen from Germany
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers













