Top Tweets for #SCBTragedy
#ସ୍ୱାସ୍ଥ୍ୟମନ୍ତ୍ରୀଙ୍କ_ଇସ୍ତଫା_ଦାବି
୧୭ ତାରିଖରୁ SCB ଅଗ୍ନିକାଣ୍ଡକୁ ନେଇ ବିଧାନସଭାରେ ପ୍ରତିବାଦ, ଲୋୟର ପିଏମଜିରେ ଏକାଠି ୧୦ ବିରୋଧୀ ଦଳ, ସର୍ବଦଳୀୟ ବୈଠକରେ ଫଳ ଶୂନ !
#scbtragedy #prameyanews7 #odishaassembly #bjd #bjp #congress #mukeshmahaling
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି.. ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତୀ ତଳେ ବିରୋଧୀଙ୍କ ପ୍ରତିବାଦ.. SCB ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି..
#AssemblyChaos #Protest #TributeToVictims #JusticeForDeceased #SCBTragedy #OTV
#ଆଜି_ବି_ଗୃହରେ_SCB_ତାତି
-ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ
-ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି
#AssemblyChaos #SCBTragedy #Protest #BJD #Congress #OTV

ଶୂନ୍ୟକାଳରେ ବିରୋଧୀଙ୍କୁ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ କାଉଣ୍ଟର.. ବିରୋଧୀ ଗୃହରେ ନିଜ ଦଳୀୟ କନ୍ଦଳକୁ ଲୁଚାଇବାକୁ ହଟ୍ଟଗୋଳ କରୁଛି କହିଲେ..
#OdishaAssembly #BJP #SCBTragedy #TankadharTripathy #AssemblyChaos #OdishaPolitics #OTV
ସରକାରଙ୍କୁ ନବୀନଙ୍କ ଟାର୍ଗେଟ ; SCB ମେଡିକାଲ ପୋଡ଼ି ଘଟଣାକୁ ୯ ଦିନ ବିତିଲାଣି, ତଥାପି କୌଣସି କେନ୍ଦ୍ର ମନ୍ତ୍ରୀଙ୍କ ଦେଖାନାହିଁ...
#PrameyaNews7 #NaveenPattanaik #OdishaNews #OdishaPolitics #scbtragedy
https://t.co/2STJXX0Urh
'ବିଜେଡି ଓ କଂଗ୍ରେସ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଖାଲି ହଙ୍ଗାମା କରୁଛନ୍ତି'
#SCBTragedy #Bhubaneswar #OdishaMLAReaction
#ଗୃହରେ_ବିରୋଧୀଙ୍କ_ହଟ୍ଟଗୋଳ
-ବିଧାନସଭାରେ ପ୍ରଶ୍ନୋତ୍ତର ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ
-ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ-ବିଜେଡି ବିଧାୟକଙ୍କ ନାରାବାଜି
-ଏସ୍ସିବି ଅଗ୍ନିକାଣ୍ଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ
#OdishaAssembly #SCBFire #SCBTragedy #OdishaNews #HealthMinisterResign #OTV

ଆମେ ସ୍ୱୀକାର କରୁଛୁ...କ୍ଷତି ପୂରଣ ଦିଆଯାଇଛି...ହେଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ହାସ୍ୟାସ୍ପଦ
#OdishaNews #SCBTragedy #OdishaNews
Scb row in assembly: ବର୍ଷିଲେ ଅରୁଣ, କହିଲେ କାହିଁକି ଚୁପ୍ ସରକାର ? https://t.co/8QP1TKy827
#PrameyaNews7 #scbcase #scbtragedy #OdishaPolitics #ArunSahu
Assembly Gridlock: ଗୃହରେ SCB ତାତି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଙ୍ଗାମା https://t.co/Ixb5TFmL9L
#PrameyaNews7 #assembly #houseadjourn #scbtragedy
#୧୧ଟା_୩୦_ଯାଏଁ_ଗୃହ_ମୁଲତବି
-ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ
-SCB ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ଲାକାର୍ଡ ଧରି ହୋହଲ୍ଲା
-ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ
-ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି
#SCBFire #OdishaAssembly, #SCBTragedy, #HealthMinisterResign #OTV

SCB Tragedy: ଟ୍ରମା ଆଇସିୟୁରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ର ଯାଞ୍ଚ, ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉନ୍ନୟନ କମିଶନର
#PrameyaNews7 #OdishaNews #SCBTragedy #SCB #FactFinding
https://t.co/y8QWuTc0m0
SCB ନିଆଁ, ଇସ୍ତଫା ଦାବି କଲେ ପ୍ରମିଳା, ଇରାଶିଷ କଲେ ପାଲଟା ଆକ୍ରମଣ
#OdishaPolitics_SCBBurn #PramilaMallikStatement #HealthMinisterResigns #BJPvsBJD #SCBTragedy #OfficialSuspension #PatientSafety_Odisha #AssemblyDebate #SCBFireIncident_Cuttack #OdishaGovernmentAction #PoliticalAccountability #OdishaTV #OTV
https://t.co/BFw8JFeEQf
#ଅସନ୍ତୋଷ_ଝାଡ଼ିଲେ_ସଂତୃପ୍ତ
SCB ଅଗ୍ନିକାଣ୍ଡ; ମେଡିକାଲ୍ ପରିଦର୍ଶନ କଲେ ସାଂସଦ ସଂତୃପ୍ତ ମିଶ୍ର। କହିଲେ- ICUରେ ଏମରଜେନ୍ସି ଏକ୍ଜିଟ୍ ନଥିବାରୁ ଅଗ୍ନିକାଣ୍ଡ ଘଟିଥିବା ଅଭିଯୋଗ। ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ।
#SCBFire #SCBTragedy #SCBMedicalFire #SantoshMishra #HealthMinisterResign #CuttackFire #OTV
#SCB_ଟ୍ରାଜେଡି:#ଫ୍ୟାକ୍ଟ_ଫାଇଣ୍ଡିଂ_ଟିମ୍ର_ଯାଞ୍ଚ
-SCB ଟ୍ରାଜେଡି: ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ଯାଞ୍ଚ
-ଟିମ୍ରେ ଅଛନ୍ତି ଇଲେକ୍ଟ୍ରିକାଲ୍ ଓ ଜନସ୍ୱାସ୍ଥ୍ୟ ବିଭାଗ ଇଆଇସି
-ଅଗ୍ନିଶମ ଆଇଜି, କଟକ ଜିଲ୍ଲାପାଳ କରୁଛନ୍ତି ସ୍ଥିତି ଅନୁଧ୍ୟାନ
#SCBTragedy #SCBFire #CuttackHospitalFire #OdishaFireTragedy #FactFindingTeam #OTV

SCB Tragedy: ତିନି ଦିନ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ଚାରି ଜଣ ଅଧିକାରୀ ନିଲମ୍ବିତ
#PrameyaNews7 #scbtragedy #suspended #cmmohanmajhi #cuttack
https://t.co/FCa4iWvX0M
SCB ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ନବୀନ | Naveen Patnaik Targets Health Minister of Odisha
#naveenpatnaik #scbtragedy #prameyanews7
Scb Death case: ସବୁଠୁ ନିରାଶ ହୋଇ ଏସ୍ସିବିରେ ସୁସ୍ଥ ହେଲେ, ନିଆଁର ଆଁରୁ ନିଜକୁ ବଞ୍ଚାଇ ଘରକୁ ଫେରିଲେନି https://t.co/6yYCfyxn7i
#PrameyaNews7 #scbtragedy #SCBFire #firedeath #boriguma #pabitradisari
Last Seen Hashtags on Sotwe
AMDvTS
Seen from Turkey
OMEGLE(((((((((((((())))))))))))))
Seen from United States
outdoorjackoff
Seen from United Kingdom
เย็ดน้องสาว
Seen from Portugal
balıkesirmerkez
Seen from Turkey
ميقا_حصريات
Seen from Brazil
Omegle video!!
Seen from Turkey
momson()****
Seen from Oman
baitrequest
Seen from Spain
perletti lang:it
Seen from France
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.7M followers

Taylor Swift 
@taylorswift13
83.7M followers

Lady Gaga 
@ladygaga
75.2M followers

Virat Kohli 
@imvkohli
72.9M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
65.9M followers

Bill Gates 
@billgates
64.9M followers

Selena Gomez 
@selenagomez
62.8M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers



