Top Tweets for #SISCAM
-ଓଡ଼ିଶା ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀ ମାମଲା
-ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ଜାମିନ ଆବେଦନ ଖାରଜ
-ଅନ୍ୟ ୧୨ ଜଣଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କଲେ ହାଇକୋର୍ଟ
-ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାରେ ମଧ୍ୟ ଶଙ୍କର ଓ ସୁରେଶ ଅଭିଯୁକ୍ତ ଥିବା ସୂଚନା
#OrissaHighCourt #ASOScam #SIScam #OdishaNews #ShankarPrusti #SureshNayak #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

#ASO_କେଳେଙ୍କାରୀ;#୧୪ଜାମିନ_ଖାରଜ
-ଓଡ଼ିଶା ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀ ମାମଲା
-ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ଜାମିନ ଆବେଦନ ଖାରଜ
-ଅନ୍ୟ ୧୨ ଜଣଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ
-ପୋଲିସ୍ SI ପରୀକ୍ଷା କେଳେଙ୍କାରୀରେ ଶଙ୍କର ଓ ସୁରେଶ ମଧ୍ୟ ଅଭିଯୁକ୍ତ
#OdishaHighCourt #ASOScam #SIScam #ShankarPrusti #SureshNayak #OTV

#SI_କେଳଙ୍କାରୀ:#ଜାମିନ୍_ରାୟ_ସଂରକ୍ଷିତ
-କଟକ: ପୋଲିସ SI ନିଯୁକ୍ତି କେଳଙ୍କାରୀ ମାମଲା
-ମୁଖ୍ୟ ଅଭିଯୁକ୍ତ ଶଙ୍କର ��ୃଷ୍ଟି ସମେତ ୧୪ ଜଣଙ୍କ ଜାମିନ ଶୁଣାଣି ଶେଷ
-ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସରଂକ୍ଷିତ
#Odisha #Cuttack #PoliceSI #SIScam #ShankarPrusti #OrissaHighCourt #BailHearing #OTV

#SI_କେଳେଙ୍କାରୀ: #ଜାମିନ_ଶୁଣାଣି_ଘୁଞ୍ଚିଲା
-ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା
-ଶଙ୍କର ପୃଷ୍ଟି ସମେତ ୧୪ ଅଭିଯୁକ୍ତଙ୍କ ଜାମିନ ଶୁଣାଣି ଘୁଞ୍ଚିଲା
-ଜାମିନ ଆବେଦନର ଶୁଣାଣି ଜୁଲାଇ ୩କୁ ଘୁଞ୍ଚିଲା
#SIScam #ShankarPrusty #PoliceRecruitmentScam #BailHearing #CrimeNews #OdishaPolice #OTV

Police Exam Scam : ପୋଲିସ SI ନିଯୁକ୍ତି କେଳେଙ୍କାରୀ ମାମଲା, ମୁନା ମହାନ୍ତି ସମେତ ୧୭ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର
#PrameyaNews7 #policesi #SISCAM #OdishaNews #Odisha #higcourt
https://t.co/HaPP2MSRll
#SI_ସ୍କାମ_ଜାମିନ_ଖାରଜ
ପୋଲିସ ଏସଆଇ କେଳେଙ୍କାରୀ ମାମଲା। ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ। ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ ।
#Odisha #SIScam #HighCourt #OdishaPolice #BailRejected #ArgusNews
#ଆଉ_୩_ମାସ_ସମୟ_ମାଗିଲା_CBI
ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣା
ଆଉ ୩ ମାସ ଦେବାକୁ ଅଦାଲତଙ୍କୁ ଅନୁମତି ମାଗିଲା CBI
୧୯ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ସରିଛି ଚାର୍ଜସିଟ
ମାମଲାରେ ଫରେନସିକ ତଥ୍ୟ ଆସିବା ବିଳମ୍ବ ହେଉଛି
ଆର୍ଥିକ ଖୋଳତାଡ଼ ପାଇଁ ବ୍ୟାଙ୍କ ଓ ଟେଲିକମ ବିଭାଗକୁ CBIର ଚିଠି
#SIScam #OdishaPoliceSIScam #CBIInvestigation #ArgusNews

ବହୁଚର୍ଚ୍ଚିତ ���ୋଲିସ ଏସଆଇ ପରୀକ୍ଷା ସ୍କାମରେ ସିବିଆଇର ବଡ଼ ଆକ୍ସନ । ଫେରାର ଥିବା ୮ ଅଭିଯୁକ୍ତଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା ତଥା NBW । ଯେଉଁଥି��େ ୩ ଜଣ ବିହାରର ହୋଇଥିବା ବେଳେ ଓଡ଼ିଶାର ୫ ଜଣ ରହିଛନ୍ତି ।
#SIScam #CBIAction #OdishaNews #ExamScam #CrimeNews #IndiaNews #OdishaTV #OTV
ହାଇକୋର୍ଟରେ SI କେଳେଙ୍କାରୀ, ମୁନାଙ୍କ ଜାମିନ ବଳବତ୍ତର
#OdishaNews #SIscam #HighCourt #MunaMohanty #CBI #LegalUpdate #OTV
https://t.co/ZMQlLkqMgn
ସରିନାହିଁ ତଦନ୍ତ। ବନ୍ଧା ହୋଇନି ଶେଷ ଅଭିଯୁକ୍ତ । ରାଜ୍ୟର ସବୁଠୁ ବଡ଼ ସ୍କାମ କୁହାଯାଉଥିବା ପୋଲିସ SI ପରୀକ୍ଷା ସ୍କାମରେ ଏବେ ବି ତଦନ୍ତ ଚଳାଇଛି ସିବିଆଇ । ପରୀକ୍ଷା ନେଇ ଫିକ୍ସିଂ କରାଯାଇଥିବା ସେଣ୍ଟର ଉପରେ ସିବିଆଇ ପକ୍ଷରୁ ହୋଇଛି ଜୋରଦାର ଚଢଉ ।
#Odisha #CBI #SIScam #Bhubaneswar #RecruitmentScam #Investigation #OTV
#SI_ପରୀକ୍ଷା_ଘୋଟାଲା
ପୋଲିସ SI ପରୀକ୍ଷାରେ ଘୋଟାଲା
ଖଣ୍ଡଗିରି ଟେକ୍ନୋ ସ୍କୁଲ କ୍ୟାମ୍ପସରେ ସିବିଆଇ ରେଡ
ସେଣ୍ଟର ଫିକ୍ସିଂ ଓ ସିଟିଂ ଆରେଞ୍ଜମେଣ୍ଟ ପ୍ରମାଣ ପରେ ଚଢ଼ାଉ
୧୭ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ
୨୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଜେରା, ତଦନ୍ତ ଜୋରଦାର
#SIScam #CBI #Bhubaneswar #Odisha #BreakingNews

#SI_ନିଯୁକ୍ତି; #୨_ସପ୍ତାହ_ମଧ୍ୟରେ_ଜଣାଅ
-ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା
-ନିଯୁକ୍ତି ପ୍ରକ୍ରିୟା କେବେ ଆରମ୍ଭ ହେବ ପଚାରିଲେ ହାଇକୋର୍ଟ
-୨ ସପ୍ତାହ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
-ଏସ୍ଆଇ ନିଯୁକ୍ତି ନେଇ ଗଠନ ହୋଇଛି ନୂଆ କମିଶନ୍
-ଓଡ଼ିଶା ୟୁନିଫର୍ମ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ୨୦୨୫
#SIScam #OSSC #PaperLeak #OTV

SI କେଳେଙ୍କାରୀ ମାମଲା, ଘୁଞ୍ଚିଲା ମୁନା ମହାନ୍ତି ସମେତ ୮ଜଣଙ୍କ ଜାମିନ ଆବେଦନର ଶୁଣାଣି
#PrameyaNews7 #OdishaNews #Odisha #Siscam
https://t.co/QTEBNohZXZ
ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣା
#ପୁଣି_୧୦_ଆଶାୟୀ_ପରୀକ୍ଷାର୍ଥୀଙ୍କୁ_ସମନ_କଲା_CBI
ଗତକାଲି ୭ ପରୀକ୍ଷାର୍ଥୀ CBIରେ ହାଜର ହୋଇ ପକ୍ଷ ରଖିଥିଲେ
ମୋଟ ୪୫୦ ପରୀକ୍ଷାର୍ଥୀଙ୍କ ତାଲିକା କରିଛି CBI
ଦଲାଲ ସମ୍ପର୍କରେ ଆସିଥିବା ପରୀକ୍ଷାର୍ଥୀଙ୍କୁ ସମନ କରି ଜେରା
#SIScam

#SI_ସ୍କାମ_ଆଉ_୧୦_ଜଣଙ୍କୁ_ସମନ
ପୋଲିସ SI ମହାକେଳେଙ୍କାରୀ ମାମଲାରେ ୧୦ ଜଣଙ୍କୁ ସମନ
୧୦ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ହାଜର ପାଇଁ ସମନ କଲା CBI
କାଲି ୭ ଜଣ ପରୀକ୍ଷାର୍ଥୀ CBIରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ
ଦଲାଲଙ୍କ ସଂସ୍ପର୍ଶରେ ଆସିଥିବା ୪୫୦ ପରୀକ୍ଷାର୍ଥୀଙ୍କ ତାଲିକା କରିଛି CBI
#SIExamScam #Siscam #CBI #CBIInquiry #ArgusNews

SI ସ୍କାମ: ଆଶାୟୀ ପରୀକ୍ଷାର୍ଥୀଙ୍କୁ ସିବିଆଇ ତନାଘନା
#SIExamScam #Siscam #CBI #CBIInquiry #OTV
https://t.co/n6O4YDboha
Odisha Police SI Exam Scam | SI କେଳେଙ୍କାରୀ, CBI ଚାର୍ଜ ସିଟରେ ଚାଞ୍ଚଲ୍ୟକର ତଥ୍ୟ | SI Exam Scam Exposed | PrameyaNews7
#odishapolice #siscam #examscam #siexamscam #prameyanews7 #cbiinvestigation #exposednews
SI ପରୀକ୍ଷା ସ୍କାମ୍: ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା CBI
#Siscam #SIExamScam #Chargesheet #CBI
https://t.co/jQGkAigzbw
SI ପରୀକ୍ଷା ଦୁର୍ନୀତି ମାମଲା, ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ
#PrameyaNews7 #OdishaNews #Odisha #CBI #Siscam
https://t.co/cAAazRh1Ip
CBI Cracks SI Scam: Bihar’s Amit Bharati Held as Financial Mastermind | ଖୋଲୁଛି SI କେଳେଙ୍କାରୀ ଗ���ମର, CBI ପଞ୍ଝାରେ ଆର୍ଥିକ କାରବାର ମୁଖ୍ୟ...ବିହାରରୁ ଅମିତ ଭାରତୀଙ୍କୁ ଗିରଫ କରିଛି CBI
#CBI #SIscam #AmitBharati #BiharNews #FinancialScam #IndiaCrime #BreakingNews #CorruptionIndia
Last Seen Hashtags on Sotwe
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.7M followers

X 
@x
60.8M followers




