Top Tweets for #StudentSelfImmolation
FM କଲେଜ ଛାତ୍ରୀ ମୃତ୍ୟୁର ପ୍ରତିବାଦ, ବିଜେଡି ଗର୍ଜନରେ କମ୍ପିଲା କଟକ ସହର | କଟକରେ ବିଶାଳ ପ୍ରତିବାଦ ସଭା, ଶୋଭାଯାତ୍ରା BJD leaders protest in Cuttack over Balasore Student Self-Immolation Case | #OdishaProtest #FMCollege #BJPProtest #Cuttack #StudentSelfImmolation #BJD #OdishaNews #BreakingNews #PrameyaNews7
ଏଫ୍ଏମ୍ କଲେଜ୍ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମକୁ ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରେସମିଟ୍ । କହିଲେ, ଘଟଣାକୁ ନେଇ ରାଜନୀତି କରାଯାଉଛି । ପୂର୍ବରୁ ହୋଇଥିବା ସମସ୍ତ କଥାକୁ ଗୋଟି ଗୋଟି ଗଣମାଧ୍ୟମ ଆଗରେ ବଖାଣିଲେ ।
#OdishaPolitics_PratapSarangi #FMCollege #StudentSelfImmolation #OdishaNews #Odisha #OTV
जिंदगी से हार गई 'बालासोर की बेटी'
BJD और कांग्रेस का हल्लाबोल
#BalasoreSexualHarassment #FakirMohanCollege #StudentSelfImmolation | @PankajBofficial
#ବିରୋଧୀଙ୍କୁ_ବ୍ୟବହାର_କରୁଥିଲେ_HOD
ଏଫଏମ୍ ମୃତ ଛାତ୍ରୀଙ୍କ ସାଙ୍ଗଙ୍କ ବଡ ବୟାନ !
ଖୋଲିଦେଲେ ରାଜନୀତି ସିଣ୍ଡିକେଟର ଗୁମର !
ଘଟଣା ପଛରେ ରାଜନୀତିର ଗନ୍ଧ ବାରିଲେ ମୃତ ଛାତ୍ରୀଙ୍କ ବାନ୍ଧବୀ |
#ArgusNews #AIIMSHospital #StudentSelfImmolation #FMCollegeBalasore
#Odisha : छात्रा के आत्मदाह मामले पर विधानसभा के बाहर प्रदर्शन | The India Moves
#odishanews #OdishaAssembly #BreakingNews #StudentSelfImmolation #Odishapolice #Odishapolice #Vidhansabha @CMO_Odisha

Victim’s mother alleges harassment by college staff led to daughter’s self-immolation attempt
#BalasoreCase #StudentSelfImmolation #MentalHarassment #thetribunechd
#ଜୀବନ_ଯୁଦ୍ଧରେ_ହାରିଗଲେ_ସୌମ୍ୟାଶ୍ରୀ
ମୋ ଭଉଣୀ ଆଉ ନାହିଁ । ସୌମ୍ୟାଶ୍ରୀ ଯେଉଁ ଲଢ଼େଇ ଆରମ୍ଭ କରିଥିଲେ ସେଥିରେ ସେ ହାରିଗଲେ । ଯେଉଁମାନେ ପ୍ରକୃତ ଦୋଷୀ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
#ArgusNews #AIIMSHospital #StudentSelfImmolation
#ମୋ_କୁନି_ତୁନି_ହୋଇଗଲା
ଗାଁର ଝିଅ ସୌମ୍ୟାଶ୍ରୀଙ୍କୁ ହରାଇ ନୀରବି ଯାଇଛି ପଳାସିଆ
ଆଜି ଗାଁ ଶ୍ମଶାନରେ ହେବ ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର
#ArgusNews #AIIMSHospital #StudentSelfImmolation
#ପରଲୋକରେ_ଏଫଏମ_ପୀଡ଼ିତା
ଜୀବନ ଯୁଦ୍ଧରେ ହାରିଗଲେ ଛାତ୍ରୀ ସୌମ୍ୟାଶ୍ରୀ | AIIMSରେ ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଃଶ୍ବାସ | ଗତ ଶନିବାର ଦିନ ଆତ୍ମାହୁତି ଉଦ୍ୟମ କରିଥିଲେ ଛାତ୍ରୀ ସୌମ୍ୟାଶ୍ରୀ |
#ArgusNews #AIIMSHospital #StudentSelfImmolation #FMCollegeBalasore
#ଶୋକରେ_ବୁଡିଛି_ଭୋଗରାଇ
ଭୋଗରାଇର ପଳାସିଆ ଗାଁରେ ଶୋକାକୁଳ ପରିବେଶ
ଗାଁର ଝିଅ ସୌମ୍ୟାଶ୍ରୀଙ୍କୁ ହରାଇ ନୀରବି ଯାଇଛି ପଳାସିଆ
ଆଜି ଗାଁ ଶ୍ମଶାନରେ ହେବ ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର
ଭୁବନେଶ୍ବରରୁ ପଳାସିଆ ଅଭିମୁଖେ ନିଆଯାଉଛି ସୌମ୍ୟାଶ୍ରୀଙ୍କ ମରଶରୀର
#ArgusNews #AIIMSHospital #StudentSelfImmolation #FMCollegeBalasore
#ଛାତ୍ରୀଙ୍କ_ମୃତ୍ୟୁରେ_ମୁଖ୍ୟମନ୍ତ୍ରୀଙ୍କ_ଶୋକ
ଏଫ୍ ଏମ୍ କଲେଜ ପୀଡ଼ିତା ଛାତ୍ରୀଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
#ArgusNews #AIIMSHospital #StudentSelfImmolation @MohanMOdisha

FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; କଲେଜରେ ତଦନ୍ତ କରି ଫେରିଲା କ୍ରାଇମବ୍ରାଞ୍ଚ #FMCollegeIncident #BalasoreNews #CrimeBranchInvestigation #StudentSelfImmolation #CampusHarassment #OdishaEducation #JusticeForSoumyashree
AIIMSରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣାର ଅନୁଧ୍ୟାନ ପାଇଁ ଭୁବନେଶ୍ବର AIIMSରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ।
#cmmohanacharanamajhi #FakirmohanCollege
#StudentHarassment #studentselfimmolation @CMO_Odisha @MohanMOdisha

Trends for you
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.6M followers

Narendra Modi 
@narendramodi
107.1M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.2M followers

Taylor Swift 
@taylorswift13
82M followers

Lady Gaga 
@ladygaga
73.6M followers

Virat Kohli 
@imvkohli
70.7M followers

Kim Kardashian 
@kimkardashian
70M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.6M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61.3M followers

X 
@x
60.8M followers







