Top Tweets for #BalasoreCase
#Balasore: Crime Branch submits key evidence—burnt clothes, bottle, bag, and three mobiles—to court in FM College girl suicide case; forensic testing underway, video footage from incident being traced.
#Odisha #CBI #BalasoreCase

ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତୀ ଘଟଣାରେ ବଡ ବଡିଆଙ୍କୁ ସୁରକ୍ଷା ଦେବାକୁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଛାତ୍ର ଓ ଯୁବ ଜନତା ଦଳ। ଭୁବନେଶ୍ବର ମାଷ୍ଟରକ୍ଯାଣ୍ଟିନ ଛକରେ ବିଜେଡି କରୁଛି ପ୍ରତିବାଦ।
#odisha #bjdprotest #balasorecase #NandighoshaTV

-ବାଲେଶ୍ଵର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା
-୨୦ ଦିନ ପରେ ୨ ଛାତ୍ର ଗିରଫ
-ଷଡ଼ଯନ୍ତ୍ର ଅଭିଯୋଗରେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ ଗିରଫ
-କୋର୍ଟ ଚାଲାଣ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ ବିଚାରପତି
-ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ ଜ୍ୟୋତିପ୍ରକାଶ….
#nandighoshatv #balasorecase #fmcollege

#ଘରକୁ_ଯାଉଛନ୍ତି_ଜ୍ୟୋତି
ବାଲେଶ୍ବର ଛାତ୍ରୀ ପୋଡ଼ି ହେଉଥିବା ବେଳେ ଏଇ ଯୁବକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ନାଁ ଯେମିତି ଜ୍ୟୋତି, କାମ ବି ଠିକ୍ ସେମିତି କରିଥିଲେ । ଏବେ ଏସ୍ସିବିରୁ ଡିସ୍ଚାର୍ଜ ହେବା ପରେ ଘରକୁ ଯାଉଛନ୍ତି
#BalasoreCase #Odisha #Balasore #KanakNews
महिलाओं पर अत्याचार का आत्म दहन यह उत्तर नहीं है । सीखो उनका करना सम्मान, सीखो उनके मत का स्वीकार! बढाओं उनके प्रति संवेदनशीलता , रोको अत्याचार !!
#OdishaNews #BalasoreCase #puri
#studentlife #StudentSuicide #EndVictimBlaming #FMCollege #SafeCampus
#shardauniversity
ବାଲେଶ୍ବର ଏଫଏମ କଲେଜ ଘଟଣା । ପଦାରେ ପଡୁଛି ସବୁ ସ୍ତରରେ ଅପାରଗତା । ସରକାର ଚାହିଁଥିଲେ ଛାତ୍ରୀ ବଞ୍ଚି ପାରିଥାନ୍ତେ, ଜାଣିଶୁଣି ତାଙ୍କୁ ମାରି ଦିଆଗଲା: ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ
#Odisha #NandighoshaTV #Fmcollege #balasorecase
#ଖେଳ_ପଡ଼ିଆରେ_କଣ_ଘଟିଥିଲା ?
ସମୀର ସାହୁଙ୍କୁ କ୍ଲିନ୍ଚିଟ୍ ଦେଇଥିଲା ଆଇସିସି । ଖେଳ ପଡ଼ିଆରେ କଣ ଘଟିଥିଲା ?
#balasorecase #Odisha #Crime #KanakNews
#ସମୀରଙ୍କୁ_କାହିଁକି_ଦରଦ_ଦେଖାଇଥିଲେ_କଲେଜ୍_କର୍ତ୍ତୃପକ୍ଷ ?
ପୀଡ଼ିତାଙ୍କୁଦୋଷ ଦେଇଥିଲେ ସମସ୍ତେ । ଏବେ ଆଇସିସି ରିପୋର୍ଟ ଉପରେ ସମସ୍ତଙ୍କ ନଜର
#balasorecase #Odisha #KanakNews
ବାଲେଶ୍ବର ମାମଲାକୁ ନେଇ କ୍ରାଇମବ୍ରାଞ୍ଚ୍ର ପ୍ରେସମିଟ୍ । କହିଲେ, ସମସ୍ତେ ଜାଣନ୍ତି କେଉଁ ପରିସ୍ଥିତିରେ ତାଙ୍କର ଦେହାନ୍ତ ହେଲା । ଆମେ ସବୁ ପ୍ରମାଣ ଯୋଗାଡ କରୁଛୁ । ଅଭିଯୋଗ ପରେ କଲେଜ୍ କର୍ତ୍ତୃପକ୍ଷ ଆକ୍ସନ ନେଇଥିଲେ । ସମସ୍ତଙ୍କ ବୟାନ ନିଆଯାଉଛି । ଝିଅ ନିଶ୍ଚୟ ନ୍ୟାୟ ପାଇବ
#CrimeBranch #Odisha #KanakNews #balasorecase
#ଏମିତି_କେମିତି_ହେଲା ?
ଅଭିଯୁକ୍ତଙ୍କୁ କ୍ଲିନ୍ଚିଟ୍ ଦେଇଥିଲା ଆଇସିସି । ପୀଡ଼ିତାଙ୍କ ସବୁ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ଆଇସିସି
#ICC #Odisha #BalasoreCase #KanakNews
ବ୍ରହ୍ମାଣରେ କୌଣସି ଶକ୍ତି ନାହିଁ ମୁଁ ଚାପ ଦେଲି । ପ୍ରମାଣ ମିଳିଲେ ରାଜନୀତି ଛାଡ଼ିଦେବି । ୬୦ ପିଲା କେମିତି ଅଧ୍ୟାପକଙ୍କୁ ସମର୍ଥନ କଲେ ? ସତ୍ୟ କଣ ମୁଁ ଜାଣିନି । ଗପ ଶୁଣି ମୁଁ ପ୍ରଭାବିତ ହୁଏ ନାହିଁ : ପ୍ରତାପ ଷଡଙ୍ଗୀ, ବାଲେଶ୍ବର ସାଂସଦ
#BalasoreMP #BJP #Odisha #BalasoreCase #KanakNews #Crime
ଓଡ଼ିଶାର ଘଟଣା ବୋଧେ ରାଷ୍ଟ୍ରପତିଙ୍କୁ ବିଚଳିତ କରୁନି, କେବଳ ଅଣ ବିଜେପି ଶାସିତ ରାଜ୍ୟର ଘଟଣାକୁ ନେଇ ସେ ଚିନ୍ତିତ ଆଉ ବ୍ୟଥିତ ହେଉଛନ୍ତି
#Odisha #Balasore #balasorefmcollege #balasorecase #SoumyashreeDeath #soumyashree #fmcollege #FMCollegeBalasore #presidentofindia #droupadimurmu

#ଏଫ୍ଏମ୍_ଛାତ୍ରୀ_ମୃତ୍ୟୁ_ତନାଘନା
ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ତନାଘନା । ଆଜି ବି ତଦନ୍ତ କରିବେ ତିନୋଟି ଟିମ୍ । ପେଟ୍ରୋଲ ଆଣିଥିଲା କିଏ ? ଖୋଜୁଛି କ୍ରାଇମବ୍ରାଞ୍ଚ । ସେପଟେ କଲେଜରେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ ଉଚ୍ଚଶିକ୍ଷା ବିଭାଗର ଖୋଳତାଡ଼
#CrimeBranch #BalasoreCase #Odisha #KanakNews #Crime
#ଆସୁ_କଡ଼ା_ଆଇନ
ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ଏବଂ ଯୌନହିଂସା ବିରୋଧରେ ନିର୍ଭୟା ଆଇନ ଭଳି କଠୋର ଆଇନ ଅଣାଯାଉ । ବାଲେଶ୍ୱର ଏଫଏମ କଲେଜ ପୀଡିତାଙ୍କ ନାଁରେ ଏହି ଆଇନ ଅଣାଯାଉ ବୋଲି ଦାବି କରିଛି ଏବିଭିପି
#BalasoreCase #Odisha #KanakNews
Heartbreaking Balasore tragedy: A student's cry for justice ignored. Demand accountability and safe campuses now! 🕯️ #BalasoreCase #JusticeForHer #StopSexualHarassment #CampusSafety #OdishaNews #WomenSafety #EndVictimBlaming
Balasore Suicide Case: प्रिंसिपल रूम में 10 मिनट में क्या हुआ था? Odisha FM College Student Suicide
#odishabandh #BalasoreStudentSelfimmolationcase #FMAutoCollege #Odisha #balasorecase #odishabalasorecase #fmcollege
https://t.co/4p33mYazuv

Odisha Harrasment Case: यौन उत्पीड़न से परेशान छात्रा ने खुद को लगाई आग
#FirstIndiaNews #BalasoreCase #OdishaStudentNews #JusticeForVictims #SexualHarassment #AIIMSNews #PresidentMurmu #EducationSystemFail #PayalTadvi #JishnuPranoy #StopBullying #IndiaStudents #NCERTReport
यह भाजपा के सांसद प्रताप सारंगी है जिनके पास बालासोर की पीड़िता न्याय मांगने के लिए गई थी।
क्या लगता है इन्होंने पीड़िता को न्याय दिलाने के लिए कुछ किया होगा?
#Odisha #balasorecase


Sequence of events .
Soumyashree who is a student of FM university Balasore accused her professor of s€xual harassment .
She complained to the principal . She met the MP Pratap Sarangi but no action was taken .
She tweeted and tagged Dharmendra Pradhan , Odisha CM and others but nothing happened . She did not receive justice from her own government, leading her to self-immolate and she is no more .
Who is responsible for her d€ath?

Victim’s mother alleges harassment by college staff led to daughter’s self-immolation attempt
#BalasoreCase #StudentSelfImmolation #MentalHarassment #thetribunechd
Last Seen Hashtags on Sotwe
sissytraining
Seen from Colombia
arrivipartenze
Seen from United States
นัดเย็ดตูด
Seen from Singapore
NOlimit filter:videos
Seen from India
BreastCancerAwareness
Seen from United States
BloomingMaps
Seen from United States
Momson
Seen from Brazil
trichysadhana
Seen from United Arab Emirates
buyingcontent
Seen from United States
facundogonzalez
Seen from Italy
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.5M followers

Narendra Modi 
@narendramodi
107.1M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.2M followers

Taylor Swift 
@taylorswift13
82M followers

Lady Gaga 
@ladygaga
73.6M followers

Virat Kohli 
@imvkohli
70.7M followers

Kim Kardashian 
@kimkardashian
70M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.5M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61.2M followers

X 
@x
60.8M followers













