Top Tweets for #bjdprotest
#ଗଣଶିକ୍ଷା_ମନ୍ତ୍ରୀଙ୍କ_ବାସଭବନ_ଘେରିଲା_ବିଜେଡି
ସ୍କୁଲ ପାଠ୍ୟ ପୁସ୍ତାକ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଯୁବ ଛାତ୍ର ବିଜେଡିର ବିକ୍ଷୋଭ ।#BJDProtest #schoolbooks #bjpantistudent #GoBackBJP #er_gorekha #BCJDODISHA #BJDOdisha

#ବିଜେଡିର_ବିରାଟ_ବିକ୍ଷୋଭ
ନିଟ୍ ପ୍ରଶ୍ନ ଲିକ୍ ଓ ଓଡ଼ିଶାର ତ୍ରୁଟିପୂର୍ଣ୍ଣ ବହି ପ୍ରତିବାଦରେ ବିଜେଡିର ବିରାଟ ବିକ୍ଷୋଭ। ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଉମରକୋଟରେ ବଡ଼ ଶୋଭାଯାତ୍ର।
#nandighoshatv #NEETScam #BJDProtest #EducationReform #EducationMinisterResign
ଖୋର୍ଦ୍ଧାରେ ମହିଳା ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର #khordha #bjdprotest #prameyanews7 #womenprotest #sulatadeo #rajendrasahoo #snehanginichhuria
ତେଲ ଦର ବୃଦ୍ଧି ପ୍ରସଙ୍ଗରେ ମାଲକାନଗିରିରେ ବିଜେଡିର ବିକ୍ଷୋଭ
#Sambad #Malkangiri #FuelCrisis #FuelPriceHike #BJDProtest #OdishaNews
https://t.co/xgOcXSBpdE
ତେଲ ବୃଦ୍ଧି ନେଇ ରାସ୍ତାକୁ ଓହ୍ଲାଇଲା ବିଜେଡି; କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମନ୍ମଥ | BJD Staged Protest on Petroleum Price Hike; Manmath Routray Slams Modi Government
#OilPriceHike #BJDProtest #ManmathRoutray #OdishaPolitics #FuelCrisis #OdishaNews #PrameyaNews7 #BreakingNews #CentralGovernment #PoliticalProtest
#ବିଞ୍ଚଣା_ବୁଲାଇ_ଅଭିନବ_ପ୍ରତିବାଦ
ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳି ଭିତରେ ବିଦ୍ୟୁତ କାଟ ଲୋକଙ୍କୁ କଲବଲ କରିଦେଉଛି। ଏହି ଅଘୋଷିତ ବିଦ୍ୟୁତ କାଟ୍ ବିରୋଧରେ ବଲାଙ୍ଗିର ବିଜେଡି ପକ୍ଷରୁ କରାଯାଇଛି ଅଭିନବ ପ୍ରତିବାଦ ।
#BJDProtest #PowerCutsOdisha #UnannouncedElectricityCut #BolangirNews #otv
ଟାଙ୍ଗି ବ୍ଲକ ଅଫିସରେ ପଡିଲା ଗୋବର ପାଣି ! କଲମ ଛାଡ଼ ଆନ୍ଦୋଳନରେ ବ୍ଲକ କର୍ମଚାରୀ, କାର୍ଯ୍ୟାନୁଷ୍ଠାନ ଦାବିରେ ଗର୍ଜିଲା ବିଜେଡି #tangiblockoffice #prameyanews7 #bjdprotest
ବ୍ଲକରେ କାର୍ଯ୍ୟରତ ଅଧିକାରୀଙ୍କୁ ଦୁର୍ବ୍ୟବହାର ବିରୋଧ, ଚୌଦ୍ୱାରରେ ବିଜେଡି ପକ୍ଷରୁ ପ୍ରତିବାଦ | BJD Protest, Cuttack
#BJDProtest #Cuttack #Odisha #prameyanews7 #breakingnews #TopNews #BJD
#କଟକରେ_BJDର_ଗର୍ଜନ
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ପୋଲିସ DGଙ୍କ ଅଫିସ ଘେରିଲା BJD | BJD's Massive Protest in Cuttack | PrameyaNews7 #lawandorder #bjdprotest #prameyanews7 #cuttacknews
#ଡିଜିପି_ଅଫିସ_ଘେରାଉ_କଲା_ବିଜେଡି
-କଟକ: ପୋଲିସ ଡିଜି ଅଫିସ ଘେରାଉ କଲା ବିଜେଡି
-ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତିକୁ ନେଇ ଡିଜି ଅଫିସ ଘେରାଉ
-ଘେରାଉ ବେଳେ ପୋଲିସ ସହ ବିଜେଡି ନେତା, କର୍ମୀଙ୍କ ଧସ୍ତାଧସ୍ତି
#BJDGherao #PoliceDGOffice #LawAndOrder #OdishaProtest #BJDProtest #DGPOfficeGherao #OdishaLawAndOrder #BJDvsPolice #OTV

ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ବାତିଲ ହେବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । ଭୁବନେଶ୍ୱର ବାଣୀବିହାର ଛକ ନିକଟରେ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଜାଳି ବିଜେଡି ଛାତ୍ର ସଂଘର ବୀକ୍ଷଭ ପ୍ରଦର୍ଶନ।
#Sambad #Bhubaneswar #NEETUG2026 #ExamPaperLeak #ExamCancelled #BJDProtest #StudentProtest #BreakingNews #Odisha
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଆସନ୍ତା ୧୪ରେ ଡିଜିଙ୍କ କାର୍ଯ୍ୟାଳୟ ଘେରିବ ବିଜେଡି : BJD to Gherao DGP Office on May 14 Over Law and Order Situation in Odisha #BJDProtest #OdishaPolitics #LawAndOrder #DGPOfficeGherao #BreakingNews #OdishaNews #PrameyaNews7 #OdishaUpdates #OdishaBreaking
କୋରାପୁଟ ଜିଲ୍ଲାରେ ଥମୁନି ଚାଷୀଙ୍କ ଟେନସନ୍ ; ସିଏମ କିସାନରୁ ଚାଷୀଙ୍କ ନାଁ ବାଦ୍ ଅଭିଯୋଗ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡିର ଧାରଣା | Koraput Farmers Protest | BJD Dharana at Collector’s Office
#Koraput #FarmersProtest #CMKisanScheme #BJDProtest #OdishaPolitics #OdishaNews #BreakingNews #PrameyaNews7
BJD Alleges Political Conspiracy: ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗ; ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଘେରିଲା ବିଜେଡି https://t.co/J584qGXXQZ
#BJDProtest #VoterList #OdishaPolitics #ElectionCommissionOfIndia #PoliticalNews
ବିଜେଡି ବିକ୍ଷୋଭକୁ ରାଜସ୍ୱ ମନ୍ତ୍ରୀଙ୍କ କାଉଣ୍ଟର; 'ବାଂଲାଦେଶୀ ଓଡ଼ିଶା ରେ ଅନୁପ୍ରବେଶ କରୁଛନ୍ତି BJD ସ୍ୱୀକାର କରୁ' | Revenue Minister Counters BJD Protest; Asks BJD to admit Bangladeshi Infiltration in Odisha #OdishaPolitics #BJDProtest #RevenueMinister #BangladeshiInfiltration #PoliticalDebate #OdishaNews #BreakingNews #CommunityUpdates #LocalNews #OdishaUpdates #sureshpujari
#କଟିଲେ_ଭୋଟର_ଗର୍ଜିଲା_BJD
କଟିଗଲେ ୯.୮ ଲକ୍ଷ ଭୋଟର, ଗର୍ଜିଲା BJD | BJD Protest over 9.8 Lakh Voters Deleted in Odisha ! | News7odia
#bjdnews #prameyanews7 #bjdprotest #sirrow #voterawareness
ଥାନାକୁ ଧସେଇ ପଶିଲେ ବିଜେଡି କର୍ମୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ ବିଜେଡି କର୍ମୀଙ୍କ ହଙ୍ଗାମା। ଧସେଇ ପଶିବା ସହ ଥାନା ଭିତରେ ପଶି ହୋହାଲ୍ଲା କଲେ ବିଜେଡି ମହିଳା ଓ ପୁରୁଷ କର୍ମୀ।
#ArgusNews #Bhadrak #Chandbali #BJDProtest #OdishaPolitics #OdishaNews
ବିଧାନସଭା ବନ୍ଦକୁ ନେଇ ସରକାରଙ୍କୁ ଘେରିଲା ବିଜେଡି; ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ବାବୁ ସିଂ BJD Questions Government Over Assembly Shutdown; BJP MLA Babu Singh Responds #OdishaAssembly #BJDProtest #GovernmentShutdown #PoliticalDebate #BJPResponse #OdishaPolitics #BreakingNews #CommunityUpdates #OdishaNews #PublicDiscussion
ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ ବିଜେଡିର ପ୍ରତିବାଦ:କୁଶପୁତଳିକା କରି ନେଲେ ହସ୍ପିଟାଲ,କହିଲେ ପାଗଳ ବୋଲି ଘୋଷଣା ହେଉ..ନିଶିକାନ୍ତ ଦୁବେ ହାଏ ହାଏ.. #bjdprotest #Nishikantdubey #BJDLeader #UniqueProtest #OdishaPolitics #PrameyaOdia #prameyadigital
ବିଜୁ ବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ବକ୍ତବ୍ୟକୁ ନେଇ ନିନ୍ଦା ପ୍ରସ୍ତାବ ଆଗତ କରିଛି ବିଜେଡି। କ୍ଷମା ନମାଗିଲେ ଏ ବିରୋଧ ଜାରି ରହିବ କହିଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ
#BijuPatnaik #BJDProtest #DubeyRemark #ApologyDemand #OTV
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.7M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.7M followers

Taylor Swift 
@taylorswift13
81.6M followers

Lady Gaga 
@ladygaga
73.1M followers

Virat Kohli 
@imvkohli
70M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.7M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.8M followers








