Top Tweets for #TejeswarParida
ପାଟକୁରାର ଗର୍ବ, ପାଟକୁରାର ଗୌରବ। 🙏
@TejeswarParida
@Manas_BJP
ଦୁଃଖୀ, ଦରଦୀ ଓ ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ସଦା ସାଥୀ ହୋଇ ରହିଥିବା ପାଟକୁରାବାସୀଙ୍କ ଅତି ପ୍ରିୟ ନେତା ଶ୍ରୀ ତେଜେଶ୍ୱର ପରିଡାଙ୍କୁ ଆନ୍ତରିକ ଧନ୍ୟବାଦ।
ଜନସେବା ପ୍ରତି ଆପଣଙ୍କ ସମର୍ପଣ ଏଭଳି ଅବ୍ୟାହତ ରହୁ।
#Patkura #TejeswarParida #Odisha #Janaseba

ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ନୂଆପଡ଼ା ବଜାରରେ ସ୍ୱାଗତ ପାଈଁ ଅନ୍ତରରୁ ଧନ୍ୟବାଦ ! ଆଗାମୀ ଦିନରେ ନୂଆପଡ଼ା ବଜାର ଓ ପଦ୍ମପୁର ପଞ୍ଚାୟତର ବିକାଶ ପାଈଁ ସମ୍ପୂର୍ଣ୍ଣ ପ୍ରଚେଷ୍ଟା କରାଯାଉଛି...#PatkuraAssemblyConstituency #PoliticsForDevelopment #BharatiyaJanataParty #TejeswarParida

ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଖଡ଼ ପଞ୍ଚାୟତ ର ଶୀତଳପାଟଣା ଠାରେ ସ୍ୱାଗତ, ମଧ୍ୟାହ୍ନଭୋଜନ, ଅଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା....
@BJP4India #PatkuraAssemblyconstituency #PoliticsForDevelopment #TejeswarParida

ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ର ଗୋତ୍ରୀବିଲ ଠାରେ ପାନୀୟ ଜଳ (Drinking Water) ଯୋଗାଣର ଅସୁବିଧା ସମ୍ପର୍କରେ ଆଲୋଚନା ଓ ମତାମତ ସଂଗ୍ରହ, ଏହା ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା ଓ ସମାଧାନ ପାଇଁ ଉଦ୍ୟମ.... #PatkuraAssemblyconstituency #PoliticsForDEvelopment #TejeswarParida

ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆ ପଞ୍ଚାୟତ ଅନ୍ତର୍ଗତ ପବିତ୍ର ଐତିହାସିକ ମାଣିଖଣ୍ଡି ପୀଠର ଉନ୍ନତିକରଣ ଓ ବିସ୍ତୃତ ବିକାଶ ପାଇଁ ଆଲୋଚନା.... #PatkuraAssemblyconstituency #PoliticsForDevelop #TejeswarParida

ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ଛଚିଣା ଓ ବଳଭଦ୍ରପୁର ଗାଁର ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ରାସ୍ତା ମରାମତି ଓ ନିର୍ମାଣ ର ସ୍ଥାୟୀ ସମାଧାନ ଦିଗରେ ପ୍ରୟାସ... #PatkuraAssemblyConstituency #PoliticsForDevelopment #BharatiyaJanataParty #TejeswarParida

ପାଟକୁରା ପଞ୍ଚାୟତରେ ଅନେକ ସ୍ଥାନୀୟ ନେତୃବୃନ୍ଦ ଅନ୍ୟ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗଦେବା ଅବସରରେ... #PatkuraAssemblyconstituency #BharatiyaJanataParty #TejeswarParida

#ସରକାରଙ୍କ_ବାବୁ_ପ୍ରୀତି
#ବର୍ଷିଲେ_ବିରୋଧୀ_ଦଳର_ନେତା
ଜଣେ ଅଫିସରଙ୍କ ପାଖରେ ୪/୫ ବିଭାଗ, କିଛି ଅଫିସରଙ୍କ ପାଖରେ ବିଭାଗ ନାହିଁ । ନଗର ଉନ୍ନୟନ ବିଭାଗର ଅବସ୍ଥା କଣ ସମସ୍ତେ ଜାଣିଛନ୍ତି । ଭୁବନେଶ୍ୱର ସହର ବର୍ଷାରେ ବୁଡୁଛି । ଗର୍ଭନାନ୍ସରେ ପାରାଲିସିସ୍ ସ୍ଥିତି । #TejeswarParida #Odisha #KanakNews
#Odisha BJP spokesperson #TejeswarParida lodges a complaint against Sanjay Agrawal, son of Patkura BJD MLA Sabitri Agrawal at Patkura police station accusing him of misusing govt fund for personal purpose.
#Kendrapara #BJD #BJP
ବିଜେପି ନେତା ତେଜେଶ୍ୱର ପରିଡା ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କ ସାମାଜିକ ନିରାପତ୍ତା ବିଷୟ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାର ବରିଷ୍ଠ ନାଗରିକ ଆୟୋଗ ଗଠନ କରିବାକୁ ସେ ଦାବି କରିଛନ୍ତି । ଏ ସଂପର୍କରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ
#BJP #TejeswarParida #SeniorCitizen #Commission #Bhubaneswar
Former #Khadi Board President #TejeswarParida joins #BJP.
#Odisha #Politics #TNI #Insight
@PurandeswariBJP @vijaypalbjp @PandaJay @PrithivirajBJP @SamirMohantyBJP @TejeswarParida @BJP4Odisha
https://t.co/01lubr3hz5
ବିଜେପିରେ ଯୋଗଦେଲେ ତେଜେଶ୍ୱର ପରିଡା । ବିଜେଡିରୁ ଇସ୍ତଫା ଦେଲା ପରେ ଆଜି ବିଜେପି ଦଳୀୟ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି ପୂର୍ବତନ ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା । ତାଙ୍କ ସହ ବୈକୁଣ୍ଠନାଥ ପରିଡା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ମଧ୍ୟ ବିଜେଡିରେ ଥିଲେ ।
#TejeswarParida #Odisha #BJP #Sambad

ବିଜେଡ଼ିରୁ ଇସ୍ତଫା ପରେ ବିଜେପିରେ ଯୋଗ ଦେଇଛନ୍ତି ତେଜେଶ୍ୱର ପରିଡ଼ା। ଦଳ ସଭାପତିଙ୍କୁ ମେଲ ଯୋଗେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। #TejeswarParida #BJP
ପଢ଼ନ୍ତୁ ପୂରା ଖବର:
https://t.co/Q80XhBSP5J
Ex-Odisha Khadi & Village Industries Board president #TejeswarParida resigns from primary membership of @bjd_odisha.
https://t.co/mIH5QsrcnB
ବିଜେଡିରୁ ଇସ୍ତଫା ଦେଲେ ତେଜେଶ୍ୱର ପରିଡ଼ା । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା । ଦଳର ସଭାପତିଙ୍କୁ ମେଲ୍ ଯୋଗେ ଇସ୍ତଫା ପତ୍ର ପଠାଇଥିବା କହିଲେ ।
#TejeswarParida #OdishaPolitics

Former president of #Odisha Khadi & Village Industries Board, #TejeswarParida, resigned from the primary membership of #BJD with immediate effect; Sends resignation letter to party president & CM #NaveenPatnaik
True Bhai.that should be the real sustainable development . #SayNoToPlastic but this newspaper thunga can be used for giving eggs, vegetables which we wash before use. #TejeswarParida
@dmkendrapara Thank you so much the Women SHG Group & the dynamic District Collecector @dmkendrapara The use of Newspapers may harm human health if these are used as food container due to Chemicals in the Printing Ink on Newspaper. So plain papers without printing or ink on it should be used.
ହନି ସ୍କାମ : ଚଳୁ କରିଛନ୍ତି ୮ କୋଟି ଟଙ୍କା, ଅଡୁଆରେ ତେଜେଶ୍ୱର ଏବଂ ପ୍ରଫୁଲ୍ଲ
#naveenpatnaik #odishabjp #tejeswarparida #bjd #dharmendrapradhan #lekhashrisamantsinghar #vigilanceodisha #CMO

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers




















