Top Tweets for #TextBookError
ମନ୍ତ୍ରୀ ଇସ୍ତଫା ଦେବେ ନହେଲେ ବାଟ ଚଲେଇ ଦେବୁ ନାହିଁ #textbookerror #schooleducation #odishaeducation #nityanandagond #odishagovernment #mandiratv #mandiratvlive
ପିଲାଙ୍କ ପାଠ୍ୟବହିରେ ତ୍ରୁଟି ହେଲା କେମିତି, ଭୁଲ୍ ପାଇଁ କେଉଁ ସଂସ୍ଥା ଓ ଅଧିକାରୀ ଦାୟୀ ?
#TextbookError #SCERT #OdishaSchools
https://t.co/LdJuDYhvig
ଓଡ଼ିଶାର ନୂଆ ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ପରେ ସରକାର���୍କ ବଡ଼ ଆକ୍ସନ୍। ୩ ଜଣିଆ କମିଟି ଆରମ୍ଭ କରିଛି ତଦନ୍ତ। ୭ ଦିନ ମଧ୍ୟରେ ଦାୟୀ ବ୍ୟକ୍ତି ଓ ଅବହେଳାର କାରଣ ସାମ୍ନାକୁ ଆସିବ। ପ୍ରଶ୍ନ—ପିଲାଙ୍କ ଭବିଷ୍ୟତ ସହ ଖେଳ ନା ବ୍ୟବସ୍ଥାଗତ ବିଫଳତା?#OdishaNews #TextbookError #EducationNews #SCERT #OSEPA #StudentFuture
ନିତ୍ୟାନନ୍ଦ ଗଣ୍ଡଙ୍କୁ ଅଯୋଗ୍ୟ ମନ୍ତ୍ରୀ କହି ଇସ୍ଥପା ଦାବି କଲା ଛାତ୍ର କଂଗ୍ରେସ #textbookerror #odishagovernment #schooleducation #odishaschools #nityanandagond #odianews #mandiratv #mandiratvlive
न्यूटन महान ‘पायलट’, गेहूं को धान, तापमान को दबाव और कर्नाटक विधानसभा को ओडिशा की बताकर छापा,ओडिशा की सरकारी किताब में रिकॉर्ड 1678 गलतियां https://t.co/jJIYfT88oc
#newton #TextbookError #PilotNewton #BreakingNews #CMMajhi #OdishaNews #SchoolBooks #Controversy #EducationSystem
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହୁଛନ୍ତି ଏ ଭୁଲ୍ କିଛି ନୁହେ��� ସଂଶୋଧନ କରିକି ପଢାଅ #school #schooandmasseducation #odishagovernment #bookerror #textbookerror #nityanandagond #bjpodisha
#ତ୍ରୁଟି_ଶୂନ୍ୟ_ବହି_ପିଲାଙ୍କୁ_ଯୋଗେଇ_ଦିଆଯାଉ
#1678_ନୁହେଁ_ତାଠାରୁ_ଅ��ିକ_ତ୍ରୁଟି_ହୋଇଛି
ଟଙ୍କା ଖର୍ଚ୍ଚ ହେଉ ପଛେ ତ୍ରୁଟି ଶୂନ୍ୟ ବହି ଯୋଗାଇ ଦିଆଯାଉ, ଭୁଲ ବହି ଦେଇ ପିଲାଙ୍କ ଭବିଷ୍ୟତ ନଷ୍ଟ କରନ୍ତୁ ନାହିଁ : ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ
#prameyadigital #TextbookError #OdishaEducation #SchoolEducation #OdiaNews #OdishaNews #TextbookControversy #EducationNews #StudentFuture #ErrorFreeBooks #SchoolBooks #AcademicYear #BreakingNews #PrameyaDigital #OdishaGovernment #LatestNews
ପିଲାଙ୍କ ବହିରେ ଭୁଲକୁ ନେଇ ତନାଘନା ଆରମ୍ଭ। ଏନେଇ ଲୋକସେବା ଭବନରେ ଗୁରୁତ୍ବପୂର୍���୍ଣ ବୈଠକ।
#OdishaEducation #TextbookError #LokSevaBhavan #SchoolEducation #OTV
Your credibility is as bad as your Government's.
The amount of money that will be used for corrections or reprinting should be deducted from your salary and your team's.
@DHE_Odisha @CMO_Odisha
#TextbookError #SCERT #OdishaEducation #OdiaAsmita
#ଆସନ୍ତା_ବର୍ଷକୁ_ଭୁଲ_ହେବନି- SCERT
-ପାଠ୍ୟ ପୁସ୍ତକ ତ୍ରୁଟି; ଆସନ୍ତା ବର୍ଷକୁ ଭୁଲ ହେବନି କହିଲେ SCERT ନିର୍ଦ୍ଦେଶିକା
‘-ଏଥର ଭୁଲ ହୋଇଯାଇଛି, DEOମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ସାରିଛୁ’
‘-ଛୋଟ ପିଲାଙ୍କ ବହିରେ ଶିକ୍ଷକମାନଙ୍କୁ ସଂଶୋଧନ କରିବାକୁ କୁହାଯାଇଛି’
-‘ବଡ଼ ପିଲା ଶିକ୍ଷକଙ୍କ ସାହାଯ୍ୟରେ ବହିରେ ନିଜେ ତ୍ରୁଟି ସଂଶୋଧନ କରିବେ’
‘-୨୦୨୭-୨୮ ଶିକ୍ଷା ବର୍ଷରୁ ନୂଆ ବହି ଛପା ହେଲେ ଆଉ ଭୁଲ ରହିବନି’
#TextbookError #SCERTOdisha #OdishaEducation #OTV

ତ୍ରୁଟିପୂର୍ଣ୍ଣ ବହିରେ ହେବ ପାଠପଢା, ଭୁଲ୍ ସଂଶୋଧନ କରି ପଢାଇବେ ଶିକ୍ଷକ
#OdishaEducation #TextbookError #OdishaSchools
https://t.co/U5dHZMIUkQ
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ନୁହେଁ। ପୁସ୍ତକ ପ୍ରକାଶ ପୂର୍ବରୁ ତ୍ରୁଟି ସଂଶୋଧନ କରିବା ଦରକାର, ଆସନ୍ତା ବର୍ଷ ନୁହେଁ।"
#ଛାତ୍ରଛାତ୍ରୀଙ୍କ_ଭବିଷ୍ୟତ
#ପାଠ୍ୟପୁସ୍ତକ_ତ୍ରୁଟି
#ଶିକ୍ଷାରେ_ଦାୟିତ୍ୱ
#ଭୁଲ_ପୁସ୍ତକ
#OdishaEducation
#StudentsFirst
#EducationMatters
#TextbookError
#QualityEducation
@samajalive @samaja ଏ ବର୍ଷର ଛାତ୍ରଛାତ୍ରୀ କଣ ଦୋଷ କରିଛନ୍ତି? ଭୁଲ ପୁସ୍ତକ ଦେଇ ଆସନ୍ତା ବର୍ଷ ସୁଧାରିବା କଥା କହିବା ଦାୟିତ୍ୱହୀନତା।". #ଓଡ଼ିଶା_ଶିକ୍ଷା
#ଛାତ୍ରଛାତ୍ରୀଙ୍କ_ଭବିଷ୍ୟତ
#ପାଠ୍ୟପୁସ୍���କ_ତ୍ରୁଟି
#ଶିକ୍ଷାରେ_ଦାୟିତ୍ୱ
#ଭୁଲ_ପୁସ୍ତକ
#OdishaEducation
#StudentsFirst
#EducationMatters
#TextbookError
#QualityEducation
ସ୍କୁଲ୍ ପାଠ୍ୟପୁସ୍ତକ ତ୍ରୁଟି: ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠିତ https://t.co/z37zzhshVz
#TextBookError #Committee #Investigation #OdishaGovt #Odisha
Text book Error Issue: ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି ଘଟଣା; ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି
#textbookerror #HighLevelCommittee #Odisha #NirvayNews #NirvayWebNews
https://t.co/K4aQCJbvLn
ବଡ଼ ବେପରୁଆ ଚିତ୍ର! ପ୍ରଥମରୁ ଅଷ୍ଟମ ବହିରେ ��ାଙ୍ଘାତିକ ଭୁଲ୍ ସତ୍ତ୍ୱେ ଥମୁନି ବହି ଛପା। କାର୍ଯ୍ୟାଳୟରେ ଯୁଦ୍ଧକାଳୀନ ଭିତ୍ତିରେ ଦିନରାତି ଚାଲିଛି କାମ। ଭୁଲ୍ ବହି ପଢ଼ିବେ କି ଓଡ଼ିଶାର ଛାତ୍ରଛାତ୍ରୀ? News18 କ୍ୟାମେରାରେ ଏକ୍ସକ୍ଲୁସିଭ୍ ଦୃଶ୍ୟ। #OdishaNews #EducationBlunder #TextbookError
ବହିରେ ତ୍ରୁଟି ନେଇ SCERTର ସଫେଇ, ୨୦୨୭-୨୮ରୁ ନୂଆ ବହିରେ ରହିବନି ଭୁଲ : SCERT ନିର୍ଦ୍ଦେଶିକା | SCERT Responds to Textbook Error Row, Promises Error-Free Books in Future #TextbookError #SCERTOdisha #OdishaEducation #SchoolEducation #OdishaNews #EducationNews #BookControversy #SCERT #BreakingNews #AcademicUpdate #prameyanews7
"ସ୍କୁଲ ବହିରେ ଯେଉଁ ତ୍ରୁଟି ଅଛି, ଶିକ୍ଷକଙ୍କୁ ଜଣାଇଦେଇଛୁ। ଶିକ୍ଷକମାନେ ଶ୍ରେଣୀରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବ���। ଆସନ୍ତା��ର୍ଷ ସଂଶୋଧିତ ବହି ପ୍ରକାଶ କରି ପିଲାଙ୍କୁ ଦେବୁ।"- ମଧୁସ୍ମିତା ସାହୁ, ଏସସିଇଆରଟି ନିର୍ଦେଶିକା
#scert #director #madhusmitasahoo #textbookerror
ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ : ବଡ ଘୋଷଣା କଲେ SCERT ନିର୍ଦ୍ଦେଶିକା
#OdishaEducation
#Odisha
#TextbookError
#SCERTOdisha

Textbook printing error | ଏବର୍ଷର ବହି ବଣ୍ଟା ସରିଛି,ଶିକ୍ଷକ ତ୍ରୁଟି ଗୁଡ଼ିକୁ ନିର୍ଭୁଲ କରି ପଢ଼ାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି..ଆସନ୍ତା ବର୍ଷ ନିର୍ଭୁଲ ବହି ଛପା ଯିବ #PrintingError #TextbookError #OdishaEducation #SchoolBooks #EducationNews #BookDistribution #Teachers #StudentEducation #AcademicUpdate #OdishaSchools #EducationDepartment #SchoolNews #Learning #OdishaNews #BreakingNews #prameyadigital
ସ୍କୁଲ ବହିରେ ମୁଦ୍ରଣ ତୃଟି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି। ଅନ୍ୟ ଦୁଇ ସଦସ୍ୟ ହେଲେ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ ଓ ଜିଏର ଉପଶାସନ ସଚିବ ସ୍ମିତା ପାଣି। ଉନ୍ନୟନ କମିଶନର ଦେଓରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ କମିଟି ତଦନ୍ତ କରି ୭ଦିନରେ ଦେବେ ରିପୋର୍ଟ।
#textbookerror #3committee #bijayketanupadhyay #smitapani #deoranjansingh #odisha
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
240.4M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110M followers

Narendra Modi 
@narendramodi
107M followers

Rihanna 
@rihanna
97.5M followers

NASA 
@nasa
92.1M followers

Justin Bieber 
@justinbieber
90.8M followers

KATY PERRY 
@katyperry
87.3M followers

Taylor Swift 
@taylorswift13
81.2M followers

Lady Gaga 
@ladygaga
72.7M followers

Kim Kardashian 
@kimkardashian
69.6M followers

Virat Kohli 
@imvkohli
69.4M followers

YouTube 
@youtube
68.6M followers

Bill Gates 
@billgates
63.7M followers

The Ellen Show
@theellenshow
62.5M followers

Neymar Jr 
@neymarjr
62.1M followers

CNN 
@cnn
61.9M followers

X 
@x
60.9M followers

Selena Gomez 
@selenagomez
60.4M followers












