Top Tweets for #VoteForNabin
ସରସକଣାରେ ନିର୍ବାଚନୀ ସଭାରେ ଯୋଗଦେଇ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ନବୀନ ବାବୁ ସବୁ ସମୟରେ, ସୁଖଦୁଃଖରେ ଲୋକଙ୍କ ସାଥିରେ ଅଛନ୍ତି ଓ ରହିବେ। ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରି ତାଙ୍କୁ ଷଷ୍ଠ ଥର ପାଇଁ ଜିତାନ୍ତୁ। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।
#nabinodisha #VoteForNabin #VoteForBJD #AmaChinhaSankhaChinha
ଶ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି। ସେ ସବୁବେଳେ ଲୋକଙ୍କ ସାଥିରେ ଅଛନ୍ତି। ଯଶୀପୁର ନିର୍ବାଚନୀ ସଭାରେ ଯୋଗଦେଇ ନୂଆ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।
#nabinodisha #VoteForNabin #VoteForBJD #AmaChinhaSankhaChinha
ସ୍ବାସ୍ଥ୍ୟାବସ୍ଥାକୁ ନେଇ ମୋଦୀଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ଶ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ସମୟରେ ଭୋଟ୍ ପାଇବା ପାଇଁ ଏହା ତାଙ୍କର ଏକ ଚାଲ୍। ହେଲେ ଲୋକ ମୋ ଭାଷଣ ଶୁଣିବାକୁ ଆସନ୍ତି।
#nabinodisha #VoteForNabin #VoteForBJD #AmaChinhaSankhaChinha #jodishankha #naveen5tguarantee
ଲୋକଙ୍କ ସେବାରେ ସମର୍ପିତ ଶ୍ରୀ ନବୀନ ପଟ୍ଟନାୟକ। ଆପଣମାନଙ୍କ ଆଶୀର୍ବାଦରେ ୯ ତାରିଖରେ ନବୀନ ବାବୁ ପୁଣି ଥରେ ଶପଥ ଗ୍ରହଣ କରିବେ। ମାଗଣା ବିଜୁଳି ମିଳିବ, ପ୍ରାୟ ସମସ୍ତଙ୍କୁ BSKY ନବୀନ କାର୍ଡ଼ ଓ ମିଶନ ଶକ୍ତି ମା'ଙ୍କୁ ପେନସନ ମିଳିବ। ନୂଆ ଓଡ଼ିଶା ଗଠନ ପାଇଁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ। #nabinodisha #VoteForNabin
ବଡ଼ଚଣା ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ଶ୍ରୀ ନବୀନ ପଟ୍ଟନାୟକଙ୍କ ବିପର୍ଯ୍ୟୟ ପରିଚାଳନା, ସାରା ଭାରତରେ ଉଦାହରଣ ପାଲଟିଛି ବୋଲି ସେ କହିଛନ୍ତି। ବଡ଼ଚଣାର ପ୍ରଗତି ପାଇଁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।
#nabinodisha #VoteForNabin #VoteForBJD #AmaChinhaSankhaChinha #jodishankha
ବୈଜୟନ୍ତ ପଣ୍ଡା ଜିତିଲେ ନିଜ ପାଇଁ କାମ କରିବେ।
କେନ୍ଦ୍ରାପଡ଼ାର ବିକାଶ ପାଇଁ କେବଳ ନବୀନ ଗ୍ୟାରେଣ୍ଟି।
#nabinodisha #VoteForNabin #VoteForBJD #AmaChinhaSankhaChinha #jodishankha #naveen5tguarantee #naveenpatnaik
ଚଣ୍ଡିଖୋଲସ୍ଥିତ ମହାବିନାୟକ ମନ୍ଦିରକୁ ଯାଇଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି।
#nabinodisha #VoteForNabin #VoteForBJD #AmaChinhaSankhaChinha #jodishankha #naveen5tguarantee #naveenpatnaik
ଯାଜପୁର ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ନବୀନ ବାବୁ କରିଥିବା ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକ ପ୍ରଶଂସା କରିଛନ୍ତି। ଆସନ୍ତୁ, ବିଶ୍ୱାସର ଏହି ଧାରାକୁ ଅତୁଟ ରଖି ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବା।
#nabinodisha #VoteForNabin #VoteForBJD #AmaChinhaSankhaChinha #jodishankha
ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ହଜାର ହଜାର ଲୋକ ଏକାଠି ହୋଇ ସମର୍ଥନ ଜଣାଇଛନ୍ତି। ବିଜୁ ଜନତା ଦଳକୁ ଲୋକଙ୍କ ଭଲପାଇବା ଓ ସମର୍ଥନ ମିଳୁଛି। ଆସନ୍ତୁ, ନବୀନ ଓଡ଼ିଶା ଗଠନ ପାଇଁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବା।
#nabinodisha #VoteForNabin #VoteForBJD #AmaChinhaSankhaChinha
ଯାଜପୁରରେ ଶଙ୍ଖ ବାଜୁଛି। ବିଜେଡିକୁ ମିଳୁଛି ବିପୁଳ ଜନ ସମର୍ଥନ। ଲୋକଙ୍କ ମୁହଁରେ ଗୋଟିଏ କଥା- ଓଡ଼ିଶାର ବିକାଶ କେବଳ ନବୀନ ବାବୁ ହିଁ କରିଛନ୍ତି, ଆମେ ନବୀନ ବାବୁଙ୍କୁ ଜିତେଇବୁ। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବୁ।
#nabinodisha #VoteForNabin #VoteForBJD #AmaChinhaSankhaChinha #jodishankha #naveen5tguarantee
ବାରିପଦାବାସୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ଥିଲେ, ଅଛନ୍ତି ଏବଂ ସବୁବେଳେ ରହିବେ। ବିଜେପିର ବଡ଼ ବଡ଼ ନେତା ଓଡ଼ିଶା ଆସି ନବୀନ ବାବୁଙ୍କୁ ଅସମ୍ମାନ କରୁଛନ୍ତି। ଏହାର ଉଚିତ ଜବାବ ଆମେ ଦେବୁ। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେବୁ।
#nabinodisha #VoteForNabin #VoteForBJD #AmaChinhaSankhaChinha #jodishankha
ନିଆଳିରେ ବିଜୁ ଜନତା ଦଳକୁ ବିପୁଳ ଜନ ସମର୍ଥନ ମିଳିଛି। ନିର୍ବାଚନୀ ସଭାରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ଉଚିତ ଦେବା ସହ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ନିଆଳିର ଉନ୍ନତି ପାଇଁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।
#nabinodisha
#VoteForNabin #VoteForBJD #jodishankha #naveen5tguarantee
@Vkpandianfancl1
ଓଡ଼ିଶାବାସୀଙ୍କ ମୁଁହରେ ହସ ଫୁଟାଇବା ପାଇଁ ଶ୍ରୀ ନବୀନ ପଟ୍ଟନାୟକ ଅନେକ ଲୋକାଭିମୁଖୀ କାର୍ଯ୍ୟ କରୁଛନ୍ତି। ଏବେ ଆମ ପାଳି, ବିଜୁ ଜନତା ଦଳକୁ ସମର୍ଥନ ଜଣାଇ ତିର୍ତ୍ତୋଲର ଉନ୍ନତି ପାଇଁ ଶଙ୍ଖ ଚିହ୍ନରେ ଭୋଟ୍ ଦେବା ଏବଂ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଜିତାଇ ଆଣିବା।
#nabinodisha
#VoteForNabin #VoteForBJD
ସାରା ଓଡ଼ିଶାର ଘରେ ଘରେ ଶଙ୍ଖ ବାଜୁଛି। ସବୁଠି ଶ୍ରୀ ନବୀନ ପଟ୍ଟନୟକଙ୍କୁ ମିଳୁଛି ଲୋକଙ୍କ ଆଶୀର୍ବାଦ ଓ ଭଲପାଇବା। ସେ ସବୁବେଳେ ଓଡ଼ିଶାବାସୀଙ୍କ ସେବା ପାଇଁ କାର୍ଯ୍ୟରତ। ଓଡ଼ିଶାର ପ୍ରଗତି ଧାରା ଆଗେଇ ନେବାକୁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।
#nabinodisha
#VoteForNabin #VoteForBJD #AmaChinhaSankhaChinha
କାକଟପୁର ନିର୍ବାଚନୀ ସଭାରେ ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ମିଳିଛି। ଲୋକଙ୍କ ଭଲପାଇବା ଓ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଓଡ଼ିଶା ସମୃଦ୍ଧିର ଶିଖର ଛୁଉଁଛି। ବିଜୁ ଜନତା ଦଳକୁ ଆଶୀର୍ବାଦ କରି ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।
#nabinodisha
#VoteForNabin #VoteForBJD #AmaChinhaSankhaChinha
ଶଙ୍ଖ ହିଁ ପ୍ରଗତିର ଚିହ୍ନ । ବାରବାଟୀ କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ଶଙ୍ଖ ଚିହ୍ନକୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ।
#BarabatiCuttack #Prakash4Barabati #PrakashChandraBehera #BJDOdisha #NabinOdisha #MLACandidate #odishaelection #cuttack #odishapolitics #VoteForBJD #VoteForNabin #JodiShankha
ନୟାଗଡ଼ ଗସ୍ତ କରିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ବିଜୁ ଜନତା ଦଳକୁ ଲୋକଙ୍କ ଭଲପାଇବା ଓ ବିପୁଳ ସମର୍ଥନ ମିଳୁଛି। ବିକାଶର ଚିହ୍ନ ଶଙ୍ଖରେ ଦୁଇ ଥର ଭୋଟ୍ ଦିଅନ୍ତୁ।
#ArupPatnaik #VoteForNabin #VoteForBJD #AmaChinhaSankhaChi
ଲୋକଙ୍କ ସେବାରେ ସମର୍ପିତ ଶ୍ରୀ ନବୀନ ପଟ୍ଟନାୟକ। ଶଙ୍ଖ ଚିହ୍ନରେ ଆଶୀର୍ବାଦ କରି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଜିତାଇ ଆଣିବା ବୋଲି ପୁରୀରେ ରୋଡ଼ ଶୋ' କରିବା ସମୟରେ କହିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ପୁରୀର ଉନ୍ନତି ପାଇଁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।
#nabinodisha #VoteForNabin
ଜନସେବାରେ ସମର୍ପିତ ଶ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାଠାରୁ ନେଇ ରାଜ୍ୟର ଉନ୍ନତି ପାଇଁ ଅନେକ କାମ କରିଛନ୍ତି। ସତ୍ୟବାଦୀରେ ରୋଡ଼ ଶୋ' କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆହ୍ୱାନ ଦେଇଛନ୍ତି। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ। #nabinodisha #VoteForNabin
Last Seen Hashtags on Sotwe
omegle() +filter:native_video
Seen from Poland
teenagers
Seen from Germany
bursapasif
Seen from Turkey
tommavi
Seen from Italy
omegle
Seen from India
momson()**************************
Seen from Turkey
rape
Seen from Brazil
leatherglove
wedgie
Seen from United States
فطوم_السلطانة
Seen from Saudi Arabia
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
114M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.8M followers

Taylor Swift 
@taylorswift13
83.7M followers

Lady Gaga 
@ladygaga
75.2M followers

Virat Kohli 
@imvkohli
73M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66M followers

Bill Gates 
@billgates
65M followers

Selena Gomez 
@selenagomez
62.9M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers



