Top Tweets for #bhatli
ସୁଶାନ୍ତଙ୍କ ଭାଇ କହିଲେ ହଠାତ୍ ରାତି ୧୨ଟାରେ ...
#SushantSingh #BJD #OdishaNews #News18odia #Bhatli #Bargarh
#ସୁଶାନ୍ତ_ସିଂଙ୍କ_ପରଲୋକ
ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଶାନ୍ତ।
#SusantaSingh #Bhatli #OdishaPolitics #BJD #RestInPeace #ArgusNews
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ
#Sambad #SushantSingh #RIP #FormerMinister #OdishaPolitics #Bargarh #Bhatli #Odisha
https://t.co/EqteUSl7Yz
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂଙ୍କ ପରଲୋକ
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ
#SushantSinghDeath #RIPSushantSingh #FormerMinister #Bargarh #Bhatli #OdishaPolitics #ArgusNews
#ଆରପାରିରେ_ପୂର୍ବତନ_ବିଧାୟକ_ସୁଶାନ୍ତ_ସିଂ
ଆରପାରିରେ ଭଟଲି ପୂର୍ବତନ ବିଧାୟକ ସୁଶାନ୍ତ ସିଂହ
ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ପରଲୋକ
୨୦୦୯, ୨୦୧୪, ୨୦୧୯ରେ ବିଜେଡିରୁ ହୋଇଥିଲେ ବିଧାୟକ
ଶ୍ରମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଥିଲେ
ସୁଶାନ୍ତଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା
#SushantSingh #Bhatli #BJD #OdishaPolitics #OdishaNews #BreakingNews

ଗତକାଲି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହିତ ଭଟଲି ଦଧିବାମନ ଠାରେ ଆୟୋଜିତ "ରଥଯାତ୍ରା ଏବଂ ନବଗୁଞ୍ଜର କଳା ମହୋତ୍ସବ" ରେ ଯୋଗଦାନ କଲି।
ଜୟ ଜଗନ୍ନାଥ! 🙏
ଜୟ ଦଧିବାମନ ସ୍ୱାମୀ! 🙏
#RathaYatra2026
#Bhatli
#Bargarh

ବରଗଡ଼ ଭଟଲି ଶ୍ୟାମ ବାବା ମନ୍ଦିରରେ ବଡ଼ ଦୁର୍ନୀତି ଅଭିଯୋଗ; କୋଟି କୋଟି ଟଙ୍କା ହେରଫେର ନେଇ ଚର୍ଚ୍ଚା | Corruption Allegations Rock Shyam Baba Temple in Bhatli, Bargarh; Crores Under Scanner #Bargarh #Bhatli #ShyamBabaTemple #TempleNews #CorruptionAllegation #OdishaNews #FinancialIrregularity #TempleManagement #BreakingNews #Devotees #Investigation #LatestNews #Endowmentcommission
ଆଜି ମୋର ଭଟଲି କାର୍ଯ୍ୟାଳୟ ଠାରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ୧୩୪ ତମ ଜନପ୍ରିୟ କାର୍ଯ୍ୟକ୍ରମ "ମନ କି ବାତ" ଶୁଣିବା ଅବସରରେ..............
#MannKiBaat
#NarendraModi
#partyoffice #Bhatli

ନାରୀ ନିର୍ଯାତନା ସହିବୁ ନାହିଁ, ମହିଳା ସଂରକ୍ଷଣକୁ ନେଇ ଭୁଆଁ ବୁଲେଇ ପାରିବ ନାହିଁ।
'ନାରୀ ଅଧିକାର ଅଭିଯାନ'ରେ ଭଟଲୀରେ ମହିଳାମାନେ ଏକାଠି ହୋଇ ବିଜେପି ସରକାରକୁ ମାଗିଛନ୍ତି ଜବାବ।
#NariAdhikarAbhijan #Bhatli #BJDWithWomen #BJPAntiWomen #BJPAntiOdisha #ହଟାଅବିଜେପି

ଭଟଲି ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଟେମରେନ୍ ଠାରେ ହେଉଥିବା ଅଖଣ୍ଡ ନାମଯଜ୍ଞରେ ଭଟଲି ବିଧାୟକ ଶ୍ରୀ ଇରାସିସ ଆଚାର୍ଯ୍ୟ ଯୋଗଦାନ କରି ମହାପ୍ରଭୁ ଶ୍ରୀକୃଷ୍ଣ ଓ ମାତା ରାଧାଙ୍କ ନାମ ଜପ କରିବା ସହ ମହାପ୍ରଭୁଙ୍କ ନିକଟରେ ଗ୍ରାମବାସୀଙ୍କ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କଲେ ll
ଜୟ ଶ୍ରୀ ରାଧେ 🙏
#radheradhe
#temren #bhatli

ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଭଟଲି ଠାରେ ହେବାକୁ ଥିବା ଅଖଣ୍ଡ ନାମଯଜ୍ଞର କଳସ ଶୋଭାଯାତ୍ରାରେ..................
#kalasjatra
#Bhatli
#BhatliBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଭଟଲି ଟାଉନହଲ ଠାରେ ଭାରତ ରତ୍ନ ତଥା ସମାଜ ସଂସ୍କାରକ ଡ଼. ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ.......
#ambedkar #jayanti
#Bhatli
#BhatliBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଭଟଲି ଠାରେ ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ଶୁଭ ଉଦ୍ଘାଟନ କରିବା ସହ ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆମ ଦଳର ବରିଷ୍ଠ ନେତା ସୁରେଶ୍ୱର ଶତପଥୀ ମହୋଦୟଙ୍କ ସହ ଯୋଗଦେବା ଅବସରରେ................
#VeterinaryOffice
#inaugurated
#Bhatli
#BhatliBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଭଟଲି ଠାରେ ହେବାକୁ ଥିବା ନାମଯଜ୍ଞରେ ଯୋଗଦେବା ଅବସରରେ......
#RadheRadhe #JaiSriKrishna
#Bhatli
#BhatliBlock
#BhatliConstituency

Last Seen Hashtags on Sotwe
なもちゃんねる
minichat(****)(***)(****)(**) -- filter:videos
Seen from Brazil
statewinz()
Seen from United States
جداويه_مهوسه
Seen from Egypt
SuMengyun
Seen from United States
tommynowin
Seen from United States
brosis video******
Seen from United States
hslut
Seen from Netherlands
snapchat()**************filter:videos()**************filter:videos()**************filter:videos()**************filter:videos
Seen from United States
EmmiMoments
Seen from United States
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers





























