Top Tweets for #sohela
#ବଜ୍ରାଘାତରେ_୨_ମହିଳା_ମୃତ
-ବରଗଡ଼: ବିଲରେ କାମ କଲା ବେଳେ ବଜ୍ରାଘାତରେ ୨ ମହିଳା ମୃତ
-ସୋହେଲା ଥାନା କୁର୍ସୁଦା ଗାଁର ୨ ମହିଳା ମୃତ
#Bargarh #LightningStrike #Sohela #OdishaNews #WeatherAlert #Odisha #OTV

ଭଟଲି ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ସୋହେଲା ଠାରେ ଆୟୋଜିତ ନନ୍ଦ ମହୋତ୍ସବରେ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟଙ୍କ ମାଁ ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ଯୋଗଦାନ କରି ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ନିଜ ହାତରେ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ ll
#NandaMahotsav
#sohela
ଆଜି ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକ ଗସ୍ତ ଅବସରରେ ‘ଶ୍ରୀ ଶ୍ରୀ ଗୌରୀ କଲ୍ୟାଣ ମଣ୍ଡପ’ ପରିସରରେ ଅଞ୍ଚଳବାସୀଙ୍କୁ ଭେଟି ସେମାନଙ୍କ ସହ ଆତ୍ମୀୟତାର କିଛି ମୁହୂର୍ତ୍ତ ବିତାଇବା ସହ ଅଞ୍ଚଳର ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ସିଧାସଳଖ ଆଲୋଚନା କଲି ll
#Sohela
#gourikalyanmandap
#BhatliConstituency
#PublicConnect
#development
#PeopleFirst
#ServiceToNation

୮୦ତମ ସ୍ବାଧିନତା ଦିବସ ଅବସରରେ ମୋର ବିଧାନସଭା ଅନ୍ତର୍ଗତ ସୋହେଲା ସ୍ଥିତ ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କଲି ll
#80th #IndependenceDay
#Sohela
#SohelaBlock
#BhatliConstituency

Today, the Joint Coordination Committee (JCC) representing all core Block Extension Officers—GPDO, BSSO, WEO, & IoS/MI of #sohela Block, #baragada of Odisha submitted a Joint Memorandum to the Govt through the BDO.
📷 Key Demands:
📷 Entry Pay Revision to #Level_10 (Grade Pay ₹4600) 📷 Health Cover (GJAY) & Field Protection Protocols 📷#OdishaBlockOfficers #PayParityLevel10 #JCCDemands
@MohanMOdisha
@SecyChief
@CMO_Odisha
@SSEPD2
@stscdev
@Food_Odisha
@PRDeptOdisha
@_anugarg
@otvkhabar
@kanak_news
@GovernorOdisha
@sambad_odisha
@samajalive
@DharitriLive1
@NandighoshaTV
@Naveen_Odisha

#ଗାଁଲୋକଙ୍କ_କ୍ଷତିପୂରଣ_ଦାବି
Storm And Heavy Rain Lash Bargarh: Over 50 Houses Damaged In Jakarkend Village | ବରଗଡ଼ ସୋହେଲା ରାସ୍ତାରେ ଥିବା ଜକରକେନ୍ଦରେ ଝଡ଼ବର୍ଷା; ଗାଁର ୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ
#Bargarh #Sohela #StormDamage #HeavyRainfall #OdishaWeather #RainAlert #WeatherUpdate #OdishaNews #NaturalDisaster #HouseDamage #MonsoonUpdate #GroundReport
ନିଜ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ: ସ୍ମାର କିଶୋର ଦାସ, ବ୍ୟକ୍ତିଗତ ସହୟକ | BJD Senior Leader Sushant Singh Passes Away, Odisha Politics in Shock #SushantSingh #SushantSinghDeath #OdishaPolitics #Bargarh #BJDLeader #FormerMinister #Sohela #OdishaNews #PoliticalNews #Tribute #LastRites #Odisha #prameyanews7
ଗତକାଲି ରାତିରେ ସୋହେଲାରେ ପ୍ରବାସ କରି ଯୁବ ସାଥୀମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲି ll ଆଜି ପ୍ରଭାତରେ ସୋହେଲା ପଡ଼ିଆରେ ଚାଲୁଥିବା ସଂଘ ଶାଖାରେ ଯୋଗଦାନ କରିବା ସହ ବଳରାମ ଭାଇଙ୍କ ଚା’ ଦୋକାନରେ ସ୍ଥାନୀୟ ଭାଇମାନଙ୍କ ସହ ଆଲୋଚନା ଓ ମତବିନିମୟ କରିଥିଲି ll
#ରାତ୍ରି_ରହଣି_ଯୁକ୍ତ_ପ୍ରବାସ #ସୋହେଲା
#Sohela
#SohelaBlock
#BhatliConstituency

#ଦୁର୍ଘଟଣାରେ_ମା_ମୃତ_ପୁଅ_ଗୁରୁତର
ବରଗଡ଼: ସୋହେଲା ଥାନା ଲେଖାପଥର ଛକରେ ଦୁର୍ଘଟଣା
ବୋରୱେଲ୍ ଗାଡ଼ି ଓ ସ୍କୁଟି ମୁହାଁମୁହିଁ ଧକ୍କା
ଦୁର୍ଘଟଣାରେ ମା' ମୃତ, ପୁଅ ଗୁରୁତର
ମୃତକ ଡ଼ଙ୍ଗାଘାଟ ଗାଁର ପିଙ୍କି ମହାପାତ୍ର
ପୁଅର ଚିକିତ୍ସା ପାଇଁ ବରଗଡ଼ ଆସୁଥିଲେ ମହିଳା
ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି
#Bargarh #Sohela #RoadAccident #OdishaNews #BreakingNews #PoliceInvestigation

#ଦୁର୍ଘଟଣାରେ_ମା_ମୃତ;#ପୁଅ_ଗୁରୁତର
-ବରଗଡ଼: ବୋରୱେଲ୍ ଗାଡ଼ିକୁ ଧକ୍କା ଦେଲା ସ୍କୁଟି; ମା’ ମୃତ
-ଗୁରୁତର ଅବସ୍ଥାରେ ପୁଅକୁ ମେଡିକାଲରେ ଭର୍ତ୍ତି
-ସୋହେଲା ଥାନା ଲେଖାପଥର ଛକରେ ଦୁର୍ଘଟଣା
#Bargarh #Sohela #RoadAccident #BorewellVehicle #OdishaNews #OTV

ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ସୋହେଲା ଠାରେ ସମ୍ବିଧାନ ନିର୍ମାତା ତଥା ଭାରତରତ୍ନ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଯୋଗଦାନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବାବା ସାହେବ ଙ୍କ ସାମାଜିକ ନ୍ୟାୟ ଉପରେ ଆଧାରିତ କିଛି ବକ୍ତବ୍ୟ ରଖିଲି ll
#ambedkar #jayanti
#Sohela
#SohelaBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ସୋହେଲା ଠାରେ ୪୭ ତମ ବିଶ୍ୱର ସର୍ବ ବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ପାଳନ କଲୁ ll
#47YearsOfNatioanFirst
#Sohela
#SohelaBlock
#BhatliConstituency

ବଲାଙ୍ଗିରରୁ ରାୟପୁର (ଛତିଶଗଡ଼) ଯିବାକୁ ଚାହୁଁଛନ୍ତି?🤔
🚍Gayatri ବସ୍ ସହିତ ଯାତ୍ରା କରନ୍ତୁ
📍Via- ସରାଇପାଲି, ସୋହେଲା
💺2+2 Non AC Seater + Sleeper
👉 ସୁବିଧାଜନକ ଯାତ୍ରା ପାଇଁ ଆଜି ହିଁ ଆପଣଙ୍କ ସିଟ୍ ବୁକ୍ କରନ୍ତୁ!
https://t.co/ePnKPJhqfA🚍
#Saraipali #Sohela #Balangir #Raipur #Chhattisgarh #ODBUS

ସୋହେଲା ରେ ଅନୁଷ୍ଠିତ ୮୨ତମ ଦୁର୍ଗାପୂଜା ରେ ଅତିଥି ଭାବେ ଯୋଗଦେଇ ମା ଦୁର୍ଗା ଙ୍କ ଦର୍ଶନ କଲି। ମତେ ଅତିଥି ରୂପେ ନିମନ୍ତ୍ରଣ କରିଥିବାରୁ ଆୟୋଜକ କମିଟି କୁ ସାଧୁବାଦ ଜଣାଉଛି ।
#durgapuja
#sohela

ମୋର ବିଧାନସଭା ଅନ୍ତର୍ଗତ ସୋହେଲାର ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବରେ ମାନ୍ୟବର ବୌଦ୍ଧ ବିଧାୟକ ସରୋଜ କୁମାର ପଧାନ ସହ ଯୋଗଦାନ କରି ମାଁ ମହିଷାମର୍ଦ୍ଧିନୀଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଲାଭ କରିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ "ପାର୍ବଣ" ରେ ଯୋଗଦାନ କରି ନୃତ୍ୟଶିଳ୍ପୀ ମାନଙ୍କୁ ଉତ୍ସାହିତ କଲୁ ll
#JaiMaaDurga
#Sohela
#SohelaBlock
#BhatliConstituency

ସୋହେଲା ଦୁର୍ଗାପୂଜା: ନେତୃତ୍ବ ନେଇଥିଲେ ଇଂରେଜ ପୁଲିସ କର୍ମଚାରୀ
#Sambad #DurgaPuja #Sohela
https://t.co/WXPZ9oTeKj
Last Seen Hashtags on Sotwe
allardpierson
Seen from Indonesia
baldpeoplrareevil
Seen from Brazil
Нефть
Seen from Indonesia
GangGreenBrasil
Seen from United States
FinallyGettingBetter
Seen from United States
minichat()teenageee()snapchat()filter:native_video
Seen from Germany
baitbus
Seen from Malaysia
koreaswimming
Seen from United States
policesex
Seen from Denmark
Dimaría
Seen from Pakistan
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers








































