Top Tweets for #corruptionfreeodisha
ମାଥିଲି ବ୍ଲକ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କୁ ବାନ୍ଧିଲା ଭିଜିଲାନ୍ସ
#OdishaVigilance #MalkangiriNews #CorruptionFreeOdisha #VigilanceRaid #OdishaNews #SambadDigital
https://t.co/qu1F1QBHLf
ଭିଜିଲାନ୍ସ ଜାଲରେ ଉମାକାନ୍ତ ସାମନ୍ତରାୟ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁରରେ ରେଡ୍
#OdishaVigilance #VigilanceRaid #SambalpurNews #OdishaNews #CorruptionFreeOdisha
ବର୍ତ୍ତମାନ ପ୍ରତି ସରକାରୀ ଅଫିସ ଗୁଡିକରେ
ବାବୁମାନଙ୍କ ଦୁର୍ନୀତି ବଢୁଛି। ଲୋକଙ୍କ ଠାରୁ ପଇସା ନେଇ କାମ କରୁଛନ୍ତି। ନଚେତ୍ ସାଧାରଣ ଲୋକଙ୍କୁ ବାରମ୍ବାର ଅଫିସ ଦୌଡିବାକୁ ପଡୁଛି। ପଇସା ନ ଦେଲେ ଗାଇଡଲାଇନ କହି ଭୁଲାଉଛନ୍ତି। ପ୍ରତି ଅଫିସ ସମ୍ମୁଖରେ ଭିଜିଲାନ୍ସ ଓ CBI ଟୋଲଫ୍ରି ନମ୍ବର ବାଧ୍ୟତାମୂଳକ ଲଗାଯାଉ। #CorruptionFreeOdisha
#୨_ଅଡିଟର୍_ନିକଟରୁ_୧୪_ଲକ୍ଷ_ଜବତ
-ବାରିପଦାରେ ଅଟକ ୨ ଅଡିଟ୍ ଅଫିସର୍ଙ୍କ ନିକଟରୁ ୧୪ ଲକ୍ଷ ଟଙ୍କା ଜବତ
-ଗାଡ଼ିରୁ ୫,୫୧,୫୧୦ ଟଙ୍କା ଓ ହୋଟେଲ୍ ରୁମ୍ରୁ ୮,୮୬,୮୩୦ ଟଙ୍କା ଜବତ
-ST/SC ବିଭାଗର ଅଡିଟର୍ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ ଅଟକ
-ବାରିପଦା DWO ଅଫିସ୍ରେ ଅଡିଟ୍ ସାରି ଫେରିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
-ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲ୍ ଅଡ଼ିଟ୍ କରୁଥିଲେ
-ଭୁବନେଶ୍ୱର ଏସ୍ଟି/ଏସ୍ସି ଉନ୍ନୟନ ବିଭାଗରେ ୨ ଅଡିଟର୍ କାର୍ଯ୍ୟରତ
#OdishaVigilance #Baripada #Mayurbhanj #STSCDepartment #AuditOfficers #CashSeizure #OTV

Odisha Vigilance wishes all a proud & purposeful 80th Independence Day.🇮🇳
#IndependenceDay #OdishaVigilance #CorruptionFreeOdisha #JaiHind

#ଯନ୍ତ୍ରୀ_ବାବୁଙ୍କ_ତିନି_ତାରକା_ହୋଟେଲ
ଭିଜିଲାନ୍ସ ଜାଲରେ OCC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟା। ଚଢ଼ାଉ ବେଳେ କୋରାପୁଟ ସହରରେ ୮ ହଜାର ବର୍ଗଫୁଟ୍ର ୨୩ଟି କୋଠରୀ ଥିବା ୪ ମହଲା ବିଶିଷ୍ଟ ୩-ତାରକା ସୁବିଧା ସମ୍ପନ୍ନ ଲଜ୍ ସମେତ କୋଟି କୋଟି ଟଙ୍କାର କଳା ସମ୍ପତ୍ତି ଠାବ ହୋଇଛି।
#CorruptionFreeOdisha #VigilanceRaid #Koraput #Odisha #ArgusNews
#ରିମାଣ୍ଡରେ_ଲାଞ୍ଚୁଆ_ASI
ମଞ୍ଚେଶ୍ବର ଥାନା ଏଏସ୍ଆଇ ରାଜେଶ କୁଲ୍ଲୁଙ୍କ ବଢ଼ିଲା ଅଡୁଆ । ୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଚାକିରିରୁ ବିଦା ହୋଇଥିବା ରାଜେଶ କୁଲ୍ଲୁଙ୍କ ଅଡ଼ୁଆ ।
#VigilanceRaid #BhubaneswarNews #CorruptionFreeOdisha #ASIArrested #BribeCase #OdishaPolice #MancheswarPoliceStation #ArgusNews
#ASI_ରାଜେଶ_କୁଲ୍ଲୁ_ଚାକିରିରୁ_ବିଦା
ଚାକିରିରୁ ବିଦା ହେଲେ ASI ରାଜେଶ କୁଲ୍ଲୁ
ଅଭିଯୁକ୍ତ ଠାରୁ ଲାଞ୍ଚ ନେବା ମାମଲାରେ ଚାକିରିରୁ ବହିଷ୍କୃତ
୨ ଜଣ ହୋମଗାର୍ଡଙ୍କୁ ମଧ୍ୟ ନୋଟିସ୍
ଚାକିରି ସମାପ୍ତ ନେଇ ହୋମ୍ଗାର୍ଡ ସଂଘକୁ ଏକ ମାସର ନୋଟିସ
#PoliceAction #CorruptionFreeOdisha #ZeroTolerance #ArgusNews
#ଭିଜିଲାନ୍ସ_ଜାଲରେ_କାଡା_ଇଞ୍ଜିନିୟର
କାଡା ଡିଭିଜନର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ।ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଚଢ଼ଉ।
#OdishaNews #OdiaNews #ArgusNews #VigilanceRaid #OdishaVigilance #CorruptionFreeOdisha #ArgusNews
#ଭିଜିଲାନ୍ସ_ଜାଲରେ_ସରକାରୀ_ଅମିନ
ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବଙ୍ଗୋମୁଣ୍ଡା ତହସିଲ ଅମିନ ନିମଳେନ୍ଦୁ କବି । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ।
#Balangir #VigilanceRaid #CorruptionFreeOdisha #ArgusNews
୨୦୨୫ ବର୍ଷରେ ଭିଜିଲାନ୍ସ ପକ୍ଷରୁ ୨୦୨ ମାମଲା ହୋଇଛି। ଏଥିରେ ୨୧୨ ଜଣଙ୍କୁ ଗିରଫ କରାଯାଇଛି। ଜଣେ IASଙ୍କ ସହ ୫୩ କ୍ଲାସ ୱାନ୍ ଅଫିସରଙ୍କୁ ଗିରଫ ହୋଇଛନ୍ତି: ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା
#OdishaVigilance #AntiCorruption #Vigilance2025 #OdishaNews #CorruptionFreeOdisha #VigilanceArrests #OTV
@MohanMOdisha ମାନ୍ୟବର ମୁଖ୍ୟମନ୍ତ୍ରୀ ,
ସ୍ୱଚ୍ଛତା କେବଳ ଭାଷଣରେ ସୀମିତ ନ ରହୁ! 🚨
AEE ନିଯୁକ୍ତିରେ କିଛି ପିଲା "ଜାଲ୍ GATE Score" (Fake Score) ଦେଇ ଚୟନ ହୋଇଛନ୍ତି। ତୁରନ୍ତ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ବନ୍ଦ ହେଉ! @MohanMOdisha
@CMO_Odisha #OdishaAEE
#CorruptionFreeOdisha
@otvkhabar We urge the Government to take strict and permanent action against corruption in every department. Odisha deserves clean governance and a future where citizens get services without bribes. #CorruptionFreeOdisha #EndCorruption #CleanGovernance"
IAS, OAS ଅଫିସର ଲାଞ୍ଚୁଆ ହେଲେ ଲୋକେ କାହାକୁ ନିଜ ଦୁଃଖ ଜଣାଇବେ ସାର
@Ama_Shasana
#IAS #OAS #Corruption #OdishaNews #BreakingNews #OTV #OdishaPolitics #GoodGovernance #Transparency #Accountability #Bureaucracy #PeopleFirst #OdishaAdministration #CorruptionFreeOdisha
#FeedBackOdisha

IAS ଓ OAS ଅଫିସର ଲାଞ୍ଚୁଆ ହେଲେ ଲୋକେ କାହାକୁ ନିଜ ଦୁଃଖ ଜଣଇବେ?
#IAS #OAS #OdishaPolitics #GoodGovernance #Transparency #Accountability #Bureaucracy #PeopleFirst #OdishaAdministration #CorruptionFreeOdisha #BijayPatnaik #Congress #OTV #Odisha
@homeodisha @DGPOdisha Strong action is needed to end bribery and corruption in Odisha. Transparency, vigilance, and people’s awareness are the keys to a corruption-free state. Let’s unite to report and reject bribes! #CorruptionFreeOdisha #StopBribes
Kindly look into this matter and take strict action against corruption to ensure fairness and transparency. 🙏 #EndCorruption #CorruptionFreeodisha
@homeodisha
@CMO_Odisha
@odisha_police
@OdishaVigilance

"Let’s pledge for a Clean, Green & Corruption-Free Odisha. 🌱🧹✨
With people’s participation and government support, we can build a pollution-free, plastic-free & prosperous Odisha. #CleanOdisha #GreenOdisha #CorruptionFreeOdisha"
#Corruption allegations in Mulising Gram Panchayat Samiti Member, @SoroBlock Block, @DBalasore District. Requesting thorough investigation by higher authorities to ensure accountability & transparency #OdishaGovernment #CorruptionFreeOdisha"
@MohanMOdisha @PRDeptOdisha @mopr_goi

Corruption Under Fire: A Call for Integrity and Accountability | ଦୁର୍ନୀତିଖୋରଙ୍କୁ ଶେଷ ଚେତାବନୀ; ବିଦା ହେବେ ଅପାରଗ ଓ ଦୁର୍ନୀତିଗ୍ରସ୍ତ
#OdishaAgainstCorruption #IntegrityInGovernance #AccountabilityInAction #VigilanceInOdisha #CorruptionFreeOdisha #TransparencyInGovernance #OdishaGovtInitiatives #FightAgainstCorruption #IntegrityMatters #AccountableGovernance #ZeroTolerance #ChiefSecretary #ManojAhuja #CompulsoryRetirement #PrameyaNews7
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି, #5T ଉପକ୍ରମ ରାଜ୍ୟରେ ହ୍ରାସ କରାଉଛି ଦୁର୍ନୀତି ।
@Naveen_Odisha @MoSarkar5T @bjd_odisha @CMO_Odisha @pranabpdas @Pranab3333 @OdishaVigilance #zerotolerance #corruptionfreeodisha #NabinaOdisha #5T #transformation #NaveenOdisha

Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers















