Top Tweets for #cycloneman
`#���ଘୁଚାପ_କମିଲେ_ସେପ୍ଟେମ୍ବରରେ_ଆଶ୍ବସ୍ତି'
`ଅର୍ଗସ'ରେ ଭା��ତର ‘ସାଇକ୍ଲୋନ ମ୍ୟାନ୍’ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର
`ଚଳିତବର୍ଷ ରାଜ୍ୟରେ ଆକଳନଠୁ ଅଧିକ ବର୍ଷା ହୋଇଛି'
`ଚଳିତବର୍ଷ ଅଧିକ ଅବପାତ ହୋଇଥିବାରୁ ଅଧିକ ବର୍ଷା ହୋଇଛି'
#CycloneMan #MrutyunjayMohapatra #OdishaWeather #OdishaRainfall #WeatherUpdate
#ବାତ୍ୟା_ଆସୁଛି #ଅରିନ୍ଦମ୍_ନାହିଁ !
ସୁ ସୁ ହୋଇ ମାଡ଼ିଆସୁଛି ବାତ୍ୟା ଦାନା। ଆଜି ଅରିନ୍ଦମ ଥିଲେ, ବାତ୍ୟାକୁ ଖାତିର ନକରି ଖବର ପରିବେଷଣ କରୁଥାନ୍ତେ ଆପଣଙ୍କ ପାଇଁ.. ଲ୍ୟାଣ୍ଡଫଲ୍ ସ୍ଥାନରେ ଥାଇ ଦେଉଥାନ୍ତେ ବାତ୍ୟାର ଟିକିନିଖି ଅପଡେଟ୍... #ArindamDas #OTVReporter #CycloneMan #Cyclone #Odisha #OTV
‘#ଅଭାବରୁ_ଆସି_ମୁଁ_ଏଯାଏଁ_ପହଞ୍ଚିଛି’
ମୁଁ ଘରକୁ ବେଶି ସମୟ ଦେଇପାରେନି । ମୁଁ ରାଗିଯାଏ କିନ୍ତୁ ଖୁବ୍ କମ୍ ସମୟ ପାଇଁ, ଅଭାବ-ସଂଘର୍ଷ ଭିତରେ ମୁଁ ଏଯାଏଁ ପହଞ୍ଚି ପାରିଛି- ମୃତ୍ୟୁଞ୍ଜୟ ମହାପାତ୍ର
#MrutyunjayaMohapatra #CycloneMan #IMDDG #Odisha
କାହିଁକି ଜୁଲାଇ-ଅଗଷ୍ଟ ମାସରେ ବଢେ ବଜ୍ରାଘାତଜନିତ ମୃତ୍ୟୁ ? ଉତ୍ତର ଓଡିଶାରେ ଅଧିକ ବଜ୍ରାଘାତ ହେବାର କାରଣ କଣ ?
#MrutyunjayaMohapatra #CycloneMan #IMDDG #Odisha #Lighting
#କାହିଁକି_ହୁଏ_ଭୁଲ_ପୂର୍ବାନୁମାନ ?
କେଉଁ ସମୟରେ ବର୍ଷା, ବାତ୍ୟା ଆକଳନ କରିବା ପାଣିପାଗ ବିଭାଗ ପାଇଁ ଚ୍ୟାଲେଞ୍ଜିଂ ? #MrutyunjayaMohapatra #CycloneMan #IMDDG #Odisha
କାହିଁକି ଅକ୍ଟୋବରରେ ଓଡିଶାକୁ ଆସେ ବାତ୍ୟା ? ସାଇକ୍ଲୋନ ମ୍ୟାନ୍ ମୃତ୍ୟୁଞ���ଜୟ ମହାପାତ୍ର କହିଲେ କାରଣ ���
#MrutyunjayaMohapatra #CycloneMan #IMDDG #Odisha
‘#ଫା���ଲିନ_ସମୟରେ_ମୁଁ_ଶୋଇନଥିଲି’
ବାତ୍ୟାର ଅନୁମାନ ଏବଂ ଗତିପଥ କହିବା କେତେ ଚ୍ୟାଲେଞ୍ଜିଂ ? ସାଇକ୍ଲୋନ ମ୍ୟାନ୍ ବଖାଣିଲେ ସେଦିନର ଅନୁଭୂତି । କହିଲେ, ମୁଁ ଚାପରେ ଥାଏ, ଫାଇଲିନି ସମୟରେ ରାତିରେ ଶାଇନଥିଲି ।
#MrutyunjayaMohapatra #CycloneMan #IMDDG #Odisha
#ଭାରତର_ସାଇକ୍ଲୋନ_ମ୍ୟାନ୍_ମୃତ୍ୟୁଞ୍ଜୟ_ମହାପାତ୍ର
୧୯୭୧ ମସିହାରେ ସେ ବାତ୍ୟାକୁ ବହୁ ପାଖରୁ ଦେଖିଥିଲେ । ୭ ବର୍ଷ ବୟସରୁ ସେ ବାତ୍ୟା ଉପରେ ବିଜୟ ଲାଭ କରିବାକୁ ଚିନ୍ତା କରିଥିଲେ । ଆ�� ଏବେ ସେ ସାରା ଭାରତରେ ସାଇକ୍ଲୋନ ମ୍ୟାନ ଭାବେ ପରିଚିତ ।
#MrutyunjayaMohapatra #CycloneMan
Cyclone man: DG IMD Dr. Mohapatra makes India proud, elected as WMO VP #cycloneman #IMD #WorldMeteorologicalOrganisation https://t.co/EZYuU3WOvk
Know more about them
#IMD #NDRF #MrutyunjayMohapatra #SatyaNarayanPradhan #CycloneYaas #Cycloneman #Odisha #Odishabytes #odishabytesnews #Odishanews
https://t.co/jamgQWRRWX
ফাইলিন, হুদহুদ, তিতলি, মেকুনু, ফণি--কত ঘূর্ণিঝড়ের
নির্ভুল পূর্বাভাসে কত মানুষের প্রাণ বাঁচিয়েছেন তিনি!
জানুন তাঁর বিষয়ে...
#CycloneYaas #CycloneAmphan #YaasLandfall #CycloneMan
https://t.co/lIHNnarSgy
#CycloneMan #Exclusive || ପ୍ରତିଟି ମୂହୁର୍ତ୍ତରେ ପାଣିପାଗ ସମ୍ପର୍କିତ ଖବର ପହଞ୍ଚାଉଥିବା ଓଡ଼ିଆ ପୁଅ 'ମୃତ୍ୟୁଞ୍ଜୟ ମହାପାତ୍ର'ଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ।
@IMDWeatherର ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜୀ ଓଡ଼ିଶା ସହ ମହାପାତ୍ରଙ୍କ ପ୍ରଥମ ସାକ୍ଷାତକାର ।
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers








