Top Tweets for #deviriver
ଦେବୀ ନଦୀରେ ବୁଡି ଯୁବକ ନିଖୋଜ। ଜଗତସିଂହପୁର ମାଛଗାଁ ଦେବୀ ନଦୀରେ ଘଟିଛି ଅଘଟଣ। ମାଛ ଧରିବା ବେଳେ ବୁଡି ଗଲେ ଯୁବକ..
#Jagatsinghpur #DeviRiver #DrowningIncident #MissingYouth #OTV
ଦେବୀ ନଦୀ ମୁହାଣରେ ପଡ଼ିରହିଛି ବିଶାଳ ମୃତ ତିମି । କୁଜଙ୍ଗ ରେଞ୍ଜ ଷ୍ଟାଫ୍ ଜଗି ରହିଛନ୍ତି ତିମିକୁ । ରେଞ୍ଜ ଅଫିସର ଏବଂ ବନ୍ୟପ୍ରାଣୀ ବିଶେଷଜ୍ଞ ଉପସ୍ଥିତିରେ ପୋଷ୍ଟମର୍ଟମ ସାରିବା ପରେ ଆଜି ସଂରକ୍ଷଣ ପ୍ରକିୟା ଆରମ୍ଭ ହେବ ।
#DeadWhale #DeviRiver #KujangRange #OTV
#ଦେବୀ_ମୁହାଣରେ_ମଲା_ତିମି
-ଜଗତସିଂହପୁର: ଦେବୀ ନଦୀ ମୁହାଣରେ ମଲା ତିମି ମାଛ
-କିପରି ମୃତ୍ୟୁ ସ୍ପଷ୍ଟ ହୋଇନି କହିଲେ ବନ୍ଦର ବନାଞ୍ଚଳ ଅଧିକାରୀ
-ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ
#Jagatsinghpur #DeadWhale #DeviRiver #OTV

#ଜଗତସିଂହପୁରରେ_ବାଲି_ରେଡ୍
-ଜଗତସିଂହପୁର: କିଲିପାଳ ଘାଟରୁ ବେଆଇନ ବାଲି ଚାଲାଣ ରୋକିବାକୁ ରେଡ୍
-ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସ୍ପିଙ୍କ ତତ୍ତ୍ବାବଧାନରେ ଚଢ଼ାଉ
-୪୦ରୁ ଊର୍ଦ୍ଧ୍ବ ହାଇୱା, ଟ୍ରାକ୍ଟର ଅଟକ ରଖି ପ୍ରଶାସନର ଛାନଭିନ୍
#JagatsinghpurRaid #DeviRiver #KilipalGhat #SandMafiaCrackdown #OdishaAdministration #OTV

#ନିଆଳିରେ_ବାଘଛୁଆର_ମୃତଦେହ_ଠାବ
-ନିଆଳି: କଲରାପତରିଆ ବାଘଛୁଆର ମୃତଦେହ ଠାବ
-ଦେବୀ ନଦୀ ପଠା ପାରିମାଳଠାରେ ପଡ଼ିଛି ବାଘଛୁଆର ମୃତଦେହ
-କେଉଁଠୁ ଆସିଲା କଲରାପତରିଆ ବାଘ, ଲୋକେ ଭୟଭୀତ
#NialiLeopardCub #DeviRiver #OdishaWildlife #LeopardDeath #Parimalatha #TigerCubMystery #OdishaNews

Big catch from the #DeviRiver in #Puri: This time a 12 feet -300kg #stingray worth 60K!
#Stingray #DeviRiver #puri
https://t.co/qJcR5arcmS
#ଦେବୀରେ_ଭାସିଗଲେ_ବୃଦ୍ଧ_ମିଳୁନି_ପତ୍ତା
ନିଆଳି: ଝିଅ ଘରୁ ଫେରୁଥିବା ବେଳେ ଦେବୀ ନଦୀରେ ଭାସିଗଲେ ବୃଦ୍ଧ
ନିଆଳି ଥାନା ଏରଞ୍ଚ ଗାଁର ୭୫ ବର୍ଷୀୟ ପ୍ରତାପ ଭୋଇ ନିଖୋଜ
ବୃଦ୍ଧଙ୍କୁ ଖୋଜାଖୋଜି କରିବା ପରେ ନିରାଶ ହୋଇଫେରିଲେ ଅଗ୍ନିଶମ କର୍ମଚାରୀ
#Nyali #DeviRiver #ArgusNews

#ଦେବୀ_ନଦୀରେ_ଭାସିଗଲେ_୩_ଜଣ
Three Missing After Drowning in Devi River; Police and Fire Services Continue Search Operation
ଦେବୀ ନଦୀରେ ଭାସିଯାଇ ୩ଜଣ ନିଖୋଜ; ପୋଲିସ, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି #deviriver #rescueoperation #odishanews #rivertragedy #searchandrescue #policeaction #fireservices #missingpersons
#ଦେବୀ_ନଦୀରେ_ଭାସିଗଲେ_୩
ନିଆଳି: ଦେବୀ ନଦୀରେ ଭାସିଯାଇ ୩ ନିଖୋଜ
ଗୋବିନ୍ଦପୁର ଥାନା ସିମଳଦା ନିକଟ ନଦୀରେ ଭାସିଗଲେ
ଷଣ୍ଢକୁ ନଦୀକୁ ପାରି କରିବା ବେଳେ ଭାସି ଯାଇଥିବା ସୂଚନା
#DeviRiver #Niali #Drowning #Odisha #ArgusNews

#ଦେବୀ_ନଦୀରେ_ବୁଡ଼ି_୩_ନିଖୋଜ
-ନିଆଳି: ଗାଧୋଇବା ବେଳେ ଦେବୀ ନଦୀରେ ବୁଡ଼ି ୩ ନିଖୋଜ
-ଗୋବିନ୍ଦପୁର ଥାନା ସିମଳଦାରେ ବଡ଼ ଅଘଟଣ
-ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି
#DeviRiver #Niali #Drowning #Odisha #OTV

ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀ ମୁହାଣରେ ଏକ୍ରିକ ପ୍ରକଳ୍ପ ନାଁରେ ଘୋଟାଲାର ଗନ୍ଧ । ୫୦ହେକ୍ଟର ଜମିରେ ହେନ୍ତାଳ ବନ ପ୍ରକଳ୍ପକୁ ନେଇ ପ୍ରଶ୍ନ । ୮୦ ଭାଗ ଅଞ୍ଚଳରେ କାହିଁକି ହେଲା ନାହିଁ ଲୁଣା ଜଙ୍ଗଲ ସୃଷ୍ଟି । #HentalForest #Puri #Astaranga #DeviRiver #ScamAlert #ECRICCproject #environmentallyfriendly #investigation #SaveEnvironment
Respected @CMO_Odisha Sir Please do a proper inquiry into this matter and take necessary action..@SecyChief @dept_ga @ForestDeptt @satyabrata1967 @pccfodisha @DEFCCOfficial @OdishaVigilance @dm_puri @dfopuriwl @JanaSunani
#ଦେବୀ_ନଦୀରୁ_ମହିଳାଙ୍କ_ମୃତଦେହ_ଉଦ୍ଧାର
କାକଟପୁର: ଦେବୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଦେବୀ ନଦୀର ପଥରଡ଼ି ଠାରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ
ମୃତ ମହିଳା ତାଳଦା ଗାଁର ଲିଲି ନାୟକ ବୋଲି ସୂଚନା
ମହିଳା ଜଣଙ୍କ ଘରୁ ୩ ଦିନ ହେଲା ନିଖୋଜ ଥିଲେ
ମହିଳାଙ୍କ ସ୍ଵାମୀଙ୍କୁ ଅସ୍ତରଙ୍ଗ ଥାନାରେ ଅଟକ ରଖିଛି ପୋଲିସ
#Kakatpur #DeviRiver #Death #ArgusNews

#Jagatsinghpur: Biswajit Parija, a youth from Naugaon area, went missing after reportedly jumping into the Devi river near Dahanikhia under Naugaon Police Station. Fire Services oddicials launched a search operation. The motive remains unclear.
#Odisha #Missing #DeviRiver
#ବଢୁଛି_ଦେବୀ_ନଦୀ_ଜଳସ୍ତର
ହୀରାକୁଦ ବନ୍ୟାଜଳ ଛାଡିବା ପରେ ମହାନଦୀରେ ବୃଦ୍ଧି ପାଇଛି ଜଳସ୍ତର । ଫଳରେ ପୁରୀ ଜିଲ୍ଲା କାକଟପୁର,ଅସ୍ତରଙ୍ଗ ଅଞ୍ଚଳଦେଇ ପ୍ରବାହିତ ଦେବୀ ନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବଢୁଛି ।
#kakatpur #atharang #deviriver #waterlevel #NandighoshaTV
#ଦେବୀ_ସାଜିଛି_ଦାନବୀ
ଦେବୀ ବନ୍ଧରୁ ଖସୁଛି ଅତଡ଼ା । ନଦୀ ଗର୍ଭକୁ ଚାଲିଗଲାଣି ଚାଷଜମି, ଲୁଣାଜଙ୍ଗଲ, ପଥର ସ୍ପର । ଆସୁଛି ବର୍ଷା, କେମିତି ହେବ ବନ୍ୟା ମୁକାବିଲା ?
#DeviRiver #Odisha #KanakNews
କେବେ_ହେବେ_ନୂତନ_ସେତୁ ?
Jagatsinghpur | ଆଳି ପିଙ୍ଗଳରେ ବିପଦ ସଂକୁଳ ଅବସ୍ଥାରେ ସେତୁ, ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି ଲୋକେ | PrameyaNews7
#Jagatsinghpur #DeviRiver #bridge #construction #prameyanews7
୬ବର୍ଷ ହେଲା କାମ ସାରିବାର ନାଁ ନେଉନି ମେଗା ଜଳ ପ୍ରକଳ୍ପ; ପାଣି ଟୋପେ ପାଇଁ ଡହଳ ବିକଳ ଲୋକେ | Jagatsinghpur News #waterprojects #waterproblem #watersolution #jagatsinghpurnews #drinkingwater #megaprojects #pollutedwater #delayedprojects #balikuda #erasama #deviriver #prameyanews7
Thousands of these gentle beings are lost every year. Will we ever rise above suppression and protect this ecological treasure?
We urge the government to take immediate action to stop this ecological disaster and save these endangered species.
#TurtleConservation #DeviRiver
TRAGEDY REPEATS!
Mass #OliveRidley killings continue at Devi River Mouth, designated by Hon. Supreme Court since 2003.
How long will we ignore this ecological disaster?
Thousands of turtles are being killed every year, yet local authorities suppress the truth by burying the carcass overnight.
#OliveRidley #TurtleConservation #DeviRiver #MassNestingSite

Today, we successfully relocated mangrove plants to the Devi River Mouth. A big thank you to @SoumyaMarineWL for being a great mentor and guiding us through this process. Together, we are making a difference for our environment! 🌱💚
#TeamWork #DeviRiver #EcoWarriors

Last Seen Hashtags on Sotwe
意淫
Seen from Japan
transgirl
Seen from Italy
chudai
Seen from United States
Teenager girls
Seen from Turkey
Manhandled
nolimit teenage() +filter:native_video
Seen from Turkey
ngewe ibu dan anak
Seen from Indonesia
johnsoapmactavish
Seen from United Kingdom
snowbunny
Seen from Turkey
nolimit momson teen
Seen from Malaysia
Most Popular Users

Elon Musk 
@elonmusk
240.3M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.6M followers

Cristiano Ronaldo 
@cristiano
109.6M followers

Narendra Modi 
@narendramodi
106.9M followers

Rihanna 
@rihanna
97.4M followers

NASA 
@nasa
92.1M followers

Justin Bieber 
@justinbieber
90.7M followers

KATY PERRY 
@katyperry
87.1M followers

Taylor Swift 
@taylorswift13
81M followers

Lady Gaga 
@ladygaga
72.5M followers

Kim Kardashian 
@kimkardashian
69.5M followers

Virat Kohli 
@imvkohli
69.1M followers

YouTube 
@youtube
68.6M followers

Bill Gates 
@billgates
63.6M followers

The Ellen Show
@theellenshow
62.5M followers

CNN 
@cnn
61.9M followers

Neymar Jr 
@neymarjr
61.7M followers

X 
@x
60.9M followers

Selena Gomez 
@selenagomez
60.2M followers













