Top Tweets for #guhari
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଥିବା ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ "ଗୁହାରି-୨୦୨୬"ର ଉଦ୍ଯାପନୀ ସନ୍ଧ୍ୟାରେ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ ମାଧ୍ୟମରେ ମହାପ୍ରଭୁଙ୍କ ପାଦପଦ୍ମରେ ଭକ୍ତିର ଅର୍ଘ୍ୟ ଅର୍ପଣ କରିଥିଲେ।
#jayajagannath #culture #odishaculture #Odisha #Guhari
Witness the Day 3 of the devotional bhajan programme 'Guhari', dedicated to Lord Jagannath, at Rabindra Mandap, Bhubaneswar.
Watch Live: https://t.co/JcLtDpThiJ
@dd_odia #Guhari #LordJagannath #BhajanProgramme #OdishaCulture #DeshkaPehlaChannelDeshkaApnaChannel

ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ "ଗୁହାରି"ର ଦ୍ଵିତୀୟ ସନ୍ଧ୍ୟାରେ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା।
#jayajagannath #RathaYatra2026 #gkcmorc #Guhari #culture #Odisha
ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ "ଗୁହାରି-୨୦୨୬" ପ୍ରଥମ ସନ୍ଧ୍ୟାର କିଛି ସ୍ମରଣୀୟ ମୁହୂର୍ତ୍ତ।
#culture #odishaculture #Odisha #Guhari #JayJagannath #CulturalProgram
Witness the Day 2 of the devotional bhajan programme 'Guhari', dedicated to Lord Jagannath, at Rabindra Mandap, Bhubaneswar.
Watch Live: https://t.co/wLhc8NZ3Iv
@dd_odia #Guhari #LordJagannath #BhajanProgramme #OdishaCulture #DeshkaPehlaChannelDeshkaApnaChannel

Witness the Day 1 of the devotional bhajan programme 'Guhari', dedicated to Lord Jagannath, at Rabindra Mandap, Bhubaneswar.
Watch Live : https://t.co/DX6Ec4FG1k
@dd_odia #Guhari #LordJagannath #BhajanProgramme #OdishaCulture #DeshkaPehlaChannelDeshkaApnaChannel

ପବିତ୍ର ରଥଯାତ୍ରା ଉପଲକ୍ଷେ ଅୟୋଜିତ ହେବାକୁ ଯାଉଛି ଭକ୍ତି ସଂଗୀତ ସମାରୋହ "ଗୁହାରି" । ଏହି ଭକ୍ତିମୟ ସନ୍ଧ୍ୟାକୁ ଆପଣ ସମସ୍ତଙ୍କୁ ସାଦର ନିମନ୍ତ୍ରଣ।
#culture #Odisha #Odisha #Guhari #RathaJatra2026 #JayJagannath
‘ଗୁହାରି ୨୦୨୫’
ଏକ ଭକ୍ତିପୁତ ପରିବେଶ ଭିତରେ ନିଜକୁ କିଛି ସମୟ ହଜାଇ ଦେବାକୁ ତୃତୀୟ ଦିନରେ ଆସନ୍ତୁ
#gkcmorc #guhari #guhari2025 #odisha #odishaculture #odiaculture #JagannathBhakti #VoiceOfDevotion #jagannath #jaijagannath #rathayatra
@CMO_Odisha @Culturedeptt @suryabanshibjp @IPR_Odisha
‘ଗୁହାରି ୨୦୨୫’
ଏକ ଭକ୍ତିପୁତ ପରିବେଶ ଭିତରେ ନିଜକୁ କିଛି ସମୟ ହଜାଇ ଦେବାକୁ ଦ୍ଵିତୀୟ ଦିନରେ ଆସନ୍ତୁ
#gkcmorc #guhari #guhari2025 #odisha #odishaculture #odiaculture #JagannathBhakti #VoiceOfDevotion #jagannath #jaijagannath #rathayatra @CMO_Odisha @Culturedeptt @suryabanshibjp @IPR_Odisha
ଗୁହାରି ୨୦୨୫ କୁ ଆପଣମାନଙ୍କୁ ସାଦର ନିମନ୍ତ୍ରଣ I ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଭଜନ ଓ ଜଣାଣ ଶୁଣିବାର ସୁଯୋଗକୁ ହାତଛଡା କରନ୍ତୁନାହିଁ I ଆସନ୍ତୁ ଏହି ରଥଯାତ୍ରାକୁ ଆହୁରି ଭାବମୟ ଓ ଭକ୍ତିମୟ କରିବା I
#gkcmorc #guhari #guhari2025 #odisha

ଏଥରର ପବିତ୍ର ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହିତ ଶ୍ରୀଜଗନ୍ନାଥଙ୍କ ନାମ ଧ୍ବନିରେ ଧ୍ୱନିରେ ମନକୁ ଶାନ୍ତ କରିଦେବା ପାଇଁ ଆସୁଛି ଗୁହାରି ୨୦୨୫..
ଏହି ମହାନୁଭବ ପାଇଁ କେବଳ ଆଉ ଏକ ଦିନର ଅପେକ୍ଷା..
#guhari #guhari2025 #odisha #odiaculture #JagannathBhakti #jagannath #jaijagannath #rathayatra
ଭକ୍ତି ରସରେ ବୁଡିବେ ଶ୍ରୋତା
ଆନନ୍ଦ ଅଶ୍ରୁରେ ଦୂର ହେବ ବ୍ୟଥା
ଏହି ଦୁର୍ଲ୍ଲଭ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଆଉ ରହିଲା ମାତ୍ର ଦୁଇ ଦିନ..
#gkcmorc #guhari #guhari2025 #odisha #odishaculture #odiaculture #JagannathBhakti #VoiceOfDevotion #jagannath #jaijagannath #rathayatra #rathayatra2025

ଶ୍ରୀଜଗନ୍ନାଥଙ୍କ ଭକ୍ତିରସରେ ସମସ୍ତଙ୍କୁ ନିମଜ୍ଜିତ କରିବା ପାଇଁ ଆସୁଅଛି ଗୁହାରି ୨୦୨୫
#gkcmorc #guhari #guhari2025 #odisha #odishaculture #odiaculture #JagannathBhakti #VoiceOfDevotion #jagannath #jaijagannath #rathayatra @CMO_Odisha @Culturedeptt @IPR_Odisha @suryabanshibjp
ଓଡିଶାର ପରମ ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ "ଗୁହାରି - ୨୦୨୪" କୁ ଆପଣମାନଙ୍କୁ ସାଦର ନିମନ୍ତ୍ରଣ |
.
.
#gkcmorc #Guhari #Guhari2024 #bhajan #odiabhajan #odiajanana #devotionalsongs #RathaYatra #rathayatra2024 #lordjagannath #Odisha #odishaculture #odia #OdiaCulture

Guru Kelucharan Mohapatra Odissi Research Center on Friday orgainsed a three-day music festival, Shree Jagannath Bhakti Sangeet Samaroh – #Guhari, with the support of Odia Language, Literature and Culture Department. @Culturedeptt @SJTA_Puri
https://t.co/2PMiUsy4Jt

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers







