Top Tweets for #kantamal
ବୌଦ୍ଧ କଣ୍ଟାମାଳରେ ମା’ ଦୁର୍ଗାଙ୍କ ଅଷ୍ଟମୀ ବିହିତ ନବମୀ ପୂଜା, ଭକ୍ତିମୟ ପରିବେଶରେ ଉତ୍ସବମୁଖର ପୂଜାମଣ୍ଡପ
#nandighoshatv #Odisha #boudh #kantamal #durgapuja
#ବିଜୁଳି_ବିନା_ସ୍ମାର୍ଟ_ସ୍କୁଲ୍!
ଗୁଣାତ୍ମକ ଶିକ୍ଷା ପାଇଁ ତିଆରି ହୋଇଥିଲା ସ୍ମାର୍ଟ କ୍ଲାସ୍ରୁମ୍, ହେଲେ ବର୍ଷେରୁ ଅଧିକ ସମୟ ଧରି ବିଜୁଳି ନଥିବାରୁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ
#nandighoshatv #Odisha #Kantamal #OdishaNews #Education #SmartClassroom #SchoolProblem
#SpecialCampaign6 #kantamal #BOUDH cleanliness drives at PR institutions & plantation on 14 Oct 2026. The initiative promotes good governance through improved utilisation of public spaces,cleanliness and responsible waste management.@mopr_goi @swachhbharat @PRDeptOdisha @dmboudh

#ଭଣଜା_ଆଗରେ_ମାମୁକୁ_ଗୁଳି
-ବୌଦ୍ଧ: କଣ୍ଟାମାଲ ଲମ୍ଵସରି ପଞ୍ଚାୟତ ସାନଝାରମୁଣ୍ଡା ମେଟାକାନି ଛକରେ ଗୁଳିକାଣ୍ଡ
-ଔଷଧ କିଣିବା ପାଇଁ ବାଇକ୍ରେ ଭଣଜା ସହ ଆସୁଥିବା ବେଳେ ଗୁଳିମାଡ଼
-ସାମାନ୍ୟ ବଚସା ପରେ ଗୁଳିମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
#Boudh #Kantamal #Shooting #OdishaCrime #OTV

ଏମିତି ବି ଆସେ ମୃତ୍ୟୁ, ପାଟ୍ରୋଲିଂ ବେଳେ ବଜ୍ରପାତରେ ଗଲା ଅବକାରୀ ଅଧିକାରୀଙ୍କ ଜୀବନ https://t.co/TbmQFDzZSj
#PrameyaNews7 #Boudh #Kantamal #OdishaNews #LightningStrike #TragicAccident
#ବଜ୍ରପାତରେ_ଅବକାରୀ_କର୍ମଚାରୀଙ୍କ_ମୃତ୍ୟୁ
-ବୌଦ୍ଧ: ପେଟ୍ରୋଲିଂ ବେଳେ ବଜ୍ରପାତରେ ଅବକାରୀ କର୍ମଚାରୀଙ୍କ ମୃତ୍ୟୁ
-କଣ୍ଟାମାଳର ଗୁଚ୍ଛାଗୁରା ଠାରେ ପେଟ୍ରୋଲିଂ ସମୟରେ ଅଭାବନୀୟ ଘଟଣା
-ଅବକାରୀ ଉପ ନୀରିକ୍ଷକ ପୁରୁଷୋତ୍ତମ ଦେବରକଟ୍ଟାଙ୍କ ମୃତ୍ୟୁ
#Boudh #LightningStrike #ExciseDepartment #Kantamal #OdishaNews #OnDuty #OTV

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ କିଛି ସ୍ଥାନରେ ଚଢ଼ାଦରରେ ସାର ବିକ୍ରି ନେଇ ହେଉଥିବା ଅଭିଯୋଗ ପରେ ମନମୁଣ୍ଡା ପୋଲିସ ଦ୍ୱାରା ଚଢ଼ାଉ ଜାରି l ଏକ ସାର ଗୋଦାମରେ ଚଢ଼ାଉ କରିଛି ମନମୁଣ୍ଡା ପୋଲିସ l
#BoudhNews #FertiliserPrice #OdishaNews #ManmundaPolice #Kantamal #FertiliserRaid #Odisha #OdishaTV #OTV
ଭୋଜି କରିବାକୁ ଯାଇ ନଦୀରେ ଭାସିଯାଇ କଣ୍ଟାମାଳ ବ୍ଲକ ବିଳାସପୁର ଗାଁର ଯୁବକ ନିଖୋଜ
#Odisha #NandighoshaTV #Kantamal
#ବାଘନଦୀରେ_ଭାସି_ଯୁବକ_ନିଖୋଜ
କଣ୍ଟାମାଳ: ବାଘନଦୀରେ ଭାସିଯାଇ ଯୁବକ ନିଖୋଜ
ଶଗଡ଼ା ଫାଣ୍ଡି ଖଣ୍ଡିକଣପା ପାଖ ବାଘନଦୀରେ ଭାଗିଗଲେ
ଭୋଜି କରିବାକୁ ଯାଇ ଗତକାଲି ରାତିରୁ ନିଖୋଜ ସୂଚନା
ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି, ମିଳୁନି ସନ୍ଧାନ
ନିଖୋଜ ଯୁବକ ବିଳାସପୁର ଗାଁର ହୋଇଥିବା ସୂଚନା
#Kantamal #Boudh #River #FireServices #SearchOperation #ArgusNews

ଶ୍ରାବଣର ସୋମବାରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେଘାମୁଣ୍ଡାରେ ଥିବା ଗୁପ୍ତେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ
#nandighoshaTV #odisha #kantamal
#ତଳି_ରୋଇଲେ_ଜିଲ୍ଲାପାଳ
ମହିଳାଙ୍କ ସହ ମିଶି ବିଲରେ ତଳି ରୋଇଲେ ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି ବିଲରେ ମହିଳାଙ୍କ ସହ ତଳି ରୋଇବାର ଦୃଶ୍ୟ ସାମ୍ନାକୁ ଆସିଛି।
#BoudhCollector #BibhutiBhushanNayak #WomenFarmers #Kantamal #OTV
-କଣ୍ଟାମାଳ ରେଞ୍ଜର ବରପଦର ଫରେଷ୍ଟର୍ ବୁଲି ବେହେରା ନିଲମ୍ବିତ
-ଡିଏଫ୍ଓ ଓ କଣ୍ଟାମାଳ ରେଞ୍ଜରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ
-ବ୍ରହ୍ମପୁର RCCF ନିଲମ୍ବନ ନିର୍ଦ୍ଦେଶ ଜାରି କଲେ
-ସୁଲିଆ ଜଙ୍ଗଲରୁ ଗଛକଟା ଓ କାଠ ଚୋରାଚାଲାଣ ଅଭିଯୋଗରେ ନିଲମ୍ବନ
#Boudh #Kantamal #ForesterSuspended #TimberSmuggling #ForestDepartment #OdishaNews #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

ମହାନଦୀ ଫୁଲୁଛି କଣ୍ଟାମଳ ଗ୍ରାମବାସୀଙ୍କ ଚିନ୍ତା ବଢୁଛି
#flooding #MahanadiRiver #Kantamal #odishanewsepaper

#କୂଳ_ଖାଉଛି_ନଦୀ
ବୌଦ୍ଧ ଜିଲ୍ଳା କଣ୍ଟାମାଳରେ କୂଳ ଖାଉଛି ମହାନଦୀ ଓ ତେଲ ନଦୀ । ନଦୀରେ ପାଣି ଆସିଲେ ନଦୀ କୂଳ ଖାଇବା ସହ ନଦୀକୂଳିଆ ଗାଁ ଭିତରକୁ ପାଣି ପଶିଯାଏ । ଚାଷ ଜମିରେ ପାଣି ମାଡିଯିବା ସହ ଚାଷ ନଷ୍ଟ ହୋଇଥାଏ
#nandighoshatv #BoudhFlood #MahanadiErosion #Kantamal #OdishaRivers
ମାନ୍ୟବର @dmboudh ମହୋଦୟ, ମନମୁଣ୍ଡା ବାସୁଦେବପାଲି ର ଶ୍ରୀ ପଦ୍ମନାଭ ବାଘଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଛି, ୭ ଜଣିଆ ପରିବାର ଅସହାୟ ଅବସ୍ଥାରେ ଅଛନ୍ତି; ବାରମ୍ବାର ଗୁହାରି ସତ୍ତ୍ୱେ ଆବାସ ମିଳିନାହିଁ । ଦୟାକରି ତୁରନ୍ତ ସହାୟତା ଓ ଆବାସ ଯୋଗାଇ ଦିଅନ୍ତୁ।
@CMO_Odisha @RabiNaikBJP @PRDeptOdisha #Housing #Kantamal

@CMO_Odisha @RWSS_BOUDH @dmboudh
Take necessary action.
#WaterSupplyIssue #MadhabNagar #Gudvelipadar #Kantamal #Boudh

ଦୋକାନ କାନ୍ଥ ଭାଙ୍ଗି ୧୦ ଲକ୍ଷରୁ ଅଧିକ ମୋବାଇଲ ଲୁଟ୍; ସିସିଟିଭି ରେ କଏଦ ହେଲା ଚୋରି ବେଳର ଦୃଶ୍ୟ | Viral in Boudh #BoudhNews #MobileTheft #CCTVFootage #OdishaCrime #BreakingNews #RobberyCase #Kantamal #CrimeNewsIndia #MaskedRobbers #ShopBurglary #PoliceInvestigation #ViralCCTV
ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଦ୍ୱାରା ଯାଞ୍ଚବେଳେ ପାଣି ଟାଙ୍କି ଭିତରୁ 5 କୁଇଣ୍ଟାଲ 10 କେଜି ଗଞ୍ଜେଇ ଜବତ l ସମ୍ବାଦିକ ସମ୍ମିଳନୀରେ ଏସଡିପିଓ ଲରେନ୍ସ ରାଉତରାଏ ସୂଚନା ଦେଇଛନ୍ତି l
#Boudh #CannabisSeizure #DrugBust #OdishaPolice #Kantamal #BreakingNews #CrimeNews #IllegalTrade #OdishaNews #OTV #OdishaTV
ଟ୍ରାକ୍ଟର ଟ୍ୟାଙ୍କରରୁ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଅଟକ
#Sambad #GanjaSeized #Odisha #Kantamal
https://t.co/lxjU7Ugy1D
Last Seen Hashtags on Sotwe
snapchat(())********************************************************************************************************
Seen from Netherlands
รับงานหนองจอก
Seen from Thailand
Indian
Seen from India
MGAI
Seen from United States
nsfw
Seen from United States
Stranger
Seen from France
Hazbin
Seen from Netherlands
minichat minichat filter:videos
Seen from France
Ankara
Seen from Turkey
TRY1
Seen from Japan
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers












