Top Tweets for #nrusinghasahu
#ପାଣ୍ଡିଆନଙ୍କ_ପାଇଁ_ବିଜେଡି_ହାରିଲା
ପାଣ୍ଡିଆନ ପ୍ରଶାସନିକ ଅଧିକାରୀ ଥିବାବେଳେ ସରକାରୀ କାମ ଭଲ କରି��ିଲେ। କିନ୍ତୁ ଦଳରେ ସାମିଲ ହେବା ପରେ ଲୋକେ ତାଙ୍କୁ ଗ୍ରହଣ କଲେନି, ଯାହା ଫଳରେ ବିଜେଡି ହାରିଲା ବୋଲି ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ କହିଛନ୍ତି।
#BJDConflict #OdishaPolitics #NrusinghaSahu #OTV
ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ, ନିର୍ବାଚନ ଫଳ ଭଲ ହୋଇଥାନ୍ତା।: ନୃସିଂହ ସାହୁ
#Sambad #NrusinghaSahu #Odisha
https://t.co/KXD5ewPuJQ
ମୋହନ ସରକାରକୁ ମାସେ ନେଇ କଟାକ୍ଷ କଲେ ବିଜେଡିର ବରିଷ୍ଠ ନେତା ନୃସିଂହ ସାହୁ । କହିଲେ, ମାସେ ଭିତରେ ଏ ସରକାର କିଛି କରିନି । ତାଙ୍କ କଥାବାର୍ତ୍ତାରେ ତାଳମେଳ ରହୁନି ।
#NrusinghaSahu #MohanCharanMajhi #BJD #BJP
-‘ବହୁତ କ୍ଷେତ୍ରରେ ବିଜେଡି ଲୋକ ବିଜେଡିକୁ ହରାଇଛନ୍ତି’
-‘ଭୋଟ୍ ପଛରେ ନଲାଗି ପ୍ରାର୍ଥୀଙ୍କୁ ହରାଇବାକୁ ଲାଗିଲେ’
-ଜିତିଛୁ, ଜିତିବୁ, ଓଭର କନ୍ଫିଡେଣ୍ଟ ପାଇଁ ଢିଲା ହୋଇଗଲେ- ନୃସିଂହ
#BJD #NrusinghaSahu #OTV
#ବିଜେଡିକୁ_ହରାଇଛି_ବିଜେଡି- #ନୃସିଂହ
-ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ
-ବିଜେଡି ହିଁ ବିଜେଡିକୁ ହରାଇଛି କହିଲେ ବରିଷ୍ଠ ନେତା ନୃସିଂହ ସାହୁ
-'ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ'
#BJD #NrusinghaSahu #OTV

#ଅରିନ୍ଦମଙ୍କୁ_ନେଇ_ପ୍ରଶ୍ନକୁ_ଏଡାଇ_ଗଲେ_ନୃସିଂ��
ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଥମି ନଥିବା ବେଳେ ବିଜେଡି ବିଧାୟକ ନୃସିଂହ ସାହୁ ବିଜେଡିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି #NrusinghaSahu #BJD #OTV
ବିଜେଡି-ବିଜେପି ମଧ୍ୟରେ ମେଣ୍ଟକୁ ନେଇ ବିଧାୟକ ଡାକ୍ତର ନୃସିଂହ ସାହୁଙ୍କ ବଡ଼ ବୟାନ
#Sambad #BJP #BJD #NrusinghaSahu #Politics
https://t.co/UYfUcFwa2u
ପରଜଙ୍ଗରେ ବିଜେଡି ବିଜୟୀ ।
ପରଜଙ୍ଗରେ ବିଜେଡି ପ୍ରାର୍ଥୀ ନୃସିଂହ ସାହୁ ବିଜୟୀ । #ElectionsWithSambad #ElectionResults2019 #OdishaElection2019Results #BJD #Parajang #NrusinghaSahu
ପରଜଙ୍ଗରେ ବିଜେଡି ବିଜୟୀ ।
ପରଜଙ୍ଗରେ ବିଜେଡି ପ୍ରାର୍ଥୀ ନୃସିଂହ ସାହୁ ବିଜୟୀ । #ElectionsWithKanakNews #ElectionResults2019 #OdishaElection2019Results #BJD #Parajang #NrusinghaSahu

Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers


