Top Tweets for #optcl
ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ନେତୃତ୍ୱରେ ରାଜ୍ୟରେ ଅତ୍ୟାଧୁନିକ ୭୬୫ କେ.ଭି. ଗ୍ରିଡ୍ ସବ୍-ଷ୍ଟେସନ ନିର୍ମାଣ ପାଇଁ #OPTCL କୁ ୨୦୦ ଏକର ପର୍ଯ୍ୟନ୍ତ ସରକାରୀ ଜମି ରିହାତି ଦରରେ ଲିଜ୍ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍ ର ମଞ୍ଜୁରୀ।
@CMO_Odisha


ବିଦ୍ୟୁତ୍ ଚାହିଦା ବଢ଼ିବାରୁ OPTCLର କଡ଼ା ପଦକ୍ଷେପ
ବିଦ୍ୟୁତ୍ ଚାହିଦା ଓ ଜରୁରୀ ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ
କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ୍, ମୁଖ୍ୟାଳୟ ଛାଡ଼ିପାରିବେନି
#OPTCL #PowerDepartment #LeaveCancelled #OdishaPower #ElectricityDemand #OPTCLAlert
OPTCL କର୍ମଚାରୀଙ୍କ ସବୁ ଛୁଟି ବାତିଲ, ବିନା ଅନୁମତିରେ ଛାଡ଼ିପାରିବେନି ମୁଖ୍ୟାଳୟ
#PrameyaNews7 #OdishaNews #OPTCL
https://t.co/N1Ozia6ncD
- ବିଦ୍ୟୁତ ଚାହିଦା ବଢ଼ିବାରୁ OPTCLର କଡ଼ା ପଦକ୍ଷେପ
- OPTCLର ସମସ୍ତ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ୍
- ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କର୍ମଚାରୀ
#odisha #optcl #prameyadigital #prameyaodia

ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ (OPTCL) ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
#OPTCL #ESMA #LeaveCancel #PowerDisruption #OTV

OPTCL launches power system simulation lab to boost grid reliability in Odisha
#Odisha #OPTCL #Energy #Electricity
https://t.co/yeq8zdV03X
OPTCL inaugurates a state-of-the-art Power System Simulation Laboratory at PTC, Chandaka to enhance grid reliability, engineer training, and smart decision-making.
A major step towards building a resilient and future-ready power network for Viksit Odisha.
#OPTCL #PoweringOdisha
On this Labour Day, OPTCL salutes the dedication, hard work, and commitment of every worker who powers our progress and lights up Odisha.
Your efforts are the true strength behind a brighter tomorrow.
#LabourDay #OPTCL #LifelineOfOdisha #PoweringProgress

ବାଲିଅନ୍ତା OPTCL ଗ୍ରୀଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।
#odisha #optcl #balianta #mohanmajhi #prameyadigital #prameyaodia

🔴LIVE | ୩ଟି ଗ୍ରୀଡ ସବଷ୍ଟେସନ ଏବଂ ୮ଟି ଟ୍ରାନ୍ସମିସନ ଲାଇନର ଲୋକର୍ପଣ | OPTCL | M... https://t.co/1HOyiOzqBQ via @YouTube
#prameyadigital #prameyaodia #optcl #mohanmajhi #cmoodisha #powertransmission
#ବିଦ୍ୟୁତ_ଶକ୍ତି_ବ୍ୟବସ୍ଥାର_ସଂପ୍ରସାରଣ
ବାଲିଅନ୍ତା OPTCL ଗ୍ରୀଡର ଲୋକାର୍ପଣ
OPTCLଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
#PrameyaOdia #Prameyadigital #OPTCL #MohanMajhi

ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନଠାରେ (OPTCL) ଓପିଟିସିଏଲ୍ ଶ୍ରମିକ କର୍ମଚାରୀ ସଂଘର ଅଷ୍ଟମ ବାର୍ଷିକ ଅଧିବେଶନରେ ଯୋଗଦେଲି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂଘର ଭାଇ, ଭଉଣୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସେମାନଙ୍କ ସହିତ ବାର୍ତ୍ତାଳାପର ସୁଯୋଗ ପାଇଲି।
#Bhubaneswar #OPTCL

ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନରେ ଆୟୋଜନ ଓପିଟିସିଏଲ୍ ଶ୍ରମିକ କର୍ମଚାରୀ ସଙ୍ଘର ଅଷ୍ଟମ ବାର୍ଷିକ ଅଧିବେଶନରେ ଯୋଗଦେବା ଅବସରରେ..
..
#Bhubaneswar #OPTCL #DevelopmentWork #jagabhibjp

-IAS ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
-ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ
-OPTCLର CMD ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ
-CEO ଆର ସନ୍ଥ ଗୋପାଳନଙ୍କୁ OSBCL ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ
#IAS #Reshuffle #OPTCL #OSBCL #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

Earth Hour Special | Breakfast Odisha with Sunil Kumar Dandsena | CGM | OPTCL | Prameya News7 #EarthHour #BreakfastOdisha #SunilKumarDandsena #OPTCL #odishanews #odishaupdates #energyawareness #sustainability #odishaculture #breakingnews #greenenergy #odishapower #prameyanews7
Northern (O&M) Zone, OPTCL, Balasore observed the 55th #NationalSafetyMonth with a Safety Awareness Programme chaired by Sri Hiralal Parida, Sr. GM, in the presence of Sri Gajendra Singh, Station Officer, Fire Brigade, Remuna.
#SafetyFirst #OPTCL

Last Seen Hashtags on Sotwe
Most Popular Users

Elon Musk 
@elonmusk
240.8M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
111.3M followers

Narendra Modi 
@narendramodi
107M followers

Rihanna 
@rihanna
97.8M followers

NASA 
@nasa
92.2M followers

Justin Bieber 
@justinbieber
91M followers

KATY PERRY 
@katyperry
88M followers

Taylor Swift 
@taylorswift13
81.9M followers

Lady Gaga 
@ladygaga
73.4M followers

Virat Kohli 
@imvkohli
70.4M followers

Kim Kardashian 
@kimkardashian
69.9M followers

YouTube 
@youtube
68.7M followers

Bill Gates 
@billgates
64.1M followers

Neymar Jr 
@neymarjr
63.2M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61.1M followers

X 
@x
60.8M followers






























