Top Tweets for #rightToWater
Water is a right but who’s making sure it’s safe? Our assessment found zero government presence in the water systems serving five peri-urban communities. No testing. No oversight. Safe water requires more than policy it requires action. #RightToWater #WaterGovernance #WASHNigeria

Three consecutive days without water at Meru Teachers College. How are students expected to live, study, and maintain basic hygiene in such conditions? Access to clean water is a basic necessity, not a luxury. #MeruTeachersCollege #WaterCrisis #StudentsMatter #RightToWater
କଳାହାଣ୍ଡିର ନର୍ଲା ବ୍ଲକ ବୁଢ଼ୀପଦର ଗାଁରେ ସୋଲାର ପାଣି ଟାଙ୍କି ୨ ମାସ ହେଲା ଖରାପ ଅଛି। ଲୋକେ ପାଣି ପାଇଁ ହଇରାଣ ହେଉଛନ୍ତି। ଅଭିଯୋଗ ପରେ ବି କେହି ଶୁଣୁନାହାନ୍ତି। @DmKalahandi ଅନୁରୋଧ, ତୁରନ୍ତ ଏହି ସମସ୍ୟାର ସମାଧାନ କରନ୍ତୁ।
#RightToWater #WaterForLife #SafeDrinkingWater #OdishaWaterIssues #AccessToWater
1/
The poor Baloch girls have to walk kilometers to fetch water!
For many families in Balochistan, access to clean drinking water remains a daily struggle.
#JusticeForBalochistan
#RightToWater
@BobLancia @DavidAltonHL @SamiraBaloch1 @World_Back1
If PMRDA transfers are stalled by “Lakshmi Darshan” & politics, how will citizens ever get basic rights like water? Pipeline projects remain idle while families pay tanker bills.
Accountability in postings = accountability in services. #RightToWater #PMRDA #Pune
@O@OfficialPMRDA @Dev_Fadnavis
@lokmat

ମାଲକାନଗିରି ଜିଲ୍ଲା, କୋରୁକୋଣ୍ଡା ବ୍ଲକ, ପୋଟ୍ରେଲ ପଞ୍ଚାୟତର ଉସକାପାଲ୍ଲୀ ଗ୍ରାମର ନଳକୂପରୁ ଦୀର୍ଘଦିନ ଧରି ଗୋଳିଆ ପାଣି ବାହାରୁଛି। ତେଣୁ @RWSS_Mlkg ଙ୍କୁ ଅନୁରୋଧ ତୁରନ୍ତ ନଳକୂପ ମରାମତି ଓ ପ୍ଲାଟଫର୍ମ ନିର୍ମାଣ କରି ସୁରକ୍ଷିତ ପାନୀୟ ଜଳ ସୁନିଶ୍ଚିତ କରନ୍ତୁ। @Bdo_Korukonda @dm_malkangiri @CMO_Odisha
#RightToWater
ମାଲକାନଗିରି ଜିଲ୍ଲା, କୁଡୁମୁଲୁଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ନାଲିଗୁଡା ଗ୍ରାମରେ ଥିବା ନଳକୂପରୁ ମାତ୍ର ୫ ହାଣ୍ଡି ପାଣି ବାହାରିବା ପରେ ପାଣି ଆସୁନାହିଁ। ତେଣୁ @RWSS_Mlkg ଙ୍କୁ ଅନୁରୋଧ ତୁରନ୍ତ ପଦକ୍ଷେପ ନିଅନ୍ତୁ।@BDO_Khairput @dm_malkangiri @CMO_Odisha @RWSS_Odisha @OdishaWater
#RightToWater #WaterIsLife #LSDG7
କାଶୀପୁର ବ୍ଲକ,ମାଇକଞ୍ଚ ଗ୍ରାପ ଅନ୍ତର୍ଗତ କାକୁଡ଼ିପଦର ଗ୍ରାମରେ ସୋଲାର ବୋର ଖରାପ ହୋଇଥିବାରୁ ଗ୍ରାମବାସୀ ଦୀର୍ଘଦିନ ଧରି ପିଇବାପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ସୋଲାର ବୋର ମରାମତି କରି ଗ୍ରାମବାସୀଙ୍କୁ ସୁରକ୍ଷିତ ପିଇବା ପାଣି ଯୋଗାଇ ଦିଅନ୍ତୁ। @RWSS_Odisha
#DrinkingWater #RayagadaChallange #RightToWater
पानी पर पहला हक जीवन का है, राजनीति का नहीं।
चानोत गांव के लोग कोई एहसान नहीं, अपना अधिकार मांग रहे हैं। जिस प्रदेश में पाइपलाइनें गुजरती हों, वहां लोगों को बूंद-बूंद के लिए संघर्ष करना पड़े, यह व्यवस्था पर सवाल है।
#Chanot #RightToWater https://t.co/1dlDb6whQC
“आधी रात क��� पानी मांग रहे चैनत गांव के लोगों पर टूटी लाठियां,
ये लोकतंत्र नहीं… सीधा अंग्रेज़ी हुकूमत वाला ज़ुल्म है।
याद रखना—हर एक वार का हिसाब होगा, और ज़ोरदार होगा।” 🔥
#Chainat #JusticeForPeople #RightToWater

પાણી ભરવા માટે મહિલાઓ
જઈ રહી છે બે કિલોમીટર દૂર
#gstvshorts #surendranagar #WaterCrisis #RuralIndia #GujaratNews #Surendranagar #DrinkingWater #PublicIssue #GroundReality #VillageLife #InfrastructureFailure #righttowater #trendingtopic
ରାୟଗଡା ବ୍ଲକ,କରୁବାଇ ଗ୍ରା:ପ ଅଧୀନସ୍ଥ ବଡସିଗୁରୁ କଲୋନୀ ରେ ଦୀର୍ଘଦିନଧରି ପିଇବା ପାଣିର ସମସ୍ୟା। ଗ୍ରାମବାସୀ ବାରମ୍ବାର ପଞ୍ଚାୟତ,ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ମଧ୍ୟ ସମସ୍ୟାର ସମାଧାନ ହେଉନି।@RWSS_Odisha ଙ୍କୁ ଅନୁରୋଧ,ତୁରନ୍ତ ପଦକ୍ଷେପ ନିଅନ୍ତୁ।@DM_Rayagada
#DrinkingWater #RayagadaChallange #RightToWater
କେ.ସିଂହପୁର ବ୍ଲକ,ସୁନାଖଣ୍ଡି ଗ୍ରା:ପ ���ଧୀନସ୍ଥ ନନ୍ଦିନୀଗାଁରେ ଦୀର୍ଘଦିନଧରି ପିଇବା ପାଣିର ସମସ୍ୟା। ଗ୍ରାମବାସୀ ବାରମ୍ବାର ପଞ୍ଚାୟତ,ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ମଧ୍ୟ ସମସ୍ୟାର ସମାଧାନ ହେଉନି।@RWSS_Odisha ଙ୍କୁ ଅନୁରୋଧ,ତୁରନ୍ତ ପଦକ୍ଷେପ ନିଅନ୍ତୁ।@DM_Rayagada
#DrinkingWater #RayagadaChallange #RightToWater

ଗୁଣୁପୁର ଗଠଲପଦର ଗ୍ରା:ପର ମାରୀଗୁଡା ଗ୍ରାମରେ ପିଇବା ପାଣିର ସମସ୍ୟା ବହୁଦିନରୁ ଲାଗିରହିଛି।ଗ୍ରାମବାସୀ ପିଇବାପାଣି ପାଇଁ ବହୁତଦୂର ଯିବାକୁ ବାଧ୍ୟ ହେଉଛନ୍ତି।ତେଣୁ @RWSS_Odisha ଙ୍କୁ ଅନୁରୋଧ ତୁରନ୍ତ ନିରାପଦ ପାନୀୟ ଜଳର ବ୍ୟବସ୍ଥା କରନ୍ତୁ।@DM_Rayagada
#WaterCrisis #DrinkingWater #RightToWater #RuralDevelopment
@12_baje ସରକାରଙ୍କୁ ଅନୁରୋଧ ପାଣି ପାଇଁ ଲୋକେ ହନ୍ତ ସନ୍ତ ନ ହୁଅନ୍ତୁ ସେଥି ନିମନ୍ତେ ଧ୍ୟାନ ଦିଅନ୍ତୁ।
#WaterCrisis #RightToWater
#RayagadaChallengeLab
#GrameenCharcha
@PRDeptOdisha @DMKandhamal
@RWSS_Phulbani @OdishaWater
@RWSS_Odisha @CMO_Odisha
@psdaringbadi
“सोसाइटी म���ं लंबे समय से गंभीर जल संकट है। नियमित मेंटेनेंस शुल्क के बावजूद पर्याप्त पानी नहीं मिल रहा। @RERABhopal @SDMBhopal @DMBhopal @HumanRightsCommission @ConsumerCommission कृपया तत्काल हस्तक्षेप कर समाधान सुनिश्चित करें। #WaterCrisis #RightToWater”
ଗୋପାଳ ବାଗ୍ଙ୍କ ଗୁହାରି ଶୁଣନ୍ତୁ!
କଳାହାଣ୍ଡି ନର୍ଲା ବ୍ଲକ କୁର୍ମେଲ୍ କଲୋନୀ ପଡ଼ାରେ ପାଣି ପାଇଁ ହାହାକାର। ପ୍ରଚଣ୍ଡ ଖରାରେ ୧୨୫ ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ, ପରିସ୍ଥିତି ଅସହ୍ୟ!
ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଯଥା���ୀଘ୍ର ଏଠାରେ ଏକ ନୂତନ ନଳକୂପ ସ୍ଥାପନ କରନ୍ତୁ। @DmKalahandi @PRDeptOdisha
#RightToWater #LSDG4
@BJP4Bihar "जहाँ लोगों को पीने का साफ पानी न मिले और चारों तरफ गंदगी हो, वहाँ विकास के दावों पर सवाल उठना लाज़मी है।"
#WaterCrisis #CleanIndia #RightToWater

70 families in Silaghati village, GB Nagar Block, Mayurbhanj, are facing acute #WaterScarcity. Both tube wells producing red water, forcing residents to rely on unsafe water and increasing health risks.
Help Needed.
@RWSS_Odisha @RWSS_Baripada
#RightToWater #SafeWaterForAll
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.4M followers

Lady Gaga 
@ladygaga
73.9M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.6M followers

X 
@x
60.8M followers

























