Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Prafulla Ku Das Litu
@litu339
Please don't try to satisfy everybody or u will do something beyond u'r conscience. Vice-Chairman Panchayat Samiti, Korai, Jajpur. Tweets r pure personal.
Jajpur, Odisha, India
Joined July 2014
4.8K
Following
4K
Followers
2.5K
Posts
Prafulla Ku Das Litu
@litu339
6 months ago
ନୂତନ ବର୍ଷ-୨୦୨୬ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ l ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସମୃଦ୍ଧି ଓ ପ୍ରଗତି ପଥରେ ଆଗେଇ ନିଅନ୍ତୁ, ଏହାହିଁ ମୋର ପ୍ରାର୍ଥନା l 🙏🏻
litu339
retweeted
Prafulla Ku Das Litu
@litu339
over 3 years ago
ମହାନ ଜନନାୟକ, ପ୍ରଗତିର ପୂଜାରୀ, ସଫଳ ରାଜନେତା, ଦକ୍ଷ ମନ୍ତ୍ରୀ, ସୁଦକ୍ଷ ଶ୍ରମିକ ନେତା, ମାନ୍ୟବର ପୂର୍ବତନ ଅର୍ଥମନ୍ତ୍ରୀ Prafulla Chandra Ghadai ସାରଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସାର । 🙏🏻🙏🏻 ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ କରନ୍ତୁ । ଏହାହିଁ ପ୍ରାର୍ଥନା । 🙏🏻🙏🏻
See More
Prafulla Ku Das Litu
@litu339
8 months ago
ଓଡ଼ିଶାବାସୀଙ୍କ ପ୍ରିୟନେତା
@Naveen_Odisha
ଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା l ଆପଣଙ୍କ ଚଲା ପଥରେ ପୁଷ୍ପ ବୃଷ୍ଟି ହେଉ । ଜ୍ଞାନ ଓ କର୍ମମୟ ରାଜନୈତିକ ଜୀବନକୁ ପ୍ରଭୁ ଖୁସିର ଲହରୀରେ ପରିପୂର୍ଣ୍ଣ କରନ୍ତୁ l ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି । ଜୟ ଜଗନ୍ନାଥ 🙏🏻
See More
Prafulla Ku Das Litu
@litu339
9 months ago
@dcp_cuttack
@odisha_police
@cpbbsrctc
@CMO_Odisha
@DGPOdisha
@homeodisha
Who to follow
Baidhar Mallick
@baidhar1964
Baidhar Mallick,Ex-MLA,Nimapada,Odisha.
𝓢𝓪𝓶𝓮𝓮𝓻
@SameerRSwain
Be Alert Be Safe, Follow the precautionary advisory (SMS ) . (Auto follow back) , Follow you till you follow me.
Nistha R. Dash ନିଷ୍ଠା ରଞ୍ଜନ ଦାଶ
@DashNistha
Audiologist & Speech Language Pathologist / Therapist | #ଓଡ଼ିଆ Wikimedian | blogger🚩 #OdiaPost | Odia Translator at FB & YT | https://t.co/9v6lDhWpRZ
Prafulla Ku Das Litu
@litu339
9 months ago
କୋରେଇ ବ୍ଲକ ବରୁଣ୍ଡାଇ ଗ୍ରାମ ପଞ୍ଚାୟତ ବିରୁହାଁପଡା ଗ୍ରାମର ମହେଶ ପଣ୍ଡା ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ l 💐💐🌹🌹
Prafulla Ku Das Litu
@litu339
9 months ago
ଘଟଣାକୁ ଗୁରୁତର ସହ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ l
@spjajpur
@dm_jajpur
@BDO_Jajpur
Prafulla Ku Das Litu
@litu339
9 months ago
ନେପାଳରେ ଫସିଛନ୍ତି, ଯାଜପୁର ଜିଲ୍ଲାର ଜଣେ ସରପଞ୍ଚଙ୍କ ସହ 23 ପର୍ଯ୍ୟଟକ l ସେମାନଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରୁଛି l
@narendramodi
@PMOIndia
@AmitShah
@dpradhanbjp
@CMO_Odisha
@odisha_tourism
@KVSinghDeo1
@SecyChief
Prafulla Ku Das Litu
@litu339
11 months ago
Water level of River Baitarani at Akhuapada (Bhadrak) today i.e. Date. 27.07.2025 at 10am is 18.45mtr. ⬇️ against Danger Level of 18.33mtr.
Prafulla Ku Das Litu
@litu339
11 months ago
Water level of River Baitarani at Akhuapada (Bhadrak) today i.e. Date. 27.07.2025 at 7am is 18.72mtr. ⬇️ against Danger Level of 18.33mtr.
Prafulla Ku Das Litu
@litu339
11 months ago
Water level of River Baitarani at Akhuapada (Bhadrak) today i.e. Date. 27.07.2025 at 1am is 18.99mtr. ↕️ against Danger Level of 18.33mtr.
Prafulla Ku Das Litu
@litu339
11 months ago
Water level of River Baitarani at Akhuapada (Bhadrak) today i.e. Date. 26.07.2025 at 11pm is 18.95mtr. ⬆️ against Danger Level of 18.33mtr.
Prafulla Ku Das Litu
@litu339
11 months ago
Water level of River Baitarani at Akhuapada (Bhadrak) today i.e. Date. 26.07.2025 at 10pm is 18.93mtr. ⬆️ against Danger Level of 18.33mtr.
Prafulla Ku Das Litu
@litu339
11 months ago
Water level of River Baitarani at Akhuapada (Bhadrak) today i.e. Date. 26.07.2025 at 09pm is 18.90mtr. ⬆️ against Danger Level of 18.33 mtr.
litu339
retweeted
Pranab Prakash Das
@pranabpdas
11 months ago
ନିର୍ଯାତନା ସହି ନପାରି ଆତ୍ମାହୁତି ଉଦ୍ୟମ କରିଥିବା ଫକୀରମୋହନ ସ୍ୱୟଂଶାସିତ ମହବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ନିଜ ଭବିଷ୍ୟତକୁ ନେଇ ସେ କେତେ ସ୍ଵପ୍ନ ଦେଖିଥିବେ। ହେଲେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଘଟଣାରେ ତାଙ୍କୁ ନ୍ୟାୟ ପ୍ରଦାନରେ ବିଫଳତା ଜଳଜଳ ହୋଇ ଦେଖାଗଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଯାଏଁ ନ୍ୟାୟ ପାଇଁ ସେ ଗୁହାରି କରିଥିଲେ। କେହି ଜଣେ ବି ଏଥିପ୍ରତି ସମ୍ବେଦନଶୀଳ ହୋଇ ପଦକ୍ଷେପ ନେଲେ ନାହିଁ। ସରକାରଙ୍କ ଦାୟିତ୍ୱହୀନତା, ଅପାରଗତା ଓ ବ୍ୟବସ୍ଥାରେ ସ୍ଥାଣୁତା ପାଇଁ ପୀଡ଼ିତା ଜୀବନ ଯୁଦ୍ଧରେ ହାରିଗଲେ। ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ମା' ବିରଜା ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ। ଓଁ ଶାନ୍ତି 🙏
See More
litu339
retweeted
Pranab Prakash Das
@pranabpdas
11 months ago
ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ, ବଳଙ୍ଗାରେ ଜଣେ ନାବାଳିକା ଛାତ୍ରୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ଖବର ଶୁଣି ମୁଁ ସ୍ତବ୍ଧ। ଦିନ ଆଲୁଅରେ ଅପରାଧୀମାନେ ଏଭଳି କାଣ୍ଡ ଭିଆଇବା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ଏଭଳି ଅମାନୁଷିକ କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରୁଛି। ଏଥିସହିତ ଚିକିତ୍ସାଧିନ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଗତ କିଛିଦିନ ତଳେ ଏଫ୍ଏମ୍ କଲେଜର ଜଣେ ଛାତ୍ରୀ ଆତ୍ମାହୁତି ଦେଇଥିଲେ। ଯୌନ ନିର୍ଯାତନାର ଶିକାର ହୋଇଥିବା ଛାତ୍ରୀ ଜଣକ ବାରମ୍ବାର ଗୁହାରି କରି ଶେଷରେ ଆଖି ବୁଜିଥିଲେ। ଏହି ଘଟଣା ମନରୁ ନଲିଭୁଣୁ ଆଜି ଆଉ ଜଣେ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଦେବା ଘଟଣା ହୃଦୟ ବିଦାରକ। ରାଜ୍ୟରେ ମା'- ଭଉଣୀ ଆଉ ସୁରକ୍ଷିତ ନୁହଁନ୍ତି। ମନେ ହେଉଛି ଅପରାଧୀମାନଙ୍କ ପୋଲିସ ଉପରୁ ଭୟ ଛାଡ଼ିଯାଇଛି। ବିଜେପି ସରକାର କେଉଁ ଉପଲବ୍ଧି ଗଣାଉଛନ୍ତି ? ଅନ୍ୟକୁ ଦୋଷ ଦେଇ ଖସି ଯିବାକୁ ଚେଷ୍ଟା ଆଉ କେତେ ଦିନ କରିବେ? ଉତ୍ତରଦାୟିତ୍ୱ ନେଇ ଲୋକଙ୍କୁ ସୁରକ୍ଷା ଦିଗରେ କାମ କରନ୍ତୁ। #BJPAntiWomen #BJPAntiPeople
See More
Prafulla Ku Das Litu
@litu339
11 months ago
ଫକୀରମୋହନ ସ୍ୱୟଂଶାସିତ ମହବିଦ୍ୟାଳୟ ଘଟଣାରେ ଚିକିତ୍ସାଧୀନ ଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ଓଁ ଶାନ୍ତି🙏🏻
See More
Prafulla Ku Das Litu
@litu339
12 months ago
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଓ ସାଢେ ଚାରିକୋଟି ଓଡିଆଙ୍କ ଆଶୀର୍ବାଦ ଓ ଭଲପାଇବାରୁ ଆପଣ ଆହୁରି ସୁସ୍ଥ ଓ ସତେଜ ହୋଇ ଫେରି ଉତ୍କଳ ଜନନୀର ସେବାରେ ଯଥା ଶୀଘ୍ର ନିୟୋଜିତ ହୁଅନ୍ତୁ l ଆପଣଙ୍କ ସଫଳ ଚିକିତ୍ସା ଏବଂ ନିରାମୟ ଦୀର୍ଘାୟୁ ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି l ଜୟ ଜଗନ୍ନାଥ 🙏🏻👏🏻
@Naveen_Odisha
@bjd_odisha
See More
Prafulla Ku Das Litu
@litu339
about 1 year ago
ପବିତ୍ର ସାବିତ୍ରୀ ବ୍ରତ ଅବସରରେ ଶୁଭେଛା ଓ ଶୁଭକାମନା । 🙏🏻👏🏻
@highlight
litu339
retweeted
Pranab Prakash Das
@pranabpdas
over 1 year ago
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଖବର ଶୁଣି ଅତ୍ୟନ୍ତ ଦୁଃଖିତ। ଜନସେବା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ସବୁଦିନ ପାଇଁ ମନେ ରହିବ। ଦୁଃଖଦ ସମୟରେ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଓଁ ଶାନ୍ତି 🙏
See More
Last Seen Users on Sotwe
hhhhhh
Seen from
Vietnam
Sex Gay Muscle
Seen from
Turkey
Reshma
Seen from
Netherlands
varanti
Seen from
Turkey
Kayla tanpa iklan
Seen from
Indonesia
Desi sex viral mms
Seen from
United Arab Emirates
Arab Nar🔥
Seen from
Egypt
Love ❤️ sex🫦or
Seen from
United Kingdom
Safirna Nurlela
Seen from
Indonesia
SexMex
Seen from
Indonesia
Trends for you
1
#DesignASprite
Under 10K tweets
2
#SpiderManBrandNewDay
Under 10K tweets
3
#LaMafiaDeMachado
Under 10K tweets
4
FISA
Under 10K tweets
5
Good Wednesday
Under 10K tweets
6
Hump Day
Under 10K tweets
7
Tropical Storm Arthur
Under 10K tweets
8
National Mascot Day
Under 10K tweets
9
Ronaldo
Under 10K tweets
10
FOMC
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.7M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.2M followers
10
Taylor Swift
@taylorswift13
81M followers
11
Lady Gaga
@ladygaga
72.6M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.2M followers
14
YouTube
@youtube
68.6M followers
15
Bill Gates
@billgates
63.6M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.8M followers
19
X
@x
60.9M followers
20
Selena Gomez
@selenagomez
60.3M followers
Olivia
Online
✨
⭐
💫