Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଲୋକାଲ୍ କାଳିଦାସ୍
@LocalKalidas
ତୁମ ପାଇଁ ମଧୁର ମିଛ, ସତରେ ତୁମେ କେମିତି ଅଛ ?
Baripada, India
Joined January 2022
210
Following
70
Followers
111
Posts
ଲୋକାଲ୍ କାଳିଦାସ୍
@LocalKalidas
about 2 months ago
Happy birthday
@Rajashree_1208
ଲୋକାଲ୍ କାଳିଦାସ୍
@LocalKalidas
4 months ago
ବିବାହିତ ଜୀବନ କାଶ୍ମୀର ଭଳିଆ ଦେଖିବାକୁ ସୁନ୍ଦର କିନ୍ତୁ ଆତଙ୍କ ପ୍ରବଳ...
ଲୋକାଲ୍ କାଳିଦାସ୍
@LocalKalidas
5 months ago
ଗୋଟିଏ କ୍ଷଣରେ ରସଗୋଲା କୁ କଲରା କରିପାରୁଥିବା ପ୍ରାଣୀକୁ ଓଡ଼ିଆରେ "ସ୍ତ୍ରୀ" କୁହ��ଯାଏ...
ଲୋକାଲ୍ କାଳିଦାସ୍
@LocalKalidas
5 months ago
ଦୁନିଆରେ ଆଉ କାହାକୁ ବିଶ୍ୱାସ କରିହେବନି... ଚା' ରେ ପାଉଁରୁଟି ବୁଡେଇ ଖାଇବି ଭାବିଲି, କିନ୍ତୁ ପାଉଁରୁଟି ଅଧା ଚା' ପିଇଗଲା...
Who to follow
ମଲାଜହ୍ନ ✍️
@KundaManoj
କଥା ନବ ପ୍ରତିଭା - ୨୦୨୩, ଉଦୟରାଗ - ୨୦୨୪
ଆକାଂକ୍ଷା 🌚
@AAvilipsa
ଆକାଂକ୍ଷା ନାମରେ କଳିଟି🌷, ଅସୁମାରୀ ଆକାଂକ୍ଷା ସହ ସମୟ⏳ ଅପେକ୍ଷାରେ। ଆକାଂକ୍ଷା ଅଛି ଦିନେ ସେ ପ୍ରଷ୍ଫୁଟିତ🌺 ହେବ,କର୍ମ ରୂପି ବାସରେ ନିଜ ଚତୁଃପାର୍ଶ୍ଵ ମହକାଈବ✨। #ଅପେକ୍ଷାରେ_ଆକାଂକ୍ଷା
🦋ଅରୁନ୍ଧତୀ ଆକାଂକ୍ଷା🦋
@Arundhati2k03
||🧚𝑨𝒓𝒖𝒏𝒅𝒉𝒂𝒕𝒊 𝑨𝒌𝒂𝒏𝒌𝒔𝒉𝒚𝒂🕊|| 🪷କେହି ନଥାନ୍ତୁ ଆମ ମହାପ୍ରଭୁ ତ ଅଛନ୍ତି ନା...🙏 ||𝐓𝐫𝐚𝐯𝐞𝐥🚗|𝐖𝐫𝐢𝐭𝐞💌| 𝐏𝐞𝐚𝐜𝐞🤍||
ଲୋକାଲ୍ କାଳିଦାସ୍
@LocalKalidas
7 months ago
ଯୁଗ ଯାହା ହେଲାଣି... ବେଟି ବଚାଓ, ବେଟି ପଢ଼ାଓ... ❌ ନେହିଁ ❌ ବେଟି ବଚାଓ, ରୋଡ଼ ପେ ନଚାଓ..
ଲୋକାଲ୍ କାଳିଦାସ୍
@LocalKalidas
9 months ago
@otvkhabar
ଦାମିକା ଓକିଲ ମାନେ କଣ ? ସରକାରୀ ଓକିଲ କଣ କରୁଥିଲା କି ? ଆଇନ ଆଗରେ ସମସ୍ତେ ସମାନ...
ଲୋକାଲ୍ କାଳିଦାସ୍
@LocalKalidas
11 months ago
ଏ ଝିଅଗୁଡାକ କିଛି ବୁଝନ୍ତିନି କୁହନ୍ତି ଟାଇମପାସ୍ କରୁଛି, କିଏ ବୁଝେଇବ ସେମାନଙ୍କୁ ଟାଇମପାସ୍ ପାଇଁ ବି ଟାଇମ୍ ଦରକାର...
ଲୋକାଲ୍ କାଳିଦାସ୍
@LocalKalidas
12 months ago
@Lawyer_Kalpana
Shiba
ଲୋକାଲ୍ କାଳିଦାସ୍
@LocalKalidas
about 1 year ago
@SangitaSethy
ଏଇଥର ଆଗ ଗରମ ଦିନ ଆସିବ, ତା'ପରେ ଖରା ଦିନ, ତା'ପର��� ଗ୍ରୀଷ୍ମ ଋତୁ ଆ��ିବ...
ଲୋକାଲ୍ କାଳିଦାସ୍
@LocalKalidas
about 1 year ago
ଆସନ୍ତାକାଲି 2nd October, ତା'ମାନେ ଦଶହରା ଆଉ ଗାନ୍ଧୀଜୟନ୍ତୀ ଦୁଇଟି ପର୍ବ ଏକା ସାଥେ ପଡିଲା... ମଜା କଥା ହେଲା, ଜଣଙ୍କୁ ରାମ ମାରିଲା ତ ଆଉ ଜଣଙ୍କୁ ନାଥୁରାମ ଜଣେ 'God' ଥିଲେ ତ ଆଉ ଜଣେ 'Godse'...
ଲୋକାଲ୍ କାଳିଦାସ୍
@LocalKalidas
about 1 year ago
@the_brightnesss
ମୁଁ ତ ହାତରେ ହାତ ନ ଛନ୍ଦି ମଧ୍ୟ ତମ ସହିତ ବାଟ ଚାଲି ପାରିବି, ଖାଲି ତମେ ଜୀବନସାରା ଏଇ ଚିନ୍ତାଧାରାକୁ ନ ବଦଳେଇଲେ ଆଉ ନିଜେ ନ ବଦଳିଲେ ହେଲା...
ଲୋକାଲ୍ କାଳିଦାସ୍
@LocalKalidas
about 1 year ago
@BashiPakhala
News tike dekho he... ସେ ମହିଳା ର ସ୍ୱାମୀ ଓ ତା ସହଯୋଗୀ ମାନେ ଗିରଫ ହେଇ ସାରିଲେଣି...
ଲୋକାଲ୍ କାଳିଦାସ୍
@LocalKalidas
about 1 year ago
@kanak_news
ଯାହା ଲାଗୁଚି ଏ କଥାବାର୍ତ୍ତା ଶୁଣି, ଝିଅର ଶାଶୁ ଯୌତୁକ ଲୋଭୀ...
ଲୋକାଲ୍ କାଳିଦାସ୍
@LocalKalidas
about 1 year ago
@Rajashree_1208
କହିବାକୁ କିଛି ନାହିଁ, ତଥାପି ପ୍ଲାଷ୍ଟିକ ବୋତଲ୍ ର ପେଟ୍ରୋଲ ଠୁ ବି ବହୁତ ଅଧିକା ତାପମାତ୍ରାର ଫୋଟଟେ...
ଲୋକାଲ୍ କାଳିଦାସ୍
@LocalKalidas
about 1 year ago
@Chocolmuffin2
ଆଉ ଶୁଏଇ ଦେବନି ମୋତେ...
ଲୋକାଲ୍ କାଳିଦାସ୍
@LocalKalidas
about 1 year ago
ମନ ଦର୍ପଣରେ ପ୍ରତି ମୁହୂର୍ତ୍ତରେ ଦେଖୁଛି ତୁମରି ଛବି, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ତୁମେ କି ନିଜର ନୁହଁ !...
#sadlovestory
#painful
#dhokka
#bymygf
ଲୋକାଲ୍ କାଳିଦାସ୍
@LocalKalidas
about 1 year ago
ତୁମେନ�� କପେ ଗରମ ଚା' ପରି ତୁମ ସ୍ପର୍ଶ ମୋ ଓଠକୁ ପୋଡି ଦେଇପାରେ, ହେଲେ ସ୍ୱାଦଟା ମୋତେ ତୁମକୁ ପ୍ରତିଦିନ ସକାଳୁ ଖୋଜିବା ପାଇଁ ବାଧ୍ୟ କରେ...
@morningte
a
@girlfrien
d
@timepas
s
@LocalKalida
s
ଲୋକାଲ୍ କାଳିଦାସ୍
@LocalKalidas
about 1 year ago
@Rajashree_1208
ରାଜଶ୍ରୀ ଏବେ ରାଜକୁମାରୀ...
ଲୋକାଲ୍ କାଳିଦାସ୍
@LocalKalidas
over 1 year ago
@Puspitapanda181
@PracheeNanda
@preeti_jenny_
Oh ki dhoka...
ଲୋକାଲ୍ କାଳିଦାସ୍
@LocalKalidas
over 1 year ago
ପ୍ରେମ ରାଇଜର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏ ମଣିଷଟାକୁ, ତୁମ ହୃଦୟରେ ଇନ୍ଦିରା ଆବାସ ଖଣ୍ଡେ ମିଳିପାରିବ କି...?
Last Seen Users on Sotwe
Fugitive Caesar
Seen from
United Kingdom
TyinTech
Seen from
United States
唐安琪angel_
Seen from
Thailand
العراقي
Jilbab Indonesia
Seen from
Korea
小小
Seen from
Australia
Ebony Love BBC
Demon
Seen from
United States
Daily Touhou
Seen from
Brazil
Nepal ghumante vlogs
Seen from
Indonesia
Trends for you
1
Lucki
Under 10K tweets
2
#UFC332
Under 10K tweets
3
Good Sunday
Under 10K tweets
4
YEONJUN MIUMIU PRINCE
Under 10K tweets
5
Zach Bryan
Under 10K tweets
6
Brewers
Under 10K tweets
7
Lewis
Under 10K tweets
8
Dodgers
Under 10K tweets
9
Underwood
Under 10K tweets
10
Mizzou
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫