Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
niranjan nayak
@niranja44363541
JAY SRI RAM
Puri, India
Joined September 2022
174
Following
59
Followers
2.6K
Posts
niranja44363541
retweeted
Pravati Parida
@PravatiPOdisha
about 2 months ago
ଆଗକୁ ବଢ଼ିଲେ ମହିଳା, ବିକଶିତ ହେବ ଓଡ଼ିଶା । ମହିଳାମାନଙ୍କ ଲକ୍ଷପତି ଏବଂ କୋଟିପତି ହେବାର ସ୍ବପ୍ନ ପୂରଣ କରିବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି ଆମ ସରକାର ।
@OLM_Antyoday
@mission_shakti
@iitbbs
niranja44363541
retweeted
Pravati Parida
@PravatiPOdisha
about 2 months ago
niranja44363541
retweeted
Pravati Parida
@PravatiPOdisha
about 2 months ago
ଆଜି ମିଶନ ଶକ୍ତି ଭବନଠାରେ ଓଡ଼ିଶା ଜୀବିକା ମିଶନ ଓ IIT ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଆଗାମୀ ୩ ବର୍ଷ ମଧ୍ୟରେ ଇନ୍କ୍ୟୁବେସନ ପ୍ରକ୍ରିୟା ମାଧ୍ୟମରେ ଅତିକମରେ ୧୫୦ଟି ପ୍ରୟାସକୁ ସମର୍ଥନ ଦେବାର ଲକ୍ଷ୍ୟ ରହିଛି। ଆମ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ, ବରଂ ସେମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବାକୁ ସଂକଳ୍ପବଦ୍ଧ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ୍, ମିଶନ ଶକ୍ତି ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଏବଂ IIT ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଉପସ୍ଥିତ ଥିଲେ।
@mission_shakti
@CMO_Odisha
@MohanMOdisha
See More
niranja44363541
retweeted
Pravati Parida
@PravatiPOdisha
about 2 months ago
ଆଜି ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ତରା ଗ୍ରାମପଞ୍ଚାୟତର କାର୍ଯ୍ୟକର୍ତ୍ତାମାନେ ସୌଜନ୍ୟମୂଳକ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ବାବଦରେ ଜଣାଇଥିଲେ । ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ସହ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବା ବାବଦରେ ଆଲୋଚନା ହେଲା ।
#Nimapada
#Gop
See More
Who to follow
Girish Mohapatra
@giris1980
Rabindra Behera
@Rabindr07778994
Random
@SubhasisRath11
हिंदू 🚩 Sanatani 🚩
niranja44363541
retweeted
Pravati Parida
@PravatiPOdisha
about 2 months ago
ଜୟ ଜଗନ୍ନାଥ 🙏
PravatiPOdisha's tweet video.
niranja44363541
retweeted
Pravati Parida
@PravatiPOdisha
about 2 months ago
ଆଜି ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରିପୁର ଗସ୍ତରେ ଥିବାବେଳେ ମା' ବିଶ୍ୱେଶ୍ୱରୀଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ଏହି ଅବସରରେ କରୁଣାମୟୀ ମା' ବିଶ୍ୱେଶ୍ୱରୀଙ୍କ ନିକଟରେ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କଲି । ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କଲି ।
#OdishaTourism
See More
niranja44363541
retweeted
Pravati Parida
@PravatiPOdisha
about 2 months ago
ଜନଭାଗିଦାରୀରେ ବିକାଶର ବଡ଼ ଉଦାହରଣ ‘ଉତ୍କର୍ଷ ନିମାପଡ଼ା ୨.୦’ ସମ୍ମିଳନୀରେ ଯୋଗଦେଲି। ଆଜିର ଏହି ଦିନରେ ନିମାପଡ଼ା-ଗୋପର ଜନତା ଜନାର୍ଦ୍ଦନ ମୋତେ ଜନସେବା କରିବାର ସୁଯୋଗ ଦେଇଥିଲେ। ତେଣୁ ଜୁନ୍ ୪ ମୋ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଲୋକଙ୍କ ପ୍ରସ୍ତାବ ଏବଂ ଆଶା-ଆକାଂକ୍ଷା ଆଧାରରେ ଡବଲ୍ ଇଞ୍ଜିନ୍ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଜି ଜନତାଙ୍କ ସମ୍ମୁଖରେ ରିପୋର୍ଟ ଉପସ୍ଥାପନ କଲି। ଏହି ସମ୍ମିଳନୀରେ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ
@suryabanshibjp
, ଓଡ଼ିଶା ସିନିୟର କ୍ରିକେଟ୍ ଦଳ କୋଚ୍ ଶ୍ରୀ ପ୍ରଭଞ୍ଜନ ମଲ୍ଲିକ, ନିମାପଡ଼ାର ବିଡିଓ ତଥା ଉତ୍କର୍ଷ ନିମାପଡ଼ା କମିଟିର ସମ୍ପାଦକ ଡ. ଅଭିଜିତ ଷଡ଼ଙ୍ଗୀ, ଗୋପ ବିଡିଓ ଶ୍ରୀ ସୂର୍ଯ୍ୟ ଶଙ୍କର ଦାଶ, ନିମାପଡ଼ା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଚିନ୍ମୟ ଦାସ, ଏସ୍ଏଚ୍ଜି ମା' ଓ ଭଉଣୀମାନେ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।
See More
niranja44363541
retweeted
Pravati Parida
@PravatiPOdisha
about 2 months ago
Thanks UNPL champions
niranja44363541
retweeted
Pravati Parida
@PravatiPOdisha
about 2 months ago
ରାମେଶ୍ୱରରୁ ପାରାଦୀପ କୋଷ୍ଟାଲ ହାଇୱେ ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଜୀଙ୍କୁ ଅଶେଷ ଧନ୍ୟବାଦ 🙏
niranja44363541
retweeted
Pravati Parida
@PravatiPOdisha
about 2 months ago
ମହାରାଷ୍ଟ୍ରର ଟାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ସ୍ଥାନାନ୍ତରିତ ହୋଇଥିବା ବାଘୁଣୀ 'ଜିନତ୍' ଆଜି ଶିମିଳିପାଳର ଅନୁକୂଳ ପରିବେଶରେ ଚାରୋଟି ଶାବକଙ୍କୁ ଜନ୍ମ ଦେଇଛି। ଏହା ଦ୍ୱାରା ଆମ ରାଜ୍ୟରେ ବ୍ୟାଘ୍ରଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ଏହି ସଫଳତା ଜୈବ ବିବିଧତାର ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ଏବଂ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ଆମ ପ୍ରଶାସନିକ ଦୂରଦୃଷ୍ଟିର ପ୍ରକୃଷ୍ଟ ନିଦର୍ଶନ ସାଜିଛି। ଆମ ବନ ବିଭାଗ କର୍ମଚାରୀଙ୍କ ନିଷ୍ଠାପର ତଦାରଖ ଓ ପ୍ରଭାବଶାଳୀ ସଂରକ୍ଷଣ ନୀତି ଯୋଗୁଁ ଆଜି ଓଡ଼ିଶା ବନ୍ୟପ୍ରାଣୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଶିମିଳିପାଳର ଏହି ସବୁଜ ଜୈବ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବା ନେଇ ଆମ ସରକାର ସର୍ବଦା ପ୍ରତିବଦ୍ଧ ଓ ପ୍ରୟାସରତ। #Odisha #WildLife
See More
niranja44363541
retweeted
Pravati Parida
@PravatiPOdisha
about 2 months ago
ଓଡ଼ିଶାର କୋଣ ଅନୁକୋଣରେ ସବୁ ସ୍ଥାନରେ ରହିଛି ନାରୀ ଶକ୍ତିଙ୍କ ସଫଳତାର କାହାଣୀ । ଏମିତି ପ୍ରେରଣାଦାୟୀ କାହାଣୀ ଆସିଛି ମାଲକାନଗିରିରୁ ।
#Malkangiri
@mission_shakti
niranja44363541
retweeted
Pravati Parida
@PravatiPOdisha
about 2 months ago
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଜୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ୍ କୀ ବାତ୍'ରେ ଆମର କୃତୀ ଆଥଲେଟ୍ ଅନିମେଶ କୁଜୁରଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା ଓ ସଫଳତା ବାବଦରେ ଉଲ୍ଲେଖ କରାଯିବା ଏକ ଗୌରବର ବିଷୟ । ଜାତୀୟ ରେକର୍ଡ ହାସଲ କରିଥିବା ଅନିମେଶଙ୍କ ସଫଳତା କେବଳ ରାଜ୍ୟ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଉଦାହରଣ । #MannKiBaat
See More
PravatiPOdisha's tweet video.
niranjan nayak
@niranja44363541
about 2 months ago
@PravatiPOdisha
ଓଁ ଶାନ୍ତି 🙏
niranja44363541
retweeted
Narendra Modi
@narendramodi
about 2 months ago
Sharing this month's
#MannKiBaat
. Do tune in! https://t.co/FhoBe0Hp6L
niranja44363541
retweeted
Pravati Parida
@PravatiPOdisha
about 2 months ago
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଜୀ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍’ରେ ଓଡ଼ିଶାର ବେଲ ପଣାକୁ ପ୍ରଶଂସା କରିଛନ୍ତି । ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଏଭଳି ସମୟରେ ପାରମ୍ପରିକ ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କହିଛନ୍ତି ।
#MannKiBaat
PravatiPOdisha's tweet video.
niranja44363541
retweeted
Pravati Parida
@PravatiPOdisha
about 2 months ago
niranja44363541
retweeted
Pravati Parida
@PravatiPOdisha
about 2 months ago
ସୁସ୍ଥ ଗୋପ ବାର୍ତ୍ତା ନେଇ ଆୟୋଜିତ ଉତ୍କର୍ଷ ମାରାଥନରେ ଉତ୍ସାହର ସହ ବିପୁଳ ସଂଖ୍ୟାରେ ଭାଗନେଇଥିବା ସମସ୍ତ ଯୁବବର୍ଗ ଏବଂ ଗୋପବାସୀଙ୍କୁ ଧନ୍ୟବାଦ ଜଣାଉଛି ।
#Gop
niranja44363541
retweeted
Narendra Modi
@narendramodi
about 2 months ago
All across India, there are numerous clubs and societies making astronomy popular among the youth. I am proud of every such effort.
#MannKiBaat
narendramodi's tweet video.
niranja44363541
retweeted
Pravati Parida
@PravatiPOdisha
about 2 months ago
niranja44363541
retweeted
Nitin Nabin
@NitinNabin
about 2 months ago
यह 2014 के बाद का भारत है जो अपने युवाओं के बल पर आगे बढ़ रहा है।
NitinNabin's tweet video.
Last Seen Users on Sotwe
ParadoxxX
Seen from
Canada
türk bulge
Seen from
Turkey
HüseyinCan
Seen from
Turkey
کوسی پیام بدهید
Seen from
United States
ام احمد
Seen from
Singapore
Ocha
Seen from
Indonesia
Général Hama🇹🇳🇹🇳
Seen from
Netherlands
Jackson St0ne
Seen from
Brazil
GÜNCEL İFŞA +18
Seen from
Turkey
gay arab video
Seen from
Sweden
Trends for you
1
Korra
Under 10K tweets
2
Diego Pavia
Under 10K tweets
3
Allahu Akbar
Under 10K tweets
4
Alex Bowman
Under 10K tweets
5
Phoenix Cyclops
Under 10K tweets
6
$INTC
Under 10K tweets
7
Zilisch
Under 10K tweets
8
Hendrick
Under 10K tweets
9
The Economist
Under 10K tweets
10
Upper West Side
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.4M followers
10
Taylor Swift
@taylorswift13
82.3M followers
11
Lady Gaga
@ladygaga
73.8M followers
12
Virat Kohli
@imvkohli
71.1M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
64M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.5M followers
20
X
@x
60.8M followers
Olivia
Online
✨
⭐
💫