Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Debasmita
@smita_cinny
whatever I do, I do it because I want to do it...
Bhadrak, India
Joined July 2017
179
Following
1.4K
Followers
1.2K
Posts
smita_cinny
retweeted
Seva Dil Se
@dil_seva
about 3 years ago
#Plz
share... ଯଦି କେହି ଏଇ ଭାଇ ଙ୍କ ସୂଚନା ପାଇବେ ଉକ୍ତ ମୋବାଇଲ ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ 🙏 ଭାଇ କରମଣ୍ଡଳ ଏକ୍ସପ୍ରେସ ରେ ଦୁର୍ଘଟଣା ହୋଇଛନ୍ତି 🙏🙏
smita_cinny
retweeted
Subhasish Mohapatra 🇮🇳
@ImSubhaOdisha
about 3 years ago
କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ନିମ୍ନଲିଖିତ ବ୍ୟକ୍ତିମାନେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଯେଉଁମାନେ ଜାଣିଛନ୍ତି ତାଙ୍କ ସମ୍ପର୍କୀୟ ମାନଙ୍କୁ ଖବର ଦିଅନ୍ତୁ। ମହାପ୍ରଭୁଙ୍କ ନିକଟରେ ସଭିଙ୍କ ଆଶୁ ଆରୋଗ୍ୟ କାମନା କରୁଛି🙏
#CoromandelExpressAccident
(୧/୨)
See More
Debasmita
@smita_cinny
over 3 years ago
@AskLipun
ଆମେ କରୋନା ବ୍ୟାଚ ସେ ପାଇଁ ସେ ସବୁ କିଛି ଜାଣିନୁ 😆😂
Debasmita
@smita_cinny
over 3 years ago
ଯୋଉ ଆଡ଼େ ଦେଖ pre wedding engagement ,haldi ,mehendi, Sangeet nahele count down begins... ଏମିତି ସବୁ ଫଟୋ ରେ caption, ନହେଲେ ବାହାଘର ଫଟୋ ରେ caption best husband of a beautiful wife 😀ନହେଲେ world's best husband😆 ଏମିତି କେତେ କଣ,ଓଡ଼ିଶା ରେ ବାହାଘର ଋତୁ ଆସିଲେ ଏସବୁ ରୁ ଆରମ୍ଭ ହେବା ଟା ଥୟ।😜😜
Who to follow
Leeju🇮🇳
@LeejuLeejuu
Journalist#dreamy# passionate#innovative#kid lovers#bindass girl#empathic#love to travel..ଖାଣ୍ଟି ଓଡ଼ିଆଣି । ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ପ୍ରୟାସ ।
Donali das
@donali_das
🌹🚩🌹HAR HAR MAHADEV🌹🚩🌹 M D of Omm Krishna Industries. Diploma Engineer. Music & Photography my passion. Writing my hobby.
Sadhana Subhadarshini
@iamsadhanatarai
Pehle follow karlo bio toh baad me padh lena......😎
Debasmita
@smita_cinny
almost 4 years ago
@bagha_mamu
ଲିରିକ୍ସ ଲେଖା ଚାଲିଥିବ ଆଉ ଦୁଇ ତିନି ଦିନ ପରେ ଆସିଯିବ😂
Debasmita
@smita_cinny
almost 4 years ago
@AskLipun
ନନା ଙ୍କୁ ନିମନ୍ତ୍ରଣ ରହିଲା😂
Debasmita
@smita_cinny
almost 4 years ago
#MyTwitterAnniversary
Debasmita
@smita_cinny
almost 4 years ago
ପବିତ୍ର ରଥଯାତ୍ରା ର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
#ଜୟଜଗନ୍ନାଥ
🙏
#ରଥଯାତ୍ରା୨୦୨୨
#RathaYatra2022
smita_cinny
retweeted
ଆଶୁତୋଷ - ଆମେ ଅଳ୍ପରେ ସନ୍ତୋଷ
@Ashuthewriter
almost 4 years ago
ଏବେ ଓଡିଶା କଉଠି ଅଛି ପଚାରିଲେ, ମାରିକି ଗାଲ ଓଉ କରିଦେବି..... 😡
Debasmita
@smita_cinny
about 4 years ago
ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।💐
#ପଣାସଂକ୍ରାନ୍ତି
#ଓଡ଼ିଆନବବର୍ଷ୨୦୨୨
smita_cinny
retweeted
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
@SangitaSethy
about 4 years ago
Kindly consider this matter and sir please take necessary action against construction work near temple! Our Jagannatha Temple is our Lifeline! 🙏🙏🙏
#SaveJagannathTemple
@PMOIndia
@narendramodi
@rashtrapatibhvn
@VPSecretariat
@ASIGoI
smita_cinny
retweeted
Amar || ଅମର
@theUnfading
about 4 years ago
କେଡ଼େ ସୁନ୍ଦର ମୋ କାଳିଆ ଠାକୁର 🙏 ରାଜ୍ୟ ସରକାରଙ୍କ ଶ୍ରୀ ମନ୍ଦିର ବିନାଶ ଯୋଜନାରେ ପୂର୍ଣଚ୍ଛେଦ ଲଗେଇବା ପାଇଁ ସମସ୍ତେ ଆଗେଇ ଆସିବାକୁ ଅନୁରୋଧ! 🙏 Let's come together and STOP the govt from destroying our temples and heritage sites.
#SaveJagannathTemple
Debasmita
@smita_cinny
about 4 years ago
@SangitaSethy
ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ ହେଇଥିଲେ ,ଏମିତି କହିବାକୁ ଶହେ ଥର ଭାବିଥାନ୍ତେ।
Debasmita
@smita_cinny
about 4 years ago
@SangitaSethy
@VarshaPriyadar3
ନୂଆ ନୂଆ ରାଜନୀତି କରିବାକୁ ଆସିଛନ୍ତି 😂
smita_cinny
retweeted
ବାଘମାମୁଁ 🐯
@bagha_mamu
about 4 years ago
ଆଜି କିପରି ଗଣମାଧ୍ୟମ ତଥା ସାମ୍ବାଦିକ ଙ୍କ ଦ୍ଵାରା ସତ କୁ ମିଛ ସହ ଫେଣ୍ଟି ପରଷା ଯାଏ ଏହି
#ଥ୍ରେଡ
ରେ ଦେଖିବା। ୧. ସାମ୍ବାଦିକ କହିଲେ - ୪ ସେପ୍ଟେମ୍ବର ରେ ନେସନାଲ ମନ୍ୟୁମେଣ୍ଟସ୍ ଅଥରିଟି ତରଫରୁ NOC ମିଳିଛି, ସତ କଥା, କେହି ମନାକରୁ ନାହାନ୍ତି।(୦.୨୫/୩)
Debasmita
@smita_cinny
about 4 years ago
@AskLipun
ଭାବିଜାନ ଙ୍କୁ ଶୌଚାଳୟ ଦରକାର ।
Debasmita
@smita_cinny
about 4 years ago
@SouchalayaDidi 🤦🤦😂
Debasmita
@smita_cinny
about 4 years ago
ମୁଁ ତ ମନୁଷ୍ୟ ଛାର ତୋ କଥା ତୁ ଏବେ ବିଚାର ।
#SaveJagannathTemple
Debasmita
@smita_cinny
about 4 years ago
@SangitaSethy
@Drakshays
ଗୋବର ଭରି କି ଅଛି ମୁଣ୍ଡ ରେ ତାଙ୍କର ମୋତେ ଛୁଆ ବେଳୁ ସେ ଜମାରୁ ପସନ୍ଦ ନୁହଁନ୍ତି।
Last Seen Users on Sotwe
Twink Romeo
Jon Jay
Seen from
United States
via imut
Seen from
Malaysia
nolongerhuman_77
Seen from
United States
asupan everyday.
Seen from
Indonesia
C.Lamosa
Seen from
Mexico
arslan 01
Seen from
Turkey
1234567
Seen from
United States
dhejsk
Aubrey Kate
Seen from
Germany
Trends for you
1
Juneteenth
Under 10K tweets
2
Australia
Under 10K tweets
3
Scotland
Under 10K tweets
4
#tadc
Under 10K tweets
5
Air Force One
Under 10K tweets
6
Fauci
Under 10K tweets
7
Country Roads
Under 10K tweets
8
Pretty Ricky
Under 10K tweets
9
Aussies
Under 10K tweets
10
Freeman
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.9M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.1M followers
11
Lady Gaga
@ladygaga
72.7M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.3M followers
14
YouTube
@youtube
68.6M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫