Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Subham Sahu
@subham_nz
❤️
Serenabeda, Mahidharpur, Angul
Joined April 2021
727
Following
140
Followers
161
Posts
subham_nz
retweeted
ହିମାଂଶୁ #ଗଳ୍ପକବିତା🇮🇳✍️🧢
@GALPAKABITA
about 1 month ago
subham_nz
retweeted
BMCC, Pandiapali
@caashokbehera
about 2 months ago
@SaiAnvii
This appears to be part of a traditional Odia engagement ceremony, where the groom’s father places the ring on behalf of his son for the bride-to-be. It is a customary practice followed in many rural parts of Odisha.
subham_nz
retweeted
ଅନନ୍ୟା ଦାଶ
@AnanyaDash11
about 2 months ago
ଇଲେକ୍ସନ ପୁର୍ବୁରୁ ତେଲ ସଙ୍କଟ ର ଟିକିଏ ଆଭାସ ମଧ୍ୟ ଜନସାଧାରଣ ପାଇ ପାରୁ ନଥିଲେ। ସରକାର କହୁଥିଲେ "ବ୍ୟସ୍ତ ହୁଅ ନାହିଁ, ଆମ ପାଖରେ ସବୁ କିଛି ବହୁ ମାତ୍ରା ରେ ଗଚ୍ଛିତ ଅଛି"। ଆଉ ଭୋଟ ଗଣତି ସରୁ ସରୁ ଦେଶରେ ତେଲ ସଙ୍କଟ କି ବିକଟ ରୂପ ଧାରଣ କରିଲାଣି! ବାଃ ବାଃ ରେ ଆମ ଦେଶ ର ରାଜନୀତି 👏👏
#Odia
#Odisha
Subham Sahu
@subham_nz
2 months ago
Do you remember when you joined X? I do!
#MyXAnniversary
Who to follow
Rajesh Pradhan🥨
@RajeshP83165591
🧑💼 || 𝐁𝐮𝐬𝐢𝐧𝐞𝐬𝐬 || 💰 ||𝐅𝐢𝐧𝐚𝐧𝐜𝐞 || 💵 ||𝐌𝐨𝐧𝐞𝐲 || 💡 ||𝐊𝐧𝐨𝐰𝐥𝐞𝐝𝐠𝐞 || 💯 || 𝐌𝐨𝐭𝐢𝐯𝐚𝐭𝐢𝐨𝐧 ||
Subhashis Sahoo
@Subhash07282555
ପୃଥିବୀ ର ସବୁଠୁ ବଡ଼ dustbin ହଉଛି ମଣିଷର ମନ.. ଏହା ଯଦି ପରିଷ୍କାର ରୁହନ୍ତା ପୃଥିବୀ ଟା ସୁନ୍ଦର ହେଇପାରନ୍ତା
Biswal Network
@biswal_network
Ravan
subham_nz
retweeted
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
@SangitaSethy
4 months ago
ଝିଅ ପୁଅ ଉଭୟଙ୍କୁ ଦିଅନ୍ତୁ ଯୋଉଥିରେ ଚାକିରୀ ପାଇବା ଯାଏଁ ସେମାନେ ଉପକୃତ ହେବେ। କିମ୍ବା କୌଣସି ବ୍ୟବସାୟ ଆରମ୍ଭ କରିବେ ନିଜର। ପୁଅମାନେ ବି ବହୁତ୍ ସଂଘର୍ଷ କରନ୍ତି ପାଠପଢ଼ା ସରିଲା ପରେ। ଅନୁରୋଧ 🙏
@CMO_Odisha
subham_nz
retweeted
Deepu
@deepu_drops
5 months ago
Bookmark this, Sanju Samson will be player of the tournament in T20 WC 🏆
subham_nz
retweeted
Prasanna Mishra
@punarbashu
5 months ago
ଓଡ଼ିଶାର ଧାନ କିଣା ପର୍ବ ମୋର ମନେହୁଏ ଆମ ଓଡ଼ିଶାର ସହାୟକ ମୂଲ୍ୟରେ ଚାଷୀଙ୍କ ପାଖରୁ ଧାନ କିଣା ବାର୍ଷିକ କାର୍ଯ୍ୟକ୍ରମ ତେଲିଆ ମୁଣ୍ଡରେ ତେଲ ଭଳି ଏକ ଆଭିଜାତ୍ୟ ସମ୍ପନ୍ନ ବିଶିଷ୍ଠ ବର୍ଗର ଚାଷୀଙ୍କ ପାଇଁ ଏକ ବିଶାଳ ଆୟୋଜନ | ଏଭଳି ଏକ ଅଣପାରମ୍ପାରିକ ଦୃଷ୍ଟିକୋଣ ହୁଏତ ଜନାଦୃତ ହୋଇନପାରେ ; କିନ୍ତୁ ଏହି ପ୍ରସଙ୍ଗ ମୋ ମତରେ ଏକ ସୁଚିନ୍ତିତ ବିତର୍କ ପାଇଁ ଏକ ଗୁରୁତ୍ୱପୂର୍ଣ ବିଷୟ | ସହାୟକ ମୂଲ୍ୟ ନିର୍ଧାରଣର ସର୍ବୋପରି ଉଦ୍ଦେଶ୍ୟ ହେଲା ଚାଷୀ ଧାନ ବିକି ଚାଷରେ ନିଜ ଖର୍ଚ୍ଚ ଭରଣା କରି ଉଚିତ ଲାଭ ପାଉ | ଆମ ସରକାର ଆହୁରି ଅଧିକ ବଦାନ୍ୟତା ପ୍ରଦର୍ଶନ କରି ସହାୟକ ମୂଲ୍ୟ ଉପରେ କୁଇଣ୍ଟାଲ ପ୍ରତି ଆଠଶହ ଟଙ୍କା ମଧ୍ୟ ଦେଉଛନ୍ତି | ଯାହା ଫଳରେ କୁଇଣ୍ଟାଲ ପ୍ରତି ପ୍ରାୟ ୩୧୦୦ ଟଙ୍କା ମିଳିବା ବ୍ୟବସ୍ଥା ହେଇଚି | ବର୍ତ୍ତମାନ ଦେଖିବା ଏହି ଅନ୍ନଦାତା ପ୍ରିୟ କାର୍ଯ୍ୟକ୍ରମଟି କାହାର ହିତ ସାଧନ କରୁଛି | ପ୍ରଶାସନର ଏକ ମୌଳିକ ଦର୍ଶନ ହେଲା ଦୁଇଜଣ ଯଦି ଗୁଣରେ ସମାନ ହେଇଥିବେ, ରାଜାନୁଗ୍ରହ ଦୁଇଜଣଙ୍କ ମଧ୍ୟରୁ ଦୁର୍ବଳତର ବ୍ୟକ୍ତିଙ୍କୁ ମିଳିବା ନ୍ୟାୟୋଚିତ ହେବ | ଏହି ଦର୍ଶନ ଆଧାରରେ ଆମେ ଧାନ ସଂଗ୍ରହ ବ୍ୟବସ୍ଥା କୁ ଦେଖିବା | ଆମ ରାଜ୍ୟରେ ଧାନଚାଷୀଙ୍କ ସଂଖ୍ୟା କେତେ? କୃଷକ ଓଡିଶା ପରିସଂଖ୍ୟାନରୁ ଯାହା ମୁଁ ବୁଝୁଚି ଆମ ରାଜ୍ୟର କୃଷକ ସଂଖ୍ୟା ୭୮ ଲକ୍ଷ ରୁ ଅଧିକ | ଧରନ୍ତୁ ସେମାନଙ୍କ ଭିତରୁ ୬୦ ଲକ୍ଷ କୃଷକ ଧାନ ଚାଷ କରୁଥିବେ | ସେମାନଙ୍କ ଭିତରୁ ଅଧିକାଂଶ କ୍ଷୁଦ୍ର ଏବଂ / ବା ନାମମାତ୍ର ଚାଷୀ | ସେମାନଙ୍କ ସଂଖ୍ୟା କେତେ? ଯଦି ୩୧୦୦ ଟଙ୍କାରେ କୁଇଣ୍ଟାଲ ଧାନ ସରକାର କିଣୁଛନ୍ତି ତେବେ ଏହି ଆକର୍ଷଣୀୟ ଦର ମୁଖ୍ୟତଃ ଏହି ଦୁର୍ବଳ ଶ୍ରେଣୀର କୃଷକ ପାଇବା ଆବଶ୍ୟକ | କିନ୍ତୁ ଏବର୍ଷ ଖରିଫ ଋତୁରେ ଧାନ ବିକିବା ପାଇଁ କେତେ ଚାଷୀ ରେଜିଷ୍ଟ୍ରି କଲେ ? ମାତ୍ର ୧୯ ଲକ୍ଷ ୬୭ ହଜାର ଚାଷୀ | ସରକାର କାହିଁକି ଏଭଳି ବ୍ୟବସ୍ଥାକୁ ନ୍ୟାୟୋଚିତ ଭାବରେ ଗ୍ରହଣ କଲେ ? ଏହିଭଳି ବ୍ୟବସ୍ଥା କେଉଁ ବର୍ଗର କୃଷକଙ୍କୁ ସାହାଯ୍ୟ କରୁଛି ? କ୍ଷୁଦ୍ର ବା ନାମ ମାତ୍ର ଚାଷୀ ବା ଭାଗଚାଷୀ ଏହି ବୈଷମ୍ୟପୁର୍ଣ ବ୍ୟବସ୍ଥାର ଦୁଆର ରେ ବି ପହଂଚି ପାରୁ ନାହାନ୍ତି | ସେ ଯଦି ଧାନ ବିକୁଛନ୍ତି ତେବେ ଶାଗମାଛ ଦରରେ ବିକୁଛନ୍ତି | ସହାୟକ ମୂଲ୍ୟ, ବୋନସ ତାଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ଭଳି ହେଇଯାଇଛି | ଏହିଭଳି କାର୍ଯ୍ୟକ୍ରମ ର ଅନ୍ତିମ ଉଦ୍ଦେଶ୍ୟ କଣ ? ୯୭ ଲକ୍ଷ ଟନ ଧାନର ସହାୟକ ମୂଲ୍ୟ ହେଲା ପ୍ରାୟ ୩୦,୭୪୦ କୋଟି ଟଙ୍କା | ବୋନସ ବାବଦରେ ହେଲା ୭୭୭୦ କୋଟି ଟଙ୍କା | ସମୁଦାୟ ଅପରେସନର ମୂଲ୍ୟ ହେଲା ପ୍ରାୟ ୩୮,୫୧୦ କୋଟି ଟଙ୍କା | ଅନ୍ତତଃ ଗଣିତ କହୁଛି ଏତେ ଟଙ୍କା ଯାଉଛି ମାତ୍ର ୧୯.୬୭ ଲକ୍ଷ ଚାଷୀଙ୍କ ପାଖକୁ | ପ୍ରକୃତରେ ଏତେ ଚାଷୀ ବି ଏହି ମୂଲ୍ୟ ପାଉ ନାହାନ୍ତି | ଅନେକେ ବିଳମ୍ବ ଜନିତ ଅସୁବିଧାରୁ ମୁକ୍ତି ପାଇଁ ମଧ୍ୟସ୍ଥ କୁ ଅଳ୍ପ ଦରରେ ବିକି ଦେଉଛନ୍ତି | ଆମେ ଅସ୍ବୀକାର କଲେ ମଧ୍ୟ ସତ୍ୟ ହେଉଛି ଅନ୍ୟ କିଛି | ଆମେ ବିରାଡ଼ି ଆଖିବୁଜି କ୍ଷୀର ପିଇବା ନୀତି ଅବଲମ୍ବନ କରୁଛେ | ଯେଉଁମାନେ ଟୋକନ ପାଇଁ ଆବେଦନ ମଧ୍ୟ କରୁ ନାହାନ୍ତି , ସେମାନେ ମଧ୍ୟ ଚାଷ କରୁଛନ୍ତି, ଉତ୍ପାଦନ କରୁଛନ୍ତି ; କିନ୍ତୁ ସେମାନେ କେବଳ ନିରବ ଦ୍ରଷ୍ଟା ହେଇ ଏହି ବିରାଟ କାର୍ଯ୍ୟକ୍ରମ ଦେଖୁଛନ୍ତି | ଏହିଭଳି ଏକ ଅପରେସନ ସାମାଜିକ ନ୍ୟାୟ ପ୍ରଦାନ କରିବାରେ ସଫଳ ହେଇନାହିଁ | ବରଂ ଏଭଳି ବ୍ୟବସ୍ଥା ମୁକ୍ତ ମାର୍କେଟ ବ୍ୟବସ୍ଥାକୁ ଜଟିଳ କରୁଛି ; ଆବଶ୍ୟକତା ଅପେକ୍ଷା ଅଧିକ ଧାନ କିଣିବା ମାନସିକତା ବଢ଼ାଉଛି | ଧାନ ଚାଷର ବିକଳ୍ପ ର ଜରୁରୀ ଆବଶ୍ୟକତାକୁ ଗୌଣ କରୁଛି | ଏହି ବ୍ୟବସ୍ଥାର ଏକ ପୁଙ୍ଖାନୁପୁଙ୍ଖ ମୁଲ୍ୟାଙ୍କନ ହେବା ନିତାନ୍ତ ଆବଶ୍ୟକ | କିନ୍ତୁ ଏଥିପାଇଁ ନିର୍ଭିକ ଏବଂ ନିର୍ବିକାର ରାଜଶକ୍ତି ଆବଶ୍ୟକ | *****
See More
subham_nz
retweeted
Manas R Dash
@csharpian
6 months ago
ସମସ୍ତଙ୍କର ପସନ୍ଦର କିଛି ଧାଡ଼ି Ghar Kab Aaoge... ଗୀତ ରୁ, ଆଶା ଭଲ ଲାଗିବ।
csharpian's tweet video.
Subham Sahu
@subham_nz
9 months ago
@Jyran45
@ImRo45
Ozempic factor 😂😂🤭
Subham Sahu
@subham_nz
9 months ago
Hi, କରେଣ୍ଟ କାହିଁକି କାଟିଛ । Locatin - Serenabeda , Mahidharpur, Angul, pin -759022.
@TPCentralOdisha
subham_nz
retweeted
Lokesh Bag
@lokeshbag67
11 months ago
Vantara should rescue these street dogs. We need Anant Ambani to show some love for these street dogs and help India reduce rabies.
Subham Sahu
@subham_nz
about 1 year ago
@Rakeshkumarray8
Loka mane nije
subham_nz
retweeted
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
@SangitaSethy
over 1 year ago
ଏହା ଦୁଃଖଦ! ବିଡ଼ମ୍ବନାର ବିଷୟ!
subham_nz
retweeted
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
@Rakeshkumarray8
over 1 year ago
ଏ ସମାଜ ପୁରୁଷ ପାଇଁ ନୁହେଁ😟
Subham Sahu
@subham_nz
over 1 year ago
@SKDAgriMan
Bargarh
Subham Sahu
@subham_nz
over 1 year ago
@DebuSahu17
No one care about your dil ki baat🤡
Subham Sahu
@subham_nz
almost 2 years ago
@Nirlipta_81
ଜ୍ୱଳନ୍ତ
Subham Sahu
@subham_nz
almost 2 years ago
@otvkhabar
,
@otvnews
=ଗୋଦି ମିଡ଼ିଆ
Debu Sahu
@DebuSahu17
almost 2 years ago
@otvnews
ଆଉ ବେହିଆ news ତମେ କେନ୍ଦ୍ର ସରକାର ର national level ରେ ଯଉ ଚାଟୁକାରିତା କରୁଛନ୍ତି ତମେ ସେଗୁଡା ବି ଟପି ଯିବ ହୋ..... ତମକୁ ଏବେ comparison ର time ଦେଖା ଯାଉଛି ଯିଏ ସରକାର ଉପରେ ଚାପ ପକେଇବା କଥା କି ଜଲଦି ଘଟଣା ର ତଦନ୍ତ ହଉ ତମେ ବସିକି ଶସ୍ତା politics ଖେଳୁଛ ଛି ଆଉ youtube handle ରେ ଲେଖିଛ free ଫିର & unbiased
See More
Subham Sahu
@subham_nz
almost 2 years ago
@otvkhabar
ଗୋଦି ମିଡ଼ିଆ 🤣
Subham Sahu
@subham_nz
about 2 years ago
@DebuSahu17
@otvnews
@PandaJay
@JagiPanda
The most brutal weapon of
@BJP4Odisha
🤣
Last Seen Users on Sotwe
Pakistan Boys
Seen from
Pakistan
Samuel blank
Seen from
United States
ℓaℓ$σfєtє_i 🍑💦
Seen from
Singapore
Koleksi Bokep
Seen from
Indonesia
AYAT ✨
Seen from
Turkey
Rido
Seen from
Indonesia
YEHH SEKUPANG
Seen from
Indonesia
p3
Seen from
Indonesia
nami_swaaan
Seen from
Indonesia
𝗗𝗠 𝗦𝗣𝗢𝗥𝗧 🇲🇦
Seen from
United States
Trends for you
1
Happy 4th of July
Under 10K tweets
2
Joey Chestnut
Under 10K tweets
3
SPLC
Under 10K tweets
4
#4thJuly
Under 10K tweets
5
Patriot Front
Under 10K tweets
6
Beyoncé
Under 10K tweets
7
Michael Oliver
Under 10K tweets
8
Dr. Peterson
Under 10K tweets
9
Saibari
Under 10K tweets
10
Freedom
Under 10K tweets
Most Popular Users
1
Elon Musk
@elonmusk
240.7M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.8M followers
5
Narendra Modi
@narendramodi
107M followers
6
Rihanna
@rihanna
97.7M followers
7
NASA
@nasa
92.2M followers
8
Justin Bieber
@justinbieber
90.9M followers
9
KATY PERRY
@katyperry
87.8M followers
10
Taylor Swift
@taylorswift13
81.6M followers
11
Lady Gaga
@ladygaga
73.1M followers
12
Virat Kohli
@imvkohli
70M followers
13
Kim Kardashian
@kimkardashian
69.8M followers
14
YouTube
@youtube
68.7M followers
15
Bill Gates
@billgates
63.9M followers
16
Neymar Jr
@neymarjr
62.8M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
60.8M followers
20
X
@x
60.8M followers
Olivia
Online
✨
⭐
💫