Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
subhusays
@subhuuusays
ଭଲପାଇବା ସନ୍ଧାନ ରେ , ✨
Joined August 2024
5
Following
152
Followers
27
Posts
subhusays
@subhuuusays
about 1 year ago
ଯୋଉଠୀ ଲାଗୁଛି ଆଉ ହବନାହିଁ ସେଇଠି ଆଉ ଦୁଇ ପାଦ ଅଧିକା ଚାଲ, ଯୋଉଠୀ ଲାଗୁଛି ହାରିଯିବ ସେଇଠି ଜିତିବାର ଖୁସି କଣ ହୋଇଥାଏ ଭାବ, ଏତେ ଆଗକୁ ଯିଏ ତମକୁ ଆଣିଛି ଆଗକୁ ବି ସେ ନେଇକି ଯିବ ।।।
#ଜୀବନ
✨
subhusays
@subhuuusays
over 1 year ago
ଜୀବନ ର ଦୋ ଛକି ଗୋଟେ ଛକ ରେ ତୁ ଆଉ ଗୋଟେ ଛକ ରେ ପରିବାର
#ପ୍ରେମ
subhusays
@subhuuusays
almost 2 years ago
ଜୀବନ ଯାହା ପ୍ରତି ନିଷ୍ଠୁର ହେଇଥାଏ ସେ ସବୁବେଳେ ଜୀବନ ସାଥି ଟିଏ ଖୋଜିଥାଏ 🙂
#ଜୀବନସାଥି
subhusays
@subhuuusays
almost 2 years ago
@tripatimali4
ଆପଣ ଙ୍କ ଲେଖା ବହୁତ୍ ସୁନ୍ଦର🙏
subhusays
@subhuuusays
almost 2 years ago
ନାରୀ କେବେ ଅନ୍ୟ ନାରୀ କୁ ବରଦାସ୍ତ କରିପାରେ ନାହିଁ , ତୁମ ପାଇଁ ସେଟା ବି କରିଥିଲି ଆଉ କେତେ ଭଲପାଇଥିଲେ ମୋ ଭଲପାଇବାକୁ ବୁଝିଥାନ୍ତ ?
#ପ୍ରେମ
#ପ୍ରତାରଣା
subhusays
@subhuuusays
almost 2 years ago
@AmHimansu
🙂🫠
subhusays
@subhuuusays
almost 2 years ago
ମୋ ସହପାଠୀ ଜଣେ ଗୋଟେ ପୁଅ କୁ ପାଇବା ପାଇଁ ବହୁତ୍ କାନ୍ଦୁଥାଏ, ମୁଁ ସେତେବେଳେ ତାକୁ ବୁଝାଉଥାଏ ,କଣ ପାଇଁ ଗୋଟେ ପୁଅ ପାଇଁ ଏତେ କାନ୍ଦୁଛୁ , କିଛି ବର୍ଷ ପରେ ତା ଜାଗାରେ ମୁଁ ଥାଏ ଆଉ ସେ ମତେ କହିଲା ତୁ ନିଜେ କହୁଥିଲୁ ଟି? ଏବେ କଣ ହେଲା ? ଉତ୍ତର ନଥିଲା ମୋ ପାଖେ🙂
#ମଣିଷ
#ଜୀବନ
#ପ୍ରେମ
subhusays
@subhuuusays
almost 2 years ago
ଜୀବନ ଓ ମୃତ୍ୟୁ ର ବାଟରେ ସମସ୍ତେ ସବୁବେଳେ ଭରସା ରେ ନୁହେଁ ଆଶା ରେ ବଞ୍ଚିଥାନ୍ତି, ଭରସା ବାରମ୍ବାର ଭାଙ୍ଗିଲା ପରେ ବି , ଆଶା ଭାଙ୍ଗିନଥାଏ ସେଇ ଟିକେ ଆଶା,ଜୀବନ ବଞ୍ଚିବା ଶିଖେଇଥାଏ
#ଭରସା
#ଆଶା
subhusays
@subhuuusays
almost 2 years ago
ଦିନ ସାରା ତ ହସିକି କଟେଇଦିଏ ରାତି ହେଲେ ନିଜ ସହ ଭେଟ ହୁଏ ✨
#ସନ୍ଧ୍ୟା
#ଦୂର୍ଶ୍ୟ
subhusays
@subhuuusays
almost 2 years ago
ଆଜି ଯାଏ ବୁଝି ପାରିଲି ନାହିଁ ମରିବା ପରେ ନର୍କ କୁ ଯାଇଥାନ୍ତି ନା ଏ ଜୀବନ ଟା ହିଁ ନର୍କ ଅଟେ ।।।।
#ଜୀବନ
#ନର୍କ
subhusays
@subhuuusays
almost 2 years ago
ସୁନ୍ଦର ସ୍ତ୍ରୀ କୁ ଅଧିକ ଭଲପାଇବା ମିଳେ ସ୍ବାମୀ ଠୁ "ମା କହୁଥିଲେ" ବୋଧେ ମା ସେଥି ପାଇଁ କେବେ ତାଙ୍କ ସ୍ବାମୀ ଙ୍କ ଠୁ ଭଲପାଇବା ପାଇନାହାନ୍ତି କିନ୍ତୁ ମା ସ୍ତ୍ରୀ ର ଅସୁନ୍ଦରତା କହୁନଥିଲେ ମା ପୁରୁଷ ଲୋକ ଙ୍କ ଦୁର୍ବଳତା କହୁଥିଲେ
#ସମ୍ପର୍କ
#ସ୍ବାମୀ
#ସ୍ତ୍ରୀ
subhusays
@subhuuusays
almost 2 years ago
@BishnuMohanPat2
@RJanaki14
ଆଜ୍ଞା, ଆଜି କାଲି ଏସବୁ ହିଁ ହେଉଛି ମୋ ଲେଖା କୁ ନିଜ ଲେଖା କରି ପୋଷ୍ଟ
subhusays
@subhuuusays
almost 2 years ago
@RJanaki14
ପୁଣୀ ମୋ ଲେଖା କୁ ? ଆପଣ ଆପଣଙ୍କ ଲେଖା କରି ପୋଷ୍ଟ କରିଛନ୍ତି?
subhusays
@subhuuusays
almost 2 years ago
@RJanaki14
ମୋ ଲେଖା କୁ ଚୋରି କରିବା କଣ ଠିକ୍ ?
subhusays
@subhuuusays
almost 2 years ago
@Redmi57338828
ବିବାହ କରିନାହିଁ ମୁଁ , ଲେଖିକା ମୁଁ , ଲେଖେ ଆଜି କାଲି ଦୁନିଆ ବିଷୟରେ 🙏
subhusays
@subhuuusays
almost 2 years ago
ତାଙ୍କ ଘରଲୋକଙ୍କୁ ମୁଁ ପସନ୍ଦ ନୁହେଁ,କଣ ପାଇଁ ଆଜି ଯାଏ ଜାଣିପାରିଲି ନାହିଁ , ବୋଧେ ମୋ ରଙ୍ଗ ଟିକେ ସାବନ୍ ବୋଲି ।। ଆଜି ଯଦି ଗୋରୀ ଆଉ ସୁନ୍ଦରୀ ହୋଇଥାନ୍ତି ବହୁତ୍ ଭଲପାଇବା ପାଇଥାନ୍ତି 😊।।ଶେଷରେ ଭାବେ,ନିଜ ଘରୁ କେବେ କିଛି ପାଇଲି ନାହିଁ , ଆଉ ସେ ଘରୁ କୋଉଠୁ ପାଇବି
#ବାହାଘର
#ଶାଶୁଘର
subhusays
@subhuuusays
almost 2 years ago
@mohapatra_binay
🙏❤️
subhusays
@subhuuusays
almost 2 years ago
@Subasini_Parida
🙂
subhusays
@subhuuusays
almost 2 years ago
ପ୍ରେମରେ ପଡ଼ିଥିଲି ? ନା ନା... ଭ୍ରମରେ ପଡ଼ିଥିଲି 🙂
#ଛଳନା
#ପ୍ରେମ
subhusays
@subhuuusays
almost 2 years ago
ନିଜ ଖୁସି ପାଇଁ ଆଉ କାହାର ଦୟା ର ପାତ୍ର ନହୋଇ , ନିଜ ଉପରେ ଟିକେ ଦୟା କରନ୍ତୁ । ଆଉ ଖୁସି ରେ ରୁହନ୍ତୁ ।।
#ଖୁସି
subhusays
@subhuuusays
almost 2 years ago
@AseshRout
ଜୀବନ କାଟିବା ଟା ହିଁ ବୋଧେ ଗୋଟେ ଦଣ୍ଡ ✨ ଖୁସି କାଇଁ କୋଉଠି ମତେ ଦେଖା ଯାଉନି ୨୧ ବର୍ଷ ହେଲା
subhusays
@subhuuusays
almost 2 years ago
ଜୀବନ ଆଉ ମୃତ୍ୟୁ ଖେଳ ରେ ମୃତ୍ୟୁ ହି ଜିତିବ , ସେ ସପ୍ନ ମରିବା ହେଉ କିମ୍ବା ଦେହ ର ✨
#ଜୀବନ
Last Seen Users on Sotwe
Asupan indo
Seen from
Indonesia
Blacked Jav
Seen from
Singapore
.
Seen from
United Kingdom
Türbanlı Cd Nesrin
Seen from
Turkey
mbaplewsteph
Seen from
South Africa
bokep indoasia
Seen from
Indonesia
packs de famosos
Seen from
Mexico
Çiğdem Akkuş
Seen from
Turkey
ขี้เงี่ยนชอบเย็ดสาวใหญ่แม่หม้าย
Seen from
Thailand
Divas Ecuatorianas
Seen from
India
Trends for you
1
#bb28
Under 10K tweets
2
#RaisingKanan
Under 10K tweets
3
Haynes King
Under 10K tweets
4
#This_And_That
Under 10K tweets
5
Red Sox
Under 10K tweets
6
ravyn lenae
Under 10K tweets
7
Kawhi
Under 10K tweets
8
Ogles
Under 10K tweets
9
Way Out
Under 10K tweets
10
Chelsea Gray
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.7M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.9M followers
10
Taylor Swift
@taylorswift13
82.8M followers
11
Lady Gaga
@ladygaga
74.3M followers
12
Virat Kohli
@imvkohli
71.8M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.7M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫