Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
JITENDRA SINGH
@55JITENDRASING1
Joined June 2022
1K
Following
133
Followers
1.6K
Posts
55JITENDRASING1
retweeted
CMO Odisha
@CMO_Odisha
about 6 hours ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ନୂତନ ଭାବେ ଚୟନୀତ ୯ଟି ବିଭାଗର ୧୩୨୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଉଛି ।
55JITENDRASING1
retweeted
ଓଟିଭି
@otvkhabar
about 5 hours ago
#୧୩୨୬_ଜଣଙ୍କୁ_ନିଯୁକ୍ତି_ପତ୍ର_ଦେଲେ_ମୁଖ୍ୟମନ୍ତ୍ରୀ
-ଭୁବନେଶ୍ବରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା -୧୩୨୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ -ନୂଆ ଚୟନିତ ୯ ବିଭାଗର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ -ଏହି ନିଯୁକ୍ତି ପ୍ରଶାସନକୁ ଆହୁରି ସଶକ୍ତ କରିବ କହିଲେ ମୁଖ୍ୟମନ୍ତ୍ରୀ -'ମୋଟ୍ ୧୬ଟି ନିଯୁକ୍ତି ମେଳାରେ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ଦେଇଛୁ' #OdishaCM #AppointmentLetters #Bhubaneswar #RecruitmentMela #JobOffers #1326Appointments #OdishaJobs #NewRecruits #OTV
See More
55JITENDRASING1
retweeted
Nrusingha Behera 🇮🇳
@NrusinghaOdisha
1 day ago
ଘଟଗାଁ ମା ତାରିଣୀ ପୀଠ ରେ ସୁରକ୍ଷା ରେ ଢିଲା 🙋♂️ ମା ତାରିଣୀ ଙ୍କ ପୀଠ କୁ କିଛି ଶ୍ରଦ୍ଧାଳୁ ନଗ୍ନ ଡ୍ରେସ ପିନ୍ଧି ଆସୁଛନ୍ତି | ମୁଁ ଅନୁରୋଧ କରିବି ମାନ୍ୟବର
@Dist_Kendujhar
@MaaTariniTemple
ଙ୍କୁ ତୁରନ୍ତ ମନ୍ଦିର ର ସୁରକ୍ଷା ଵେବସ୍ଥା କଢ଼ା କଢି କରିବା ସହ ସମସ୍ତ ପ୍ରବେଶ ଦ୍ୱାର ରେ ଛୋଟ କପଡା ନିଷେଧ ଉପରେ ପୋଷ୍ଟର ଲଗାଯାଉ |
See More
55JITENDRASING1
retweeted
English page
@Bestenglishpage
4 days ago
Types of Doctors.
Who to follow
🇮🇳! KumaR !🇮🇳
@Bapan_84
#राधे_राधे_!💙🙏 '' Be a self motivator . Because nobody else is going to push you to achieve your Goals ! '' ..... #KumaR • #ମୋ_ଭାବନା_ରାଇଜରୁ • #ମୁଁ_ଓଡ଼ିଆ
SOMANATH NAYAK
@SomaKHD
Hrdf India (State president of odisha) Social Worker Of Hrdf India
55JITENDRASING1
retweeted
English page
@Bestenglishpage
2 days ago
Prepositions.
55JITENDRASING1
retweeted
English page
@Bestenglishpage
2 days ago
Grammar Rules.
55JITENDRASING1
retweeted
English page
@Bestenglishpage
2 days ago
Prepositions.
55JITENDRASING1
retweeted
SUBHRANSU PANDA
@AuthorSubhransu
2 days ago
ବିରଳ ବେନହୁର ଓ ଗରଳ ଗୌରହରି ----- ଏଇ ସପ୍ତାହରେ, ଅଗଷ୍ଟ ମାସ ୩ ତାରିଖ ଥିଲା ବିଶିଷ୍ଟ ଲେଖକ ଶ୍ରୀ ଦାଶ ବେନହୁରଙ୍କର ଜନ୍ମତିଥି। ତାଙ୍କୁ ୭୩ ପୂରି ୭୪ ଚାଲିଲା। ଏ ଅବସରରେ ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ 'ସମ୍ଭାବନା' ଅନୁଷ୍ଠାନ ପକ୍ଷରୁ 'ବେନହୁର ବିଶେଷ' ଶୀର୍ଷକ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ 'ସମ୍ବାଦ'ର ପ୍ରତିଷ୍ଠାତା ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଥିଲେ ସଂସ୍କୃତି ଗବେଷକ ଡ. ଶାନ୍ତନୁ କୁମାର ରଥ ଓ ଲେଖକ ଡ. ଗୌରହରି ଦାସ। ଏ ଅବସରରେ ଶିଶୁ ସାହିତ୍ୟ ରଚନାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ 'ବେନହୁର ବିଶେଷ ସମ୍ମାନ ୨୦୨୬' ଗ୍ରହଣ କଲେ ପ୍ରସିଦ୍ଧ କଥାଶିଳ୍ପୀ ଶ୍ରୀ ପରେଶ କୁମାର ପଟ୍ଟନାୟକ। ଶ୍ରୀ ଦାଶ ବେନହୁରଙ୍କ କୃତିତ୍ବ ଓ ବ୍ୟକ୍ତିତ୍ବ ବିଷୟରେ ବକ୍ତବ୍ୟ ରଖିବା ପାଇଁ ଆୟୋଜକ ଯଥାକ୍ରମେ ଶ୍ରୀ ରଥ ଓ ଶ୍ରୀ ଦାସଙ୍କୁ ଦାୟିତ୍ବ ଦେଇଥିଲେ। କୃତିତ୍ବ ବିଷୟରେ ଶାନ୍ତନୁ ବାବୁ କହିସାରିବା ପରେ ପାଳି ପଡ଼ିଲା ଗୌରହରିଙ୍କର। ବେନହୁରଙ୍କ ବ୍ୟକ୍ତିତ୍ବ ବିଷୟରେ କହିବାକୁ ଯାଇ ଗୌରହରି କିଭଳି ଆତ୍ମପ୍ରଶସ୍ତି ଓ ବନ୍ଧୁନିନ୍ଦାର ଏକ କୁତ୍ସିତ ଖେଳ ଖେଳିଲେ ସେ ନେଇ ମୋର ଏ ଆଲେଖ। -- ଆତ୍ମପ୍ରଶସ୍ତି -- ବକ୍ତବ୍ୟ ଆରମ୍ଭରୁ ପରେଶଙ୍କୁ ପ୍ରଶଂସା କରିବା ଆଳରେ ଶ୍ରୀ ଦାସ ଯାହା କହିଥିଲେ ତା'ର ସାରମର୍ମ ହେଉଛି- ପରେଶ ପଟ୍ଟନାୟକ ଜଣେ ଭଲ କଥାଶିଳ୍ପୀ ଏବଂ ତାଙ୍କର ପ୍ରଥମ ପୁସ୍ତକ ମୋ ଯୋଗୁଁ ଛପା ହୋଇଥିଲା। ସୌମ୍ୟବାବୁ ନୂଆକରି ପ୍ରକାଶନରେ ପାଦ ଦେଇଥାଆନ୍ତି। ଗୋଟିଏ କବିତା ପୁସ୍ତକ ପ୍ରକାଶ କରି ଏହାର ବିକ୍ରିକୁ ନେଇ ଅତ୍ୟନ୍ତ ନିରାଶ ଥାଆନ୍ତି। ପ୍ରକାଶନରୁ ତାଙ୍କର ମୋହ ତୁଟିଲା ବେଳକୁ ମୁଁ ପରେଶଙ୍କ ପ୍ରଥମ ଗଳ୍ପ ସଙ୍କଳନର ପାଣ୍ଡୁଲିପି ନେଇ ତାଙ୍କୁ ଛପାଇବାକୁ ଅନୁରୋଧ କଲି। ମୋ ଅନୁରୋଧ ଯୋଗୁଁ ପରେଶଙ୍କ ପୁସ୍ତକ ଆଲୁଅ ଦେଖିଲା। ନିଜ ଗଳ୍ପର ପାଠକୀୟତାରେ ନିରାଶ ହୋଇଥିବା ପରେଶ ନିଜେ ବି ଏ ପୁସ୍ତକ ପ୍ରକାଶିତ ହେଉ ବୋଲି ଚାହୁନଥିଲେ। କିନ୍ତୁ ମୁଁ ବାଧ୍ୟ କରି ତାଙ୍କଠାରୁ ପାଣ୍ଡୁଲିପି ଆଣିଥିଲି।' ଏ ଅବସରରେ ଗୌରହରି ପରେଶଙ୍କର ଛେଳି ଚରିତ୍ରରେ ଅଭିନୟ ବିଷୟକ ଏକ ଗଳ୍ପର ସାରାଂଶ ମଧ୍ୟ କହିଥିଲେ। ବକ୍ତବ୍ୟର ଶେଷ ଆଡ଼କୁ ଗୌରହରି ପୁଣି କହିଥିଲେ - 'ମୁଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଆବାହକ ଥିବାବେଳେ ବେନହୁର ବାଲ୍ ପୁରସ୍କାର ପାଇଥିଲେ। ଅବଶ୍ୟ ପୁରସ୍କାର ଦେବାରେ ଆବାହକଙ୍କର ଭୂମିକା ନଥାଏ।' ଦୁଇଥର ସାହିତ୍ୟ ଏକାଡେମୀ ପୁରସ୍କାର ହାତେଇଥିବା ଗୌରହରି ଭୁଲନ୍ତୁ ନାହିଁ ଯେ ଦାଶ ବେନହୁର, ପଦ୍ମଜ ପାଳ, ଦେବ୍ରାଜ ଲେଙ୍କାଙ୍କ ଭଳି ଲେଖକ 'ସାହିତ୍ୟ ଏକାଡେମୀ ପୁରସ୍କାର' ପାଇବା କଥା। କିନ୍ତୁ ଭୂମିକା ନଥିବା ଆବାହକ ଯେ ତାହା କରାଇ ଦେଉନାହାନ୍ତି, ଏ କଥା ସଭିଏଁ ଜାଣନ୍ତି। -- ଉଧାର ସ୍ବୀକାର -- ଏଥର ଗୌରହରି କହିଥିଲେ- ଅନ୍ୟର ସୁଖ ଦେଖି ନିଜେ ଖୁସିହେବା ଭାଆରି କଷ୍ଟ। (ଏ ବକ୍ତବ୍ୟ ବକ୍ତାଙ୍କ ନିଜ ବ୍ୟକ୍ତିତ୍ବ ବିଷୟକ ବୋଲି ମନେହେଲା।) କିନ୍ତୁ ବେନହୁର ଏସବରୁ ଊର୍ଦ୍ଧ୍ବରେ। ଦାଶ ବେନହୁରଙ୍କ ସହ ଅନେକ ଥର କାର୍ରେ ଓ ବସ୍ରେ ଯାତ୍ରା କରିଛି। ତାଙ୍କ ସହ ଯାତ୍ରା କରିବାବେଳେ ବାଟ ସରିଯାଏ। ସେ ବହୁତ ଗପନ୍ତି ଏବଂ ମୋତେ ସେସବୁ ଶୁଣିବାକୁ ଭଲଲାଗେ। ତାଙ୍କଠୁ ଅନେକ ନୂଆକଥା, ଗଡ଼ଜାତ କାହାଣୀ ଶୁଣିଛି। ମୁଁ ତାଙ୍କଠୁ ଶୁଣିଥିବା କେତୋଟି କାହାଣୀକୁ ନେଇ ଗପ ଲେଖିଛି। ଶେଷ ମୋଗଲ ସମ୍ପର୍କିତ ତାଙ୍କର ଗୋଟିଏ କଥା ମୋର ମନକୁ ପାଇଥିଲା ଏବଂ ମୁଁ ତାହାକୁ ଲେଖିଥିଲି। ସେମିତି ତାଙ୍କଠାରୁ ଶୁଣିଥିବା କିଛି ଗଡ଼ଜାତ କାହାଣୀକୁ ମଧ୍ୟ ମୁଁ ଲେଖି ପକାଇଛି। ଯାହାହେଉ ପଛେ, ଗୌରହରି ଉଧାର ସ୍ବୀକାର କଲେ। ପୂର୍ବରୁ ଅନ୍ୟର ଏକାଧିକ କାହାଣୀକୁ କଥାର ସମ୍ପାଦକୀୟରେ ନିଜ ନାମରେ ଛାପି ସେ ଧରା ପଡ଼ିଛନ୍ତି ଓ ନିନ୍ଦିତ ହୋଇଛନ୍ତି। -- ଭୁଲ ଢାଙ୍କିବାର ପ୍ରୟାସ -- ଏ ସଭାର କିଛିଦିନ ଆଗରୁ ଗୌରହରି ନିଜ ଫେସବୁକ୍ ପୋଷ୍ଟରେ ଉଭୟ ଦାଶ ବେନହୁର ଓ ସୌମ୍ୟରଂଜନଙ୍କ ବିରୋଧରେ ଲେଖିଥିଲେ। ଏସବୁ ସତ୍ତ୍ବେ ତାଙ୍କୁ ଅତିଥି କରି ଡାକିବା ଦାଶ ବେନହୁରଙ୍କର ବଡ଼ପଣ ଓ କ୍ଷମାଗୁଣ। ତାଙ୍କୁ ହସିହସି ମଞ୍ଚରେ ଆବୋରିବା ସୌମ୍ୟବାବୁଙ୍କର ମଧ୍ୟ ବଡ଼ପଣ। ତେବେ ନିଜର ଭୁଲକୁ ଘୋଡ଼େଇବା ପାଇଁ ଦାଶ ବେନହୁରଙ୍କର ବ୍ୟକ୍ତିତ୍ବକୁ ପ୍ରଶଂସା କରିବା ଆଳରେ ଗୌରହରି କହିଥିଲେ - ଦାଶ ବେନହୁର ବିରୋଧ ନୁହେଁ, ବୁଝାମଣାରେ ବିଶ୍ବାସ କରନ୍ତି। ମୁଁ ଅନେକଥର ତାଙ୍କ ବିଷୟରେ ରାଗରେ କ'ଣ କହିଦେଇଛି, ସେ ମାତ୍ର ଧାଡ଼ିଟିଏ ଲେଖି ମୋତେ ବୁଝେଇ ଦେଇପାରିଛନ୍ତି ଏବଂ କୋଳେଇ ନେଇଛନ୍ତି। ଗୌରହରିଙ୍କ ଏ ବକ୍ତବ୍ୟରେ କିନ୍ତୁ ଫଣାରେ ବିଷ୍ଣୁତିଳକ ମାରିଥିବା ଏକ ଗରଳଧାରୀ ପ୍ରାଣୀ ଦିଶୁଥିଲା। -- ଶେଷରେ ଅସଲ ଖେଳ -- ଗୌରହରି କହିଥିଲେ - "ତେବେ ବେନହୁରଙ୍କର ଦୁର୍ବଳତା ବି ରହିଛି। ସେ ସାହସୀ ନୁହନ୍ତି। ସେ ଏବେ ପୂର୍ବ ସରକାର ବିରୋଧରେ ଲେଖୁଛନ୍ତି, କିନ୍ତୁ ବର୍ତ୍ତମାନର ସରକାର ବିରୋଧରେ ଲେଖିବାକୁ ତାଙ୍କର ସାହସ ନାହିଁ। ସମ୍ବିଧାନ ବିଷୟରେ ବହୁ ସ୍ତମ୍ଭ ଲେଖିଛନ୍ତି, କିନ୍ତୁ 'ସମ୍ବିଧାନ ହତ୍ୟା ଦିବସ' ପାଳନ ପ୍ରସଙ୍ଗରେ ସେ ନିରବ।" ଭୋଲଟାୟାରଙ୍କ ଉକ୍ତିର ଉଦାହରଣ ଦେଇ ଗୌରହରି କହିଲେ ଯେ ଲେଖକମାନେ ସରକାରଙ୍କ ବିରୁଦ୍ଧରେ ଲେଖିବାର ସାହସ ଦେଖାଇବା କଥା। ବେନହୁରଙ୍କ ବିଷୟରେ ସେ ଯାହା କହିଲେ, ଅସଲରେ ତାହା ତାଙ୍କ ନିଜର ବ୍ୟକ୍ତିତ୍ବ। ପୂର୍ବ ସରକାରରେ 'ଅନୁବାଦ ଏକାଡେମୀ' ପ୍ରତିଷ୍ଠା ହେବ ବୋଲି ଘୋଷଣା ହେବା ପରେ ଏହାର ପ୍ରଥମ ମୁଖ୍ୟ ହେବା ଲାଗି ଜଣେ ଆଇଏଏସ୍ ଅଧିକାରୀଙ୍କ ପ୍ରାୟ-ପଦନତ ହୋଇଥିବା ଗୌରହରି ସଂପ୍ରତି 'ଓଡ଼ିଶା ସଂଗୀତ ନାଟକ ଏକାଡେମୀ' ସଭାପତି ହେବାଲାଗି ସଂସ୍କୃତି ମନ୍ତ୍ରୀଙ୍କୁ ଏବଂ ପଦ୍ମଶ୍ରୀ ପାଇବା ଲାଗି ସରକାରଙ୍କୁ କିଭଳି ପ୍ରଶଂସା କରୁଛନ୍ତି ତାହା ସର୍ବଜନବିଦିତ। ସରକାରଙ୍କୁ ବେନହୁର ପ୍ରଶଂସା କରୁଛନ୍ତି ବୋଲି ଅଭିଯୋଗ କରୁଥିବା ଗୌରହରି ନିଜେ କିଭଳି ସରକାରଙ୍କର ଭାଟ ସାଜିଛନ୍ତି ତାହାର ତିନୋଟି ଉଦାହରଣ ଏଠାରେ ଦେବି। ଉଦାହରଣ ୧. ମାତବର ତରୁଣ ତଥା ସଂସ୍କୃତି ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୂରଜଙ୍କ ଉପରେ ବହୁ ବର୍ଷ ପୂର୍ବରୁ ଏକ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେ ଆକ୍ରମଣ ଥିଲା ରାଜନୈତିକ ପ୍ରଣୋଦିତ ଏବଂ ନିନ୍ଦନୀୟ। ସେତେବେଳେ ଓଡ଼ିଶାରେ ସରକାର ବଦଳି ନଥିବାରୁ ବାବୁ ଗୌରହରି ନିରବ ଥିଲେ। ସୂର୍ଯ୍ୟବଂଶୀ ମନ୍ତ୍ରୀ ହେବା ପରେ ତାଙ୍କର ଏ କଥା ମନେପଡ଼ିଲା। ଗୌରହରି 'ସମ୍ବାଦ'ରୁ ବିତାଡ଼ିତ ହେବାର କିଛି ମାସ ଆଗରୁ ଅନୁଷ୍ଠାନର ଏକ ସଭାରେ ସୂର୍ଯ୍ୟବଂଶୀ ଅତିଥି ଥିଲେ ଏବଂ ସେହି ଆକ୍ରମଣ କଥା ମନେପକାଇ ରକ୍ତ-ଅଭିଷେକର ଏଭଳି ପ୍ରଶସ୍ତିଗାନ କରିଥିଲେ ଯେ ସ୍ବୟଂ ମନ୍ତ୍ରୀ ବି ଏହାକୁ ଅତ୍ୟୁତ୍ସାହ ଓ ଚାଟୁକାରିତା ବୋଲି ମନେକରିଥିବେ! ଉଦାହରଣ ୨. ଗୌରହରି ଏକାଧିକ ଦେଶ ବୁଲିଛନ୍ତି, ଭାରତର ପ୍ରାୟ ସବୁ ରାଜ୍ୟ ବୁଲିଛନ୍ତି, ବହୁ ବଡ଼ ଲେଖକ ଓ ବ୍ୟକ୍ତିତ୍ବଙ୍କ ସହ ମିଶିବାର ସୁଯୋଗ ପାଇଛନ୍ତି। ଓଡ଼ିଶାରେ ସୁରେନ୍ଦ୍ରଙ୍କ ଠାରୁ ଶୁଭ୍ରାଂଶୁ ଯାଏଁ ବହୁ ସାହିତ୍ୟିକଙ୍କ ସଂସ୍ପର୍ଶରେ ଆସିଛନ୍ତି। କିନ୍ତୁ ତାଙ୍କ ଆତ୍ମଜୀବନୀ ଲେଖିବା ପାଇଁ ସେ ପ୍ରେରଣା ପାଇଲେ କାହାଠାରୁ? ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କଠାରୁ। ଏବେ ସଂଗୀତନାଟକ ଏକାଡେମୀ ସଭାପତି ପଦ ଆଉ କେହି ଛଡ଼ାଇ ପାରିବେନାହିଁ! ସୁବୋଧ ପଟ୍ଟନାୟକଙ୍କଠାରୁ ଧୀର ମଲ୍ଲିକଙ୍କ ଯାଏଁ ପ୍ରସିଦ୍ଧ ନାଟ୍ୟ ବ୍ୟକ୍ତିତ୍ବ, ରାମହରି ଦାସଙ୍କଠାରୁ ଇଲେଆନା ଚିତାରିସ୍ତିଙ୍କ ଯାଏଁ ପ୍ରସିଦ୍ଧ ସଂଗୀତ ଓ ନୃତ୍ୟ ବିଶାରଦ, ସବ୍ୟସାଚୀ ମହାପାତ୍ରଙ୍କ ଠାରୁ ମହାଶ୍ବେତା ରାୟଙ୍କ ପର୍ଯ୍ୟନ୍ତ ନିର୍ଦ୍ଦେଶକ ଓ ଅଭିନେତା ଥାଉଁ ଥାଉଁ ଜଣେ ସ୍ତମ୍ଭକାର ଓ କାହାଣୀକାର ଯିବେ ଓଡ଼ିଶାର ସଂଗୀତ ଓ ନାଟକ ସମ୍ଭାଳିବାକୁ! ଉଦାହରଣ ୩. କିଛି ଦିନ ତଳେ ଯୁବ ନେତା ସେହଜାଦ ପୁନାବାଲା ବିଜେପି ଛାଡ଼ିଛନ୍ତି ବୋଲି ଖବର ମିଳିଛି। ସେ ଦିନେ କଂଗ୍ରେସରେ ଥାଇ ବିଜେପିକୁ ଗାଳି ଦେଉଥିଲେ, ବିଜେପିରେ ଥାଇ କଂଗ୍ରେସର ନିନ୍ଦା କରୁଥିଲେ। ହୁଏତ କାଲି ଆଉ କେଉଁ ଦଳକୁ ଯାଇ ଏ ଦୁଇ ଦଳର ନିନ୍ଦାଗାନ ବି କରିପାରନ୍ତି। ବାରମ୍ବାର ଦଳ ବଦଳାଉଥିବା ଏଭଳି ଲୋକଙ୍କର ବିଶ୍ବାସ ନାହିଁ। ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଇଣ୍ଡିଆ ଟୁଡେ କନ୍କ୍ଳେଭ୍ରେ ନେହେରୁଙ୍କ ନିରପେକ୍ଷତା ବିରୋଧରେ ପୁନାବାଲା ଦେଇଥିବା ୩ ମିନିଟ୍ର ବକ୍ତବ୍ୟକୁ 'ଏକ ଯୁକ୍ତିଯୁକ୍ତ ଓ ପ୍ରଭାବୀ କ୍ଷୁଦ୍ର ଭାଷଣ' (logical and impactful short speech) ବୋଲି କହି ୨୦୨୬ ଜୁନ୍ ୧୩ ତାରିଖରେ କାହିଁକି ଫେସ୍ବୁକ୍ ପୋଷ୍ଟ୍ କଲେ ଗୌରହରି ଦାସ? କାହା ଦ୍ବାରା ନିର୍ଦ୍ଦେଶିତ ହୋଇ ଜଣେ ଲେଖକ ଏଭଳି ଅପ୍ରତ୍ୟାଶିତ ଓ ଅବାଞ୍ଛିତ ରାଜନୈତିକ ହାତବାରିସି ସାଜିଲେ? ସରକାରଙ୍କୁ ବିରୋଧ କରିବାର ସାହସ ନାହିଁ ବୋଲି ପରକୁ କହି ଦେଉଥିବା ଗୌରହରିଙ୍କର ସାହସ ଏଥିରୁ ଅନୁମାନ କରନ୍ତୁ। -- ଶେଷ କଥା -- ଦାଶ ବେନହୁର ଜଣେ ସର୍ବପ୍ରିୟ ଏବଂ ନିର୍ବିବାଦୀୟ ବ୍ୟକ୍ତିତ୍ବ। ସବୁବେଳେ ତାଙ୍କ ଜନ୍ମଦିନ ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଲେଖକ ଯୋଗଦିଅନ୍ତି। ଏଥର ଗୌରହରିଙ୍କ ଉପସ୍ଥିତିକୁ ବିରୋଧ କରି ପ୍ରାୟ ସାହିତ୍ୟିକ ସେ ସଭାରେ ଅନୁପସ୍ଥିତ ଥିଲେ, ଏପରିକି ସମ୍ବାଦରେ କାର୍ଯ୍ୟରତ ଲେଖକମାନେ ବି ସଭାକୁ ବର୍ଜନ କରିଥିଲେ। ଗରଳକୁ ଉପେକ୍ଷା କରି ସର୍ପର ଆବାହନ କରିବା ଦାଶ ବେନହୁରଙ୍କର ବଡ଼ପଣ। ବ୍ୟକ୍ତିତ୍ବ ବିଷୟରେ କହିବାକୁ ଯାଇ ଜନ୍ମଦିନରେ ପରୋକ୍ଷ ନିନ୍ଦା କରିବା ଗୌରହରିଙ୍କ ହୀନମନ୍ୟତା। #ଓଡ଼ିଆସାହିତ୍ୟ #OdiaLiterature
See More
55JITENDRASING1
retweeted
Soul Of Bharat
@SoulOf_Bharat
6 days ago
Mahakal's silence speaks louder than the world's noise.
55JITENDRASING1
retweeted
Bhumi Dixit
@bhumidixit__
6 days ago
उज्जैन से श्री महाकालेश्वर ज्योतिर्लिंग का दिव्य दर्शन
55JITENDRASING1
retweeted
pinky
@pinky1133100
8 days ago
Happy friendship day 💞
55JITENDRASING1
retweeted
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
@SangitaSethy
8 days ago
He is my all time friend!❤️ A journey from childhood to lifetime ❤️
55JITENDRASING1
retweeted
Sudarsan Pattnaik
@sudarsansand
13 days ago
Jai Jagannath 🙏
55JITENDRASING1
retweeted
Prachee Nanda OSPS (।)🌵
@PracheeNanda
13 days ago
ସୁନ୍ଦର ଠୁ ବି ବେଶି ସୁନ୍ଦର ଯିଏ ଆମକୁ ସବୁବେଳେ ବୁଝେ, . . ତାହାଲେ ତୋଠୁ ସୁନ୍ଦର ଆଉ କିଏ ✍️
#ହେ_ନାଥ
🙏
55JITENDRASING1
retweeted
Bibhuti Bhusan
@BibhuSamal11
13 days ago
·
Cuttack
@BJP4Odisha
ଲୋକଙ୍କ ପାଇଁ ନିୟମ ଆଇନ ଓ ସମ୍ବିଧାନ.. ସଂସଦ ଭବନ ରେ ଦେଶର ତଥା ପ୍ରତେକ ରାଜ୍ୟ ଉର୍ନ୍ନତି ର ଆଲୋଚନା କେନ୍ଦ୍ର. ଯେମିତି ଗଣ୍ଡଗୋଳ ଯୁକ୍ତି ତର୍କ ଗୃହ ବନ୍ଦ ହେଉଛି ଏମାନେ ମୂର୍ଖ ରୁ ଅଧିକ.. କହିବାର ଅଧିକାର ପ୍ରତେକଙ୍କ ପାଖରେ ରହିଛି କିନ୍ତୁ ଏମିତି ମୂର୍ଖ ଭଳି ନାହିଁ 🙏
55JITENDRASING1
retweeted
Rani Gupta
@ranigupta_20
15 days ago
Will you join me for Sunday lunch?
55JITENDRASING1
retweeted
Radhika Khandelwal
@bej_ajit
15 days ago
55JITENDRASING1
retweeted
ମୁଁ ବ୍ରହ୍ମପୁର
@neon79179
15 days ago
@neegam_kumar
Aau tu chamcha
55JITENDRASING1
retweeted
लता
@LattaRitu
15 days ago
#NewProfilePic
55JITENDRASING1
retweeted
Glaksh🦋
@gajujoie
15 days ago
Happy egg dosai to all
Last Seen Users on Sotwe
นักเรียนควย ใหญ่
Seen from
Thailand
gavat koca
Seen from
Turkey
خدام المحجبات
Seen from
Jordan
AyakKölesi25👠😘
Seen from
Turkey
Hand solo 77
Seen from
Pakistan
EMAK BANDEL
Seen from
Japan
Lux Luthor
Seen from
United States
Dionisos
Seen from
Turkey
flexcum
Seen from
United States
15 سكَّس بنات عربي
Seen from
Japan
Trends for you
1
Good Monday
Under 10K tweets
2
WNBA
Under 10K tweets
3
#HOTD
Under 10K tweets
4
Haiti
Under 10K tweets
5
Sophie
Under 10K tweets
6
#MondayMotivation
Under 10K tweets
7
Drake
Under 10K tweets
8
Carrington
Under 10K tweets
9
Norma Burgos
Under 10K tweets
10
Woke 1
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.5M followers
9
KATY PERRY
@katyperry
89M followers
10
Taylor Swift
@taylorswift13
83M followers
11
Lady Gaga
@ladygaga
74.4M followers
12
Virat Kohli
@imvkohli
72M followers
13
Kim Kardashian
@kimkardashian
70.5M followers
14
YouTube
@youtube
68.8M followers
15
Neymar Jr
@neymarjr
64.9M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62.1M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫