Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BJD Gajapati
@BJD4Gajapati
Official Twitter account of BJD Gajapati
Gajapati
Joined May 2018
39
Following
435
Followers
73
Posts
BJD Gajapati
@BJD4Gajapati
about 6 years ago
ଜିଲ୍ଲା ଉପସଭାପତି ଦଣ୍ଡାସୀ ସାହୁ, ଅନ୍ତରଯାମି ଗମାଙ୍ଗ, ବ୍ଲକ ଅଧକ୍ଷା ସୁଖୀ ଶବର, ବ୍ଲକ ସଭାପତି ରଞ୍ଜୀବ ଶବର, ଉପାଧ୍ୟାକ୍ଷା ବାଲ୍ମୀକି ଅଧିକାରୀ, ରାଜେନ୍ଦ୍ର ନାୟକ ଉପସ୍ଥିତ ଥିଲେ।
@Naveen_Odisha
@bjd_odisha
BJD Gajapati
@BJD4Gajapati
about 6 years ago
ଵହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ଗଜପତି ଜିଲ୍ଲା ମୋହନା ଗସ୍ତରେ ଆସି କର୍ମୀ ମାନଙ୍କ ସହ ଅଂଚଳର ସୁବିଧା ଅସୁବିଧା ବିଷୟରେ ଆଲଚନା କରି କର୍ମୀ ମାନଙ୍କ ଦ୍ଵାରା ଲୋକ ମାନଙ୍କୁ ମାକ୍ସ ବାଣ୍ଟିବା ପାଇଁ କିଛି ମାକ୍ସ ପ୍ରଦାନ କଲେ ।
BJD Gajapati
@BJD4Gajapati
about 6 years ago
ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁନାୟ ଟାଉନ୍ ହଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଉଦଘାଟନ କରିଥିଲେ ।
@Naveen_Odisha
@bjd_odisha
See More
BJD Gajapati
@BJD4Gajapati
over 6 years ago
@BurmaSanjay
ଜିଳ୍ଲାପାଳ ଶ୍ରୀ ଅନୁପମ୍ ସାହା ଏବଂ ଏ. ଡି. ମ୍ ଗ୍ୟାନରଞ୍ଜନ ଭଞ୍ଜଦେଓ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେସ କୁମାର ଚୌଧୁରୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ସେଖର ପଣ୍ଡା ପ୍ରମୂଖ ଉକ୍ତ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।
@Naveen_Odisha
@bjd_odisha
Who to follow
Prasenjeet Pati
@PatiPrasenjeet
Techie,love to be hands on with my work. I set my own benchmark,don't waste time judging me *IIT Kharagpur *Entrepreneur *Convenor of BJD IT Wing Let's do it!
KISHORE KUMAR ROUT
@Kishore79938953
କର୍ମ ହିଁ ଭଗବାନ🙏
Ranapratap Patra(मोदी का परिवार)
@Ranapratap85
Deticated to public service & community development 🇮🇳
BJD Gajapati
@BJD4Gajapati
over 6 years ago
ଗଜପତି ଜିଲ୍ଲାରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ
@BurmaSanjay
ଗଜପତି ଜିଲ୍ଲା ଗସ୍ତ କରିଛନ୍ତି। ଗଜପତି ଜିଲ୍ଳାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି।
See More
BJD Gajapati
@BJD4Gajapati
over 6 years ago
COVID-19 ର ଏହି ଲକ୍ ଡାଉନ୍ ସମୟରେ ଦିନରାତି ଜନସେବା ପାଇଁ ଜାଗ୍ରତ ରହି କାମ କରୁଥିବା ଗୁସାଣୀ ବ୍ଲକର ବିଡିଓ ଏବଂ କର୍ମଚାରୀ, ଗୁରାଣ୍ଡି ପୋଲିସ୍ ଷ୍ଟେସନର OIC ଏବଂ କର୍ମଚାରୀ ମାନଙ୍କୁ ଗଜପତି ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍. ଲିଙ୍ଗାରାଜୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି ।
@Naveen_Odisha
@bjd_odisha
See More
BJD4Gajapati
retweeted
BJD Odisha
@BJD4Odisha
over 6 years ago
କୋଭିଡ ସମୟରେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@Naveen_Odisha
ଜୀବନ ଜୀବିକାକୁ ପ୍ରାଥମିକତା ଦେଇ ଲକଡାଉନ କୋହଳ କରିବା ସହିତ ଗୋଷ୍ଠୀ ସଂକ୍ରମଣକୁ ରୋକିବା ନିମନ୍ତେ ସଟ୍ ଡାଉନ ଘୋଷଣା କରିଛନ୍ତି। କରୋନା ଲଢେ଼ଇରେ ଚଳିତ ଜୁନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଅନାବଶ୍ୟକ ଭାବେ ବାହାରକୁ ବାହାରନ୍ତୁ ନାହିଁ ।
See More
BJD4Odisha's tweet video.
BJD4Gajapati
retweeted
BJD IT Wing
@BJDITWing
over 6 years ago
ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ, ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫.୩୦ ରେ ସମସ୍ତେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ, ଓଡ଼ିଶାର ଜାତୀୟ ସଂଗୀତ, "ବନ୍ଦେ ଉତ୍କଳ ଜନନୀ" ଗାନ କରିବାକୁ ଅନୁରୋଧ।
BJD Gajapati
@BJD4Gajapati
over 6 years ago
ଗଜପତି ଜିଲ୍ଲାର ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାୟକ, ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ମୋହନା ବ୍ଲକର ସଭାପତି ରଞ୍ଜିବ ସାର୍ବର ଏବଂ ଅନ୍ୟ ନେତା ମାନେ ବିରିକୋଟେ ଗ୍ରାମର ଝୁନା ମାଝୀଙ୍କୁ ସାକ୍ଷାତ କରିଛନ୍ତି ଯାହାର ତିନି ପୁଅ କିଛି ଦିନତଳେ ମୃତ୍ୟୁବରଣ କରିଥିଲେ।
@Naveen_Odisha
@bjd_odisha
BJD Gajapati
@BJD4Gajapati
over 6 years ago
ଗଜପତି ଜିଲ୍ଲାର ବିଜୁ ଜନତା ଦଳ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରଠାରେ ସ୍ବେଚ୍ଛାକୃତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ , ବରିଷ୍ଠ ନେତା ଶ୍ରୀ ବସନ୍ତ କୁମାର ଦାସ ,ଜିଲ୍ଲା ଉପସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କ ଉପସ୍ଥିତରେ ଆୟୋଜିତ ହୋଇଯାଇଛି।
@Naveen_Odisha
See More
BJD Gajapati
@BJD4Gajapati
over 6 years ago
ଗଜପତି ଜିଲ୍ଲାର ମହେନ୍ଦ୍ରଗଡା ଗ୍ରାମ ପଞ୍ଚାୟତ ଠାରେ କରୋନା ଭାଇରସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସମ୍ମାନିତ ଆର.ଉଦୟଗିରି ବିଡ଼ିଓ , ସ୍ଥାନୀୟ ସରପଞ୍ଚ ଏବଂ ପୁର୍ବତନ ଜିଲ୍ଲା ପରିଷଦ ଜଗବନ୍ଧୁ ଦାଶ ମଧ୍ୟ ଉପସ୍ଥିତ ଥିଲେ l
@Naveen_Odisha
@bjd_odisha
BJD Gajapati
@BJD4Gajapati
over 6 years ago
ପାର୍ଥଡା ଗ୍ରାମ ପଞ୍ଚାୟତ ଆରିମ୍ବା ଗ୍ରାମର ବହୁ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦାନ କରିଛନ୍ତି l
@Naveen_Odisha
@bjd_odisha
@JoinBJD
BJD Gajapati
@BJD4Gajapati
over 6 years ago
ପ୍ରବାଦ ପୁରଷ ବିଜୁ ପଟ୍ଟନାୟକ ଙ୍କ ୧୦୪ତମ ଜନ୍ମ ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ କ୍ଲବ ଆନୁକୂଲ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳର ସମ୍ପୂର୍ଣ ସହଯୋଗ ରେ ଜୀବନ ବିନ୍ଦୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି l
#BijuJayanti
@Naveen_Odisha
@bjd_odisha
@BJDITWing
See More
BJD Gajapati
@BJD4Gajapati
over 6 years ago
ମୋହନା ବ୍ଲକରେ ଖ୍ରୀଷ୍ଟିୟାନ ମାନଙ୍କ ଦ୍ୱାରା ଓଡିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l
#BijuJayanti
@Naveen_Odisha
@bjd_odisha
@BJDITWing
BJD Gajapati
@BJD4Gajapati
over 6 years ago
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଦିବସ ଗଜପତି ଜିଲ୍ଲା ମୋହନା ଠାରେ ଦଳର ବରିଷ୍ଠ ନେତା ମାନଙ୍କ ଦ୍ଵାରା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଉପସ୍ଥିତରେ ରୋଗୀ ମାନଙ୍କୁ ଫଳରସ ବଣ୍ଟନ କରାଯାଇଛି l
#BijuJayanti
@Naveen_Odisha
@bjd_odisha
@BJDITWing
BJD Gajapati
@BJD4Gajapati
over 6 years ago
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଦିବସ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ପାଳନ କରାଗଲା ପ୍ରଥମେ ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ଅଧକ୍ଷାତାରେ ପାରଳାଖେମୁଣ୍ଡି ହାଇସ୍କୁଲ ଛକଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟା ଅର୍ପଣ କରାଯାଇଥିଲା l
#BijuJayanti
@Naveen_Odisha
@bjd_odisha
@BJDITWing
See More
BJD Gajapati
@BJD4Gajapati
over 6 years ago
@Naveen_Odisha
@CMO_Odisha
ଉକ୍ତ ବୈଠକରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ,ଜିଲ୍ଲା ଯୁବ ସଭାପତି ସଂସୁଲ ଲିଙ୍ଗରାଜ,ଜିଲ୍ଲା କାଯ୍ୟକାରିଣୀ ସଭାପତି ମାରୁତ ପାଳ, ଜିଲ୍ଲା ଉପସଭାପତି ଅନ୍ତରଯାମି ଗମାଙ୍ଗ, ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ ଏବଂ ଜିଲ୍ଲାର ଯୁବ ସଙ୍ଗଠନ , ମହିଳା ସଙ୍ଗଠନ ଏବଂ ଛାତ୍ର ସଙ୍ଗଠନର ସମସ୍ତ କର୍ମୀ ଉପସ୍ଥିତ ଥିଲେ l
See More
BJD Gajapati
@BJD4Gajapati
over 6 years ago
ଓଡିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 104ତମ ଜନ୍ମଦିନ ପାଳନ କରିବା ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁଙ୍କ ଅଧକ୍ଷତାରେ କାଯ୍ୟକାରିଣୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
#BijuJayanti
@Naveen_Odisha
@CMO_Odisha
BJD Gajapati
@BJD4Gajapati
over 6 years ago
ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଛନ୍ତି ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ l
@Naveen_Odisha
@bjd_odisha
BJD Gajapati
@BJD4Gajapati
over 6 years ago
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୩୭ଲକ୍ଷ ଅନୁଦାନ କ୍ରମେ ମୋହନା ଠାରେ ନୂତନ ବସଷ୍ଟାଣ୍ଡର ଶୁଭ ଦେଇଛନ୍ତି ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ l ଉକ୍ତ କାଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗଙ୍କ ସହ ଦଳର ସମସ୍ତ କର୍ମୀ ଉପସ୍ଥିତ ଥିଲେ l
@Naveen_Odisha
@bjd_odisha
See More
Last Seen Users on Sotwe
NutoriousBoobs
Seen from
Australia
Poiu
🍑Lesbian Squirt💦
Seen from
United Kingdom
NIGHT HUB
Seen from
Malaysia
Malatya ifşa ve itiraf
Seen from
Turkey
VIN
Seen from
United Kingdom
tek erkek
Seen from
Turkey
东京热
Seen from
United States
Selma
Seen from
France
NGUYỄN THIỆN
Seen from
Vietnam
Trends for you
1
Stephen Miller
Under 10K tweets
2
#RTXON
Under 10K tweets
3
Azzi
Under 10K tweets
4
Cybertruck
Under 10K tweets
5
Alcaraz
Under 10K tweets
6
Trump Political Operation
Under 10K tweets
7
Tyler Perry
Under 10K tweets
8
Goebbels
Under 10K tweets
9
Hatchet
Under 10K tweets
10
Romney
Under 10K tweets
Most Popular Users
1
Elon Musk
@elonmusk
241.4M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.7M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫