Top Tweets for #AMAHOSPITAL
Inclusive, affordable, and quality healthcare has always been at the heart of our priorities. Guided by the vision of Sustha #Odisha, Sukhi Odisha, we had launched pioneering initiatives like #Mamata, #BSKY, and #AmaHospital to safeguard the health of the vulnerable and free families from the financial burden of accessing quality care. On #WorldHealthDay, we reaffirm our commitment to building a healthy and happy society. #BijuSwasthyaKalyanYojana

Collector & DM visited Niali and Mahidharapada CHC, reviewed the Health facilities and finalised some additional infrastructure under #AmaHospital initiative. All Health Officials and other Stakeholders were present during the visit. @CMO_Odisha @IPR_Odisha @HFWOdisha

Inclusive, affordable and quality healthcare in every part of #Odisha has always remained a priority for us. To realise the vision of Sustha Odisha Sukhi Odisha, we have introduced pioneering healthcare initiatives like #Mamata, #BSKY, #AmaHospital to assure healthcare of the vulnerable and give relief to people from financial burden for accessing quality healthcare. On #WorldHealthDay, restate our commitment to build a healthy society.

ସାଲେପୁର ସ୍ୱାସ୍ଥ୍ୟ ଭିତ୍ତିଭୂମି ରୂପାନ୍ତରର ନବୀନ ଯୁଗ
ଜନସାଧାରଣଙ୍କୁ ଉନ୍ନତ ଚିକିତ୍ସାସେବାର ସୁଯୋଗ
#AMAHospital ଓ #BSKYNabinCard ସାଜିଛି ବରଦାନ
ନବୀନଙ୍କ #5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ
#SusthaOdisha #NabinOdisha #Salipur #5TNaveenGuarantee

ଗ୍ରାମାଞ୍ଚଳବାସୀଙ୍କ ସୁସ୍ଥ ଜୀବନ ପାଇଁ #BSKYNabinCard #AMAHospital
“ସୁସ୍ଥ, ସୁଖୀ ଓ ସମୃଦ୍ଧ ଓଡ଼ିଶା” ଗଠନର ନବୀନ ଗ୍ୟାରେଣ୍ଟି
ଉପକୃତ ହେଉଛନ୍ତି ମହାକାଳପଡ଼ା ଓ ମାର୍ଶାଘାଇବାସୀ
#SusthaOdisha #OdishaCares
#NabinOdisha #Kendrapada #5TNaveenGuarantee

ମିଳୁଛି ଉନ୍ନତ ସ୍ୱାସ୍ଥ୍ୟସେବାର ନବୀନ ଗ୍ୟାରେଣ୍ଟି
ବାଲିକୁଦା #AmaHospital ₹୪ କୋଟିରେ ସମ୍ପନ୍ନ ହୋଇଛି
ବୋରିକିନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ₹୧୮.୫୦ କୋଟିରେ ନିର୍ମାଣାଧୀନ
#MAMATA ଯୋଜନା, ୧୫ ହଜାର ମା’ ହୋଇଛନ୍ତି ଉପକୃତ #SusthaOdisha #OdishaCares #OdishaElections2024

ନବୀନ ଓଡ଼ିଶାର ସଂକଳ୍ପ
“ପ୍ରତିଟି ଜୀବନ ମୂଲ୍ୟବାନ” #SusthaOdisha
ସ୍ୱାସ୍ଥ୍ୟସେବା ହୋଇଛି ଆହୁରି ଲୋକାଭିମୁଖୀ
ବଳିଷ୍ଠ ହେଉଛି ଅଞ୍ଚଳର ସ୍ୱାସ୍ଥ୍ୟ ଭିତ୍ତିଭୂମି
#AmaHospital #BSKYNabinCard #OdishaCares #OdishaElections2024
ନବୀନଙ୍କ #5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ

ରାଜ୍ୟବାସୀଙ୍କୁ @Naveen_Odisha ଙ୍କ ଗ୍ୟାରେଣ୍ଟି
ବିଏସକେୱାଇର ବିସ୍ତାର, ଉନ୍ନତ ଓ ଅତ୍ୟାଧୁନିକ ଚିକିତ୍ସାସେବା ସହ
ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷାର ନିଶ୍ଚିତ ପ୍ରତିଶ୍ରୁତି #BSKYNabinCard
ନବୀନଙ୍କ #5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ
#AmaHospital #OdishaCares #OdishaElections2024

ପ୍ରତିଟି ଜୀବନ ମୂଲ୍ୟବାନ
.@Naveen_Odisha ଙ୍କ ସଙ୍କଳ୍ପ #BijuSwasthyaKalyanYojana
ସେଇ ସଙ୍କଳ୍ପ ହୋଇଛି ସତ, ବଲାଙ୍ଗିରର ସ୍ବାସ୍ଥ୍ୟ ଭିତ୍ତିଭୂମି ହୋଇଛି ସୁଦୃଢ଼
ମିଳୁଛି ମାଗଣା ସ୍ବାସ୍ଥ୍ୟ ସୁରକ୍ଷା
#NabinOdisha ର ମୂଳାଧାର
#BSKYNabinCard #SusthaOdisha #AmaHospital #JodiShankha

.@Naveen_Odisha's guarantee to transform CHCs and PHCs under #5T initiative. #SusthaOdisha
#AmaHospital programme promises to bring last mile healthcare to people in a more equitable and accessible manner than ever before. #OdishaCares #JodiShankha

ଲୋକଙ୍କ ପାଇଁ ଉତ୍ତମ ସୁବିଧା ସୁନିଶ୍ଚିତ କରିବା ନେଇ ବଦଳିଛି ସରକାରୀ ହସ୍ପିଟାଲର ରୂପରେଖ। ୧୪୯ଟି ଜନ ସ୍ୱାସ୍ଥ୍ୟସେବା କେନ୍ଦ୍ର, ଆମ ହସ୍ପିଟାଲକୁ ରୂପାନ୍ତରିତ କରାଯାଇଛି। ଆମ ଓଡ଼ିଶାର ଗୋଟିଏ ଗ୍ୟାରେଣ୍ଟି, ନବୀନଙ୍କ 5T ଗ୍ୟାରେଣ୍ଟି। #nabinodisha #VoteForNabin #VoteForBJD #naveen5tguarantee #AMAHOSPITAL
ଓଡ଼ିଶାର ବଳ ‘ସୁସ୍ଥ ମାନବସମ୍ବଳ’
ନବୀନ ଦେଇଛନ୍ତି ସ୍ୱାସ୍ଥ୍ୟ ସୁରକ୍ଷା ଗୁରୁତ୍ୱ #SusthaOdisha
ଦେୟମୁକ୍ତ ଚିକିତ୍ସାର ନିର୍ଭର ପ୍ରତିଶ୍ରୁତି
ଅଭାବୀ ଓ ଜଟିଳ ରୋଗୀଙ୍କୁ ଦେଇଛି ଚିକିତ୍ସା ଖର୍ଚ୍ଚ ଚିନ୍ତାରୁ ଆଶ୍ବସ୍ତି #AmaHospital #OdishaCares
ନବୀନଙ୍କ 5T ଗ୍ୟାରେଣ୍ଟି
କଥାରେ ନୁହେଁ, କାମରେ ବିଶ୍ୱାସ
#Kalahandi #Junagarh #NabinOdisha

ନବୀନ ଓଡ଼ିଶାର ସଙ୍କଳ୍ପବଦ୍ଧ ବିକାଶ
ରୂପାନ୍ତରଣର ଯୁଗ, ଲୋକଙ୍କୁ ମିଳୁଛି ଗୁଣାତ୍ମକ ଚିକିତ୍ସା ସେବା #AmaHospital #SusthaOdisha
ଗଢ଼ା ହେଉଛି “ସୁସ୍ଥ ସୁଖୀ ଓ ବିକଶିତ ଓଡ଼ିଶା” #OdishaCares
#NabinOdsha #OdishaOnTheMove
ନବୀନଙ୍କ #5T ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ

ସ୍ୱାସ୍ଥ୍ୟସେବା ରୂପାନ୍ତରଣର ନବୀନ ଯୁଗ
ଆମ ହସ୍ପିଟାଲକୁ ରୂପାନ୍ତରିତ ହୋଇଛି ଜନସ୍ୱାସ୍ଥ୍ୟ କେନ୍ଦ୍ର #Susthaodisha
ଲୋକଙ୍କୁ ମିଳୁଛି ସହଜ ଓ ଗୁଣାତ୍ମକ ଚିକିତ୍ସା
ସାକାର ହୋଇଛି ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ସଙ୍କଳ୍ପ #AmaHospital #OdishaCares
ନବୀନଙ୍କ #5T ରୂପାନ୍ତରଣର ଗ୍ୟାରେଣ୍ଟି; କଥାରେ ନୁହେଁ, କାମରେ ବିଶ୍ୱାସ

‘ଆମ ହସ୍ପିଟାଲ’ – ଜନସ୍ବାସ୍ଥ୍ୟସେବାରେ ଆଣିଛି ରୂପାନ୍ତର, ଲୋକଙ୍କ ପାଇଁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିରନ୍ତର। ଚିକିତ୍ସାଜନିତ କଷ୍ଟ ଲାଘବ ହୋଇଛି, ଲୋକଙ୍କ ହାତପାଆନ୍ତାରେ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉଛି। #AmaHospital #NabinOdisha

ସହଜ ଓ ସୁଲଭ ହେଇଛି ସ୍ୱାସ୍ଥ୍ୟସେବା
ପୂରଣ ହୋଇଛି ସଂକଳ୍ପ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ #SusthaOdisha
@Naveen_Odisha' ଙ୍କ ଲୋକାଭିମୁଖୀ ପଦକ୍ଷେପ
ସ୍ୱାସ୍ଥ୍ୟସେବା ରୂପାନ୍ତରଣର ଦିଗକୁ ସାକାର କରୁଛି ‘ଆମ ହସ୍ପିଟାଲ’ #AmaHospital #NabinOdisha OdishaCares

New Odisha’s ambitious #AmaHospital scheme #SusthaOdisha
Transformation in healthcare ensures better services
“Naveen’s Call, Quality healthcare for all”
#OdishaCares #HospitalTransformation

ଆମ ହସ୍ପିଟାଲର 5T ରୂପାନ୍ତରୀକରଣ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଣୁଛି ଶ୍ରେଷ୍ଠ ସମୀକରଣ l
ଆମ ଓଡିଶା ନବୀନ ଓଡିଶା🙏
ସୁସ୍ଥ ଓଡିଶା ସୁଖୀ ଓଡିଶା 🙏
#SantaWithRemuna
#ନୂଆରେମୁଣା
#AmaOdishaNabinaOdisha
#vkpandianfanclub
#NaveenOdisha
#ensuringhealthcare
#amahospital
#SusthaOdishaSukhiOdisha
#NaveenCares

When you get admission through (a yet 2 be launched 😉🤣🤣) #AmaHospital admission scheme 😉
#Just4Laughs 🙏
Note: No intention to hurt sentiments & the hard work of the team implementing the present scheme ❤️🙏
‘ଆମ ହସ୍ପିଟାଲ’ ଯୋଜନାରେ ମଜଭୁତ ହେଉଛି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି। ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ବଦଳୁଛି ରାଜ୍ୟର ୧୮୫୮ଟି ହସ୍ପିଟାଲ। ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ ହେବା ସହ ସୁସ୍ଥ ଓଡ଼ିଶାର ସଂକଳ୍ପ ଆହୁରି ସୁଦୃଢ଼ ହେଉଛି। #AmaHospital #SusthaOdisha #OdishaCares
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers










