Top Tweets for #Adityadas
Dream Sports Championship டேபிள் டென்னிஸ் 2026 தொடரில் ஆதித்ய ராயும், அஹோனா ராயும் பட்டம் வென்றனர்
#DreamSportsChampionship #AhonaRay #AdityaDas #TableTennis #Champion #Chennai #JayaPlus

#କେମିତି_ହେଲା_ମାନବପ୍ରେମୀ_ଆଦିତ୍ୟ_ଦାସଙ୍କ_ମୃତ୍ୟୁ ?
ହତ୍ୟା ନା ଆତ୍ମହତ୍ୟା ? ଆଦିତ୍ୟଙ୍କ ସୁଇସାଇଡ୍ ନୋଟରେ ରହସ୍ୟ କଣ ? ବର୍ଷେ ପରେ ବି ତଦନ୍ତକାରୀ ଏଜେନ୍ସି ର ହାତ ଖାଲି । ଶୁଣନ୍ତୁ ଏନେଇ କଣ କହୁଛନ୍ତି ପତ୍ନୀ ବିଦ୍ୟାଶ୍ରୀ..#Odishanews #AdityaDas #AdityaDasDeathMystery
#ମୁଁ_କିନ୍ତୁ_ମୋ_ପୁଅର_ରକ୍ତାକ୍ତ_ମୃତଦେହ_ଦେଖିଛି
ପୁଅର ହାତ କଟିଗଲେ ମା’ ସହିପାରେନା। ହେଲେ ମୁଁ ସେଇ ମା’ ଯିଏ ପୁଅର ରକ୍ତାକ୍ତ ମୃତଦେହ ଦେଖିଛି। ସହିବି କେମିତି କୁହନ୍ତୁ : ଆଦିତ୍ୟଙ୍କ ମା’ #Odisha #ManabaPremiAdityaDas #Adityadas
ପୁଣି ଉଠିଲା ମାନବପ୍ରେମୀ ଆଦିତ୍ୟ ଦାସଙ୍କୁ ନ୍ୟାୟ ଦେବା ଦାବି । ଆଦିତ୍ୟଙ୍କ ମା ଓ ବାପାଙ୍କ ସହ ପିପୁଲ ଫର ସେବାର ସଦସ୍ୟମାନେ ଆଦିତ୍ୟ ଦାସଙ୍କୁ ନ୍ୟାୟ ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ CBI ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଛନ୍ତି ।...#OdishaNews #AdityaDas @ArgusNews_in

କାହିଁକି #AdityaDas ଙ୍କ ପତ୍ନୀ ବିଦ୍ୟାଶ୍ରୀ କଲେ ଆତ୍ମହତ୍ୟା ଉଦ୍ୟମ ?
କେଉଁମାନେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ?
ଭିଡି଼ଓରୁ ଜାଣନ୍ତୁ ଘଟଣାର ସତ...
#Exclusive
ଆତ୍ମହତ୍ୟା ଉଦ୍ୟମ ବେଳେ ବିଦ୍ୟାଶ୍ରୀଙ୍କ ଲାଇଭ ଭିଡିଓ ସୁଟ୍...
ଅତ୍ୟଧିକ ନିଦ ବଟିକା ଖାଇଥିବାରୁ ହସ୍ପିଟାଲରେ ଭର୍ତ୍ତି...
ମୃତ ସମାଜସେବୀ #AdityaDas ଙ୍କ ପତ୍ନୀ ହେଉଛନ୍ତି ବିଦ୍ୟାଶ୍ରୀ...

#JUSTIN
ସମାଜସେବୀ #AdityaDas ଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । କିଛି ଲୋକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଭିଡିଓରେ କହିଲେ ବିଦ୍ୟାଶ୍ରୀ ।
୩୦ଟି ନିଦ ବଟିକା ଖାଇଦେଇଥିବା ସୂଚନା।
#Bhubaneswar #Odisha @cpbbsrctc

#AdityaDas ମୃତ୍ୟୁ ମାମଲାରେ ରଖିଲେ ସଙ୍ଗୀନ ତଥ୍ୟ...
ଆଦିତ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରୁଥିବା କିଛି ଲୋକଙ୍କ ନାଁ ନେଇ ଭୋ ଭୋ ହୋଇ କାନ୍ଦିଲେ ବିଦ୍ୟାଶ୍ରୀ...
ନିଦ ବଟିକା ଖାଇ ଆତ୍ମହତ୍ୟା କରିବେ ବୋଲି ଫେସବୁକ ପେଜରେ ଭିଡିଓ ପୋଷ୍ଟ...

#NewsFlash
ସମାଜସେବୀ #AdityaDas ମୃତ୍ୟୁ ଅଭିଯୋଗ ମାମଲା । ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଲେ #HighCourt

#HighCourt ରେ ମାନବପ୍ରେମୀ #AdityaDas ମୃତ୍ୟୁ ଅଭିଯୋଗ ମାମଲା ।
ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ ।
@jagannathpatro #Odisha

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । #HighCourt ରେ ତଦନ୍ତ ରିପୋର୍ଟ ଦାଖଲ କରିପାରିଲାନି #CrimeBranch
୧୧ ରେ ପରବର୍ତ୍ତୀ ଶୁଣାଣି । ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
#Odisha #Bhubaneswar #AdityaDas

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର
#AdityaDas #Deathcase #People #Memorandum, #Governor #Odisha
#BBSR_Reporters
https://t.co/NKWfdQ5DuA
ସମାଜସେବୀ #AdityaDas ମୃତ୍ୟୁ ମାମଲା । #CBI ଯାଞ୍ଚ ପାଇଁ ରାଜ୍ୟପାଳ @GovernorOdisha ଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ପିପୁଲ ଫର ସେବାର ସଦସ୍ୟ ।
ଓଡି଼ଶା #CrimeBranch ତଦନ୍ତର ଧିମା ଗତି ନେଇ ଅସନ୍ତୋଷ ।

#ତଦନ୍ତ_ଚାଲିଛି_ତ ?
କେତେ ବାଟ ଆଗେଇଲା ଆଦିତ୍ୟ ଦାସ ମୃତ୍ୟୁ ମାମଲା ? ମାରାଥନ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲାଣି କି ତଥ୍ୟ ? ଏତେ ଦିନ ଯାଏଁ କ୍ରାଇମବ୍ରାଞ୍ଚ କରୁଛି କଣ ? ତଦନ୍ତ ନେଇ ଉଠିଲା ପ୍ରଶ୍ନ, ସତ ଖୋଜିବାକୁ ଆଉ କେତେ ଦିନ ଲାଗିବ ?
https://t.co/YDOqLQldSU
#AdityaDas #DeathMystery #Bhubaneswar #Odisha

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଆସିଲା ସମସ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ । ରିପୋର୍ଟରେ ସମସ୍ତଙ୍କ ବୟାନରେ ସତ୍ୟତା ରହିଛି । ଆଦିତ୍ୟଙ୍କ ପତ୍ନୀ ଓ ବନ୍ଧୁଙ୍କ ପ୍ରଶ୍ନ ଏବଂ ଉତ୍ତରରେ ସତ୍ୟତା ଅଛି ।
#AdityaDas
#Odisha

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଆସିଲା ସମସ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ । ରିପୋର୍ଟରେ ସମସ୍ତଙ୍କ ବୟାନରେ ସତ୍ୟତା ରହିଛି । ଆଦିତ୍ୟଙ୍କ ପତ୍ନୀ ଓ ବନ୍ଧୁଙ୍କ ପ୍ରଶ୍ନ ଏବଂ ଉତ୍ତରରେ ସତ୍ୟତା ଅଛି । #KanakNews
#AdityaDas
#Odisha

#BreakingNews ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ଶ୍ବଶୁରଙ୍କ ସହ ହାଇକୋର୍ଟରେ ପହଁଚିଲେ ବିଦ୍ଯାଶ୍ରୀ #odisha #adityadas #knewsodisha

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଆଦିତ୍ୟଙ୍କ ତିନି ବନ୍ଧୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ । ପପୁ, ବିକାଶ ଓ ଦୀପକଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫରେନସିକ ଲ୍ୟାବରେ ଚାଲିଛି ଟେଷ୍ଟ । କାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିଲା । #KanakNews
#Bhubaneswar
#AdityaDas
#Odisha

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ୍ ଆରମ୍ଭ। #Liedetection #AdityaDas
Last Seen Hashtags on Sotwe
Ladyboy_saudi
Seen from Saudi Arabia
伪娘肉便器
Seen from United States
minichat() +filter:native_video
Seen from Chile
erotic
Seen from Turkey
alumna
Seen from Mexico
پٹھان
Seen from Pakistan
Anxiouspandaa
CaughtOnCamera
Seen from United States
blonde #femboy
Seen from Netherlands
teenageers() +filter:native_video
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers











