Top Tweets for #adityadas
Dream Sports Championship டேபிள் டென்னிஸ் 2026 தொடரில் ஆதித்ய ராயும், அஹோனா ராயும் பட்டம் வென்றனர்
#DreamSportsChampionship #AhonaRay #AdityaDas #TableTennis #Champion #Chennai #JayaPlus

#କେମିତି_ହେଲା_ମାନବପ୍ରେମୀ_ଆଦିତ୍ୟ_ଦାସଙ୍କ_ମୃତ୍ୟୁ ?
ହତ୍ୟା ନା ଆତ୍ମହତ୍ୟା ? ଆଦିତ୍ୟଙ୍କ ସୁଇସାଇଡ୍ ନୋଟରେ ରହସ୍ୟ କଣ ? ବର୍ଷେ ପରେ ବି ତଦନ୍ତକାରୀ ଏଜେନ୍ସି ର ହାତ ଖାଲି । ଶୁଣନ୍ତୁ ଏନେଇ କଣ କହୁଛନ୍ତି ପତ୍ନୀ ବିଦ୍ୟାଶ୍ରୀ..#Odishanews #AdityaDas #AdityaDasDeathMystery
#ମୁଁ_କିନ୍ତୁ_ମୋ_ପୁଅର_ରକ୍ତାକ୍ତ_ମୃତଦେହ_ଦେଖିଛି
ପୁଅର ହାତ କଟିଗଲେ ମା’ ସହିପାରେନା। ହେଲେ ମୁଁ ସେଇ ମା’ ଯିଏ ପୁଅର ରକ୍ତାକ୍ତ ମୃତଦେହ ଦେଖିଛି। ସହିବି କେମିତି କୁହନ୍ତୁ : ଆଦିତ୍ୟଙ୍କ ମା’ #Odisha #ManabaPremiAdityaDas #Adityadas
ପୁଣି ଉଠିଲା ମାନବପ୍ରେମୀ ଆଦିତ୍ୟ ଦାସଙ୍କୁ ନ୍ୟାୟ ଦେବା ଦାବି । ଆଦିତ୍ୟଙ୍କ ମା ଓ ବାପାଙ୍କ ସହ ପିପୁଲ ଫର ସେବାର ସଦସ୍ୟମାନେ ଆଦିତ୍ୟ ଦାସଙ୍କୁ ନ୍ୟାୟ ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ CBI ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଛନ୍ତି ।...#OdishaNews #AdityaDas @ArgusNews_in

କାହିଁକି #AdityaDas ଙ୍କ ପତ୍ନୀ ବିଦ୍ୟାଶ୍ରୀ କଲେ ଆତ୍ମହତ୍ୟା ଉଦ୍ୟମ ?
କେଉଁମାନେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ?
ଭିଡି଼ଓରୁ ଜାଣନ୍ତୁ ଘଟଣାର ସତ...
#Exclusive
ଆତ୍ମହତ୍ୟା ଉଦ୍ୟମ ବେଳେ ବିଦ୍ୟାଶ୍ରୀଙ୍କ ଲାଇଭ ଭିଡିଓ ସୁଟ୍...
ଅତ୍ୟଧିକ ନିଦ ବଟିକା ଖାଇଥିବାରୁ ହସ୍ପିଟାଲରେ ଭର୍ତ୍ତି...
ମୃତ ସମାଜସେବୀ #AdityaDas ଙ୍କ ପତ୍ନୀ ହେଉଛନ୍ତି ବିଦ୍ୟାଶ୍ରୀ...

#JUSTIN
ସମାଜସେବୀ #AdityaDas ଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । କିଛି ଲୋକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଭିଡିଓରେ କହିଲେ ବିଦ୍ୟାଶ୍ରୀ ।
୩୦ଟି ନିଦ ବଟିକା ଖାଇଦେଇଥିବା ସୂଚନା।
#Bhubaneswar #Odisha @cpbbsrctc

#AdityaDas ମୃତ୍ୟୁ ମାମଲାରେ ରଖିଲେ ସଙ୍ଗୀନ ତଥ୍ୟ...
ଆଦିତ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରୁଥିବା କିଛି ଲୋକଙ୍କ ନାଁ ନେଇ ଭୋ ଭୋ ହୋଇ କାନ୍ଦିଲେ ବିଦ୍ୟାଶ୍ରୀ...
ନି��� ବଟିକା ଖାଇ ଆତ୍ମହତ୍ୟା କରିବେ ବୋଲି ଫେସବୁକ ପେଜରେ ଭିଡିଓ ପୋଷ୍ଟ...

#NewsFlash
ସମାଜସେବୀ #AdityaDas ମୃତ୍ୟୁ ଅଭିଯୋଗ ମାମ��ା । ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଲେ #HighCourt

#HighCourt ରେ ମାନବପ୍ରେମୀ #AdityaDas ମୃତ୍ୟୁ ଅଭିଯୋଗ ମାମଲା ।
ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ ।
@jagannathpatro #Odisha

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । #HighCourt ରେ ତଦନ୍ତ ରିପୋର୍ଟ ଦାଖଲ କରିପାରିଲାନି #CrimeBranch
୧୧ ରେ ପରବର୍ତ୍ତୀ ଶୁଣାଣି । ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
#Odisha #Bhubaneswar #AdityaDas

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର
#AdityaDas #Deathcase #People #Memorandum, #Governor #Odisha
#BBSR_Reporters
https://t.co/NKWfdQ5DuA
ସମାଜସେବୀ #AdityaDas ମୃତ୍ୟୁ ମାମଲା । #CBI ଯାଞ୍ଚ ପାଇଁ ରାଜ୍ୟପାଳ @GovernorOdisha ଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ପିପୁଲ ଫର ସେବାର ସଦସ୍ୟ ।
ଓଡି଼ଶା #CrimeBranch ତଦନ୍ତର ଧିମା ଗତି ନେଇ ଅସନ୍ତୋଷ ।

#ତଦନ୍ତ_ଚାଲିଛି_ତ ?
କେତେ ବାଟ ଆଗେଇଲା ଆଦିତ୍ୟ ଦାସ ମୃତ୍ୟୁ ମାମଲା ? ମାରାଥନ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲାଣି କି ତଥ���ୟ ? ଏତେ ଦିନ ଯାଏଁ କ୍ରାଇମବ୍ରାଞ୍ଚ କରୁଛି କଣ ? ତଦନ୍ତ ନେଇ ଉଠିଲା ପ୍ରଶ୍ନ, ସତ ଖୋଜିବାକୁ ଆଉ କେତେ ଦିନ ଲାଗିବ ?
https://t.co/YDOqLQldSU
#AdityaDas #DeathMystery #Bhubaneswar #Odisha

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଆସିଲା ସମସ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ । ରିପୋର୍ଟରେ ସମସ୍ତଙ୍କ ବୟାନରେ ସତ୍ୟତା ରହିଛି । ଆଦିତ୍ୟଙ୍କ ପତ୍ନୀ ଓ ବନ୍ଧୁଙ୍କ ପ୍ରଶ୍ନ ଏବଂ ଉତ୍ତରରେ ସତ୍ୟତା ଅଛି ।
#AdityaDas
#Odisha

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଆସିଲା ସମସ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋ���୍ଟ । ରିପୋର୍ଟରେ ସମସ୍ତଙ୍କ ବୟାନରେ ସତ୍ୟତା ରହିଛି । ଆଦିତ୍ୟଙ୍କ ପତ୍ନୀ ଓ ବନ୍ଧୁଙ୍କ ପ୍ରଶ୍ନ ଏବଂ ଉତ୍ତରରେ ସତ୍ୟତା ଅଛି । #KanakNews
#AdityaDas
#Odisha

#BreakingNews ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ଶ୍ବଶୁରଙ୍କ ସହ ହାଇକୋର୍ଟରେ ପହଁଚିଲେ ବିଦ୍ଯାଶ୍ରୀ #odisha #adityadas #knewsodisha

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଆଦିତ୍ୟଙ୍କ ତିନି ବନ୍ଧୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ । ପପୁ, ବିକାଶ ଓ ଦୀପକଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫରେନସିକ ଲ୍ୟାବରେ ଚାଲିଛି ଟେଷ୍ଟ । କାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ��ସନ ଟେଷ୍ଟ ହୋଇଥିଲା । #KanakNews
#Bhubaneswar
#AdityaDas
#Odisha

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁମା��ଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ୍ ଆରମ୍ଭ। #Liedetection #AdityaDas
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers











