Top Tweets for #BJDMP
#ପେଟ୍ରୋଲରେ_ଇଥାନାଲ_ମିଶେଇ_ଗାଡ଼ି_ଖରାପ_କରୁଛନ୍ତି
ଦୁଇ ପ୍ରକାର ମାନସିକତା ଛାଡ଼ନ୍ତୁ | BJD MP Sulata Deo Reacts on Delimitation Bill 2026 | PrameyaNews7
#SulataDeo #BJD #DelimitationBill2026 #Delimitation #Parliament #RajyaSabha #OdishaPolitics #PoliticalNews #IndiaPolitics #BJDMP #BreakingNews #OdishaNews #womenreservationbill #prameyanews7
ବିଜେଡି ଛାଡ଼ିବେ ଦେବାଶିଷ ସାମନ୍ତରାୟ! ପଦ୍ମ ଶିବିରରେ ଯୋଗ ଦେବା ନେଇ ଚର୍ଚ୍ଚା
#debashishsamntray #bjdmp #bjd #BJPNEWS #quitparty #politicsnews #OdishaPolitics #OTV
https://t.co/lvD5x0J88A
ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା | BJD MP's presence at INDI alliance meeting | News7Odia #BJDMP #IndiMeeting #prameyanews7 #PoliticalNews #breakingnews #TopNews #INDIAlliance #TopNews
#ନିଶିକାନ୍ତଙ୍କ_ମନ୍ତବ୍ୟକୁ_ବିରୋଧ_ସସ୍ମିତଙ୍କ_ଇସ୍ତଫା
ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନକୁ ବିରୋଧ । ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡିଂ କମିଟିରୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଇସ୍ତଫା । କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଦେଇଥିଲେ ଅପମାନଜନକ ମନ୍ତବ୍ୟ
#BJDMP #India #KanakNews #SasmitPatra
Why do most people fail in politics?
Dr. Sasmit Patra, Rajya Sabha MP, Biju Janata Dal, Odisha
#sasmitpatra #odisha #bjdmp #politics #RajyaSabha
@sasmitpatra @Naveen_Odisha
ಗಾಳಿಯ ಗುಣಮಟ್ಟ ಸುಧಾರಿಸುವವರೆಗೆ ಸಂಸತ್ತಿನ ಅಧಿವೇಶನವನ್ನು ದೆಹಲಿಯಿಂದ ಬೇರೆಡೆಗೆ ಸ್ಥಳಾಂತರಿಸಿ: ಬಿಜೆಡಿ ಸಂಸದರ ಒತ್ತಾಯ https://t.co/pZlqosuGbn
@XpressBengaluru
#parliamentsession #delhi #bjDmp
ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ସୁପ୍ରିମୋ ନବୀନଙ୍କୁ ପଠାଇଲେ ଇସ୍ତଫାପତ୍ର
#DebashishSamantaray #bjd #bjdmp #BijuJanataDalOdisha #politics #odisha #OTVNews
https://t.co/HoxbEJAIDX
ଓଡ଼ିଶାର 30ଟି ଜିଲ୍ଲାରେ ଅଧିକ IIM ପ୍ରତିଷ୍ଠା କରିବା ପାଇଁ ରାଜ୍ୟସଭାରେ ଦାବି କଲେ ବିଜେଡି ସାଂସଦ ନିରଞ୍ଜନ ବିଶି ।
#NandighoshaTV #bjdmp #niranjanbishi #IIM #opening #odisha
BJP vs BJD | Vice Presidential poll | NDA ସପକ୍ଷରେ ଯିବନି BJD, ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ, କହିଲେ....
#MaheshSahoo #bjdleader #bjdmp #VicePresident #election #nda #PrameyaNews7 #odishapolitics #bjpvsbjd #ashokmohanty
ଏଠି ଗୁଣ୍ଡାରାଜ୍ ଚାଲିଛି । ଜଣେ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରିଲେନି । ଆମେ ଯେତେବଳେ ନ୍ୟାୟ ପାଇଁ ରାଜରାସ୍ତାକୁ ଆସିଲୁ ପୋଲିସ ଆମ ଉପରକୁ ଆକ୍ରମଣ କରୁଛି- ଲେନିନ ମହାନ୍ତି
#bjdprotest #police #stategovernment #watercannon #teargas #protesters #bjdmp #sulatadeo #bjdleader #manmathroutray #fmcollegestudent #nandighoshatv
ସମସ୍ତଙ୍କୁ ନ୍ୟାୟ ପାଇଁ ଗୁହାରୀ କରି ଶେଷରେ ନିଜ ଜୀବନକୁ ବଳିଦାନ ଦେଇଦେଲା । ଏ ସରକାର କିଛି କରିଲାନି । ଆମେ ସେ ଝିଅର ବଳିଦାନକୁ ବ୍ୟର୍ଥ ଯବାକୁ ଦେବୁନି । ତାକୁ ନିଶ୍ଚିତ ନ୍ୟାୟ ମିଳିବ - ଅନନ୍ତ ନାରାୟଣ ଜେନା
#bjdprotest #police #stategovernment #watercannon #teargas #protesters #bjdmp #sulatadeo #bjdleader #manmathroutray #fmcollegestudent #nandighoshatv
#ରାତିରେ_ହିଁ_କାହିଁକି_କରାଗଲା_ପୋଷ୍ଟମର୍ଟମ
ବାଲେଶ୍ଵର ଛାତ୍ରୀ ସୌମ୍ୟାଶ୍ରୀଙ୍କର ମୃତ ଶରୀରର ରାତିରେ ହିଁ କାହିଁକି କରାଗଲା ପୋଷ୍ଟମର୍ଟମ । ନିୟମ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ସୁଲତା ଦେଓ ...
#bhubaneswar #aiimsbhubaneswar #bjdmp #SulataDeo #FMCollege #balasore
ସରକାରୀ ଜମି ମାଡ଼ି ବସିଛନ୍ତି ବିଜେଡି ସାଂସଦ ! କିଣିଛନ୍ତି ୬ ଏକର...ଅକ୍ତିଆର କରିଛନ୍ତି ୧୨ ଏକର !
#Odisha #ManasMangaraj #BJDMP #OTV
https://t.co/LqfnZdGwS2
କାହାକୁ ସରକାରର ପାୱାର ଦେଖାଇଲେ ତ କାହାକୁ ଧମକାଇଲେ। ଥାନାକୁ ଡାକି କେସ୍ କରିବାର ଭୟ ବି ଦେଖାଇଲେ। ଗରିବ-ନୀରିହ ଲୋକଙ୍କୁ ନାଲିଆଖି ଦେଖାଇ, ସେମାନଙ୍କ ଦଖଲରେ ଥିବା ସରକାରୀ ଜମିକୁ ବିଜେଡିର ମୋଷ୍ଟ ପାୱାରଫୁଲ୍ ସାଂସଦ ମାନସ ମଙ୍ଗରାଜ ହଡପ କରିନେଇଥିବା ଅଭିଯୋଗ ହୋଇଛି।
#BJDMP #ManasMangaraj #OTV
திரிணமுல் எம்.பி., மஹ்வா
65 வயது தலைவருடன் திருமணம்
#TMCMP | #MahuaMoitra | #BJDMP | #PinakiMishra | #Berlin | #Germany
https://t.co/y4W3uzOopr

Mahua Moitra Wedding News: इस बड़े नेता से महुआ मोइत्रा को हुआ प्यार, जर्मनी में रचाई शादी
#MahuaMoitra #WeddingNews #bjdMP #pinakimisra
https://t.co/QOv5ZDrfcG
#ସୁଲତାଙ୍କ_ବିବାଦୀୟ_ମନ୍ତବ୍ୟ
-ପହଲଗାମ୍ ଆକ୍ରମଣ; ସାଂସଦ ସୁଲତା ଦେଓଙ୍କ ବିବାଦୀୟ ମନ୍ତବ୍ୟ
-ଯେତିକି ସମୟରେ ଲୋକ ମଲେ ସେତିକିରେ ଧର୍ମ ପଚାରି ହେବନି କହିଲେ
-‘ଏହା କେବଳ ଅନୁମାନ ଲଗାଇ ପରିବାର କହିଥାଇ ପାରନ୍ତି’
-‘କୌଣସି ଆତଙ୍କବାଦୀ କେବେ ଧର୍ମ, ଜାତି ସହ ବନ୍ଧା ନୁହେଁ’
#PahalgamTerrorAttack #sulatadeo #BJDMP #OTV

#ଶାଳୀନତା_ଭୁଲିଲେ_ସୁଲତା
ପହଲଗାମ ଘଟଣାକୁ ନେଇ ବିଜେଡି ସାଂସଦ ସୁଲତାଙ୍କ ବିବାଦୀୟ ବୟାନ । କହିଲେ ଯେତିକି ସମୟରେ ଲୋକେ ମରିଛନ୍ତି ସେତିକି ସମୟରେ ପଚାରି ହେବନି କାହାର ଧର୍ମ । ଦାୟିତ୍ବହୀନ ମନ୍ତବ୍ୟ ନେଇ ବିଜେଡି ନେତା ଦେବୀ ମିଶ୍ରଙ୍କ ନିନ୍ଦା
#Odisha #BJDMP #KanakNews #Pakistan #india
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
64.9M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers







