Top Tweets for #BJDPadayatra
#ପଦଯାତ୍ରା_ମଞ୍ଚରୁ_ନବୀନଙ୍କ_ନିଶାନା
BJD Launches Month-Long Jan Sampark Padayatra, Naveen Patnaik Targets Odisha Government
ଜନସମ୍ପର୍କ ପଦଯାତ୍ରାରୁ ନବୀନଙ୍କ ନିଶାନା, ପେନସନ୍-ଚାଷୀ-ପାଠ୍ୟପୁସ୍ତକ ପ୍ରସଙ୍ଗରେ ସରକାରକୁ ଘେରିଲେ #BJDJanSamparkYatra #NaveenPatnaik #BJDPadayatra #OdishaPolitics #BJPGovernment #OdishaGovernment #JanSamparkPadayatra #NaveenVsBJP #OdishaPoliticalNews #MMDRAmendment #SureshPujari #OdishaPolitics2026
MMDR Bill, Naveen Takes on BJP Over Odisha’s Rights II‘ଛଡ଼େଇ ନେଲେ ଅଧିକାର, ଚୁପ୍ ବିଜେପି ସରକାର’
https://t.co/tmVYPZmKCg
#NaveenPatnaik #MMDRBill #MMDRAmendment #BJD #BJP #OdishaPolitics #OdishaRights #OdishaAsmita #BJDPadayatra #BJDProtest

ଆଜିଠୁ ଆରମ୍ଭ ହୋଇଛି ବିଜେଡି ଜନ ସମ୍ପର୍କ ପଦଯାତ୍ରା। ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପଦଯାତ୍ରା। ଏହି ଅବସରରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ।
#BJD #ElinaDas #OdishaPolitics #JanSamparkPadayatra #BJDNews #OdishaPoliticalNews #Ekamra #BJDPadayatra #OdishaNews #OdishaTV #OTV
ଓଡ଼ିଶା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି: ନବୀନ ପଟ୍ଟନାୟକ
#BJD #NaveenPatnaik #BJDPadayatra #JanSamparkPadayatra #OdishaPolitics #knewsodisha
ଆଜିଠୁ ମାସେ ବ୍ୟାପୀ ବିଜେଡିର ଜନସମ୍ପର୍କ ପଦଯାତ୍ରା। ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଗାଁରୁ ସହର ଲୋକଙ୍କ ପାଖକୁ ଯିବ ଦଳ। ମହିଳା ସୁରକ୍ଷା, ଚାଷୀ, ଯୁବ, ଦରଦାମ, ସାମାଜିକ ସୁରକ୍ଷା ଓ MMDR ଆଇନ ଭଳି ପ୍ରସଙ୍ଗ ରହିବ ଫୋକସ୍ରେ।
#BJD #BJDPadayatra #OdishaPolitics #OdishaNews #MMDR #Odisha
ବିଜେଡିର ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ସହ ବିଜେପି ସରକାର ଉପରେ କଡ଼ା ପ୍ରହାର କରିଛନ୍ତି ନବୀନ ପଟ୍ଟନାୟକ। 'ବିଜେପି ସରକାର କାହାରି କଥା ଶୁଣୁନି' ବୋଲି କହିବା ସହ ୨୭ ମାସର ୨୭ଟି ବିଫଳତାକୁ ନେଇ ଜନତାଙ୍କ ନିକଟକୁ ଯିବାକୁ ପ୍ରଚାରପତ୍ର ବାଣ୍ଟିଛି ବିଜେଡି। #NaveenPatnaik #BJDPadayatra #JanaSamparkPadayatra
#BJD_ସତ_କହିବା_ସିଖୁ
Minister Suresh Pujari on BJD’s Jana Samparka Padayatra | BJD ଜନସମ୍ପର୍କ ଅଭିଯାନରେ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା, କହିଲେ ବନ୍ୟା ଉପରେ ଫୋକସ୍
#SureshPujari #BJD #JanaSamparkaAbhiyan #BJDPadayatra #FloodSituation #OdishaFlood #OdishaPolitics #PoliticalReaction #SureshPujariStatement #BJDNews #OdishaNews #FloodUpdate #prameyanews7
#କହିଲେ_ନବୀନ_ବର୍ଷିଲା_ତାଳି
BJD Supremo Naveen Patnaik Addresses Jana Samparka Padayatra | ଜନସମ୍ପର୍କ ପଦଯାତ୍ରାରେ ନବୀନଙ୍କ ବାର୍ତ୍ତା, ଭାଷଣ ବେଳେ ତାଳିରେ ଗୁଞ୍ଜିଲା ପରିବେଶ
#NaveenPatnaik #BJD #JanaSamparkaPadayatra #NaveenSpeech #BJDSupremo #BJDPadayatra #PublicOutreach #OdishaPolitics #BJDNews #OdishaNews #NaveenPatnaikSpeech #JanaSamparka #prameyanews7
ରାଜଧାନୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଏୟାରପୋର୍ଟ ରୋଡ ରଜ ପଡିଆରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
#nandighoshatv #Odisha #bjdpadayatra
#ସମ୍ବଲପୁରରେ_BJDର_ଗର୍ଜନ
BJD Takes Out Padayatra in Sambalpur from Bhatra Chowk to Gandhi Mandir | ସମ୍ବଲପୁରରେ BJDର ଜନସମ୍ପର୍କ ପଦଯାତ୍ରା, ଭତରା ଛକରୁ ଗାନ୍ଧୀ ମନ୍ଦିର ଯାଏଁ ଶୋଭାଯାତ୍ରା
#BJD #Sambalpur #BJDPadayatra #JanaSamparkaPadayatra #BhatraChowk #GandhiMandir #SambalpurNews #BJDNews #PublicOutreach #OdishaPolitics #GandhiJayanti #OdishaNews #prameyanews7
BJD Organises Jana Samparka Padayatra in Bhubaneswar, Sujata Speaks | BJDର ଜନସମ୍ପର୍କ ପଦଯାତ୍ରା, ସୁଜାତା କହିଲେ କାହିଁକି ଏହି ପଦଯାତ୍ରା ଭିନ୍ନ
#BJD #sujatarout #BJDPadayatra #JanaSamparkaPadayatra #Bhubaneswar #BhubaneswarNews #BJDNews #PublicOutreach #OdishaPolitics #PoliticalPadayatra #OdishaNews #JanaSamparka
#କଟକରେ_BJDର_ଗର୍ଜନ
କଟକରେ BJDର ଜନସମ୍ପର୍କ ଅଭିଯାନ, ପଦଯାତ୍ରାରେ ସାମିଲ ନେତା ଓ କର୍ମୀ | BJD Holds Jan Sampark Padayatra Under Cuttack Mayor’s Leadership
#BJD #CuttackMayor #CuttackBJD #JanSamparkPadayatra #BJDPadayatra #CuttackNews #PublicOutreach #OdishaPolitics #BJDNews #CuttackPolitics #PoliticalPadayatra #OdishaNews #prameyanews7
ଅକ୍ଟୋବର ୨ରୁ ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରିବ ବିଜେଡି ; ଭୁବନେଶ୍ୱରରୁ ଅଭିଯାନର ଶୁଭାରମ୍ଭ କରିବେ ନବୀନ | BJD’s Month-Long Jan Sampark Padayatra to Begin on October 2 #BJD #JanSamparkPadayatra #NaveenPatnaik #Bhubaneswar #BJDPadayatra #OdishaPolitics #PoliticalOutreach #PublicOutreach #BJDNews #OdishaPoliticalNews #October2 #OdishaNews
ବିଜେଡିର ଜନସଂପର୍କ ପଦଯାତ୍ରାରେ ସାମିଲ ହେଲେ ନବୀନ, କାଟିଲେ କେକ୍, ନେଲେ ଉପହାର https://t.co/XsWmsXS2GS
#PrameyaNews7 #bjdpadayatra #NaveenPatnaik #BJDSupremo
#ଜନ୍ମଦିନରେ_ପଦଯାତ୍ରା_କଲେ_ନବୀନ
ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । ଜନ୍ମ ଦିନରେ ଜନ ସମ୍ପର୍କ ପଦଯାତ୍ରା କଲେ ନବୀନ । ଗଙ୍ଗ ନଗର ମଙ୍ଗଳା ବସ୍ତିରେ ପଦଯାତ୍ରା ।
#NaveenPatnaik #BJDPadayatra #NaveenPatnaikBirthday #JanSamparkPadayatra #NaveenPatnaikBirthday #BJDJanSamparkPadayatra_2025 #Odisha #OTV
#କେକ୍_କାଟି_ଜନ୍ମଦିନ_ପାଳିଲେ_ନବୀନ !
ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମ ଦିବସ। ଗଙ୍ଗ ନଗର ମଙ୍ଗଳା ବସ୍ତିରେ ପିଲାଙ୍କ ଗହଣରେ କେକ୍ କାଟିବା ସହ ପିଲାଙ୍କୁ ଉପହାର ଦେଲେ ନବୀନ
#NaveenPatnaik #BJDPadayatra #NaveenPatnaikBirthday #Bhubaneswar #Odisha #OTV
#ଆଇନ_ଶୃଙ୍ଖଳା_ବିପର୍ଯ୍ୟସ୍ତ
ବିଜେଡି କରୁଛି ପଦଯାତ୍ରା। ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଏକ ମାସ ଧରି ଚାଲିବ। ଏହି ଅବସରରେ ବିଜେଡିର ବରିଷ୍ଠ ନେତା ତଥା ସିଏମସି ମେୟର କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପୂରା ବିପର୍ଯ୍ୟସ୍ତ ହୋଇପଡିଛି।
#BJDPadayatra #GopabandhuJayanti #OTV
Congress Leader Suresh Routray On BJD Pada yatra. #SureshRoutray #OdishaBJD #OdishaCongress #Congress #OdishaNews #Odisha #BJDPadayatra
ଦେବଗଡ଼ ଜିଲ୍ଲାରେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରାରେ ଜିଲ୍ଲା ସଭାପତି ଓ ଦେବଗଡ଼ ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।
#Padayatra #padayatra2023 #bjdpadayatra #BJDDigitalWing #NaveenOdisha #Deoghar #DeogharNews
ଲୋକମାନଙ୍କ ବିପୁଳ ସମର୍ଥନ ଏହି ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ନୂଆ ଓଡ଼ିଶା ଗଠନ ପାଇଁ ଆଗେଇ ଆସିବାକୁ ସମସ୍ତଙ୍କୁ ମୋର ଆହ୍ୱାନ କରୁଛି।🙏
#JanSamparkPadyatra 🤝 #BJDPadayatra 💐
#BJDWithOdisha 👏 #ChoudwarCuttack #Cuttack

Last Seen Hashtags on Sotwe
sabrina futa
Seen from Netherlands
teenage
Seen from France
LokdhunMusic
Seen from United States
செய்ய
Seen from United States
Teenager Teenager $
Seen from France
ดาราน่าเย็ด
Seen from Turkey
Goafest2024
Seen from United States
restaurant
Seen from India
TheLastGoodbye
Seen from United States
مقاطع
Seen from Turkey
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers










