Top Tweets for #CBIForPari
ପରୀ ହତ୍ୟା ଓ ଅଙ୍ଗ ତସ୍କରି ଘଟଣାରେ ରାଜ୍ୟ ସରକାର ଓ ଶାସକ @bjd_odisha ର ଗୋଟେ ପରେ ଗୋଟେ ମିଛ ପଦାରେ ପଡୁଛି ।
#RemoveArunSahoo
#CBIforPari
ପରୀ ହତ୍ୟା ଓ ଅଙ୍ଗ ତସ୍କରି ଘଟଣାରେ ତଦନ୍ତ କରୁଥିବା SIT High Court monitored ବୋଲି ବିଧାନ ସଭା ଭିତରେ ମିଥ୍ୟା କହିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ସଂସଦୀୟ ବ୍ୟାପାର ମନ୍ତ୍ରୀ।
#CBIforPari
#RemoveArunSahoo

Not only Congress Party this is the request of every common people of Odisha before the Hon'ble HM Amit Shah ji for CBI probe on Pari sensitive issue
#JusticeForPari
#Cbiforpari
District Congress demands #CBI probe but @pccodisha is very happy with SIT & @arunbothra ji's strong arm tactics on a juvenile.
Hope District Congress will show State Congress some sense.

CBI enquiry is highly needed in this Pari case.
Let the truth come out to the front.
Let people know what exactly happened with that poor girl..
#CBIforpari
@CMO_Odisha @Naveen_Odisha @MoSarkar5T @MoSarakaar @DGPOdisha @SecyChief
@GovernorOdisha @PMOIndia @HMOIndia @AmitShah
ଅରୁଣ ସାହୁ ଙ୍କୁ ବଞ୍ଚେଇବାକୁ ଯାଇ ଭୟଙ୍କର ଭାବେ ଫସି ଗଲେ ଅରୁଣ ବୋଥ୍ରା ।
CBI ତଦନ୍ତ ହେଲେ ପ୍ରଥମ ଦୋଷୀ ହେବେ ବୋଥ୍ରା, ତଦନ୍ତକୁ ବାଟମାରଣା କରିଥିବାରୁ !!
Participated in the last day of Padayatra from “Itamati” to “Jadupur”with members of @BJYMinOD across the state in the presence of senior leaders of @BJP4Odisha to provide #JusticeForPari. #CBIForPari #RemoveArunSahoo @dpradhanbjp @SamirMohantyBJP @irasisacharya @Manas_BJP

@arunbothra ଅରୁଣ କୁ ବଞ୍ଚାଇବା ପାଇଁ ଆପଣ ଯେଉଁ ନାବାଳକ କୁ ବଳିପକାଇଦେଲେ ଓଡିଶା ର ଆରାଧ୍ୟ ଠାକୁର ଜଗନ୍ନାଥ କେବେ ବି ଆପଣଙ୍କୁ କ୍ଷମା ଦେବେ ନାହିଁ |
ଧର୍ମ ର ହେବ ଜୟ...
ଜୟ ଜଗନ୍ନାଥ 🙏
#JusticeForPari
#CBIForPari
ପରୀ କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କଲେ ନିର୍ଭୟା ଙ୍କ ମା।
#CBIforPari
#JusticeForPari
#Argus
#Bjpwithpari
Cock and bull story by SIT @arunbothra without any evidence will not fool the people of Odisha. He can keep his opinions for his Govt. We want CBI probe and expulsion of Arun Sahoo from Cabinet.
#RemoveArunSahoo
#JusticeForPari
#CBIforPari
ପରୀ ହତ୍ୟା ମାମଲା ନେଇ ଏସଆଇଟି ମୁଖ୍ୟ @arunbothraଙ୍କ ପ୍ରେସମିଟ୍ । ଯଦୁପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କୌଣସି ପ୍ରତ୍ୟକ୍ଷ ସାକ୍ଷୀ ମିଳିନାହାନ୍ତି । ମୃତ ନାବାଳିକାଙ୍କ ପାଖରେ ଅଭିଯୁକ୍ତର ଘର ରହିଛି । #KanakNews #Odisha

ରାଜ୍ୟ ସରକାର ପରୀ ହତ୍ୟା ମାମଲାରେ ଅସଲ ଦୋଷୀକୁ ବଞ୍ଚେଇବା ପାଇଁ ଗୋଟେ ଷଡ଼ଯନ୍ତ୍ର ରଚିଛନ୍ତି ।
#RemoveArunSahoo
#BjpWithPari
#CBIforPari
Sorry state of affairs in Odisha. Irony is ruling party is keeping people in ignorance just for the sake of votes. Investigations on serious matters are showoff.
#CBIforPari is most required to bring justice in this sensitive issue.
@CMO_Odisha where's #BetiBachaoBetiPadhao ?
Welcome the observations of @NCPCR_ in #PariMurderCase on mock investigation by a fake SIT. #CBIforPari
ପରୀ ହତ୍ୟା ମାମଲାରେ NCPCR ଙ୍କ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଯାଞ୍ଚ ପରାମର୍ଶ କୁ ଆମେ ସ୍ୱାଗତ କରୁଛୁ। ରାଜ୍ୟ ସରକାର ତୁରନ୍ତ ତାଙ୍କର ପ୍ରାୟୋଜିତ SIT ତଦନ୍ତ ବନ୍ଦ କରି ମାମଲାକୁ CBI କୁ ହସ୍ତାନ୍ତର କରନ୍ତୁ।

Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.8M followers

YouTube 
@youtube
68.7M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers

























