Top Tweets for #Marsaghai
ଘର ଭାଙ୍ଗିଲା, ପର ପିଣ୍ଡାରେ ଜୀବନ; ଆବାସ ପାଇଁ ଅପେକ୍ଷାରେ ପ୍ରମୋଦଙ୍କ ପରିବାର | Rain Leaves Family Homeless, Collector Assures Housing After Investigation in Marsaghai, Kendrapara #PramodMahali #Marsaghai #Kendrapara #HousingScheme #AwasYojana #HeavyRain #HouseCollapse #RainDamage #HomelessFamily #OdishaHousing #KendraparaNews #DistrictCollector
ମୋବାଇଲ ଯୁଗରେ ନେଟୱର୍କ ଦୁର୍ଦ୍ଦଶା, ସିଗନାଲ ପାଇଁ ଗଛ ଉପରେ ଯୁବପିଢ଼ି | No Mobile Network in Digital Age, Marsaghai Youths Struggle for Connectivity
#Marsaghai #MobileNetwork #NetworkProblem #MobileSignal #NetworkCrisis #MarsaghaiNews #KendraparaNews #OdishaNews #DigitalConnectivity #RuralConnectivity #InternetConnectivity #TelecomNetwork
କେନ୍ଦ୍ରାପଡ଼ାରେ ବର୍ଷାର ତାଣ୍ଡବ! ଧସିଲା ଜାତୀୟ ରାଜପଥ, ମାଟି ତଳେ ଦବିଗଲା ୩ ଟ୍ରକ୍ #Kendrapara #NH53 #RoadCollapse #HeavyRain #OdishaRain #TruckTrapped #KendraparaNews #Marsaghai #NationalHighway #RoadCollapseOdisha #RainAlert #OdishaNews
ବିପଦରେ ମାର୍ଶାଘାଇର ରତନପୁର ଗାଁ, ଚାରିପଟେ ଘେରିଛି ଗୋଳିଆପାଣି; ଅସୁସ୍ଥ ହେଲେ ବି ବାହାରିବା ଅସମ୍ଭବ!
#Marsaghai #Ratanpur #OdishaFlood #FloodUpdate #FloodCrisis #Kendrapara #Waterlogging #DisasterNews #BreakingNews #FloodRelief #OdishaNews #News7Odia
ନବମ ଶ୍ରେଣୀ ଛାତ୍ର ପକେଟରୁ ବନ୍ଧୁକ ଜବତ, କେଉଁଠୁ ଆଣିଲା ?
#PrameyaNews7 #Marsaghai #gunseized
https://t.co/DaQSznrJue
#ଯୁବକଙ୍କ_ବେକ_କାଟିଦେଲା_ଦୁର୍ବୃତ୍ତ
କେନ୍ଦ୍ରାପଡ଼ା: ମାର୍ଶାଘାଇ ଥାନା ବଡ଼କୁଳ ଅଞ୍ଚଳରେ ଅଭାବନୀୟ କାଣ୍ଡ
ବଡ଼କୁଳ ମାଉଣ୍ଟ ନିକଟରେ ଯୁବକଙ୍କ ବେକ କାଟିଦେଲା ଦୁର୍ବୃତ୍ତ
ଗୁରୁତର ଯୁବକ କଟକ ବଡ଼ ମେଡିକାଲରେ ଭର୍ତ୍ତି, ପୋଲିସର ତଦନ୍ତ
#Kendrapara #Marsaghai #Attack

- ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଚାଳ ଘର
- କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଯଦୁପୁର ଖସାଡ଼ି ଗାଁରେ ଦୁର୍ଘଟଣା
- ଗାଁର ଯୋଗେନ୍ଦ୍ର ସ୍ବାଇଁ ଏବଂ ରବିନ୍ଦ୍ର ସ୍ବାଇଁଙ୍କ ୮ ବଖରା ଘର
- ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
#Marsaghai #Odisha
#ଲୁଣାନଦୀକୁ_ଡେଇଁ_ପଡିଲେ_ଯୁବକ
ମାର୍ଶାଘାଇରେ ଲୁଣାନଦୀକୁ ଡେଇଁପଡିଲେ ଯୁବକ । କରିଲୋପାଟଣା ସେତୁ ଉପରୁ ନଦୀକୁ ଡେଇଁ ନିଖୋଜ ।
#Drowning #Kendrapada #Marsaghai
#ଦୋକାନ_ଭିତରକୁ_ମାଡିଗଲା_ବୋଲେରୋ
-ଦୋକାନ ଭିତରକୁ ମାଡିଗଲା ଇଲେକସନ୍ ଆବଜରବର ଙ୍କ ବୋଲେରୋ
-ଦୁଇଟି ଦୋକାନ କ୍ଷତିଗ୍ରସ୍ତ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
#PrameyaNews7 #Marsaghai #Kendrapada #Odisha
ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଗୋବରୀ ମଣ୍ଡଳର ସଭାପତି ପ୍ରଶାନ୍ତ ଭାଇଙ୍କ ସାନ ଭଉଣୀ ନମିତାର ବିବାହ ଉତ୍ସବରେ ବେରୁହାଁ ପଞ୍ଚାୟତ ଭଗବାନପୁର ସ୍ଥିତ ବାସଭବନରେ ଯୋଗଦେଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲି।
#ମହାକାଳପଡା_ନିର୍ବାଚନ_ମଣ୍ଡଳୀ
#BeruhanGP
#Marsaghai

ବଦଳିଲେ ମାର୍ଶାଘାଇ ଥାନା ଆଇଆଇସି
ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବଦଳି
କେନ୍ଦ୍ରାପଡା ପୋଲିସ ମୁଖ୍ୟାଳୟକୁ ବଦଳି
ମାର୍ଶାଘାଇର ନୂଆ ଥାନା ଆଇଆଇସି ହେଲେ ପ୍ରଜ୍ଞାପାରାମିତା ଜେନା
କନକ ନ୍ୟୁଜରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ
#Marsaghai #KanakNews

ଲୋକଙ୍କ ଦୁଃଖ ପାଲଟିଛି ଅଶୃଙ୍ଖଳା ସ୍ଲୁଇସ୍ ଗେଟ୍
ଜଳ ନିଷ୍କାସନ ପାଇଁ ସ୍ଲୁଇସ୍ ଗେଟ୍ ଉପରକୁ ଟେକିଲେ ପାଣିକୁ ଦଳ ରୋକୁଛି। ଜଳସେଚନ ପାଇଁ ଗେଟ୍ ତଳକୁ କଲେ କବାଟର ଉପର ଭାଗ ଅଞ୍ଚଳରେ ଜଳକୁ ରୋକି ହେଉନି।
https://t.co/oh8EPFXASC #SluiceGate #Marsaghai #Kendrapara

-ମାର୍ଶାଘାଇ ଥାନା ମାଣତିରି ଗାଁରେ ସଂଘର୍ଷ ।
-ପେଟରେ ଥଣ୍ଡା ବୋତଲ ପୁରାଇବା ସହ ଢେଲା ମାଡରେ ୪ ଆହତ ।
-ଆହତ ମାନେ ଚିକିତ୍ସା ପାଇଁ କେନ୍ଦ୍ରାପଡା ମେଡିକାଲ ରେ ଭର୍ତ୍ତି । #PrameyaNews7 #Kendrapada #Marsaghai #crime
#ଅଭିନନ୍ଦନ_ପ୍ରଦୀପ୍ତ
ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଗାହାଣ, ଏବେ ମାର୍ଶାଘାଇ ଆତ୍ମା କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏ ଅବସରରେ ପ୍ରଦୀପ୍ତଙ୍କୁ ମୋର ଅଭିନନ୍ଦନ ।
#AtanuSabyasachi #Marsaghai #Atmma_Committee #Kendrapada
@Naveen_Odisha @bjd_odisha

#ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ #ବନ୍ତଳା ପଞ୍ଚାୟତ ଚଷାକୁନ୍ଦୁ ଠାରେ 🙏ମା ମଙ୍ଗଳାଙ୍କ ପୀଠରେ ଆଶୀର୍ବାଦ ଭିକ୍ଷା କରିବା ଅବସରରେ l
#CMOOdisha #NaveenPatnaik #BJDDigitalWing #BijuJanataDalOdisha #Marsaghai #derabis #Garadpur #Kendrapara
@Vkpandianfancl1

ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଘବପୁର ପଞ୍ଚାୟତ ଅଧୀନସ୍ଥ ନରସିଂହପୁର ଗାଁ ଦେଇ ପ୍ରବାହିତ ଚିତ୍ରୋତ୍ପଳା ନଦୀକୂଳ ଅତଡ଼ା ଖାଇ ଚାଲିଛି। ବନ୍ୟା ନିୟନ୍ତ୍ରଣ ବନ୍ଧ ଖାଇ ଚାଲିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।
https://t.co/chFbyoiJes #ChitroptalaRiver #Marsaghai #Kendrapara #Odisha

#Kendrapara: One killed, three critical after coming with contact with 11kv live wire near #Marsaghai during Gajalaxmi immersion procession #Odisha
ଚଳନ୍ତା ଟ୍ରକରେ ଯୁବକଙ୍କୁ ଝୁଲାଇ ଦେଲେ । ଇଏ କି ପ୍ରକାର ମାନସିକତା, ମୋବାଇଲ ଚୋରି ଅଭିଯୋଗରେ ଚଳନ୍ତା ଟ୍ରକରେ ଯୁବକଙ୍କୁ ଝୁଲାଇ କଲେ ଭିଡ଼ିଓ ସୁଟ୍ । ମାର୍ଶାଘାଇରୁ ଆସିଲା ଅମାନବୀୟ କାଣ୍ଡର ଛାତିଥରା ଦୃଶ୍ୟ । #KanakNews #MaskUpOdisha #Odisha #Marsaghai #Kendrapara Odisha Police Organisation
ମୋବାଇଲ ଚୋରି କଲା ବୋଲି…ଚଳାନ୍ତା ଟ୍ରକରେ ଯୁବକଙ୍କୁ ଝୁଲାଇଲେ, ବେକରେ ଜୋତାମାଳ ପକାଇଲେ; ମାର୍ଶାଘାଇ ଭୁତମୁଣ୍ଡାଇ ପୋଲରୁ ଆସିଲା ଦୃଶ୍ୟ
https://t.co/ggWgqo6rI7
#Marsaghai #Odisha

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers







