Top Tweets for #derabis
ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇବି ମିଳୁନି ଭତ୍ତା, ବୟସ ୭୦ ହେଲାଣି କିନ୍ତୁ ଆଜିବି ସରକାରୀ ସହାୟତାରୁ ବଞ୍ଚିତ ଜୈନ ସିଂହ, ଆର୍ଥିକ ଅନଟନ ପାଇଁ ଅଟକି ରହିଛି ଜୈନଙ୍କ ଚିକିତ୍ସା #jainsingh #prameyanews7 #derabis #handicap #governmentscheme
ଆମ #ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତର ମା' ଗଜଲକ୍ଷ୍ମୀଙ୍କ ସମସ୍ତ ପୂଜା ମଣ୍ଡପ ବୁଲିବା ସହ ମା' ଙ୍କ ଆଶୀର୍ବାଦ ଭିକ୍ଷା କରିଲି।
ଏହି ଅବସରରେ ଯୋଗଦେଇଥିବା ସମସ୍ତ ସହଯୋଗୀ ଓ ନେତୃବୃନ୍ଦମାନଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି।
#GajLakshmiPuja #Patkura #Derabis #Kendrapara

Today, I met and congratulated the Parents of Shri Subhasish Nayak of Mukundpur GP under #Derabis block of our #Patkura assembly constituency, who has been serving as a Mechanical Engineer for the #Chandrayaan3Mission at #SatishDhawanSpaceCentre in #Sriharikota. It's a proud moment for all of us. Wishing him all the luck and best wishes for his future.🙏
#Kendrapara #Chandrayaan3Launch

Today, I met and congratulated Miss Smrutirekha Pani, D/o Shri Kailash Pani of Raghudeipur GP under #Derabis block of our #Patkura assembly constituency, for winning the 1st place in Solo #Odissi Dance at the International Dance Competition (under-16 category) organized by G-20 Anass India. Wishing her all the luck and best wishes for her future🙏 #Kendrapara

ଆଜି #ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ #ଡେରାବିଶ ବ୍ଲକର ବେଣିପୁର ଗ୍ରାମପଞ୍ଚାୟତର ନମିତା ସାହୁଙ୍କ ମା' ଶଶିରେଖା ସାହୁଙ୍କ ଦ୍ୱାଦଶାହ କର୍ମରେ ଯୋଗଦେଇ ସ୍ବର୍ଗତଃ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କପ୍ରତି ଗଭୀର ସମବେଦନା ଜଣାଇଲି।
ଓଁ ଶାନ୍ତି🙏
#Patkura #Derabis #Kendrapara

#କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ #ପାଟକୁରା ନିର୍ବାଚନ ମଣ୍ଡଳୀ #ଡେରାବିଶ ବ୍ଲକ ବାଲିପାଟଣା ଗ୍ରାମରେ ପ୍ରତିଷ୍ଠିତ ପ୍ରଭୁ ଲଛମନଜୀଉଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ "ବିଶ୍ୱ ଶାନ୍ତି" ମହାଯଜ୍ଞ ର ଦିତୀୟ ଦିବସ ଅବସରରେ।
#derabis #Kendrapara
#BijuJanataDal #NaveenPatnaik
@Vkpandianfancl1

#ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ #ବନ୍ତଳା ପଞ୍ଚାୟତ ଚଷାକୁନ୍ଦୁ ଠାରେ 🙏ମା ମଙ୍ଗଳାଙ୍କ ପୀଠରେ ଆଶୀର୍ବାଦ ଭିକ୍ଷା କରିବା ଅବସରରେ l
#CMOOdisha #NaveenPatnaik #BJDDigitalWing #BijuJanataDalOdisha #Marsaghai #derabis #Garadpur #Kendrapara
@Vkpandianfancl1

#ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ #ଡେରାବିଶ ବ୍ଳକର ଚାନ୍ଦୋଳ ଗ୍ରାମପଞ୍ଚାୟତର ବାଙ୍କିମୁଣ୍ଡାଇ ଠାରେ ଆୟୋଜିତ ଶ୍ରୀ ଶ୍ରୀ ମା' କନ୍ତେଇ ଠାକୁରାଣୀଙ୍କ ବିଜେସ୍ଥଳିରେ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦେଇ ମା' ଙ୍କର ଆଶୀର୍ବାଦ ଭିକ୍ଷା କରିଲି।🙏
#Patkura #Derabis #Kendrapara

#ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ #ଡେରାବିଶ ବ୍ଳକର ହରିଅଙ୍କ ଗ୍ରାମପଞ୍ଚାୟତର ଦକ୍ଷିଣଖଣ୍ଡ ଭୋଳର ବ୍ରହ୍ମକ୍ଷେତ୍ର ଠାରେ ଆୟୋଜିତ ଶ୍ରୀ ଶ୍ରୀ ମହାବୀର ଦକ୍ଷିଣମୁଖି ହନୁମାନଜୀଉଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଦିବସରେ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲି।🙏
#Patkura #Derabis #Kendrapara

Attended the 1st annual celebration and VishwaShanti MahaYajna at the shrine of Sri Sahada Sundari (Tripur Sundari) at Kurujanga GP of #Derabis Block under #Patkura assembly constituency, seeking the blessings of almighty. #Kendrapara

" 'Bedu Bhai' was not just a name, he was a hope, faith and support for the people. We will strive our level best to carry forward this faith and belief. Henceforth no matter how favorable or unfavorable the situations are/ may get, collaboratively We shall take-up people-centric works for the development of our society and for this I will always seek for your (people) support and cooperation..."
~ At the memorial ceremony & Shradhanjali sabha organized at #Patkura assembly constituency on the 4th death anniversary of former Minister in the #Odisha cabinet, my beloved father late #Bed_Prakash_Agrawalla (Bedu Bhai).
#BeduBhaiAmarRahe #Derabis #Garadpur #Marshaghai #Kendrapara
#ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ #ଡେରାବିଶ ବ୍ଳକର ଇନ୍ଦାଳୋ ଗ୍ରାମପଞ୍ଚାୟତର ଫାଣ୍ଡିବର ଗ୍ରାମରେ ଶ୍ରୀ ଶ୍ରୀ ଆଖଣ୍ଡଳମଣି ପୀଠରେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲି। #Patkura #Derabis #Kendrapara

#ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକର ଗୋଲରହାଟ ଗ୍ରାମପଞ୍ଚାୟତରେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ରାମଲୀଳା ନାଟ୍ୟ ପରିଷଦର ୫୦ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ... #Patkura #Derabis #Kendrapara

ସମଗ୍ର ରାଜ୍ୟରେ ତାପମାତ୍ରାର ବୃଦ୍ଧି ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଥିରୁ ବି ବାଦ ପଡ଼ିନି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକର ବିଭିନ୍ନ ପଞ୍ଚାୟତ ।
https://t.co/YOdnUHpLAo #Temperature #Derabis #Kendrapara #Odisha

#ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ #ଡ଼େରାବିଶ ବ୍ଲକର ଚାନ୍ଦୋଳ ଗ୍ରାମପଞ୍ଚାୟତର ପଥରପଡ଼ା ଗ୍ରାମରେ ଶ୍ରୀ ଶ୍ରୀ ସିଦ୍ଧ ବାନାମ୍ବର ମହାପୁରୁଷଙ୍କ ପୀଠ ସ୍ଥଳୀରେ ଆୟୋଜିତ ୯୧ତମ ବାର୍ଷିକ ଚବିଶ ପ୍ରହର ନାମଯଜ୍ଞରେ ଯୋଗଦେବା ଅବସରରେ... #Patkura #Derabis #Kendrapara

ଆଜି #ପାଟକୁରା ଅନ୍ତର୍ଗତ #ଡ଼େରାବିଶ ବ୍ଲକର ମଙ୍ଗଳପୁର ଗ୍ରାମପଞ୍ଚାୟତର ତ୍ରିପୁରାରୀପୁର ର ଅମୃତସାହି ଗ୍ରାମରେ ଆୟୋଜିତ "ଶ୍ରୀ ଶ୍ରୀ ଅଷ୍ଟପ୍ରହର ବ୍ୟାପୀ ନାମଯଜ୍ଞ" ରେ ଯୋଗଦେବା ଅବସରରେ...
Attended the "Shri Shri Ashtaprahar Byapi Nama Yajna" organized at Amrutsahi Village of Managalpur GP under #Derabis Block of #Patkura assembly constituency. #Kendrapara

ଆଜି #ପାଟକୁରା ଅନ୍ତର୍ଗତ #ଡେରାବିଶ ବ୍ଲକର ମୁକୁନ୍ଦପୁର ଗ୍ରାମପଞ୍ଚାୟତରେ ମା' ଦୁର୍ଗା ଦେବୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମା'ଙ୍କର ଆଶୀର୍ବାଦ ଭିକ୍ଷା କଲି।🙏
Today, I attended the inauguration ceremony of Maa Durga Devi's temple in Mukundpur GP of #Derabis block under #Patkura assembly constituency and sought the blessings of maa Durga. #Kendrapara

ଆଜି #ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ #ଡେରାବିଶ ବ୍ଲକର ଇନ୍ଦାଳ ଗ୍ରାମପଞ୍ଚାୟତର ଦକ୍ଷିଣପାରୀ ଗ୍ରାମରେ ଗ୍ରାମଦେବତୀ ମା' ପାର୍ବତୀ ଓ ଶ୍ରୀ ଗଣେଶଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଓ ଦେବୀଶାନ୍ତି ମହାଯଜ୍ଞରେ ଯୋଗଦେବା ଅବସରରେ...
#Patkura #Derabis #Kendrapara

ଆଜି #ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକର କୁରୁଜଙ୍ଗ ଗ୍ରାମପଞ୍ଚାୟତର ନୂଆଗାଁ ଠାରେ ଆୟୋଜିତ ହୋଇଥିବା NCC PREMIER LEAGUE -2023 ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରିଲି ଓ ସମସ୍ତ ଖେଳାଳି ମାନଙ୍କୁ ପ୍ରୋତ୍ସାହିତ ମଧ୍ଯ କରିଲି। #Patkura #Derabis #Kendrapara

ଆଜି #ପାଟକୁରା ଅନ୍ତର୍ଗତ ଡ଼େରାବିଶ ବ୍ଲକର ଲକ୍ଷ୍ମୀନାରାୟଣପୁର ଗ୍ରାମପଞ୍ଚାୟତର ଛଚିଣା ଗ୍ରାମରେ ଆଦର୍ଶ ସେବିକା ସ୍ବର୍ଗତଃ ମଞ୍ଜୁଲତା ଭୂୟାଁଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ସ୍ମୃତିଚାରଣ ସଭା ଓ ଚତୁର୍ଥ ପ୍ରହର ନାମଯଜ୍ଞ ରେ ଯୋଗଦେବା ଅବସରରେ...
#Patkura #Derabis #Kendrapara

Last Seen Hashtags on Sotwe
anxiouspandaa
Seen from Colombia
angie_khoury
nsfwtwt
Seen from Turkey
teenageers
Seen from United States
น้าสาว
Seen from Thailand
gavat filter:native_video
Seen from Australia
แม่เย็ดกับลูก
Seen from Thailand
minichat()+filter:native_video
Seen from United States
submission
Seen from Netherlands
anxiouspanda filter:videos
Seen from Japan
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers

















































