Top Tweets for #OASTopper
#ଫଟୋରେ_ଖବର
ଲୋକସେବା ଭବନରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲାର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
#BubunSahu #OAStopper #Odisha #MohanCharanMajhi #LokSevaBhawan #Kendujhar #OdishaProud #OAS2025 #CivilServices #OTV

#ଚାଷୀଘର_ପୁଅ_ଓଏଏସ_ଟପ୍ପର
ପ୍ରଶାସନିକ ସେବା ପରୀକ୍ଷାରେ ଓଡିଶାରେ ଟପର ହୋଇ ଗୌରବ ଆଣିଲେ ଟୋଲଙ୍କପଡା ଗ୍ରାମର ଚାଷୀଘର ପୁଅ ବୁବୁନ ସାହୁ । ବାପା ଜଣେ ଚାଷୀ, ପୁଅ ଓଡିଶା ପ୍ରଶାସନିକ ସେବା ଓଏସ୍ ପରୀକ୍ଷାରେ ଦୁଇଶହ ପିଲାଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି ।
#OASTopper #OPSCResult #BubunSahu #OdishaPride #Inspiration #ArgusNews
OAS Topper Bubun Sahoo | ଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବାକୁ ଇଛା... | OPSC Result 2024 | PrameyaNews7 #bubunsahoo #oastopper #opsc2026 #prameyanews7 #odisha #education #motivation
ଚଷା ପରିବାର ପୁଅ ବୁବୁନ, କଠିନ ପରିଶ୍ରମ ବଳରେ ଆଜି OAS ଟପ୍ପର
#OASTopper #BubunSahu #OPSC
https://t.co/SAmSpbh9Ng
ପ୍ରକାଶ ପାଇଲା OSC ରେଜଲ୍ଟ; ଟପ୍ ୧୦ ରେ ୬ ପୁଅ #OdishaCivilService #OPSC #OASTopper #BubunSahoo #PrameyaNews7

"#ଉତ୍କର୍ଷ_ଓଡ଼ିଶା_ମୋ_ସ୍ୱପ୍ନ'
ମୋ ସ୍ୱପ୍ନର ଓଡ଼ିଶାରେ ନଥିବ ନଗଡା କି ନଗିରା, ମାଡିପଙ୍କାରେ ଲୋକେ ଖାଉନଥିବେ ଆମ୍ବ ଟାକୁଆ : ପ୍ରିୟାଂଶୁ ପାଲ, ୨୦୨୫ ଓଏଏସ୍ ଟପ୍ପର
#KanakNews #PriyanshuPal #OASTopper
Face To Face With OAS Topper Priyanshu Pal & Mahesh Panda | Watch Live at 10:30 & 5th Oct at 5:30 PM on News7 #facetoface #priyanshupal #maheshpanda #prameyanews7 #oastopper #corruption #motivation #struggle #odishacivilservices

Face To Face With OAS Topper Priyanshu Pal & Mahesh Panda | Watch Live at 10:30 & 5th Oct at 5:30 PM on News7 #facetoface #priyanshupal #maheshpanda #prameyanews7 #oastopper #corruption #motivation #struggle #odishacivilservices
'ଚାକିରୀ ଛାଡି ଓଏଏସ ପାଇଁ ପ୍ରସ୍ତୁତ ହେଉଥିଲି, ରାଙ୍କ-୧ ଆସିବ ବୋଲି ଆଶା କରିନଥିଲି' : OAS Topper Priyasu Pal #priyansupal #oastopper #prameyanews7 #angul #odishacivilservice #struggle #motivation
-ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି ଅଶ୍ୱିନୀ କୁମାର ପଣ୍ଡ।
-ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର
-ଚାଷଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
#OASTopper #AswiniPanda #Odisha

ଭିଜିଲାନ୍ସ ଜାଲରେ ଓଏଏସ୍ ଟପର: ପୈତୃକ ଘରେ ୭ଜଣିଆ ଟିମ୍ର ଛାନଭିନ୍
#Sambad #VigilanceRaid #OASTopper #Odisha https://t.co/7NQPJjX8Zh
କାହା କଥାରେ ପ୍ରଭାବିତ ନହୋଇ ନିଜ ଦକ୍ଷତା ଉପରେ ବିଶ୍ୱାସ ରଖନ୍ତୁ | Kapil Kumar Mohanty, OCS Rank 9
Watch Full Video: https://t.co/zPId1iP4op
#OCS #OAS #oastopper
ସ୍ମାର୍ଟ ୱାର୍କ ସହିତ ହାର୍ଡ ୱାର୍କ କରିଲେ ପ୍ରସ୍ତୁତି ସହଜ ହେବ | Ananya Garabadu - OCS Rank 48
#OCS #OAS #OASTopper
ଓସିଏସ୍ ପରୀକ୍ଷାରେ ସଫଳତା ପାଇଁ ଧୈର୍ଯ୍ୟ ଆବଶ୍ୟକ | Aditya Dipankar Sarangi - OCS Rank 8
#OCS #OAS #OASTopper
ସଫଳତାର ଅସଲ କାହାଣୀ; ଆର୍ଥିକ ଅନଟନ ସତ୍ତ୍ବେ OASରେ ଟପ୍ପର ହେଲେ କାଳିଆ... #OASTopper
ପଢ଼ନ୍ତୁ ପୂ ରା ଖବର:
https://t.co/pGwVHqwPml
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସାରା ଓଡ଼ିଶାରେ ଟପର ହୋଇ ଗୌରବ ଆଣିଛନ୍ତି ଆମ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ,ଲୁଙ୍ଗା ପଂଚାୟତ ଉରୁଣିଆ ଗ୍ରାମର ଝିଅ ତଥା ଆମ ସମସ୍ତଙ୍କର ଗର୍ବ ଓ ଗୌରବ ଶ୍ବେତାଶ୍ରୀ ମହାପାତ୍ର ।
#OAStopper #OCSresult #OPSC #examresults

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସାରା ଓଡ଼ିଶାରେ ଟପର ହୋଇ ଗୌରବ ଆଣିଛନ୍ତି ଆମ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ,ଲୁଙ୍ଗା ପଂଚାୟତ ଉରୁଣିଆ ଗ୍ରାମର ଗର୍ବ ଓ ଗୌରବ ଶ୍ବେତାଶ୍ରୀ ମହାପାତ୍ର ।
#OAStopper #OCSresult #OPSC #examresults

୨୦୨୨ର ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟ । ସାରା ଓଡ଼ିଶାରେ ଟପରେ ଥିବା ଭଦ୍ରକର ଶ୍ବେତାଶ୍ରୀ ମହାପାତ୍ରଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
#OAStopper #OCSresult

ପ୍ରକାଶ ପାଇଲା ୨୦୨୨ର ଓଏଏସ୍ ରେଜଲ୍ଟ । ଶ୍ବେତାଶ୍ରୀ ମହାପାତ୍ର ହେଲେ ଓଏଏସ୍ ଟପ୍ପର ।
#OPSC #OASTopper #SwetashreeMohapatra #OTV

Last Seen Hashtags on Sotwe
PinkyXxx
Seen from United Arab Emirates
BinorSangean
Seen from Indonesia
ヤブモズ
Seen from United Kingdom
onlyfans
Seen from Turkey
momson video***
Seen from United States
leaks
Seen from United States
desahan ibu
Seen from Indonesia
射屏明星
borderbunny #bwc
Seen from United States
仁平尚人
Seen from United Kingdom
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.7M followers

X 
@x
60.8M followers












