Top Tweets for #OPSCResult
#ଚାଷୀଘର_ପୁଅ_ଓଏଏସ_ଟପ୍ପର
ପ୍ରଶାସନିକ ସେବା ପରୀକ୍ଷାରେ ଓଡିଶାରେ ଟପର ହୋଇ ଗୌରବ ଆଣିଲେ ଟୋଲଙ୍କପଡା ଗ୍ରାମର ଚାଷୀଘର ପୁଅ ବୁବୁନ ସାହୁ । ବାପା ଜଣେ ଚାଷୀ, ପୁଅ ଓଡିଶା ପ୍ରଶାସନିକ ସେବା ଓଏସ୍ ପରୀକ୍ଷାରେ ଦୁଇଶହ ପିଲାଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି ।
#OASTopper #OPSCResult #BubunSahu #OdishaPride #Inspiration #ArgusNews
ପ୍ରକାଶ ପାଇଲା OCS-2024 ରେଜଲ୍ଟ । ମୋଟ୍ ୨ ଶହ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଟପ୍ପର୍ ହୋଇଛନ୍ତି ବୁବୁନ ସାହୁ। ଏଥର ମାତ୍ର ୧୭ ମାସରେ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି ।
#OPSC #OCS2024 #OdishaCivilServices #MeritList #CivilServicesExam #BubunSahu #OdishaResults #OPSCResult #WomenInCivilServices #OTV
Mirza Faiz Ahmed Quadri | Rank-4 | OCS 2023 | OAS Topper | ପ୍ରକାଶ ପାଇଲା OAS ପରୀକ୍ଷା ଫଳ, ଟପ୍ ଟେନ୍ ରେ ଭଦ୍ରକର ଯୁବକ ମିର୍ଜା ଫେଜ ଅହମ୍ମଦ କାଦ୍ରି #MirzaFaizAhmedQuadri #OPSC #OAS #OCS #odishacivilservice #opscresult #oasresult #Rayacademy #Odisha
ଆଜିର ଓପିଏସି ଟପ୍ପର
କାଲି ଦୁର୍ନୀତି ର ଗନ୍ତାଘର ।
ଲୋକ ସେବା କହି ନିଜ ପାଣ୍ଠି ସେବା କରିବା ଏ ମାନଙ୍କ ମୂଳାଧାର।
ବିଦ୍ର :- ସମସ୍ତ ଙ୍କ ପାଇଁ ନୁହେଁ ।
#opscresult

#ପରିଶ୍ରମ_କରୁଥିଲୁ_ପୁରସ୍କାର_ପାଇଲୁ
ଏମାନେ ସମସ୍ତେ ଓପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସମସ୍ତେ କହିଲେ, ପରିଶ୍ରମର ଫଳ ମିଳିଛି
#opscresult #Odisha #KanakNews
#କଲେକ୍ଟରଙ୍କ_ପୁଅ_ଓପିଏସ୍ସି_ପରୀକ୍ଷାରେ_କୃତକାର୍ଯ୍ୟ
ବାପା ଜିଲ୍ଲାପାଳ...ପୁଅ ଓପିଏସ୍ସି ପରୀକ୍ଷାରେ ହେଲେ କୃତକାର୍ଯ୍ୟ । ଶାଶ୍ବତ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କହିଲେ, ୪ ବର୍ଷ ହେଲା ପରିଶ୍ରମ କରୁଥିଲି...ସଫଳତା ମିଳିଲା
#OPSCResult #Odisha #KanakNews
#ଦୃଷ୍ଟିବାଧିତ_ହେଲେ_ବି_ଓପିଏସ୍ସିରେ_ସଫଳତା_ପାଇଲେ
ଇଚ୍ଛା ଥିଲେ ସଫଳତା ନିଶ୍ଚିତ । ଆଉ ଏହାର ଉଦାହରଣ ହେଉଛନ୍ତି ମହେଶ ପଣ୍ଡା । ନିଜେ ଜଣେ ଦୃଷ୍ଟିବାଧିତ ହେବା ପରେ ବି ଓପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । କହିଲେ, ମୁଣ୍ଡ କାମ କରିବା ଦରକାର ଆଖି ନୁହେଁ
#OPSCResult #Odisha #KanakNews
OPSC Result Out: What Do the Top Rank Holders Say About Their Success? | ପ୍ରକାଶ ପାଇଲା OPSC ରେଜଲ୍ଟ #TopRankers #SuccessStory #ExamToppers #CivilServices #OPSCResult #OdiaNews #BreakingOdia
OPSC 2023 Toppers Speak Out: Priyanshu, Ananya & Sobhan Share Their Journey | ପ୍ରକାଶ ପାଇଲା OPSC ରେଜଲ୍ଟ, ପ୍ରିୟାଂଶୁ ପାଲ୍ OAS ଟପ୍ପର
#OPSCResult #OAS2023 #PriyanshuPal #AnanyaMishra #SobhanPattanaik #OdishaSuccess #CivilServices #BreakingOdia #OdiaNews
OAS Topper Priyanshu Pal's First Reaction | ପ୍ରକାଶ ପାଇଲା OPSC ରେଜଲ୍ଟ, ପ୍ରିୟାଂଶୁ ପାଲ୍ OAS ଟପ୍ପର #PriyanshuPal #OAS2023 #OPSCResult #OdishaTopper #CivilServices #BreakingNews #OdiaNews #SuccessStory
ଓପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ପରୀକ୍ଷା ଫଳ ନିର୍ବିଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି।
#OPSCResult
@narendramodi @JPNadda @MohanMOdisha @dpradhanbjp @PMOIndia @CMO_Odisha @BJP4India @BJP4Odisha @SamalManmohan7 @Manas_BJP
ଶୁକ୍ରବାର ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (OCS) ପରୀକ୍ଷା-୨୦୨୩ର ଫଳ। ଏଥିରେ ୩୯୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୪ ଜଣ ମହିଳା ଅଛନ୍ତି। #Odisha #OPSC #opscresult
https://t.co/nw0ZVqUu5I
OPSC Civil Services 2023 result out: Male candidates dominate top 10, only 1 female in list
#Odisha #OPSCResult
https://t.co/t5bxyFIxGV
OPSC Result Out | ପ୍ରକାଶ ପାଇଲା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷାର ଫଳାଫଳ, ୩୯୮ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ମହିଳା | ପ୍ରିୟାଂଶୁ ପାଲ୍ ଏଥର ଟପ୍ପର ହୋଇଛନ୍ତି। ଟପ୍ ଟେନ୍ରେ ଅନନ୍ୟା ମିଶ୍ର ଏକମାତ୍ର ମହିଳା।
#OPSCResult #OdishaPSC #ExamResults #Topper #WomenInExam #OdishaNews #GovernmentJobs #PSCResults #WomenAchievers #OdishaUpdates #prameyanews7
👉ପ୍ରକାଶ ପାଇଲା OPSC ପରୀକ୍ଷା ଫଳ
👉ପ୍ରିୟାଂଶୁ ପାଲ୍ OAS ଟପ୍ପର
👉୩୯୮ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ମହିଳା
#OPSCResult #OAS #OPSC #Odisha

#OPSC_ରେଜଲ୍ଟ: #ପ୍ରିୟାଂଶୁ_ପାଲ୍_ଟପ୍ପର
-ପ୍ରକାଶ ପାଇଲା ୨୦୨୩ OCS ପରୀକ୍ଷା ଫଳ
-ପ୍ରିୟାଂଶୁ ପାଲ୍ OAS ଟପ୍ପର
-ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର, ତୃତୀୟ ସ୍ଥାନରେ ଶୋଭନ ପଟ୍ଟନାୟକ
-ଟପ୍ ଟେନ୍ରେ ଅନନ୍ୟା ମିଶ୍ର ଏକମାତ୍ର ମହିଳା
-୩୯୮ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ମହିଳା
#Opsc #OAS #Opscresult #Priyanshupal #Odisha #OTV

-OCSE-୨୦୨୩ ମେନ ପରୀକ୍ଷା ଫଳ
-ଓଡ଼ିଶା ସିଭିଲ ସର୍ଭିସେସ୍ - ୨୦୨୩ର ମେନ୍ ପରୀକ୍ଷା ଫଳ ପ୍ରକାଶିତ
-୮୦୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି
-୮୦୬ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୨୯୩ ମହିଳା ପ୍ରାର୍ଥୀ
-ଆସନ୍ତା ୬ରୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ଓ ପର୍ସନାଲିଟି ଟେଷ୍ଟ
#opsc #opscresult #mains #ocse2023

ସେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
#OPSC #opscresult #odishacivilservice #OdishaReporter
https://t.co/4PMBlvZVs9
Last Seen Hashtags on Sotwe
arigameplays
Seen from United States
suriyeli canlı
Seen from Turkey
momson() nolimit()* filter:native_video
Seen from Turkey
gaziantepesc
Seen from Germany
young
Seen from United Kingdom
omorashi
Seen from Spain
EUDevs
Seen from United States
nolimit()*********** +filter:native_video
Seen from United States
momson() **+filter:native_video
Seen from Argentina
paskapäivä
Seen from United States
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.6M followers

Taylor Swift 
@taylorswift13
82.5M followers

Lady Gaga 
@ladygaga
74M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.6M followers

X 
@x
60.8M followers













