Top Tweets for #VigillanceRaid
#ଇଞ୍ଜିନିୟରଙ୍କ_ଘରେ_ଭିଜିଲାନ୍ସ_ଚଢ଼ାଉ
କାଡା ଡିଭିଜନ୍ର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ ।
#bhdrak #Odisha #KanakNews #riad #mkt #vigillanceraid
அ.தி.மு.க. முன்னாள் எம்.எல்.ஏ. வீட்டில் லஞ்ச ஒழிப்பு போலீசார் சோதனை
https://t.co/euYvIvuqhh
#Panruti #ExMLA #AIADMK #VigillanceRaid #dailythanthi
ଭିଜିଲାନ୍ସ ଜାଲରେ ଥାନା ବାବୁ, IIC ସୁଶାନ୍ତ ଶତପଥୀଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା ଜବତ
#PoliceIIC #VigillanceRaid
https://t.co/1hdf8FXZCP
ଭିଜିଲାନ୍ସ ଜାଲରେ ପ୍ରଥମ ବାଟାଲିୟନ କମାଣ୍ଡାଣ୍ଟ ସୁନିଲ ବେହେରା, ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ #ଭୁବନେଶ୍ବର ଯାଉଥିଲା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ସୁନିଲଙ୍କ #ଢେଙ୍କାନାଳ ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ର ରେଡ୍ ସୂଚନା ।
@OdishaVigilance #VigillanceRaid #DhenkanalUpdate

#ଢେଙ୍କାନାଳ:
-ଭିଜିଲାନ୍ସ ଜାଲରେ ପ୍ରଥମ ବାଟାଲିଅନ କମାଣ୍ଡାଣ୍ଟ
-ପ୍ରଥମ ବାଟାଲିଅନ କମାଣ୍ଡାଣ୍ଟ ସୁନିଲ ବେହେରାଙ୍କୁ ଧରିଲା ଭିଜିଲାନ୍ସ
-ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଉଥିଲା ବେଳେ ଧରିଲା
-ସୁନିଲଙ୍କ ଢେଙ୍କାନାଳ ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ର ରେଡ୍
#VigillanceRaid #Dhenkanal #OTV

#ଭିଜିଲାନ୍ସ_ଜାଲରେ_ତହସିଲଦାର
କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ । ତହସିଲଦାର ଚାର୍ଲସ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । କରଞ୍ଜିଆ ସରକାରୀ ଘର ଓ ଭଦ୍ରକ ପୈତୃକ ଘରେ ରେଡ୍ #VigillanceRaid #Odisha #OTV
-କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍
-ତହସିଲଦାର ଚାର୍ଲସ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍
-ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
-କରଞ୍ଜିଆ ସରକାରୀ ଘର ଓ ଭଦ୍ରକ ପୈତୃକ ଘରେ ରେଡ୍
#VigillanceRaid #Odisha #OTV
ଭିଜିଲାନ୍ସ ଜାଲରେ ବଡ଼ମ୍ବା ବ୍କକ ଜେଇ..ବିଲ୍ ପାସ୍ ପାଇଁ ୩୦ ହଜାର ଲାଞ୍ଜ ନେଉଥିଲେ
#VigillanceRaid #Badamba #OTV
#ଖୋର୍ଦ୍ଧା:
-ଲାଞ୍ଚ ନେଇ ଧରାପଡ଼ିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ
-୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ
-ଜମିର କିସମ ପରିବର୍ତ୍ତନ ପାଇଁ ଜଣଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ
-ନିଜର କଳିଙ୍ଗନଗର ସ୍ଥିତ ବାସଭବନରେ ଲାଞ୍ଚ ନେଉଥିଲେ ତହସିଲଦାର ମଣ୍ଡଳ
#VigillanceRaid #Tahasildar #OTV

-ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସଂପର୍କୀୟ ଘରୁ ମିଳିଲା ନଗଦ ୨୫ ଲକ୍ଷ
-ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ସଂପର୍କୀୟ ଘରୁ ଠାବ କଲା ଭିଜିଲାନ୍ସ
-ରବି ନାରାୟଣଙ୍କ ପୁଅ ଶ୍ୱଶୁର ଘରୁ ଟଙ୍କା ମିଳିଥିବା ସୂଚନା
-ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ଘରୁ ମିଳିଲା ୨୫ ଲକ୍ଷ
#VigillanceRaid #OTV
-ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା
-ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା
-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରବିଙ୍କ ଘର ରେଡ୍
-ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୬ଟି ସ୍ଥାନରେ ରେଡ୍
#VigillanceRaid #OTV
-ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା
-ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା
-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରବିଙ୍କ ଘର ରେଡ୍
-ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୬ଟି ସ୍ଥାନରେ ରେଡ୍
#VigillanceRaid #OTV

-୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ASI
-ଖୋର୍ଦ୍ଧା ବାଲିପାଟଣା ଥାନା ଏଏସ୍ଆଇ ପୁଷ୍ପଲତା ପାଇକରାୟ ଧରାପଡ଼ିଲେ
-୨୦୨୦ର ଏକ ମାମଲାରେ କଡ଼ା ଦଫା ଯୋଡ଼ିବାକୁ ଲାଞ୍ଚ ନେଉଥିଲେ
#VigillanceRaid #ASI #OTV

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ..ଅବସରର ୩ ଦିନ ପୂର୍ବରୁ ବଦଳି କରାଇ ଦେବାକୁ କହି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି..ଖାଲି ଜଣେ ନୁହନ୍ତି, ପ୍ରତିଦିନ ସାମ୍ନାକୁ ଆସୁଛି ଲାଞ୍ଚ ନେଉଥିବା ଅନେକ ଘଟଣା
#VigillanceRaid #Odisha #OTV
#ଗୁଣପୁର:
-ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ
-ପଦ୍ମପୁର ସେକ୍ସନ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ
-ଏଲ୍ଆଇ ପଏଣ୍ଟକୁ ବିଦ୍ୟୁତ୍ ସଂଯୋଗ ପାଇଁ ୧୦ ହଜାର ଲାଞ୍ଚ ନେଉଥିଲେ
#VigillanceRaid #Odisha #OTV

ରୋଗୀଙ୍କ ଠାରୁ ଲାଞ୍ଚ ନେଲା ବେଳେ ଭିଜିଲାଲ୍ସ ହାତରେ ଧରାପଡ଼ିଲେ ସୁନ୍ଦରଗଡ଼ ଗଏଲବାହଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା
#VigillanceRaid #AyushDoctor #Sundergarh #Odisha #OTV
ଜଳେଶ୍ୱର ବିଡିଓଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍
#VigillanceRaid #BDO #Jaleswar #OTV
Last Seen Hashtags on Sotwe
anxiouspanda()*********** filter:native_video
Seen from United States
anxiouspanda #minichat #snapchat
Seen from Russia
tango
Seen from Turkey
latina
Seen from Poland
ゼンゼロ
Seen from Korea
nightclub #public
Seen from Indonesia
CaughtOnCamera
Seen from United States
anxiouspanda
Seen from Argentina
ชายแท้รับงานเกย์
Seen from Thailand
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers




