Top Tweets for #umerkote
ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା...ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି... ଉମରକୋଟରେ କିଭଳି ରହିଛି ସ୍ଥିତି ଆସନ୍ତୁ ଜାଣିବା
#OdishaRain #Umerkote #Nabarangpur #DeepDepression #OTV
25 Years Under Tarpaulin: ଆବାସ ନାହିଁ, ଜରିପାଲ ତଳେ ଜୀବନ; ପକ୍କା ଛାତ ପାଇଁ କେଉଁଠି ୧୫, କେଉଁଠି ୨୫ ବର୍ଷ ଅପେକ୍ଷା https://t.co/nWBiZwVzVF
#OdishaHousing #AwasYojana #Nabarangpur #Koraput #Umerkote #Semiliguda #RuralOdisha #HousingForAll #OdishaNews #PoorFamilies
ଲଗାଣ ବର୍ଷାରେ ବେହାଲ ଉମରକୋଟ.. ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି.. ବର୍ଷା ଯୋଗୁ ଜନଜୀବନ ଓ ଯାତାୟାତ ପ୍ରଭାବିତ.. ଅନେକ ରାସ୍ତା ଜଳମଗ୍ନ, ଦୋକାନରେ ପଶିଲା ପାଣି..
#Umerkote #HeavyRain #Waterlogging #FloodAlert #OTV
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼କୁମାରୀ ଗାଁରେ ଘରୋଇ ପୂଜାପାଠ କରିବା ନାଁରେ ସୁନା ଓ ଟଙ୍କା ନେଇ ଚମ୍ପଟ ମାରିବା ଅଭିଯୋଗ। ନାଲି ରଙ୍ଗର କାରରେ ଆସିଥିବା ୪ ଜଣ ନାଗା ସାଧୁ ବେଶଧାରୀ ଦୁର୍ବୃତ୍ତଙ୍କୁ ନେଇ ଚର୍ଚ୍ଚା।
#Nabarangpur #Umerkote #OdishaNews #CrimeNews #OdishaCrime #FakeBabas #NagaSadhu #LootAttempt #ArgusNews
Umerkote Shocker | ଉମରକୋଟରେ ଚାଞ୍ଚଲ୍ୟ, ସାଧୁ ବେଶରେ ଆସି ଲୁଟିନେଲେ, ବାସ୍ତୁ ଦୋଷ କାଟିବାକୁ କହି, ସର୍ବସ୍ୱ ଲୁଟିନେଲେ #Umerkote #UmerkoteNews #Robbery #LootCase #SaintDisguise #RobberyCase #CrimeNews #OdishaCrime #NabarangpurNews #LootIncident #CrimeAlert #OdishaBreakingNews #prameyanews7
ଛତିଶଗଡ଼ କାଙ୍କେରର ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ନକ୍ସଲ ଦମ୍ପତିଙ୍କ ସମେତ ୫ ଜଣ ନକ୍ସଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ୨୦୧୫ ମସିହାରେ ସର୍ଚ୍ଚିଂ ପାର୍ଟି ଉପରେ ଆକ୍ରମଣ କରିଥିବା ଅଭିଯୋଗକୁ ନେଇ ଏମାନଙ୍କ ଉପରେ ରହିଥିଲା ମାମଲା
#nandighoshatv #odisha #umerkote
ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ପୁଣି ଡରାଇଲାଣି ଅଜଣା ଜ୍ୱର ଓ ମ୍ୟାଲେରିଆ। ଦିନେ ମ୍ୟାଲେରିଆ ନିୟନ୍ତ୍ରଣରେ ମଡେଲ୍ ଜିଲ୍ଲାର ମାନ୍ୟତା ପାଇଥିବା ମାଲକାନଗିରିରେ ଏବେ ହୁ ହୁ ହୋଇ ବଢୁଛି ସଂକ୍ରମଣ
#Malaria #Malkangiri #Nabarangpur #UnknownFever #Umerkote #OdishaNews #OdishaTV #OTV
ଉପାନ୍ତ ଗାଁରେ ବ୍ୟାପିବାରେ ଲାଗିଛି ଅଜଣା ଜ୍ୱର। ଅନେକ ଦିନ ହେବ ଲୋକମାନେ ଜ୍ୱରରେ ପୀଡିତ ଥିବା ବେଳେ ସେମାନଙ୍କ ପାଖରେ ପହଞ୍ଚିପାରୁନି ସରକାରୀ ସ୍ୱାସ୍ଥ୍ୟସେବା
#UnknownFever #Nabarangpur #Umerkote #OdishaHealth #HealthcareCrisis #RemoteVillages #PublicHealth #OTV
#ଅଜଣା_ଜ୍ୱର
ନବରଙ୍ଗପୁର ଉମରକୋଟ ଅଂଚଳରେ ବ୍ୟାପୁଛି ଜ୍ବର। ଲୋକଙ୍କୁ ଜ୍ବର ବ୍ୟାପିବା ନେଇ ସ୍ବାସ୍ଥ୍ୟବିଭାଗ ପାଖରେ ଖବର ନାହିଁ କି ପ୍ରଶାସନର ମଧ୍ୟ ନଜର ନାହିଁ।
#Nabarangpur #Umerkote #UnknownFever #FeverOutbreak #OTV
ଉମରକୋଟରେ ଆୟୋଜିତ 'ହର ଘର ତ୍ରିରଙ୍ଗା' ଶୋଭାଯାତ୍ରାର ଅଭୁଲା ମୁହୂର୍ତ୍ତ । ହୃଦୟରେ ଦେଶଭକ୍ତି ଏବଂ ମନରେ ଅପାର ଉତ୍ସାହ ସହ ପାଳିତ ହୋଇଥିବା ଏହି ଭବ୍ୟ ଶୋଭାଯାତ୍ରାର ଏକ ଝଲକ।
#HarGharTiranga #Umerkote
ମଣ୍ଡି କାର୍ଡ ପାଇଁ ରାତି ଅନିଦ୍ରା ଚାଷୀ। ରାତି ଅଧରେ ଲ୍ୟାମ୍ପ ଆଗରେ ଚାଷୀଙ୍କ ଭିଡ଼। ଦିନରେ ଜମିରେ ଚାଷ କାମ, ରାତିରେ ମଣ୍ଡି କାର୍ଡ ଚିନ୍ତା। ଏ ଚିତ୍ର ହେଉଛି ଉମରକୋଟ ଲ୍ୟାମ୍ପସର। ଶୁଣନ୍ତୁ ଏନେଇ କଣ କହୁଛନ୍ତି ଚାଷୀ...
#OdishaFarmers #MandiCard #Umerkote #FarmersNews #OdishaNews #AgricultureNews #OTV
ଦିନରେ ଜମିରେ ଚାଷ କାମ, ରାତିରେ ମଣ୍ଡି କାର୍ଡ ଚିନ୍ତା
#OdishaFarmers #mandicard #umerkote #FarmerIssues #OdishaNews #AgricultureNews #OTV
https://t.co/bQxrLY3o3I
#ରାତି_ଅଧରେ_ଲ୍ୟାମ୍ପ୍ସ_ଆଗରେ_ଚାଷୀଙ୍କ_ଭିଡ଼
-ଉମରକୋଟ: ରାତି ଅଧରେ ଲ୍ୟାମ୍ପ୍ସ ଆଗରେ ଚାଷୀଙ୍କ ଭିଡ଼
-ପଞ୍ଜୀକରଣ କରିବା ପାଇଁ ରାତି ଅଧରେ ମଧ୍ୟ ଘରକୁ ନ ଯାଇ ଭିଡ଼
-ସରକାର ଅଗଷ୍ଟ ୩୧ ତାରିଖ ଡେଡଲାଇନ୍ ରଖିଥିବାରୁ ଚାଷୀଙ୍କ ଭିଡ଼
#Umerkote #Nabarangpur #Odisha #OdishaFarmers #Farmers #LAMPS #FarmerRegistration #PaddyProcurement #Aug31Deadline #FarmersStruggle #Odisha #OTV

କୂଅରୁ ବାହାରିବା ପାଇଁ ଆପ୍ରାଣ ଉଦ୍ୟମ.. ଉମରକୋଟ ରାଇଘର ବ୍ଲକ ବୋବେଇ ପଞ୍ଚାୟତର ଏକ କୂଅ ଭିତରେ ଫସିରହିଛନ୍ତି ୨ଟି ହେଟାବାଘ.. ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ..
#Umerkote #HyenaTrapped #AnimalRescue #OTV
ବିନା ବ୍ୟାଗ, ବିନା ବହିରେ ପିଲାଏ ଆସିଲେ ସ୍କୁଲ। ବିଭିନ୍ନ ପ୍ରକାର ଶିକ୍ଷା ଲାଭ କରିବା ସହ ଅନ୍ୟାନ୍ୟ ଆକ୍ଟିଭିଟି କରିଛନ୍ତି ଉମରକୋଟ ବ୍ଲକ ବଡକୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ
#Nabarangpur #Umerkote #BagFreeSchool #OdishaEducation #SchoolActivities #StudentLearning #OdishaTV #OTV
ସର୍ଭର ଡାଉନ୍, ଚାଷୀଙ୍କ ଟେନ୍ସନ୍! ଧାନମଣ୍ଡି ରେଜିଷ୍ଟ୍ରେସନ୍ ପାଇଁ ସମବାୟ ସମିତି ଆଗରେ ଲମ୍ବା ଲାଇନ୍ | Paddy Mandi Registration Trouble: Farmers Struggle Amid Server Issues in Umerkote #PaddyRegistration #PaddyMandi #FarmerProblem #Umerkote #Nabarangpur #OdishaFarmers #PaddyProcurement #ServerDown #FarmerCrisis #KharifSeason #OdishaAgriculture #OdishaNews #prameyanews7
ଓଡ଼ିଶାରେ ମାଗଣା ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା କଲେ ବିଦେଶୀ; ନିଜର ଅନୁଭୂତି କୁ ସୋସିଆଲ ମିଡିଆରେ କଲେ ସେୟାର | US Citizen Praises Odisha’s Free Healthcare Service After Receiving Treatment in Umerkote #OdishaHealthcare #FreeHealthcare #Umerkote #HealthcareService #OdishaHealth #ForeignVisitor #HealthcareExperience #SocialMedia #OdishaNews #HealthService #PublicHealthcare #IndiaHealthcare
Har Ghar Tiranga Programme Held in Umerkote, Minister Nityananda Gond Joins | ଉମରକୋଟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଗୁଞ୍ଜିଲା ଦେଶଭକ୍ତିର ସ୍ୱର
#HarGharTiranga #Umerkote #NityanandaGond #Tiranga #Tricolour #Patriotism #IndependenceDay #DeshBhakti #NationalFlag #Nabarangpur #OdishaNews #IndiaPride #prameyanews7
୬ ମାସର ଭଡ଼ା ବାକି, ତାଲା ପକାଇଲେ ଘର ମାଲିକ
ବ୍ୟାଙ୍କ ଫାଟକରେ ତାଲା ଦେଇ ବସିଲେ ଘର ମାଲିକ
ଉମରକୋଟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା
ବ୍ୟାଙ୍କ ଶାଖାରେ ତାଲା ପକାଇଛନ୍ତି ଘର ମାଲିକ
#Umerkote #Nabarangpur #Odisha #Bank #ArgusNews
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers





