Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
NNS ODIA TV
@nnsodia
|News। Views। Opinions। Poll । Follow for latest NEWS update from
#Odisha
. ନିର୍ଭୟ, ନିର୍ଭିକ ଓ ନିରପେକ୍ଷ ସାଧାରଣ ଓଡ଼ିଆଙ୍କ ସ୍ୱର email :
[email protected]
Bhubaneshwar, India
Joined May 2017
481
Following
521
Followers
11.6K
Posts
NNS ODIA TV
@nnsodia
almost 2 years ago
ଯମୁନା ନଦୀରେ ଛଟ୍ ପୂଜା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି, ଏଠାରେ ରୋଗ ହେବାର ଆଶଙ୍କା ରହିଛି । ତେଣୁ ଅନୁମତି ଦିଆଯାଇ ପାରିବ ନାହିଁ ।
#nnsodia
#delhihighcourt
#DelhiPolice
#chhathpuja2024
#ChhathFestival
nnsodia's tweet video.
NNS ODIA TV
@nnsodia
about 2 years ago
PM Modi welcomes a new adorable member 'Deepjyoti' at 7, Lok Kalyan Marg
#PMNarendraModi
#DeepJyoti
#cow
#nnsodia
@narendramodi
nnsodia's tweet video.
NNS ODIA TV
@nnsodia
about 2 years ago
#ବାୟାପଡ଼ା_ଘାଟିରେ_ପୁଣି_ଭୂସ୍ଖଳନ
ଭୂସ୍ଖଳନ ଯୋଗୁଁ ୧୮ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ଲଗାଣ ବର୍ଷାରେ ପୁଣି ମାଲକାନଗିରିର ଦୟନୀୟ ସ୍ଥିତି
#Malkangiri
#Landslide
#nnsodia
nnsodia's tweet video.
nnsodia's tweet video.
NNS ODIA TV
@nnsodia
about 2 years ago
#ନାଲି
ପାଣି କଲା ବାୟା ମଦ ପାଇଁ ପୋଲିସକୁ ବି ଖାତିର ନାହିଁ ..ମାଗଣାରେ ମଦ ମିଳିଲେ ଛାଡିବ କିଏ । ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଯିଏ ଯେତେ ପାରିଲା ବୋହି ନେଇଗଲେ .., ଏପରି ଏକ ଅଜବ ଘଟଣା
#ଆନ୍ଧପ୍ରଦେଶର
ଗୁଣ୍ଟରରେ ଘଟିଛି।
#AndraPradesh
#nnsodia
Who to follow
Invest Odisha
@InvestInOdisha
All you need to know about investing in Odisha, India's top investment hub! Explore the policies, growth prospects and more. #InvestInOdisha
ଭୋଟ୍ ପାଇଁ ବାୟା
@votepainbaya
ମୁଁ ଜଗା ରାଇଜର ପ୍ରଜା ! ଜଗନ୍ନାଥ ମୋ ମାଲିକ ! ଓଡିଶା ରାଜନୀତିରେ ହେଉଥିବା ସମସ୍ତ ଫ୍ୟୁଜ ! #IAmAProudHindu
Sujit Bisoyi
@bisoyisujit87
Special Correspondent @IndianExpress, Ex @timesofindia Here for people and their stories!
NNS ODIA TV
@nnsodia
about 2 years ago
#ଚାବି
ମାଗି କରୁଛନ୍ତି ଚୋରି ଦିନ ଦ୍ୱିପହର ହେଉଛି ସ୍କୁଟି ଚୋରି , ଲୋକଙ୍କ ଆଖିରେ ଧ୍ୱଳି ଦେଇ କରୁଛନ୍ତି ଚୋରି ,ଆଉ ଚୋରିବି ହୋଇପାରେ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଗାଡି ସାଇଟ କରିଦେବାକୁ କହି ଘରୁ ଚାବି ମାଗି ଆଣି ହେଉଛି ଚୋରି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ।
#barnasi
#viralvideo
#nnsodia
See More
nnsodia's tweet video.
NNS ODIA TV
@nnsodia
about 2 years ago
ମଣିପୁର ରାଜ୍ୟପାଳଙ୍କ ଘରେ ପଥରମାଡ
#manipur
#nnsodia
nnsodia's tweet video.
NNS ODIA TV
@nnsodia
about 2 years ago
#ରାଜଧାନୀରେ
ବ୍ୟାନ ହେଲା ବାଣ ସବୁଜ ବାଣର ବ୍ୟବହାର ମଧ୍ୟ ହୋଇପାରିବ ନାହିଁ ବୋଲି ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ଦିଲ୍ଲୀରେ କେହି ବି ବାଣ ତିଆରି, ବିକ୍ରି ଓ ବ୍ୟବହାର କରିପାରିବେ ନାହିଁ।
#delhi
#faircrack
#AAP
NNS ODIA TV
@nnsodia
about 2 years ago
Aam Aadmi Party (AAP) releases first list of 20 candidates for Haryana Assembly Elections
#AAP
#HariyanaElection
#nnsodia
NNS ODIA TV
@nnsodia
about 2 years ago
#SCBରେ_ଆରମ୍ଭ_ହେଲା_ଦ୍ୱିତୀୟ_ଲିଭର_ଟ୍ରାନ୍ସପ୍ଲାଣ୍ଟ
SCB ସହ AIG ହାଇଦ୍ରାବାଦର ଡାକ୍ତରୀ ଟିମ୍ ସାମିଲ ମଡୁଲାର OTରେ ଆରମ୍ଭ ହେଲା ପ୍ରତିରୋପଣ ନୟାଗଡ଼ର ଜଣେ ବ୍ୟକ୍ତିଙ୍କ ହେବ ଲିଭର ପ୍ରତିରୋପଣ ଗତ ଏପ୍ରିଲରେ ହୋଇଥିଲା ପ୍ରଥମ ଲିଭର ପ୍ରତିରୋପଣ
#SCB
#LiverTransplant
#nnsodia
NNS ODIA TV
@nnsodia
about 2 years ago
#ଆଜିଠୁ_ଭିତରକନିକାରେ_ଦେଶୀୟ_ପକ୍ଷୀ_ଗଣନା
୧୩ ତାରିଖ ଯାଏ ଚାଲିବ ପକ୍ଷୀ ଗଣନା ପକ୍ଷୀ ଗଣନା ପାଇଁ ଗଠନ କରାଯାଇଛି ୪ଟି ଟିମ୍ କନିକା ରେଞ୍ଜର ମଠ ଆଡ଼ିଆ, ଲକ୍ଷ୍ମୀ ପ୍ରସାଦ ଡିଆ ଦୁର୍ଗା ପ୍ରସାଦ ଡିଆ ଓ ରାଜନଗରର ବାଲି ଡିଆରେ ଗଣନା
#Kendrapada
#BirdCounting
#Bhitarkanika
#nnsodia
NNS ODIA TV
@nnsodia
about 2 years ago
#ବର୍ଷାରେ_ବେହାଲ_ମାଲକାନଗିରି
#ଘରେ_ପଶିଲା_ପାଣି
ମାଲକାନଗିରିରେ ଲଗାଣ ବର୍ଷାରେ ସ୍ଥିତି ବେହାଲ । ଅନେକ ଘରେ ପଶିଲା ପାଣି...
@dm_malkangiri
#Malkangiri
@SRC_Odisha
#Rain
#Weather
#nnsodia
nnsodia's tweet video.
NNS ODIA TV
@nnsodia
about 2 years ago
#ନବାନ୍ନ_ଖାଇ_ନୂଆଁଖାଇ_ପାଳିଲେ_କେନ୍ଦ୍ରମନ୍ତ୍ରୀ
ସମ୍ବଲପୁରର ନନ୍ଦପଡ଼ା ଠାରେ ଅବସରପ୍ରାପ୍ତ କୃଷି ଅଫିସର ମଦନ ମୋହନ ମିଶ୍ରଙ୍କ ପରିବାର ସଦସ୍ୟଙ୍କ ସହ ନବାନ୍ନ ଖାଇ ନୂଆଁଖାଇ ପାଳନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
@dpradhanbjp
#Nuakhaifestival
#Nuakhaifestival
#NNSODIA
nnsodia's tweet video.
NNS ODIA TV
@nnsodia
about 2 years ago
#ଭୁଶୁଡିଗଲା
କୋଠା ଚାଲିଗଲା ୮ ଜଣଙ୍କ ଜୀବନ ଉତ୍ତର ପ୍ରଦେଶ ଲକ୍ଷ୍ନୌ ରୁ ଆସିଲା ଦୁଃଖଦ ଖବର । କୋଠା ଭୁଶୁଡି ଚାଲିଗଲା ୮ ଜଣଙ୍କ ଜୀବନ । ଭଙ୍ଗା କୋଠା ତଳେ ଚାପି ହୋଇ ଆହୁରି ଅନେକ ଲୋକ ରହିଥିବା ଆଶଙ୍କା କରାଯାଉଛି । ରାତି ସାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ
#UttarPradsh
#BuildingCollapse
#Death
#NNSODIA
See More
NNS ODIA TV
@nnsodia
about 2 years ago
#୯_ତାରିଖରେ_ବନ୍ଦ_ରହିବ_ବ୍ୟାଙ୍କ
ନୂଆଖାଇ ପାଇଁ ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ ବ୍ୟାଙ୍କ ସହ ସବୁ ପ୍ରକାରର ବ୍ୟାଙ୍କିଂ ସେବା ବନ୍ଦ ରହିବ ବ୍ୟାଙ୍କ ଛୁଟି ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି
#Bank
#Odisha
@rdmodisha
NNS ODIA TV
@nnsodia
about 2 years ago
#ପୁରୀ_ବେଳାଭୂମିରେ_ଅଜଣା_କଣ୍ଟେନର_ଲାଗିବା_ଘଟଣା
କଣ୍ଟେନରରେ ଥିବା ଜିନିଷ ବୋହି ନେଲେ ସ୍ଥାନୀୟ ଲୋକେ କଣ୍ଟେନରରେ ଥିଲା କ୍ୟାଣ୍ଡେଲ, ଖାଦ୍ୟ ସାମଗ୍ରୀ, ପରଫ୍ୟୁମ କଣ୍ଟେନରର ଜିନିଷ ଭାସିଯାଉଥିବାରୁ ବୋହି ନେଲେ ଲୋକେ
#Puri
@dm_puri
#nnsodia
nnsodia's tweet video.
NNS ODIA TV
@nnsodia
about 2 years ago
#କେନ୍ଦୁଝର_ଜେଲ_ଅଧୀକ୍ଷକ_ଗିରଫ
କେନ୍ଦୁଝର ଜେଲ ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ଗିରଫ - ୨ ମାସ ତଳେ କେନ୍ଦୁଝର ଜେଲକୁ ବଦଳି ହୋଇଥିଲେ - ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ - ସାଢେ ୩ବର୍ଷ ଝାରପଡ଼ା ଜେଲର ଅଧୀକ୍ଷକ ଥିଲେ
@OdishaVigilance
#nnsodia
nnsodia's tweet video.
NNS ODIA TV
@nnsodia
about 2 years ago
Vinesh Phogat, Bajrang Punia join Congres
#VineshPhogat
#Congress
#NNSODIA
nnsodia's tweet video.
NNS ODIA TV
@nnsodia
about 2 years ago
#ଭାସିଆସିଛି_ଅଜଣା_କଣ୍ଟେନରପୁରୀ
ସମୁଦ୍ରରେ ଅଜଣା କଣ୍ଟେନର ପୁରୀ ପେଣ୍ଠକଟା ନିକଟରେ ଭାସୁଛି କଣ୍ଟେନର କଣ୍ଟେନରେ ମହମବତୀ ଭର୍ତ୍ତି ଥିବା ସୂଚନା କେଉଁଠୁ ଆସିଛି କଣ୍ଟେନର ସେ ସମ୍ପର୍କରେ ଜଣାପଡ଼ିନି ରାତିରେ ଜୁଆର ମାଡ଼ରେ ଭାସି ଆସିଥିବା ସୂଚନା
#Puri
#Odisha
#nnsodia
nnsodia's tweet video.
NNS ODIA TV
@nnsodia
about 2 years ago
‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ପୋର୍ଟାଲ- https://t.co/B8BkMmMLP1 ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ୪ ତାରିଖରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ। ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ
#SubhadraJojana
#NNSODIA
See More
NNS ODIA TV
@nnsodia
about 2 years ago
Union Minister for Railways
@AshwiniVaishnaw
inspected the newly manufactured
#VandeBharat
sleeper coach at BEML facility at Bengaluru.
@RailMinIndia
nnsodia's tweet video.
Last Seen Users on Sotwe
Mapona SA🍑🇿🇦
Seen from
South Africa
IssyTrans 🏳️⚧️
Seen from
Netherlands
Cadılar
Seen from
Turkey
💥💥💥 Cuckold Dostu 💥💥💥
Seen from
Turkey
Watik Astutik
Seen from
Indonesia
Pink_desi
Seen from
Singapore
Damla Özden
Seen from
Switzerland
Đan Phượng
Seen from
Vietnam
Filiz&hakan
Seen from
Turkey
Erika Scotto Campos
Seen from
Egypt
Trends for you
1
Austin Riley
Under 10K tweets
2
Jack Smith
Under 10K tweets
3
Super Intelligence
Under 10K tweets
4
#OlandriaxPFWSS27
Under 10K tweets
5
Bryan King
Under 10K tweets
6
Astros
Under 10K tweets
7
White Sox
Under 10K tweets
8
Dots
Under 10K tweets
9
Chris Sale
Under 10K tweets
10
#RTXON
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫