Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Office Of Debi Prasad Mishra
@officeof_DPM
Bhubaneshwar, India
Joined May 2020
20
Following
119
Followers
74
Posts
Office Of Debi Prasad Mishra
@officeof_DPM
over 4 years ago
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସୁସ୍ଥ ହେବା ପାଇଁ ଆହୁରି କିଛି ଦିନ ସମୟ ଲାଗିବ । ଆପଣ ମାନଙ୍କୁ ନବବର୍ଷ ରେ ଶୁଭେଚ୍ଛା ଜଣାଉଛି । ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ କଷ୍ଟ କରି କେହି ଭୁବନେଶ୍ୱର ନ ଆସିବା ପାଇଁ ବିଧାୟକ ଅନୁରୋଧ କରିଛନ୍ତି ।
#Office_Of_Debi_Prasad_Mishra
Office Of Debi Prasad Mishra
@officeof_DPM
over 4 years ago
PMAY ଯୋଜନାରେ ଓଡ଼ିଶାର ଗରିବ ଆଦିବାସୀଙ୍କୁ ଘର ଯୋଗାଇବାକୁ ବିଜେପି ସାଂସଦ ମଉନବ୍ରତ ପାଳିଥିବା ବେଳେ ବିଜେଡି ସାଂସଦମାନେ ଓଡ଼ିଶାର ନ୍ୟାର୍ଯ୍ୟ ହକ୍ ଦାବି କରିଛନ୍ତି । କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
#BJDDigitalWing
Office Of Debi Prasad Mishra
@officeof_DPM
over 4 years ago
ଶିକ୍ଷା ଭିତ୍ତିଭୂମି ବିକାଶ ପରେ ଶିକ୍ଷକଙ୍କ ନିଯୁକ୍ତି ନେଇ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଶିକ୍ଷକ କର୍ମଶାଳାରେ ୭ ହଜାର ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ । ନବନିଯୁକ୍ତ ଶିକ୍ଷକଙ୍କୁ ପ୍ରାଥମିକତା ଦେଇ ରୂପାନ୍ତରିତ ସ୍କୁଲରେ ନିଯୁକ୍ତି ଦିଆଯିବ ।
#BJDdigitalwing
See More
Office Of Debi Prasad Mishra
@officeof_DPM
over 4 years ago
ଆଗ ଗୋଇଠା ମାରି ପରେ ବିଷ୍ଣୁ କରିବା ନୀତି ଆପଣାଇଛନ୍ତି ବିଜେପି ନେତାଏ। ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଧା ସୃଷ୍ଟି କରି ମନ୍ଦିରକୁ ଅପବିତ୍ର କରିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ କରୁଛନ୍ତି କ୍ଷମା ପ୍ରାର୍ଥନା। ମୁହଁରେ ଲଜ୍ଜା ନାହିଁ ଯାହା....
#BJDdigitalWing
Who to follow
Ashok Chandra Panda
@Ashokpandabbsr
my views are personal
ABPMJAY_GJAY Odisha
@GJAY_Odisha
Gopabandhu Jana Arogya Yojana
Arup Patnaik
@ArupPatnaikOMP
Ex-Commissioner of Police, Mumbai. Convenor, Odisha-Mo Parivar
Office Of Debi Prasad Mishra
@officeof_DPM
over 4 years ago
Today Toir Programme Of Hon'ble MLA
Office Of Debi Prasad Mishra
@officeof_DPM
over 4 years ago
Grateful to Hon’ble CM Sj.
@naveen_odisha
Ji for launching BSKY Health Cards in Cuttack district. It will benefit lakhs of people to focus on their health & well-being.
#SusthaOdisha
#Naveen4CuttackKhordha
Office Of Debi Prasad Mishra
@officeof_DPM
over 4 years ago
Today Tour Programme of Hon'ble MLA
officeof_DPM
retweeted
Debi Prasad Mishra
@SriDebiMishra
about 5 years ago
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏବଂ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
#ରାକ୍ଷୀପୂର୍ଣ୍ଣିମା
#RakshaBandhan2021
#HappyRakshaBandhan
Office Of Debi Prasad Mishra
@officeof_DPM
about 5 years ago
ଏହି ପ୍ରରିପେକ୍ଷିରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବୁଣାକାର ମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ସହାୟତା ପ୍ରଦାନର ଉଦଘୋଷଣା କରିଥିବାରୁ ମାଣିଆବନ୍ଧ ବଡ଼ମ୍ବା- ନରସିଂହପୁର ର ବୁଣାକାର ଓ ଅଧିବାସୀ ପକ୍ଷରୁ କୃତଜ୍ଞତା ଜଣାଉଛି । ଦେବୀ ପ୍ରସାଦ ମିଶ୍ର
@CMO_Odisha
@Naveen_Odisha
@bjd_odisha
Office Of Debi Prasad Mishra
@officeof_DPM
about 5 years ago
GST ର ବୋଝରେ ବୁଣାକାରମାନେ ଦୁଃର୍ବିସହ ସ୍ଥିତିରେ ଥିଲାବେଳେ କରୋନା ମହାମାରୀ ସେମାନଙ୍କ ରୋଜଗାରକୁ ପ୍ରଭାବିତ କରିଛି । ୧/୨
Office Of Debi Prasad Mishra
@officeof_DPM
about 5 years ago
ଜୟ ଜଗନ୍ନାଥ
Office Of Debi Prasad Mishra
@officeof_DPM
about 5 years ago
ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ସ୍ତମ୍ଭକାର ଜୀମୁତ ମଙ୍ଗରାଜ ଆଉ ନାହାନ୍ତି । ତାଙ୍କର କାଲି ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ରେ ଭୁବନେଶ୍ୱର ଉପକଣ୍ଠରେ ମର୍ମନ୍ତୁଦ ମୃତ୍ୟୁ ହୋଇଛି । ଆଜି ତାଙ୍କ ଶବଧାରରେ ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲି । ସ୍ବର୍ଗତ ମଙ୍ଗରାଜ ମୋର ଜଣେ ଘନିଷ୍ଠ ବନ୍ଧୁ ଥିଲେ ।
Office Of Debi Prasad Mishra
@officeof_DPM
about 5 years ago
ତାଙ୍କ ବାପା ବି କିଛି ଦିନ ତଳେ କୋଭିଡରେ ଆକ୍ରାନ୍ତ ହୋଇ ଚାଲି ଯାଇଥିଲେ। ତପୁ କୋଭିଡରୁ ଭଲ ହେବା ପରେ ପୁଣି କୋଭିଡ ପରବର୍ତ୍ତୀ ଜଟିଳତା (Post Covid Complication)ରେ ଦୁଃଖଦ ଭାବେ ଚାଲିଗଲେ। ତାଙ୍କ ବାପା ମାଛ ଖାଇବାକୁ ଡ଼ାକିଥିବା ଆମନ୍ତ୍ରଣ ମୁଁ ରଖିପାରିନାହିଁ। ମୋର ଗଭୀର ଶୋକ ଓ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା
Office Of Debi Prasad Mishra
@officeof_DPM
about 5 years ago
ଅତି କମ ବୟସରେ ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗ କାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହେବା ଖବର ଶୁଣି ମୁଁ ମର୍ମାହତ। ତାଙ୍କ ସ୍ୱରରେ ସମସ୍ତଙ୍କୁ ସେ ମନ୍ତ୍ରମୁଗ୍ଧ କରିପାରୁଥିଲେ। ତା ସଙ୍ଗେ ତାଙ୍କ ବାପାଙ୍କ ସଂଗେ ମୋର ପରିଚୟ ଥିଲା। ।
Office Of Debi Prasad Mishra
@officeof_DPM
about 5 years ago
#HappyFathersDay
#WorldFathersDay2021
Office Of Debi Prasad Mishra
@officeof_DPM
about 5 years ago
ଗଭୀର ଶ୍ରଦ୍ଧାଞ୍ଜଳି
#Odisha
#COVID19
#Covid_19
officeof_DPM
retweeted
Samaja Live
@samajalive
about 5 years ago
ବଡ଼ମ୍ବାରେ ସମନ୍ୱିତ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ
@SamajaLive
https://t.co/XorO5ltzrT
Office Of Debi Prasad Mishra
@officeof_DPM
about 5 years ago
#Narsinghpur
#Badamba
#COVID19Vaccine
#Covid_19
Office Of Debi Prasad Mishra
@officeof_DPM
about 5 years ago
ପବିତ୍ର ଶୀତଳଷଷ୍ଠୀ ଓ ଶିବ ବିବାହ ଉତ୍ସବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
#ଶିବବିବାହ
#SivaBibaha
Office Of Debi Prasad Mishra
@officeof_DPM
about 5 years ago
ରଜ ଆମର ଗଣପର୍ବ ଓ ପରମ୍ପରା ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ କୋଭିଡ ପରିପ୍ରେକ୍ଷୀରେ ଏହାକୁ ସଂଯମତା ର ସହ ଘରେ ପାଳନ କରିବାକୁ ଅନୁରୋଧ ।
#Raja2021
#Raja
#Rajafestival
#ରଜପର୍ବ
Last Seen Users on Sotwe
نوفهور
Seen from
Turkey
似水流年
Seen from
Singapore
Türk VİP
Seen from
Netherlands
AKTİF ADAM
Seen from
Turkey
Mother Chud
Seen from
Pakistan
ชายเดี่ยวควยฉีดชอบเย็ดเมียชาวบ้าน
Seen from
Malaysia
Mikail Serin
Seen from
Turkey
M 🔞🔥
Seen from
Saudi Arabia
SW Durango
Seen from
Mexico
Hauwa mustapha
Trends for you
1
#AEWAllIn
Under 10K tweets
2
Will Warren
Under 10K tweets
3
New Level
Under 10K tweets
4
Andrade
Under 10K tweets
5
#NXTHeatwave
Under 10K tweets
6
Kaleb Johnson
Under 10K tweets
7
Okada
Under 10K tweets
8
Willow
Under 10K tweets
9
Goodwill
Under 10K tweets
10
Justin Roberts
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.7M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.1M followers
12
Virat Kohli
@imvkohli
72.9M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
65.9M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.8M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫