Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
RCN ODIA
@rcnodia
RCN ODIA (The Regional Citizen News) ସାଧାରଣ ଲୋକଙ୍କ ସ୍ଵର .. We are always with you everywhere and every time ..
Bhadrak, Odisha
Joined April 2012
349
Following
44
Followers
671
Posts
RCN ODIA
@rcnodia
about 5 hours ago
🚨
#ସ୍ୱାମୀଙ୍କୁ_ମାରିବାକୁ_ସାପ_ସୁପାରି
🐍 ମେରଠରେ ବୀମା ଟଙ୍କା ଓ ପ୍ରେମ ସମ୍ପର୍କକୁ ନେଇ ସ୍ୱାମୀଙ୍କୁ ବିଷାକ୍ତ ସାପ କାମୁଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ। ପୁଲିସ ମାମଲାର ତଦନ୍ତ ଜାରି ରଖିଛି। 📺 ଅଧିକ ଅପଡେଟ୍ ପାଇଁ Follow
@rcnodia
#BreakingNews
#Crime
#Meerut
#OdiaNews
#RCNODIA
#Trending
#Viral
See More
RCN ODIA
@rcnodia
about 5 hours ago
🚨 ସୁପ୍ରିମକୋର୍ଟଙ୍କ ବଡ଼ ରାୟ! ପରକୀୟା ସମ୍ପର୍କ ପ୍ରମାଣି��� ହେଲେ ପତ୍ନୀ ଭରଣପୋଷଣ ପାଇବେ ନାହିଁ। ⚖️ ଆପଣଙ୍କ ମତ କଣ?
👇 #BreakingNe
w
s #SupremeCou
r
t #LegalNe
w
s #RCNOD
I
A #OdiaNe
w
s #Ind
i
a #Trendi
n
g #CourtVerdi
ct
RCN ODIA
@rcnodia
about 10 hours ago
🚀🇮🇳 ଇତିହାସ ରଚିଲା ଭାରତ! ଭାରତର ପ୍ରଥମ ପ୍ରାଇଭେଟ୍ ଅର୍ବିଟାଲ୍ ରକେଟ୍ ବିକ୍ରମ-୧�� ସଫଳ ଉତ୍କ୍ଷେପଣ। ମହାକାଶ କ୍ଷେତ୍ରରେ ଦେଶର ଆଉ ଏକ ଐତିହାସିକ ମାଇଲଖୁଣ୍ଟ। 🌍✨
#Vikram
1
#Skyroo
t
#IndiaInSpac
e
#RCNODI
A
#OdiaNew
s
#Spac
e
#BreakingNew
s
#Indi
a 🇮🇳
rcnodia's tweet video.
RCN ODIA
@rcnodia
about 11 hours ago
🧊 ମୁହଁରେ ଚାଉଳ ପାଣିର ବରଫ ଲଗାଇଲେ ସତରେ ତ୍ୱଚା ଉ��୍ଜ୍ୱଳ ହୁଏ କି? 🤔 ସୋସିଆଲ ମିଡିଆର ଦାବି ପଛରେ ଥିବା ବୈଜ୍ଞାନିକ ସତ୍ୟ ଜାଣନ୍ତୁ। ଆପଣଙ୍କ ଅନୁଭବ କମେଣ୍ଟରେ ସେୟାର କରନ୍ତୁ। 👇
#RCNODI
A
#HealthTip
s
#FactChec
k
#RiceWate
r
#Skincar
e
#OdiaNew
s
Who to follow
THIRUMARAN
@thirusam90
யாதும் ஊரே யாவரும் கேளிர், தீதும் நன்றும் பிறர்தர வாரா, Fan of @thisisysr ,Passionate to #Cricket🏏& #Cycling 🚴♀️🚴♂️, Friends Forever👬 #ITengineer
Ch.Santakar
@santakar
I am a journalist interested in all that concerns in developing a conscious life.Working with Children in realising their inner voice
🅞︎🅤︎🅤︎🅝︎🅔︎ 🇺🇦💫🚀🪐
@OuuneK
SPACE 💫 ENERGY 🚀 GRAVITY 🪐
RCN ODIA
@rcnodia
about 12 hours ago
🚨 ଜିଓ ଓ ଏୟାରଟେଲର ବଡ଼ ନିଷ୍ପତ୍ତି! ଜୁଲାଇ 20 ଠାରୁ ଅନଲିମିଟେଡ୍ 5G ହଟସ୍ପଟ୍ ସେୟାରିଂ ଉପରେ ନୂଆ ନିୟମ। 📱⚡ ଆପଣଙ୍କ ମତ କଣ? 👇
#BreakingNews
#Jio
#Airtel
#5G
#RCNODIA
#TechUpdate
#OdiaNews
RCN ODIA
@rcnodia
about 13 hours ago
🚨 BREAKING 🏏 ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚାକୁ BCCI ଖଣ୍ଡନ କରିଛି। ✅ ରୋହିତ ଶର୍ମା ଅବସର ନେଉନାହାନ୍ତି।
#RohitSharma
#Hitman
#BCCI
#TeamIndia
#BreakingNews
#RCNODIA
RCN ODIA
@rcnodia
about 16 hours ago
🚔🙏 ଭଦ୍ରକ ବାଇପାସ୍ ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ପୋଲି���ର ନିଆରା କାର୍ଯ୍ୟଶୈଳୀ। ଭକ୍ତଙ୍କ ସୁରକ୍ଷା ଓ ସମଗ୍ର ବ୍ୟବସ୍ଥାର ତଦାରଖ କରୁଥିଲେ ଗୁଇନ୍ଦା ବିଭାଗର ଅତିରିକ୍ତ ଏସ୍ପି ଅଂଶୁମାନ ଦ୍ୱିବେଦୀ। ନିଷ୍ଠାପୂର୍ଣ୍ଣ ସେବା ପାଇଁ ଭଦ୍ରକ ପୋଲିସଙ୍କୁ ସଲାମ। 🇮
🇳 #Bhadr
a
k #RathYat
r
a #Jaganna
t
h #OdishaPoli
c
e #RCNOD
I
A #Odis
ha #JaiJagannath
See More
rcnodia's tweet video.
RCN ODIA
@rcnodia
1 day ago
🚩 କାହିଁକି ସୁନା ଶିକୁଳିରେ ବନ୍ଧା ହୋଇଛନ୍ତି ହନୁମାନ? 🤔✨ ଶ୍ରୀଜଗନ୍ନାଥ ଧାମ ପୁରୀର ଏହି ଅଦ୍ଭୁତ ପରମ୍ପରା ପଛରେ ରହିଛି ଏକ ରୋମାଞ୍ଚକର ପୌରାଣିକ କାହାଣୀ। ଅନେକ ଭକ୍ତ ଦର୍ଶନ କରନ୍ତି, କିନ୍ତୁ ଏହାର ପ୍ରକୃତ ରହସ୍ୟ ବହୁତ କମ୍ ଲୋକ ଜାଣନ୍ତି। 🙏 ଆସନ୍ତୁ ଜାଣିବା ଜଗନ୍ନାଥ ଧାମର ଏହି ଅନନ୍ୟ ରହସ୍ୟ ଏବଂ ଏହା ପଛରେ ଥିବା ପ୍ରଚଳିତ କଥା। 📺 ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଓ ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତ���। 🚩 ଜୟ ଜଗନ୍ନାଥ 🙏 #ଜୟଜଗନ୍ନାଥ #Hanuman #Jagannath #Puri #JagannathTemple #Spiritual #Odia #RCNODIA #ହନୁମାନ #ପୁରୀ
See More
rcnodia's tweet video.
RCN ODIA
@rcnodia
1 day ago
🚩 ରଥଯାତ୍ରା ପାଇଁ ଭଦ୍ରକ ବାଇପାସ୍ ଜଗନ୍ନାଥ ମନ୍ଦିର ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଅପାର ଭିଡ଼। 🙏 ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ। ଏହି ଅବସରରେ ଜଣେ ଭକ୍ତ ଜଗନ୍ନାଥଙ୍କ ପ୍ରତି ନିଜର ଅଗାଧ ପ୍ରେମ ଓ ଅନୁଭୂତି ବଖାଣିଛନ୍ତି, ଯାହା ଅନେକଙ୍କ ହୃଦୟକୁ ସ୍ପର୍ଶ କରିବ। 📹 ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଓ ଆପଣଙ୍କ ଅନୁଭୂତି କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 🙏 ଜୟ ଜଗନ୍ନାଥ 🚩 #ରଥଯାତ୍ରା #ଜୟଜଗନ୍ନାଥ #Jagannath #RathYatra #Bhadrak #Odia #RCNODIA #JagannathTemple #Odisha
See More
rcnodia's tweet video.
RCN ODIA
@rcnodia
1 day ago
🕯️ ଗତକାଲିର ରଥଯାତ୍ରାରେ ଘଟିଥିବା ଦଳାଚକଟା ଘଟଣା ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରିଦେଇଛି। କେତେକ ଭକ୍ତଙ୍କ ଅକାଳ ବିୟୋଗ ଓ ଅନେକଙ୍କ ଆହତ ହେବା ଅତ୍ୟନ୍ତ ହୃଦୟବିଦାରକ। "ଏମିତି କାହିଁକି କଲୁରେ କାଳିଆ...! ସତରେ ତୋର ମନ ବୋଲି କିଛି ନାହିଁ..." 💔🙏 ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଚରଣରେ ଦିବଙ୍ଗତ ଆତ୍ମାମାନଙ୍କ ସଦ୍ଗତି କାମନା କରୁଛୁ ଏବଂ ଆହତ ଭକ୍ତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ। 🕊️ ଓଁ ଶାନ୍ତି। #RathYatra #Puri #Jagannath #Odisha #PrayForPuri #OmShanti #RCNODIA
See More
rcnodia's tweet video.
RCN ODIA
@rcnodia
2 days ago
🚩 କାହା ଉପରେ ରାଗିଛ ମଣିମା? 😢 ରଥକୁ ଯିବାକୁ କାହିଁକି ହେଉଛି ଅମଙ୍ଗ? କାହିଁକି କାନ୍ଦୁଛନ୍ତି ଭକ୍ତ ଓ ସେବାୟତ? 🙏 ଜୟ ଜଗନ୍ନାଥ
#ଜୟଜଗନ୍ନାଥ
#ରଥଯାତ୍ରା
#ପୁରୀ
#RCNODIA
#Odisha
#BreakingNews
rcnodia's tweet video.
RCN ODIA
@rcnodia
3 days ago
ମାରି ଦେଇ ଗଲା ଡି.ବି.ଏଲ୍ କନଷ୍ଟ୍ରକସନ୍! 🌧️ ବର୍ଷା ହେଲେ ରାସ୍ତା ନୁହେଁ, ନଦୀ ପାଲଟୁଛି ରାଣୀତାଲ ବଜାର! ଭଦ୍ରକର ପ୍ରମୁଖ ବଜାର ରାଣୀତାଲରେ ସାମାନ୍ୟ ବର୍ଷା ହେଲେ ଅଣ୍ଟେ ଅଣ୍ଟେ ପାଣି ଜମୁଥିବାରୁ ସ୍ଥାନୀୟ ବ୍ୟବସାୟୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀ, ଯାତ୍ରୀ ଓ ସାଧାରଣ ଲୋକ ଗୁରୁତର ଅସୁବିଧାରେ ପଡ଼ୁଥିବା କଥା କହୁଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ? ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ପୋଷ୍ଟକୁ ���େୟାର କରନ୍ତୁ। 📍 ସ୍ଥାନ: ରାଣୀତାଲ ବଜାର, ଭଦ୍ରକ #Ranital #Bhadrak #Odisha #Rain #Waterlogging #RoadSafety #PublicIssue #Infrastructure #OdishaNews #GroundReport #LocalNews #SaveRanital #CivicIssues #Monsoon #VoiceOfPeople #Trending #Viral #Reels #InstagramReels #FacebookViral
See More
rcnodia's tweet video.
RCN ODIA
@rcnodia
4 days ago
🏏🇮🇳 T20 ର ବଦଲା ନେଲା ଟିମ୍ ଇଣ୍ଡିଆ! 🔥 ଏଜବାଷ୍ଟନରେ ଐତିହାସିକ ବିଜୟ। 💥 ଇଂଲଣ୍ଡର ୧୧ ବର୍ଷ ପୁରୁଣା ଦୁର୍ଗ ଭୁଶୁଡ଼ିଲା! 👏 ଭାରତୀୟ ଦଳକୁ ଅଭିନନ୍ଦନ।
#TeamIndia
#INDvsENG
#Edgbaston
#HistoricWin
#Cricket
#RCNODIA
RCN ODIA
@rcnodia
4 days ago
🎓 ପରୀକ୍ଷା ଫି ଛଡ଼ା ଆଉ ସବୁ ମାଗଣା! 'ଜ୍ଞାନୋଦୟ: ଶିକ୍ଷାରୁ ସମୃଦ୍ଧି' ଯୋଜନା ଅଧୀନରେ KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇଁ SOP ଜାରି। ✅ SAMS ମାଧ୍ୟମରେ UG/PG ନାମଲେଖା ଆବଶ୍ୟକ ✅ ୬୫% ଉପସ୍ଥିତି ବାଧ୍ୟତାମୂଳକ
#Jnanodaya
#FreeEducation
#Odisha
#SAMS
#RCNODIA
rcnodia's tweet video.
RCN ODIA
@rcnodia
4 days ago
🚨 ଭଦ୍ରକରେ କାଲି ସମସ୍ତ ��ିଦ୍ୟାଳୟ ବନ୍ଦ! ଲଗାଣ ବର୍ଷା ଯୋଗୁଁ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି। 📅 ୧୫ ଜୁଲାଇ ୨୦୨୬ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
#Bhadra
k
#RainAler
t
#SchoolClose
d
#Odish
a
#Breakin
g
#RCNODI
A
RCN ODIA
@rcnodia
4 days ago
🌧️ ଭଦ୍ରକରେ ବର୍ଷାର ପ୍ରଭାବ ଜାରି। 📍 ଚାନ୍ଦବାଲିରେ ସର୍ବାଧିକ ୬୭.୨ ମି.ମି. ବର୍ଷା ରେକର୍ଡ। ନିମ୍ନାଞ୍ଚଳରେ ପାଣି ଜମିବା ସହ ପ୍ରଶାସନ ସତର୍କ। ☔
#Bhadrak
#OdishaRain
#WeatherUpdate
#Chandbali
#RCNODIA
RCN ODIA
@rcnodia
5 days ago
🇮🇳🏏 ଲର୍ଡସରେ ଗର୍ଜିଲେ ଭାରତୀୟ ଝିଅମାନେ! ଇଂଲଣ୍ଡର ଘରୋଇ ମାଟିରେ ୨୭୦ ରନ୍ର ବିଶାଳ ବ୍ୟବଧାନରେ ବିଜୟ। ଇତିହାସ ରଚିଲା ଟିମ୍ ଇଣ୍ଡିଆ! 🏆🔥
#INDvsENG
#TeamIndia
#IndianWomenCricket
#Lords
#HistoricWin
#Cricket
#RCNODIA
🇮🇳
RCN ODIA
@rcnodia
5 days ago
🚨 ଭଦ୍ରକ NH-16ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବ୍ରେକଡାଉନ୍ ହୋଇ ଠିଆ ଥିବା କଣ୍ଟେନର ପଛରେ ପିଟିଲା କାର। ଘଟଣାସ୍ଥଳରେ ପୁଅଙ୍କ ମୃତ୍ୟୁ, ବାପା ଓ ମାଆ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ। 🙏 ସଡ଼କରେ ସତର୍କ ରୁହନ୍ତୁ।
#Bhadrak
#NH16
#RoadAccident
#Odisha
#BreakingNews
#RCNOdia
#RoadSafety
RCN ODIA
@rcnodia
5 days ago
🚨 ଓଡ଼ିଶାରେ ଆସିପାରେ ସୋସିଆଲ ମିଡିଆ ପାଇଁ କଠୋର ଆଇନ! ଘୃଣ୍ୟ କିମ୍ବା ଅପମାନଜନକ ଭାଷା ବ୍ୟବହାର କଲେ ଜରିମାନା ସହ ଜେଲ୍ ଦଣ୍ଡ ହୋଇପାରେ। ଆପଣଙ୍କ ମତ କ'ଣ? 🤔
#Odisha
#BreakingNews
#SocialMedia
#NewLaw
#RCNOdia
#HateSpeech
Last Seen Users on Sotwe
Mert Kaya
Seen from
Australia
Ankara büyük penis
Seen from
Turkey
★شہهد★𝓢𝓱𝓪𝓱𝓭
muskan malik
Seen from
Pakistan
Et Et
Seen from
Egypt
Bazinga!
Seen from
Indonesia
ســــــولا فـــــي دبــــــــي 👙
Seen from
Egypt
boy boy
Seen from
Pakistan
RANI STW
Seen from
Indonesia
ศรายุทธ วิชิตเชื้อ
Seen from
Thailand
Trends for you
1
Rory
Under 10K tweets
2
Chelsea
Under 10K tweets
3
Finish
Under 10K tweets
4
Anthony Rizzo
Under 10K tweets
5
Barcola
Under 10K tweets
6
Alaska
Under 10K tweets
7
Berta
Under 10K tweets
8
117m
Under 10K tweets
9
Trae Young
Under 10K tweets
10
Jared Jones
Under 10K tweets
Most Popular Users
1
Elon Musk
@elonmusk
240.9M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.8M followers
4
Cristiano Ronaldo
@cristiano
111.7M followers
5
Narendra Modi
@narendramodi
107.1M followers
6
Rihanna
@rihanna
97.9M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88.2M followers
10
Taylor Swift
@taylorswift13
82.1M followers
11
Lady Gaga
@ladygaga
73.6M followers
12
Virat Kohli
@imvkohli
70.8M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.2M followers
16
Neymar Jr
@neymarjr
63.7M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.3M followers
20
X
@x
60.8M followers
Olivia
Online
✨
⭐
💫