Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
I'm MODI
@RamKrushnaPand7
Safety Manager
India
Joined January 2019
4.8K
Following
1.5K
Followers
21.3K
Posts
RamKrushnaPand7
retweeted
Sudhansu jena O+🩸 🇮🇳
@Sudhansu_jena_
about 4 years ago
ଅଗତି ର ଗତି, ଅନାଥ ର ନାଥ, ଅନନ୍ତ ଅସୀମ ବଡ଼ ଠାକୁର। ଅନାଇଁ ରହିଛି ଏ ବିଶ୍ୱ ବ୍ରହ୍ମାଣ୍ଡକୁ, ଅଣ ଦେଖା କରୁଅଛ କାହିଁ ବଡ଼ ଠାକୁର। ଅନୀତି ର କାର୍ଯ୍ୟ ବଢ଼ି ଚାଲିଅଛି, ଅନ୍ୟାୟ ଭାର ବଢ଼ି ଯାଇଅଛି। ଅତ୍ୟାଚାର ବିରୋଧରେ ନାହିଁ ଆନ୍ଦୋଳନ, ଅଣ ଦେଖାରେ ଯାଉଛି କେତେ ଯେ ଜୀବନ।
RamKrushnaPand7
retweeted
Prachee Nanda OSPS (।)🌵
@PracheeNanda
about 4 years ago
ଆଶା ହିଁ ସବୁବେଳେ ଦୁଃଖର କାରଣ ପାଲଟି ଥାଏ,ସେ ଆଶା ଟଙ୍କା ପଇସା ପାଇଁ ହେଉ କି କାହା ଠାରୁ ସ୍ନେହ, ଶ୍ରଦ୍ଧା , ବିଶ୍ୱାସ, ଭଲ ପାଇବା ପାଇଁ ହେଉ ..🌿।
#ଶୁଭ
#ସକାଳ
RamKrushnaPand7
retweeted
pradeep 🇮🇳
@beingpradeep
about 4 years ago
ଖରାପ ସମୟ କେବଳ ଦୁଃଖ ଦେବାକୁ ନୁହେଁ ବରଂ ସମ୍ପର୍କ ଚିହ୍ନାଇ ଦେବାକୁ ଆସିଥାଏ , ଆଉ ସେହି ଖରାପ ସମୟ ହିଁ ଜଣାଇ ଦେଇଥାଏ ଯେ ଏହି ସ୍ବାର୍ଥପର ଦୁନିଆରେ କିଏ ନିଜର ଆଉ କିଏ ..... !!
#ଜୟଜଗନ୍ନାଥ
🚩🙏
RamKrushnaPand7
retweeted
मुकेश कुमार सुथार 🇮🇳🇮🇳🇮🇳🇮🇳🇮🇳🇮🇳
@MukeshK56440164
about 4 years ago
सभी भाइयों बहनों को जय श्री राम जय बजरंगबली आप सभी का दिन मंगलमय हो जय श्री राम🌺🌺👏
Who to follow
DDR 🇮🇳
@DDR_43
Helping hands for the needy people 🥰 working at @Helpindia18 Bhubaneswar.🙏
Tulasi Prasad Panda
@tulasipanda
ଖାଣ୍ଟି ଓଡ଼ିଆ 👉Engineer 🎓🔧|Manufactured 🎂on 25th December|🏠Kendujhar🏯|Bhubaneswar🏬|Odisha
Gaganbihari 🙂
@gaganbiharipal1
Social Worker,MJMC(CUO),ପରିବର୍ତ୍ତନ ହିଁ ଜୀବନ, ହସଖୁସିର ବଞ୍ଚିବା ଲକ୍ଷ୍ୟ🙂 ମେଳାପୀ ସ୍ବଭାବ।କର୍ମରେ ବିଶ୍ୱାସ କରେ,ସଂଘର୍ଷକୁ ପସନ୍ଦ କରେ ଓ ସର୍ବଦା ଜ୍ଞାନ ଆହରଣ ଲକ୍ଷ୍ୟରେ........
RamKrushnaPand7
retweeted
Raja Rakesh
@RajaSine
about 4 years ago
ଜୟ ଜଗନ୍ନାଥ🙏
RamKrushnaPand7
retweeted
ଅଫେରା ବାଟୋଇ....✍︎
@_Someonealone__
about 4 years ago
·
Bhubaneshwar
ସମୟ ବଡ଼ ବିଚିତ୍ର ସମୟ କେତେବେଳେ କାହା ପାଇଁ ଖୁସିର ପଶରା ନେଇ ଆସିଲା ବେଳକୁ , ଖୁସିର ହକଦାର ମଣିଷଟା ଖୁସି ଅନୁଭବ କରିବା ପାଇଁ ଆଉ ନଥାଏ।
RamKrushnaPand7
retweeted
Sanjukta Samantaray
@Sanjukt38569723
about 4 years ago
#ପିତାମାତା
🙏🙏 ତୁମଠାରୁ ବଳି କିଏ ସେ ଦେବତା ବଡ଼ ଅଛି ଜଗତରେ ତୋଷିଲେ ପୂଜିଲେ କୋଟି ଫଳ ମିଳେ ଜାଣିନି ମାୟା ସଂସାରେ।। ପଥର କାଠର କାଗଜ ଛବିକୁ ଭକ୍ତି ନଇବେଦ୍ୟ ଦେଇ ଯେତେବି ପୂଜିଲେ ମହାଭକ୍ତି ଭରେ ଫଳ ଶୂନ ହୋଇଥାଇ।। ପ୍ରତ୍ୟକ୍ଷ ଦେବତା ମୁଖ୍ୟ ଜନ୍ମଦାତା ତୁମେ ଏ ମର ସଂସାରେ ରକ୍ଷକ ଭକ୍ଷକ ସୁରକ୍ଷା କବଚ ଶ୍ରେଷ୍ଠ ଜନ୍ମ ଜନ୍ମାନ୍ତରେ।।
I'm MODI
@RamKrushnaPand7
about 4 years ago
ଅତି ସୁନ୍ଦର ଲେଖାଟି 🙏
Sanjukta Samantaray
@Sanjukt38569723
about 4 years ago
#ପିତାମାତା
🙏🙏 ତୁମଠାରୁ ବଳି କିଏ ସେ ଦେବତା ବଡ଼ ଅଛି ଜଗତରେ ତୋଷିଲେ ପୂଜିଲେ କୋଟି ଫଳ ମିଳେ ଜାଣିନି ମାୟା ସଂସାରେ।। ପଥର କାଠର କାଗଜ ଛବିକୁ ଭକ୍ତି ନଇବେଦ୍ୟ ଦେଇ ଯେତେବି ପୂଜିଲେ ମହାଭକ୍ତି ଭରେ ଫଳ ଶୂନ ହୋଇଥାଇ।। ପ୍ରତ୍ୟକ୍ଷ ଦେବତା ମୁଖ୍ୟ ଜନ୍ମଦାତା ତୁମେ ଏ ମର ସଂସାରେ ରକ୍ଷକ ଭକ୍ଷକ ସୁରକ୍ଷା କବଚ ଶ୍ରେଷ୍ଠ ଜନ୍ମ ଜନ୍ମାନ୍ତରେ।।
RamKrushnaPand7
retweeted
Amaresh AK art
@AmareshAK8
about 4 years ago
କେଉଁ କୁଆ କଳା ନୁହେଁ?
#ଆଜିର_ପ୍ରଶ୍ନ
I'm MODI
@RamKrushnaPand7
about 4 years ago
ଠେକୁଆ
Amaresh AK art
@AmareshAK8
about 4 years ago
କେଉଁ କୁଆ କଳା ନୁହେଁ?
#ଆଜିର_ପ୍ରଶ୍ନ
RamKrushnaPand7
retweeted
पलक दीप 🪔
@p_panvare
about 4 years ago
ट्विटर सभी सनातनी को जय श्रीराम 🚩
RamKrushnaPand7
retweeted
Sneha sneha
@Swagatikamahan7
about 4 years ago
Good morning..... ❤️💝❤️
RamKrushnaPand7
retweeted
ANANDA BEHERA🕊️🕊️🕊️
@AnandaBehera123
about 4 years ago
ଶୁଭ ସୋମବାର
#ଭଗବାନ
ଶଙ୍କର ସମସ୍ତଙ୍କ ର ମଙ୍ଗଳ କରନ୍ତୁ।
#ଓଁ
ବାବା ସ୍ଚନ୍ଦ୍ରଶେଖରାୟ ନମଃ🚩🙏
RamKrushnaPand7
retweeted
✨ସ୍ଵାଭିମାନୀ ଓଡିଆ ଝିଅ✨(ଲକ୍ଷ୍ମୀ)
@Shuva_laxmi02
about 4 years ago
ଅଗତିର ଗତି ପ୍ରଭୁ ଗଙ୍ଗାଧର ଉମାପତି ମହେଶ୍ୱର ଭକ୍ତି ଭରେ କରେ ତୁମ ପାଦେ ଅଳି ସଂସାରରେ ଅଛି ଯେତେ ଦୁଃଖ କରିଦିଅ ତାକୁ ଦୂର!!❣️😘
#ନମୋ_ଗୌରୀଶଙ୍କର
🙏🌸🙏❣️
#ଜୟ_ଶିବଶମ୍ଭୁ
🥀
#ସୁପ୍ରଭାତ
🌻🌼🌼 🙏🔱🙏🔱🙏🔱🙏🔱🙏🔱🙏🔱🙏🙏
I'm MODI
@RamKrushnaPand7
about 4 years ago
😆😆😆😆😆
Nandita Nayak🇮🇳
@NanditaODISHA
about 4 years ago
ଖାଇ ଖାଇ ମୋଟୀ ହୋଇ ଗଲିଣି। ଘରେ କହୁଛନ୍ତି ଫାଟି ଯିବି।
RamKrushnaPand7
retweeted
Uttam kumar
@kumar_Uttam07
about 4 years ago
ଲୁହ ମୋର, ଦୁଃଖ ମୋର, କଷ୍ଟ ବି ମୋର....😧😧 ପୁଣି କଷ୍ଟ ଦେଉଥିବା ମଣିଷଟା ବି ମୋର....🥀💔 dedicate to @TheM_DsPen
RamKrushnaPand7
retweeted
ଅଫେରା ବାଟୋଇ....✍︎
@_Someonealone__
about 4 years ago
·
Bhubaneshwar
"ନୁହେଁ ମୁଁ ପ୍ରଭୁ ଭକ୍ତ ସାଲବେଗ, ନୁହେଁ ମୁଁ ଵନ୍ଧୁ ମହାନ୍ତି ନା ହୋଇ ପାରିବି ଦାସିଆ ବାଉରୀ ଶୁଣିମା ହେଉହେ ମୋର ଗୁହାରୀ। ନଡ଼ିଆ ଟିଏ ମୁଁ ଯାଚି ପାରୁନାହିଁ, ସକ୍ଷମ ଶେତିକୁ କାହିଁ, କିଞ୍ଚିତେ ଭକତି ଘେନିବ ଠାକୁରେ ସେତିକି ଵିଶ୍ଵାସ ଅଛି।"
#ଜୟଜଗନ୍ନାଥ
🙏
RamKrushnaPand7
retweeted
ଖାଣ୍ଟି ଓଡ଼ିଆ ଝିଅ ଚିନୁ......!!
@LizaraniSahoo13
about 4 years ago
ନିଜ ସହିତ ବିତିଥିବା ସବୁ ସମସ୍ୟା ଅନ୍ୟ କାହାର ସମସ୍ୟା ସହ ମିଶିଗଲେ ନିଜର ପୁରୁଣା କଥା ମନେ ପଡ଼ି ଆଖିରୁ ଲୁହ ଧାର ଝରି ଆସେ...। 💔🥀💔🥺💔🥀💔
#କଥା_ନିଜର
🥺
RamKrushnaPand7
retweeted
Dr. Prana Krishno Panigrahi
@pranakrishno
about 4 years ago
ଦୁନିଆରେ ସବୁକିଛି ମିଳିଯାଏ, କେବଳ ନିଜ ଭୁଲ ହିଁ ଦେଖିବାକୁ ମିଳେନି~ ମନ କଥା 🌷
Last Seen Users on Sotwe
Kaan konya
Seen from
Turkey
Video Dünyası
Seen from
Turkey
Ömer Ankara
Seen from
Turkey
ünlü frikik 😈
Seen from
Turkey
suami istri
Seen from
Indonesia
Pinki
Seen from
Singapore
Comegetthisdih🤤
Seen from
Portugal
Carol&theblack
Seen from
United Arab Emirates
Ali Baba
Seen from
Nigeria
ZILLA
Seen from
United Kingdom
Trends for you
1
San Diego
Under 10K tweets
2
#NationalCoachesDay
Under 10K tweets
3
Boomers
Under 10K tweets
4
Memchip
Under 10K tweets
5
#TinaTuesday
Under 10K tweets
6
Social Security
Under 10K tweets
7
FELIX PFW LOUIS VUITTON SS27
Under 10K tweets
8
Dear Canada
Under 10K tweets
9
The Athletic
Under 10K tweets
10
#RepublicanHealthcareCrisis
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫